ପାରାମାନଙ୍କ ଅବଦାନ
ମାନେକା ଗାନ୍ଧୀ ପାରାମାନଙ୍କୁ ମୁଁ ଭାରି ଭଲ ପାଏ। ସେମାନଙ୍କ ସ୍ବର ନରମ ଓ ଛନ୍ଦଯୁକ୍ତ। ମୁଁ ସମ୍ମୁଖ ବାରଣ୍ଡାରେ ସେମାନଙ୍କ ପାଇଁ ଗୁଡ଼ିଏ ବାସ୍କେଟ୍ ରଖିଛି ଏବଂ ସେମାନେ ସେଠାରେ ଚୁପଚାପ୍ ରୁହନ୍ତି। ସେମାନେ ଖାଦ୍ୟ ମାଗନ୍ତି ନାହିଁ- ବୋଧହୁଏ…
ଆସ ଅର୍ଥନୀତିକୁ ବାଟକୁ ଆଣିବା
ଡ. ଷ୍ଟାଲିନ ମିଶ୍ର କେବଳ ନରେନ୍ଦ୍ର ମୋଦି ବା ସରକାର ଚାହିଁଲେ ଦେଶର ଅର୍ଥନୀତି ବଦଳିଯିବ ବୋଲି ଭାବିବା ଭୁଲ। ଭାରତ ବିଶ୍ୱର ସର୍ବବୃହତ୍ ପ୍ରଗତିଶୀଳ ଅର୍ଥନୀତି। ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବାରୁ ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ…
ବିଷ ବଳୟ ଓ ବିଶ୍ୱ
ଅଲେଖ ଚନ୍ଦ୍ର ସାମଲ ଓଡ଼ିଶାର ଜନଜୀବନର ଦର୍ପଣ ଭାବେ ନିଜର ସ୍ବତଃ ପ୍ରତିଷ୍ଠା ପାଇପାରିଥିବା ପ୍ରମୁଖ ଖବରକାଗଜ ନିରପେକ୍ଷ, ନିର୍ଭୀକ, ଦୈନିକ ‘ଧରିତ୍ରୀ’ କିଛି ମାସ ତଳୁ ସମାଜରେ ପ୍ଲାଷ୍ଟିକର ବ୍ୟବହାରକୁ ମୂଳୋପତ୍ାଟନ କରିବା ପାଇଁ ସମସ୍ତଙ୍କ ଭିତରେ ଏକ ଭାବଗତ…
ଏଇ ଭାରତରେ
କଲେଜରେ ପଢ଼ିବା ସହ ଗୋଟିଏ ବଖରା ଘରେ ଛତୁଚାଷ କରି ତିନିଜଣ ଛାତ୍ର ମାସକୁ ପାଖାପାଖି ୭୬ ହଜାର ଟଙ୍କା ରୋଜଗାର କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। କର୍ନାଟକ ମହୀଶୂରର ଜେଏସ୍ଏସ୍ ଏକାଡେମୀ ଅଫ୍ ହାୟର ଏଡୁକଶେନ ଆଣ୍ଡ୍ ରିସର୍ଚ୍ଚର…
ପାଣି ମାଡ଼ିଆସିଛି
ମିଳିଥିବା ଖବର ଅନୁଯାୟୀ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକା ସଂଘର୍ଷ ସ୍ଥଳ ସମେତ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍ଏ) ଓ ଭାରତର ସୈନ୍ୟମାନେ ପାଖାପାଖି ଦୁଇ କିଲୋମିଟର ପଛକୁ ଘୁଞ୍ଚିଛନ୍ତି। ୧୫ ଜୁନ୍ରେ ସେଠାରେ ଉଭୟ ସେନା…
କାଳିଆ ପରେ ବଳରାମ
ନଟବର ଖୁଣ୍ଟିଆ ଓଡ଼ିଶା ସରକାର ୨୦୧୮ ଡିସେମ୍ବରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ କୃଷି ଶ୍ରମିକ ଓ ଅକର୍ମଣ୍ୟ ବୃଦ୍ଧ ଚାଷୀଙ୍କର ଆୟ ବଢ଼ାଇବା ପାଇଁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କଲେ। ଏହି ଯୋଜନାର ପ୍ରକୃତ ନାମ ହେଲା…
ଶିକ୍ଷାଦାନରେ ବିକଳ୍ପ
