କରୋନାଠୁ ପଙ୍ଗପାଳ
ଭାରତ ଏବେ ସବୁଆଡ଼ୁ ବିପଦରେ ପଡ଼ିଛି। ବାତ୍ୟା, ବନ୍ୟା, ଭୂମିକମ୍ପ, ଦୁର୍ଭିକ୍ଷ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିଆସୁଥିବା ଏହି ଦେଶ ପାଇଁ କରୋନା ଭୂତାଣୁ ବିଷମ ପରିସ୍ଥିତି ସୃଷ୍ଟି କରିଛି। କୋଭିଡ୍-୧୯ ଯୋଗୁ କରାଯାଇଥିବା ଲକ୍ଡାଉନ୍ ଫଳରେ ଦୁଇ ମାସରୁ ଅଧିକ…
ଗୁଜବ ପ୍ରତି ସାବଧାନ
ବୈକୁଣ୍ଠନାଥ ମିଶ୍ର ଏହା ଏକ ସାଧାରଣ ଅନୁଭୂତି ଯେ ଅନେକ ଭିତ୍ତିହୀନ ଅପପ୍ରଚାର ହଠାତ୍ ଜନମାନସରେ ଜାଗ୍ରତ ହୋଇ ତଡିତ୍ ବେଗରେ ସମାଜରେ ଖେଳିଯାଇ ସମ୍ପୂର୍ଣ୍ଣ ସମାଜକୁ କବଳିତ କରେ। ଘଟଣାର ସତ୍ୟତା ପରୀକ୍ଷା ନ କରି ଅବିଳମ୍ବେ ଜନ ସମୁଦାୟ…
ଅଭିନବ ପରିକଳ୍ପନା ପରିବର୍ତ୍ତନର ଆହ୍ବାନ
ମଙ୍ଗୁଳି ଚରଣ ନିଶଙ୍କ ବନ୍ୟ ପରିବେଶରେ ମଣିଷ ଆସ୍ଥାନ ବନାଇ ଗୋଷ୍ଠୀଗତ ଜୀବନ ଶୈଳୀ ଆରମ୍ଭ କରି କ୍ରମେ ନିଜର ପରିବେଷ୍ଟନିକୁ ସୁସଂଯତ ଓ ଆବଶ୍ୟକ ମୁତାବକ ପ୍ରସ୍ତୁତ କରାଇ ଅଧୁନା ଅତ୍ୟାଧୁନିକ, ଯନ୍ତ୍ରବତ ଓ ଆବଶ୍ୟକତାଠାରୁ ବହୁଗୁଣିତ ପରିବେଶ ସଜାଡି…
ଏଇ ଭାରତରେ
ଶିଶୁସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାରେ ଜଗଦୀପ ଗମ୍ଭୀରଙ୍କ ପ୍ରୟାସ ବେଶ୍ ପ୍ରେରଣାଦାୟକ। ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜ୍ନେସରୁ ଶିକ୍ଷା ଶେଷ କରି ସେ ଚାକିରି କରିଥିଲେ। କିନ୍ତୁ ପରେ ଚାକିରି ଛାଡିି ‘କର୍ମା ହେଲ୍ଥକେୟାର’ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଦୁର୍ଗମ…
ନୂଆ ଶୀତଳଯୁଦ୍ଧ
ଦକ୍ଷିଣ ଚାଇନା ସାଗର ବା ସାଉଥ୍ ଚାଇନା ସି’ ହେଉଛି ପ୍ରଶାନ୍ତ ମହାସାଗରର ଏକ ଅଂଶ। ବିଶ୍ୱର ଏକ ତୃତୀୟାଂଶ ଜାହାଜ ଏହି ବାଟ ଦେଇ ଯିବାଆସିବା କରିଥାଏ। ଫଳରେ ପ୍ରତ୍ୟେକ ବର୍ଷ ୩ ଟ୍ରିଲିୟନ ଆମେରିକୀୟ ଡଲାରର ବାଣିଜି୍ୟକ କାରବାର…
ସାର୍ବଜନୀନ ନୂ୍ୟନତମ ଆୟ ବ୍ୟବସ୍ଥା ଚାଲୁ କର
ସହଦେବ ସାହୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ନଭେଲ୍ କରୋନା ଭାଇରସ୍ ମଣିଷମାନଙ୍କ ଭିତରେ ରହିବ, ମଣିଷଠୁ ମଣିଷକୁ ବ୍ୟାପିବ, ଯେ ପର୍ଯ୍ୟନ୍ତ ଟିକା ବାହାରି ନାହିଁ ଅଥବା ଯେ ପର୍ଯ୍ୟନ୍ତ ଜନଗୋଷ୍ଠୀର ୬୦ପ୍ରତିଶତ ଲୋକଙ୍କୁ ଭୂତାଣୁ…
