କେରଳ ରୋଲ ମଡେଲ
ଆକାର ପଟେଲ ଦେଶରେ ଲକ୍ଡାଉନ୍ ଲାଗୁକରି ୩୭,୦୦୦ ରୁ ୭୧,୦୦୦ କୋଭିଡଜନିତ ମୃତ୍ୟୁ ଟାଳି ଦେଇଛୁ ବୋଲି ସରକାର କହିଛନ୍ତି। ଯଦି ଦୁଇଟି ଲକ୍ଡାଉନ ଲାଗୁ କରାଯାଇ ନ ଥାଆନ୍ତା ତେବେ ଏବେ ସୁଦ୍ଧା ୧୪ ଲକ୍ଷରୁ ୨୯ ଲକ୍ଷ କୋଭିଡ୍-୧୯…
କରୋନା ମହାମାରୀ-ଶ୍ରମିକ ଦୁର୍ଦ୍ଦଶା
କିଶୋର ଜେନା କରୋନାଜନିତ ମହାମାରୀ ପରିସ୍ଥିତି ଭିତରେ ବିଶ୍ୱର ବିଭିନ୍ନ ଦେଶ ଅର୍ଥନୀତିର ପୁନର୍ଗଠନରେ ଶ୍ରମିକମାନଙ୍କର କଲ୍ୟାଣ ଓ ସୁରକ୍ଷାକୁ ଯଥାସମ୍ଭବ ରକ୍ଷାକରିବାର ଉଦ୍ୟମ କରୁଥିବାବେଳେ, ଠିକ୍ ସେହି ସମୟରେ ଭାରତ ସରକାର ବିପରୀତ ପଥରେ ଶ୍ରମିକ ଛଟେଇକୁ ଅବାଧ କରି…
ଡାକ୍ତର ରାଜନେତା
କରୋନା ମହାମାରୀକୁ ନେଇ ବିଶ୍ୱବାସୀ ହନ୍ତସନ୍ତ ହେଉଛନ୍ତି। ଏହି ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ବିଭିନ୍ନ ସମୟରେ ନିୟମାବଳୀ ଜାରି କରୁଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ…
ଏଇ ଭାରତରେ
ଭାରତୀୟ ନୌବାହିନୀ ଅଧିକାରୀ ଭାବେ ଯୋଗଦେଇ ଦେଶ ସେବା କରିବାର ସ୍ବପ୍ନ ଦେଖି ପରବର୍ତ୍ତୀ ସମୟରେ ଲକ୍ଷ ଲକ୍ଷ ଦିବ୍ୟାଙ୍ଗଙ୍କ ସାହାରା ପାଲଟିଛନ୍ତି ତାମିଲନାଡୁର ଏସ୍.ରାମକ୍ରିଷ୍ଣନ୍। ଥାଞ୍ଜାଭୁରରେ ସ୍କୁଲ ଶିକ୍ଷା ଶେଷ କରିବା ସହ କୋଏମ୍ବାଟୁରସ୍ଥ ସରକାରୀ ଇଞ୍ଜିନିୟରିଂ କଲେଜରେ ପଢୁଥିବା…
ବିବାଦୀୟ ବଦଳି
ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଅନେକ ଲୋକଙ୍କୁ ପ୍ରଭାବିତ କରିଛି। କିନ୍ତୁ ଏହା ସମ୍ଭବତଃ କର୍ନାଟକ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ । ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ କର୍ନାଟକ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଶ୍ରମ…
କରୋନା ଓ କୃଷି
ଡ. ରବୀନ୍ଦ୍ର କୁମାର ନାୟକ କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ କଲବଲ ହେଉଛି। କୋଭିଡ୍-୧୯ ଭୂତାଣୁ ଜୁଆର ପରି ମାଡ଼ିଚାଲିଛି ଓ ହଜାର ହଜାର ନର ସଂହାର କରୁଛି। ଆମେରିକା, ଇଟାଲୀ, ଇଂଲଣ୍ଡ, ସ୍ପେନ, ଫ୍ରାନ୍ସ, ଜର୍ମାନୀ ଓ ଚାଇନା…