ସତ୍ୟବ୍ରତ ବାରିକ କରୋନା ଭାଇରସର ଛାଇ ଯେତେ ଲମ୍ବା ହୋଇଚାଲିଛି ସେହି ମାତ୍ରାରେ ଏହା ଆମର ବ୍ୟକ୍ତି ଓ ସାମୂହିକ ଜୀବନକୁ ଯଥାର୍ଥ ଭାବେ ପୁନଃସଂଗଠିତ କରିବାକୁ ଏବଂ ବିକଳ୍ପ ଖୋଜିବାକୁ ବାଧ୍ୟ କରିଛି। ତିନିମାସରୁ ବେଶି ଶିକ୍ଷାନୁଷ୍ଠାନ ଫାଟକରେ ତାଲା,…
ଏଇ ଭାରତରେ
ସୁ ରଟ୍ର ସ୍ନେହାଲ ପଟେଲଙ୍କୁ ୮ବର୍ଷ ହେବ ବିଦ୍ୟୁତ୍ କି ପାଣି ବିଲ ଦେବାକୁ ପଡିନି। ତାଙ୍କ ଘର ନିର୍ମାଣ ହୋଇଛି ବ୍ୟବହୃତ କାଠରେ। ଏହାକୁ ସେ ବିଭିନ୍ନ ଟ୍ରେଡର ଓ ଶିପିଂ ୟାର୍ଡରୁ ସଂଗ୍ରହ କରିଛନ୍ତି। ସ୍ନେହାଲଙ୍କୁ ଏବେ ବୟସ…
ଅନ୍ଲାଇନ୍ ଶିକ୍ଷା
କୋଭିଡ୍-୧୯ ମହାମାରୀ ଯୋଗୁ ସମାଜରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ଇଂଲିଶରେ ‘ନ୍ୟୁ ନର୍ମାଲ’ କୁହାଯାଉଛି। ସାମାଜିକ, ଅର୍ଥନୈତିକ, ରାଜନୈତିକ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ପ୍ରତି କ୍ଷେତ୍ର ଏହାଦ୍ୱାରା ପ୍ରଭାବିତ ହୋଇଛି। ତେଣୁ ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇ ପ୍ରତ୍ୟେକଙ୍କୁ…
ହାଜତ ହିଂସା ସମାଜ ପାଇଁ କଳଙ୍କ
ଭାଲଚନ୍ଦ୍ର ଷଡ଼ଙ୍ଗୀ ସାରା ଦେଶ କରୋନା ମହାମାରୀ ଓ ଲକ୍ଡାଉନ୍ର ଦୋହରା ମାଡ଼କୁ ସାମ୍ନା କରୁଥିବା ବେଳେ ପୋଲିସ ଅତ୍ୟାଚାରର ଦୁଇଟି ଲୋମହର୍ଷଣକାରୀ ଘଟଣା ଆମକୁ ଲଜ୍ଜିତ କରିଛି। ଓଡ଼ିଶାର ବୀରମିତ୍ରପୁର ଓ ତାମିଲନାଡ଼ୁର ସାନ୍ଥାକୁଲମ୍ ଥାନାରେ ଘଟିଥିବା ଏହି ଦୁଇଟି…
ବାଣିଜି୍ୟକ ଅସ୍ପୃଶ୍ୟତା
ହରିହର ତ୍ରିପାଠୀ ମହାମାରୀ କରୋନା ବିଶ୍ୱର ବାଣିଜ୍ୟ ଚିତ୍ରପଟରେ ଆଣିଛି ଯୁଗାନ୍ତକାରୀ ପରିବର୍ତ୍ତନ। ବିଶ୍ୱବାଣିଜ୍ୟରେ ଏକଚାଟିଆ ଆଧିପତ୍ୟ ବଜାୟ ରଖିଥିବା ଦେଶଗୁଡ଼ିକ ଭିତରେ ଦେଖାଦେଇଛି ବାଣିଜି୍ୟକ ଛୁଆଁ ଅଛୁଆଁ ଭେଦଭାବ। ବିଶେଷକରି ଆମେରିକା କରୋନା ମହାମାରୀ ନିମନ୍ତେ ଚାଇନାକୁ ଦାୟୀ କରି…
ଏଇ ଭାରତରେ
ଦେଶରେ ଲକ୍ଡାଉନ ଆରମ୍ଭ ହେବାଠାରୁ ଅଦ୍ୟାବଧି ପ୍ରାୟ ୨୦୦ ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମହାରାଷ୍ଟ୍ରର ବିଦ୍ୟା ଶେଲ୍କେ। ମୁମ୍ବାଇର ଉପାନ୍ତ ଅଞ୍ଚଳ ମୁଲନ୍ଦରେ ତାଙ୍କ ସ୍ବାମୀ ଓ ଦୁଇ ସନ୍ତାନଙ୍କ ସହ ରହନ୍ତି ୨୭ ବର୍ଷୀୟା…
Archives