କର୍ମ, ଶ୍ରମ ଓ ଶ୍ରମଜୀବୀ
ଡ. କିଶୋର ମହାନ୍ତି ଶ୍ରମିକମାନଙ୍କ ପାଇଁ ତାଲାବନ୍ଦ କିଛି ନୂଆ କଥା ନୁହେଁ। କେତେକେତେ ଏମିତି ତାଲାବନ୍ଦର ସମ୍ମୁଖୀନ ହେଇଛି ସେ, କିନ୍ତୁ ଏପ୍ରକାର କରୋନା ପ୍ରକୋପ ପାଇଁ ତାଲାବନ୍ଦ ତା’ ଜୀବନ ଜୀବିକାରେ ଏକବାର ତାଲା ପକାଇ ଦେଇଛି। ସମ୍ପୂର୍ଣ୍ଣ…
ଏଇ ଭାରତରେ
ଅଧାରୁ ପାଠ ଛାଡ଼ି ନିଶା କବଳରେ ପଡ଼ିଯାଉଥିବା ପିଲାମାନଙ୍କ ଜୀବନରେ ନୂଆ ଆଶା ଭରି ଦେଉଛନ୍ତି ନାଗାଲାଣ୍ଡର ଜେନ୍ପୁ ରୋଙ୍ଗ୍ମେଇ। ଡିମାପୁର ନିବାସୀ ଜେନ୍ପୁ ଏଭଳି ୧,୦୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ପୁଣି ସମାଜର ମୁଖ୍ୟ ଧାରାରେ ସାମିଲ କରିପାରିଛନ୍ତି। ଜେନ୍ପୁ ୨୦୧୦ରେ…
ଟଙ୍କା ଆସୁଛି
ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଦୁଇ ମାସରୁ କମ୍ ସମୟ ମଧ୍ୟରେ ସୁଧହାର କମାଇଛି। ଏଥିସହିତ ଋଣ ପରିଶୋଧ କିସ୍ତିକୁ ଆଉ ୩ ମାସ ପାଇଁ ସ୍ଥଗିତ ରଖିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ସୁପାରିସ କରିଛି। ସମ୍ଭବତଃ ଏହା ଋଣକାରୀଙ୍କୁ…
ଏମର୍ଜେନ୍ସି ହେଲେ
ଜିତେନ୍ଦ୍ର କୁମାର ନାୟକ ଏମର୍ଜେନ୍ସି ବା ଜରୁରିକାଳୀନ ପରିସ୍ଥିତି କ’ଣ କେବଳ ଶାସକଙ୍କ ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ଥାଏ? ଭାରତର ଗଣତାନ୍ତ୍ରିକ ଇତିହାସରେ ୧୯୭୫ରେ ଲାଗୁ କରାଯାଇଥିବା ଏମର୍ଜେନ୍ସି ଥିଲା ଗାଦି ରକ୍ଷା ପାଇଁ। ଦୀର୍ଘଦିନ ଧରି ଶାସନରେ ରହିବା ସକାଶେ…
ବିଦ୍ୟାର୍ଥୀ ଓ ହ୍ବାଟ୍ସଆପ୍ ପୁସ୍ତକ
ନଗେନ୍ଦ୍ର ନାଥ ପଟ୍ଟନାୟକ ପୁସ୍ତକ ପଢ଼ିବା ମହାଆନନ୍ଦର ବିଷୟ। ବିଦ୍ୟାର୍ଥୀ ଜୀବନରେ ଶିକ୍ଷା ଏକପ୍ରକାର ବାଧ୍ୟତାମୂଳକ। କିନ୍ତୁ ପାଠପଢ଼ା ସମୟରେ ବିବଶ ହୋଇ ପଢ଼ୁଥିବା ପିଲା ଏବଂ ଆଗ୍ରହ ତଥା ଆନନ୍ଦ ସହକାରେ ଶିକ୍ଷା ଲାଭ କରୁଥିବା ଛାତ୍ରଙ୍କ ମଧ୍ୟରେ ବିଶେଷ…
ଏଇ ଭାରତରେ
ଦେଶରେ କୃଷକଙ୍କ ଦୁଃଖ କହିଲେ ସରିବନି। କିନ୍ତୁ ସେମାନଙ୍କ ଦୁଃଖ ଦୂର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ମହାରାଷ୍ଟ୍ରର କୃଷକ ପୁଅ ଅଶୋକ ଦେଶ୍ମାନେ। ପରଭାନି ଜିଲାରେ ତାଙ୍କ ଜନ୍ମ। ତାଙ୍କ ବାପା ଚାଷ କରିବା ସମୟରେ ପିଲାଦିନେ ସେ ସବୁ…
Archives


