ଓଡ଼ିଶା ଉଚ୍ଚଶିକ୍ଷାର ଦଶା ଓ ଦିଶା
ଜ୍ଞାନରଞ୍ଜନ ପଣ୍ଡା ବିଶିଷ୍ଟ ମାର୍କିନ୍ ସମାଜ ସଂସ୍କାରକ ମାଲକମ୍ ଏକ୍ସ କହିଥିଲେ, ଶିକ୍ଷା ଭବିଷ୍ୟତ ପାଇଁ ପାସ୍ପୋର୍ଟ। ବାସ୍ତବରେ ଉପଯୁକ୍ତ ଶିକ୍ଷା ପାଇଥିବା ସମାଜର ଭବିଷ୍ୟତ ଉଜ୍ଜ୍ୱଳ। ଆମେରିକା ବିଶ୍ୱର ସର୍ବୋତ୍ତମ ରାଷ୍ଟ୍ର ଏଥିପାଇଁ ଯେ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ…
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ପାରମ୍ପରିକ କୃଷିର କ୍ଷତି ଏଡ଼ାଇବା ପାଇଁ ଅରବିନ୍ଦ ଧକଡ଼ ବିନା ମାଟିରେ ଷ୍ଟ୍ରବେରି ଚାଷ କରି ପ୍ରଚୁର ଲାଭ କରୁଛନ୍ତି। ମଧ୍ୟପ୍ରଦେଶର ଏହି ଚାଷୀଙ୍କ ଘର ରତଲାମରେ। ସେ କେବଳ ପାଣି ଉପଯୋଗ କରି (ହାଇଡ୍ରୋପୋନିକ୍ସ…
ହାତୀ ପାଇଁ କୁମ୍ଭୀରକାନ୍ଦଣା
ଜୁନ୍ ୩ରେ କେରଳରେ ଗର୍ଭିଣୀ ହାତୀ ବାଣଭର୍ତ୍ତି ସପୁରି ଖାଇ ମରିଯିବା ପରେ ସମଗ୍ର ଦେଶରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ନେଇ ଦାବି ଜୋର ଧରିଥିଲା। ସୋସିଆଲ ମିଡିଆରେ…
ଆର୍ଥିକ ପ୍ୟାକେଜ୍ର ଉପହାସ
ବିଚିତ୍ର ବିଶ୍ୱାଳ ଆମ ଓଡ଼ିଆରେ ଗୋଟେ କଥା ଅଛି, ‘ଉପରେ ପାଣି ଦେଇ ଭିତରେ ଚେର କାଟିବା’। ଏହାର ଅର୍ଥ ହେଉଛି, ଲୋକଙ୍କୁ ଲାଗୁଥିବ ପାଣି ଦେଇ ଗଛକୁ ବଞ୍ଚାଯାଉଛି, କିନ୍ତୁ ଅସଲରେ ଭିତରେ ଚେର କାଟି ଗଛକୁ ମାରିବାର ବ୍ୟବସ୍ଥା…
କୃଷି ଉତ୍ପାଦରେ ମୂଲ୍ୟ ସଂଯୋଗ
ଦୀପକ କୁମାର ରାମ କରୋନା ଭାଇରସ ସାମଗ୍ରିକ ଭାବରେ ଆମର କୃଷି ଓ କୃଷକମାନଙ୍କ ଉପରେ ବହୁ ଗଭୀର ପ୍ରଭାବ ପକାଇଛି। ଏହାଦ୍ୱାରା ଦେଶର ଅର୍ଥନୀତି ତଥା ବଜାରରେ ସମସ୍ତ ଯୋଗାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଚଳିତବର୍ଷ କୃଷକମାନେ…
ଏଇ ଭାରତରେ
ବନବାସୀମାନଙ୍କ ଜୀବନଶୈଳୀକୁ ପ୍ଲାଷ୍ଟିକ ମୁକ୍ତ କରିବାରେ ଲାଗିଛନ୍ତି ପଶ୍ଚିମବଙ୍ଗର ସିଦ୍ଧାର୍ଥ ବ୍ଲୋନେ ଓ ସ୍ବେତା ପ୍ରଧାନ। ଏହି ଦମ୍ପତିଙ୍କ ବୟସ ପାଖାପାଖି ୪୦ ହେବ। ପଶ୍ଚିମବଙ୍ଗ ନେଓରା ଜଙ୍ଗଲ ନିକଟରେ ଥିବା କାଲିଂପଙ୍ଗ ଜିଲା ଗରୁବାଥାନ ଗାଁକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରି…
ଭବିଷ୍ୟତ କହିବ
