ଏଇ ଭାରତରେ
ଦେଶରେ ବିଭାଜନକାରୀ ଶକ୍ତି ତଥା ମାନବିକତାର ଶତ୍ରୁମାନଙ୍କ ପାଇଁ ହାଜି ଦିଲାବର ହୁସେନ୍ଙ୍କ ସାମାଜିକ ଏକତାର ଏକ ବଡ ଉଦାହରଣ। ସେ ପଞ୍ଜାବର ବାବା ଫରିଦଙ୍କ ନଗରୀ ଫରିଦକୋର୍ଟରେ ଅଚିହ୍ନା ଶବ ସଂସ୍କାର କରୁଛନ୍ତି । ମୃତବ୍ୟକ୍ତି ଯଦି ହିନ୍ଦୁ କିମ୍ବା…
ଜୀବନ ଓ ଜୀବିକା କିଏ ଆଗ
ସହଦେବ ସାହୁ ଜୀବିକା ଆଗ ନା ଜୀବନ ଆଗ- ଏମିତି ପ୍ରଶ୍ନ କରିବା ବେଳେ ମହାମାରୀ ସମୟର ଅର୍ଥନୀତି (ପାଣ୍ଡେମିକ ଇକନମିକ୍ସ) ବୁଝିବାର ଠିକ୍ ମାର୍ଗରେ ଚାଲିବା ଦରକାର। ଏ ଦ୍ୱନ୍ଦ୍ୱ କିପରି ଆସୁଛି ଦେଖନ୍ତୁ। ବଞ୍ଚତ୍ଲେ ତ ରୋଜଗାର କଥା…
ଆଖିକୁ ଦିଶୁନାହାନ୍ତି
ଭାରତ ୨୦୧୪ରେ ଏକ ନୂଆ ରାଜନୈତିକ ସମୀକରଣ ଦେଖିଥିଲା। ସେହିବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଏକାକୀ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା। ସେତେବେଳେ ମୋଦି କେବଳ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସେହି ରାଜ୍ୟରେ ସୀମିତ ଥିଲେ। ଦେଶବ୍ୟାପୀ…
ସବୁଜ ବିପ୍ଳବର ଧୂସର ଦିଗ
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ବିଶିଷ୍ଟ ଅର୍ଥନୀତିଜ୍ଞ ରେଭେରେଣ୍ଡ୍ ଥୋମାସ ରବର୍ଟ ମାଲ୍ଥସ୍ ଊନବିଂଶ ଶତାବ୍ଦୀର ଶେଷଭାଗକୁ ଭବିଷ୍ୟବାଣୀ ଶୁଣାଇଥିଲେ ଯେ, ବିଶ୍ୱରେ ଘଟୁଥିବା ଜନସଂଖ୍ୟା ବିସ୍ଫୋରଣ ପରିମାଣ ଭବିଷ୍ୟତରେ ଅତ୍ୟନ୍ତ ଭୟାବହ ହେବ। କାରଣ, ପୃଥିବୀ ପାଇଁ ତାହା ସହନୀୟ…
ମନ ତୋହର ନିଜ ଗୁରୁ…
ଦ୍ୱିତୀ ଚନ୍ଦ୍ର ସାହୁ ତରେ ସାନ ବାଡ଼ି ଧରି ମାଆ ସହ ଯାଉଛି ଡଙ୍ଗରକୁ ପଞ୍ଚମ ପଢୁଥିବା ଆମେଲି କାଡ୍ରାକା। ସବୁ ଛୁଟି ପରି ଚଳିତ ଛୁଟିରେ ପିଲାଙ୍କ ଗାଁକୁ ଘେରାଏ ବୁଲି ଆସିବାକୁ ଗଲାବେଳେ ଗୋଟିଏ ଗାଁର ମୁଣ୍ଡରେ ଦେଖିଲି…
ଏଇ ଭାରତରେ
ଯୁଗ ବଦଳିବା ସହ ମହିଳାମାନଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବଦଳୁଛି। ସେମାନେ ପୁରୁଷକୈନ୍ଦ୍ରିକ ବିପଜ୍ଜନକ କ୍ଷେତ୍ରରେ କାର୍ଯ୍ୟ କରି ପ୍ରମାଣ କରିଛନ୍ତି ‘ଆମେ କାହାଠାରୁ କମ୍ ନୋହୁଁ’। ଏମିତି ଜଣେ ମହିଳା ହେଉଛନ୍ତି ଆସାମର ପାର୍ବତୀ ବାରୁକ। ମାହୁନ୍ତ ହୋଇ ବହୁ ଭୟଙ୍କର…
ଉତ୍ତର ମିଳିଯିବ
