ସମାପ୍ତ ନା ସମ୍ପ୍ରସାରଣ
ଭାରତରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ୧୭ ମେ’ରେ ସରିବାକୁ ଯାଉଛି। ଯଦି ଲକ୍ଡାଉନ୍ ୪.୦ କାର୍ଯ୍ୟକାରୀ ହୁଏ, ତେବେ ସଂକ୍ରମଣ ରୋକିବା ପାଇଁ ରେଳଗାଡ଼ି ବନ୍ଦ କରିଥିଲେ ତାହାର ଏକ ସକାରାତ୍ମକ ପ୍ରଭାବ ପଡ଼ିଥାଆନ୍ତା। ଉଲ୍ଲେଖଯୋଗ୍ୟ ଯେ, ୧୦ ମେ’ରେ ରେଳ…
ପ୍ରଧାନମନ୍ତ୍ରୀ ମୋଦି-ବିଶ୍ୱନେତା
ଜଗତ ପ୍ରକାଶ ନଡ୍ଡା ଗଭୀର ସଙ୍କଟ ଦେଇ ଗତି କରୁଥିବା ଦେଶକୁ ନେତୃତ୍ୱ ଦେବା, ନୂଆ ଆଦର୍ଶର ରାସ୍ତା ଦେଖାଇବା ତଥା ବିଶ୍ୱରେ ଭାରତକୁ ପ୍ରତିଷ୍ଠିତ କରିପାରୁଥିବା ରାଜନେତା କ୍ୱଚିତ ଜନ୍ମ ନେବା ଦେଖାଯାଆନ୍ତି। ଏକ ଗରିବ ପରିବାରରେ ଜନ୍ମ ହୋଇ…
ମାଙ୍କଡ଼ ହାତେ ଶାଳଗ୍ରାମ
ରାଜୀବ କର୍ମି ଶିକ୍ଷା ପାଇବା ସମସ୍ତଙ୍କର ମୌଳିକ ଅଧିକାର। ଶିକ୍ଷା ସରକାରଙ୍କର ଅତ୍ୟାବଶ୍ୟକ ସେବା। ଶିକ୍ଷା ମୁକ୍ତ ଏବଂ ବାଧ୍ୟତାମୂଳକ। କିଏ, କେଉଁଠି କହିଛି ଏହାର ନିର୍ଦ୍ଦିିଷ୍ଟ ପ୍ରମାଣ ନାହିଁ। ମାତ୍ର ଅନବରତ ମାନସ ମନ୍ଥନ ପରେ ଶିକ୍ଷା ବିଷୟକ ମତବାଦର…
ଏଇ ଭାରତରେ
ଆସାମରେ କାର୍ ଚଲାଉଥିବା ଜଣେ ମହିଳା ପରେ ବ୍ୟବସାୟୀ ପାଲଟି ୧୦,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସଶକ୍ତ କରିବା କିଛି କମ୍ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ମନ୍ଦିରା ବରୁଆ। ମନ୍ଦିରାଙ୍କୁ ଯେତେବେଳେ ବୟସ ୧୬ ବର୍ଷ ସେତେବେଳେ ତାଙ୍କ…
ଘରମୁହାଁ ଧାଡ଼ି
ତଥାଗତ ସତପଥୀ ଜର୍ମାନ ଦାର୍ଶନିକ ତଥା ଅର୍ଥନୀତିଜ୍ଞ କାର୍ଲ ମାର୍କସ ସମାଜରେ ମଣିଷକୁ ଦୁଇ ଶ୍ରେଣୀରେ ଭାଗ କରିଦେଇଥିଲେ। ଗୋଟେ ପୁଞ୍ଜିପତି ଓ ଅନ୍ୟଟି ସର୍ବହରା ବା ଖଟିଖିଆ। ଖଟିଖିଆଙ୍କ ଶ୍ରମ ଉପରେ ପୁଞ୍ଜିପତିମାନେ ଅୟସ କରିଆସୁଥିବା ବିଷୟ ପିଲାଟିବେଳୁ ପଢ଼ିଆସିଛୁ।…
କରୋନା ସାମ୍ନାରେ ବ୍ୟକ୍ତିସ୍ବାଧୀନତାର ବଳି
ସହଦେବ ସାହୁ ମଣିଷ ନିଜେ ଏକ ପ୍ରାଣୀ, କିନ୍ତୁ ନିଜକୁ ଛାଡି ଅନ୍ୟ ପ୍ରାଣୀମାନଙ୍କୁ ପଶୁ କହେ, ସେମାନଙ୍କ ଆଚରଣକୁ ପାଶବିକ ଅର୍ଥାତ୍ ମୌଳିକତାବିହୀନ କହିଥାଏ। ପଶୁଙ୍କ ଗୋଠକୁ ଆମେ ସମାଜ କହୁନା। ମଣିଷର ଗୋଠ ହିଁ ସମାଜ। ପଶୁ-ଜଗତରେ ‘ଜୋର୍…