ଚାଇନାର ଉହାନ୍ରୁ କରୋନା ଭାଇରସ୍ ବାହାରିଥିଲା। ହେଲେ ଏହି ଭୂତାଣୁ ଏବେ ବିଶ୍ୱର ପ୍ରାୟ ସବୁ ଦେଶକୁ ଗ୍ରାସ କରିସାରିଛି। ଏପରିକି ଚାଇନା ରାଜଧାନୀ ବେଜିଂରେ ପୁନର୍ବାର ମୁଣ୍ଡ ଟେକିବାର ଖବର ମିଳିଛି। ଅବଶ୍ୟ ଚାଇନାରୁ ବାହାରୁଥିବା କୌଣସି ଖବର ବିଶ୍ୱାସଯୋଗ୍ୟ…
କରୋନା ଏବଂ କୃଷି ବିବିଧତା
ଚିନ୍ମୟ ରଞ୍ଜନ କୁମାର କରୋନାର ବିଭୀଷିକାକୁ ପ୍ରାୟ ସମସ୍ତେ ହୃଦୟଙ୍ଗମ କରିସାରିଲେଣି। ଏହାର ମୁକାବିଲା ବିଶ୍ୱର ସବୁ ଦେଶ ପାଇଁ ଯେତିକି ଆହ୍ବାନ ସୃଷ୍ଟି କରିଛି, ତା’ସହ ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ପରିବର୍ତ୍ତନର ଆଭାସ ମଧ୍ୟ ଦେଇଛି। କରୋନାର ପ୍ରଭାବ ସବୁ…
ବଦଳି ଯାଉଥିବା ଜୀବନଶୈଳୀ
ଡ. ବିରଞ୍ଚତ୍ନାରାୟଣ ମଲ୍ଲିକ ଆଜିକା ସମୟରେ ଘର, ପରିବାର, ରାସ୍ତାଘାଟ, ଖଟି ଜାଗା ବା କର୍ମସଂସ୍ଥାନ ସବୁଠି କେବଳ ଗୋଟିଏ ହିଁ ଚର୍ଚ୍ଚା, ତାହା ଆମ୍ଭମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଥିବା ‘କରୋନା’। କରୋନା ବାସ୍ତବରେ ଯେତିକି କ୍ଷତି କରିଛି…
ଏଇ ଭାରତରେ
ସ୍ବର୍ଣ୍ଣଚମ୍ପା ଫୁଲଚାଷରୁ ବର୍ଷକୁ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମହାରାଷ୍ଟ୍ରର କୃଷକ ରବର୍ଟ ଡିବ୍ରିଟୋ। ଏହା ସହ ସେ ୨୫ଟି ଗାଁରେ ଏହି ଫୁଲଚାଷ କରିବା ପାଇଁ ଲୋକମାନଙ୍କୁ ପ୍ରେରଣା ଦେଇଛନ୍ତି। ଡିବ୍ରିଟୋଙ୍କୁ ବର୍ତ୍ତମାନ ବୟସ ୬୪। ପାଲଘର ଜିଲା…
ନେପାଳ ଛଡ଼େଇନେବ
ନେପାଳ ପାର୍ଲାମେଣ୍ଟର ନିମ୍ନ ସଦନ ଭାରତର ସୀମାନ୍ତ ତିନୋଟି ଅଞ୍ଚଳ ଲିପୁଲେଖ, କାଲାପାଣି ଏବଂ ଲିମ୍ପିଆଧୁରାକୁ ଏହାର ମାନଚିତ୍ରରେ ସ୍ଥାନ ଦେବା ସଂକ୍ରାନ୍ତ ବିଷୟକୁ ୧୩ ଜୁନ୍ରେ ମଞ୍ଜୁରୀ ପ୍ରଦାନ କରିଛି। ଏହା ପରେ ନୂଆଦିଲ୍ଲୀ କେବଳ ପ୍ରତିକ୍ରିୟା ପ୍ରକାଶ କରିଛି।…
କାହା ସ୍ବାର୍ଥରେ କୃଷି ଅଧ୍ୟାଦେଶ
ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନାର ମୁକାବିଲା ନାଁରେ କେନ୍ଦ୍ର ସରକାରଙ୍କ ବହୁପ୍ରଚାରିତ ଲକ୍ଡାଉନ୍ ଡାକରା ଦେଶରେ ମହାମାରୀର କ୍ରମବର୍ଦ୍ଧମାନ ପ୍ରକୋପକୁ ତ ରୋକିପାରିଲାନି ବରଂ ଜନସଂଖ୍ୟାର ସିଂହଭାଗ ରୂପେ ପରିଚିତ କୃଷକ ଓ ଶ୍ରମିକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ହିଁ ଭାଙ୍ଗିଦେବା ଦେଖାଯାଇଛି। ମହାମାରୀ…
Archives