ଆକାର ପଟେଲ ଜଣେ କଳାକାରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୫ଟି ଟିମ୍ ନିଯୁକ୍ତ କରିଛି। ମୁଁ ଜାଣିନାହିଁ ସିବିଆଇ କାହିଁକି ଏହା ଉପରେ ତଦନ୍ତ କରୁଛି, ମୁଁ ବି ବୁଝିପାରୁ ନାହିଁ କାହିଁକି ଏହି…
ନୂଆ ନିର୍ବାଚନ କମିଶନର
ଜାତୀୟ ଓ ରାଜ୍ୟ ସ୍ତରରେ ହେଉଥିବା ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବା ଦାୟିତ୍ୱ ଭାରତର ନିର୍ବାଚନ କମିଶନ (ଇସିଆଇ) ଉପରେ ନ୍ୟସ୍ତ କରାଯାଇଛି। ଏକ ସ୍ବୟଂଶାସିତ ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ଇସିଆଇ ଲୋକ ସଭା, ରାଜ୍ୟ ସଭା, ରାଜ୍ୟ ବିଧାନସଭା, ରାଜ୍ୟ…
ସମୃଦ୍ଧିର ପର୍ବ ନୂଆଁଖାଇ
ଇଂ. ମହାପାତ୍ର ଅନୁରାଗ ସାହୁ ଶାସ୍ତ୍ର କହେ ଅନ୍ନ ହିଁ ବ୍ରହ୍ମ। ସେହି ବ୍ରହ୍ମକୁ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ଅନ୍ୟ ନାମ ଅନ୍ନଯଜ୍ଞ ଏବଂ ଉତ୍ପାଦିତ ପ୍ରଥମ ଶସ୍ୟ ଦ୍ବାରା ସଂପାଦିତ ଏହି ଅନ୍ନଯଜ୍ଞକୁ କୁହାଯାଏ ନବାନ୍ନ ଭକ୍ଷଣ। ମାନବ…
ଏଇ ଭାରତରେ
କୃଷିରେ ଆଧୁନିକ ଜ୍ଞାନକୌଶଳ ଯେତିକି ବିକଶିତ ହେବାରେ ଲାଗିଛି ଗ୍ରାମୀଣ କ୍ଷେତ୍ରରେ ଲୋକମାନେ ମଧ୍ୟ ସେମାନଙ୍କ ବ୍ୟବହାରିକ ଜ୍ଞାନ ଉପଯୋଗ କରି ଏ କ୍ଷେତ୍ରରେ ସଫଳତା ପାଇପାରୁଛନ୍ତି। ନିଜର ବୁଦ୍ଧି ଖଟାଇ ଜୈବିକ ଖତ, କୀଟନାଶକ ତଥା ହାତ ତିଆରି ଯନ୍ତ୍ର…
ଅସ୍ଥାନା ଭରସା
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ( ସିବିଆଇ)ରୁ ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବହୁଚର୍ଚ୍ଚିତ ବିଦାୟ ଘଟଣାର ଦୁଇ ବର୍ଷ ପରେ ତାଙ୍କୁ ସୀମା ସୁରକ୍ଷା ବଳ( ବିଏସ୍ଏଫ୍)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। କୌତୂହଳର କଥା ସେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(…
ଏଇ ଭାରତରେ
ମଣିଷ କର୍ମ ବଳରେ ସ୍ବତନ୍ତ୍ର ପରିଚୟ ପାଏ, ଯାହା ପାଇଛନ୍ତି ବେଙ୍ଗାଲୁରୁର ଜଣେ ଟ୍ରାନ୍ସ ଓମେନ ପୂର୍ଣ୍ଣିମା ସୁକୁମାର। ଆରାବଣୀ ଆର୍ଟ ପ୍ରୋଜେକ୍ଟର ପ୍ରତିଷ୍ଠାତା ପୂର୍ଣ୍ଣିମା ବହୁ ଟ୍ରାନ୍ସ ଓମେନଙ୍କୁ ଆର୍ଟ କାର୍ଯ୍ୟରେ ଲଗାଇଛନ୍ତି। ୨୦୧୬ରେ ପୂର୍ଣ୍ଣିମା ଏହି ଆର୍ଟ ପ୍ରୋଜେକ୍ଟ…
Archives