ଯୋଗଃ କର୍ମସୁ କୌଶଳମ୍: ଏକ ଭିନ୍ନ ଦୃଷ୍ଟି
ଡ. ଛାୟାକାନ୍ତ ଷଡ଼ଙ୍ଗୀ ଭଗବଦ୍ଗୀତାରେ ଯୋଗର ବିଭିନ୍ନ ସଂଜ୍ଞା ମଧ୍ୟରେ ଗୋଟିଏ ବହୁଳ ଉଦ୍ଧୃତ ସଂଜ୍ଞା ହେଉଛି ”ଯୋଗଃ କର୍ମସୁ କୌଶଳମ୍।“ ଏହାକୁ ଅନ୍ବୟ କରାଗଲେ ଦୁଇଟି ଅର୍ଥ ପ୍ରକାଶ ପାଇବ। ପ୍ରଥମଟି ହେଲା କର୍ମରେ କୌଶଳ ହିଁ ଯୋଗ (କର୍ମସୁ…
ଛାମୁ ଦେଇଛନ୍ତି ହରଷେ…
ତୁଷାରକାନ୍ତ ଶତପଥୀ ହାସ୍ୟକବି ଯଦୁମଣି ମହାପାତ୍ର ନୟାଗଡ଼ ରାଜାଙ୍କୁ ଖଣ୍ଡେ ଜମି ମାଗିଥିଲେ। ବର୍ଷେ ପରେ ତାଙ୍କୁ ଚାକୁଣ୍ଡାଗଛ ଉଠୁଥିବା ଅତି ନିକୃଷ୍ଟ ଜମିରୁ ଖରାପ ଜମିଖଣ୍ଡେ ଦିଆଯାଇଥିଲା। ତା’ ପରେ ରାଜା ‘କ’ଣ ଯଦୁମଣି ଖୁସି ତ’ ବୋଲି ପଚାରନ୍ତେ…
ଏଇ ଭାରତରେ
ଜଣେ ବ୍ୟକ୍ତି ୪୩୦ରୁ ଅଧିକ ପ୍ରକାର କଦଳୀ ଚାଷ କରୁଥିବା ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏହି ଚାଷୀଙ୍କ ନାମ ବିନୋଦ ସହଦେବନ ନାୟାର। ତାଙ୍କୁ ବର୍ତ୍ତମାନ ବୟସ ୬୦। ତ୍ରିଭାନ୍ଦ୍ରମର ପରାସାଲା ଗାଁରେ ସେ ୩ ଏକର…
ବିକଳ୍ପ ଜୀବିକା ସନ୍ଧାନେ
କିଛି ଦିନ ପୂର୍ବରୁ ଫୁଡ୍ ସର୍ଭିସ ସ୍ବିଗ୍ଗିରୁ କିଛି ଖାଦ୍ୟ ମଗାଇଥିଲି। ଏହା ଜଣଙ୍କର ଜନ୍ମଦିନ ଥିଲା ଓ ଏଥିପାଇଁ ମୁଁ ୧ କିଲୋ କେକ୍ ଅର୍ଡର କରିଥିଲି। ଅର୍ଡର କଲେ ସ୍ବିଗ୍ଗି ଆପ୍ ତାହା ଗ୍ରହଣ କରିଛି ବୋଲି ତୁମକୁ…
ଆମ ଗାଁ ଏବେ ବି ପ୍ରାସଙ୍ଗିକ
ଶକ୍ତି ପ୍ରସାଦ ଦାସ କରୋନା ଭାଇରସର ଉପରାନ୍ତ ଦୃଶ୍ୟପଟକୁ ଆକଳନ କଲାବେଳେ, ୧୯୯୦ ଦଶକର ଅର୍ଥନୈତିକ ସଂସ୍କାର ବ୍ୟବସ୍ଥା ଓ ନୀତିଗୁଡିକର ପୁନଃ ସମୀକ୍ଷା କରିବାକୁ ହେବ। ଯେତେ କଷ୍ଟ ସହିବାକୁ ପଡୁନା କାହିଁକି, ପଛକୁ ନ ଫେରିବାର ଯୁକ୍ତି ଅନେକ…
ପୁଲିଜର ବିଜୟିନୀ
ନିକୋଲ୍ ହନ୍ନା-ଜୋନ୍ସ ଖବରକାଗଜ, ପତ୍ରିକା ଓ ଅନ୍ଲାଇନ୍ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାଧରଙ୍କୁ ଆମେରିକା ପକ୍ଷରୁ ପ୍ରତିବର୍ଷ ପୁଲିଜର ପୁରସ୍କୃତ ପ୍ରଦାନ କରାଯାଇଆସୁଛି। ଖ୍ୟାତନାମା ପ୍ରକାଶକ ଯୋଶେଫ୍ ପୁଲିଜର ଇଚ୍ଛାପତ୍ରରେ ଦର୍ଶାଇଥିଲେ ଯେ, କଲମ୍ବିଆ…
Archives