ଢୋକେ ପିଇ, ଦଣ୍ଡେ ଜିଇ
ସୌମ୍ୟା ପରିଡ଼ା ସରକାର ଯଦି ମାଗଣା ଚାଉଳ, ଡାଲି, ରାଶନ ଦେଉଛନ୍ତି ତା’ହେଲେ ଆମେ କାଇଁ ନେବୁନାହିଁ! ଆମ ବାଡ଼ିପଟ ଘରେ ପଚାଶ ବସ୍ତା ଚାଉଳ ଥାଉ ପଛେ। ମାସେ ପାଇଁ ସିନା ମୁଁ ମୋ ଘରେ ସଉଦାପତ୍ର ସାଇତି ରଖିଛି।…
ଏଇ ଭାରତରେ
ଦେଶରେ କରୋନା ବିରୋଧୀ ଲଢ଼େଇରେ ଦିନକୁ ଦିନ ନୂଆ ନୂଆ ଯୋଦ୍ଧା ଯୋଡ଼ି ହେଉଛନ୍ତି। ସେଥିରୁ ଦିଲ୍ଲୀର ଜଣେ ଗୃହିଣୀ ବାଦ୍ ଯାଆନ୍ତେ କେମିତି। ୫୬ ବର୍ଷୀୟା ଲକ୍ଷ୍ମୀ ଦାସ ଦିଲ୍ଲୀରେ ସପରିବାର ରହନ୍ତି। ସେ ଘରେ ମାସ୍କ ତିଆରି କରି…
ଏକ ଚେତାବନୀ
ଦେଶର ଗୋଟିଏ ଭାଗରୁ ଆଉ ଏକ ଭାଗକୁ ନିଜ ଘର ଅଭିମୁଖେ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ହୃଦୟବିଦାରକ ଦୃଶ୍ୟ କୋଭିଡ୍-୧୯ ମହାମାରୀ ଚାଲିଗଲା ପରେ ଆମ ସମସ୍ତଙ୍କର ମନେ ରହିବ। ସାଧାରଣ ପରିବହନ ବ୍ୟବସ୍ଥା ନଥିବାବେଳେ ଏହି ଦୁର୍ବଳଶ୍ରେଣୀର ଲୋକମାନେ ସେମାନଙ୍କର…
ଅମ୍ଫନ୍ ମୁକାବିଲାରୁ ଶିକ୍ଷା
ଡ. ଶିବ ଶଙ୍କର ସାହୁ ତାଲାବନ୍ଦ କୋଟି କୋଟି ଲୋକଙ୍କ ବଞ୍ଚତ୍ବାର ରାହା ଛଡ଼େଇ ନେଇଛି। ଏପରି ସମୟରେ ବାତ୍ୟା ଅମ୍ଫନ୍ କ୍ଷୟକ୍ଷତି ଓଡ଼ିଶା, ପଶ୍ଚିମବଙ୍ଗ ସମେତ ବାଂଲାଦେଶ ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଛି। ପ୍ରଳୟଙ୍କରୀ ୧୯୯୯ ମହାବାତ୍ୟାର…
ସଙ୍ଗୀତରେ ପ୍ରାଣ ସଞ୍ଚାର କରୁଥିଲେ ବାଳକୃଷ୍ଣ ସାର୍
ପ୍ରଫୁଲ୍ଲ କର ବହୁ ମୂର୍ତ୍ତିକାର ମୂର୍ତ୍ତି ଗଢ଼ନ୍ତି, କିନ୍ତୁ ସବୁ ମୂର୍ତ୍ତି ପ୍ରାଣବନ୍ତ ହୁଅନ୍ତି ନାହିଁ। ଗୋଟିଏ ଗୀତକୁ ଏକା ସ୍ବର ଓ ଏକା ତାଳରେ ଶହ ଶହ ଗାୟକ ଗାଇପାରନ୍ତିି, କିନ୍ତୁ ଜଣେ ଜଣେ ଗାୟକଙ୍କ କଣ୍ଠରେ ସେ ଗୀତ…
ଏଇ ଭାରତରେ
ଝାଡ଼ଖଣ୍ଡର ଜଣେ ସାମାଜିକ କର୍ମୀ ୨୫,୦୦୦ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା କିଛି କମ୍ କଥା ନୁହେଁ। ଏଇ ସମାଜସେବୀ ହେଉଛନ୍ତି ନୀଳକଣ୍ଠ ମିଶ୍ର। ନୀଳକଣ୍ଠଙ୍କ ଜନ୍ମ ଜାମସେଦପୁରରେ। ବର୍ତ୍ତମାନ ତାଙ୍କୁ ବୟସ ୪୫। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଗଣିତରେ…
Archives


