ସମ୍ପାଦକୀୟ

ନିଃସଙ୍ଗ ନାଗରିକ

ବିପିନ ବିହାରୀ ରାଉତ ବୟୋବୃଦ୍ଧମାନଙ୍କୁ ପ୍ରଭାବିତ କରୁଥିବା ବିଷୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧ରେ ପାଳନ କରାଯାଏ ଅନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ। ସମାଜ ଗଠନରେ ବୟସ୍କ ବ୍ୟକ୍ତିଙ୍କ ଅବଦାନକୁ ମନେପକାଇବା ସହ ସେମାନଙ୍କୁ ଉତ୍ସାହିତ କରିବା…

ପ୍ରଥମେ ଜୀବନ

ପ୍ରକାଶ ତ୍ରିପାଠୀ ମୁଁ କ’ଣ ନ କରିଛି ତା’ ପାଇଁ। ପ୍ରଥମରୁ ପ୍ରାଇଭେଟ ସ୍କୁଲରେ ପାଠ ପଢାଇବା ସହ ଭଲ ଟିୟୁଶନ ଓ କୋଚିଂ ବ୍ୟବସ୍ଥା କଲି। ସରକାରୀ କଲେଜ ବଦଳରେ ବେସରକାରୀ କଲେଜରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ପ୍ଲସ…

ଏଇ ଭାରତରେ

ଅବସର ପରେ ସେବାରେ ଲାଗିଛନ୍ତି ମହାରାଷ୍ଟ୍ରର ପ୍ରାଧ୍ୟାପକ ଅଶୋକ ସୋନାଓ୍ବାନେ। ନାସିକର ଏକ ଘରୋଇ କଲେଜ କେଟିଏଚ୍‌ଏମ୍‌ରୁ ୨୦୧୭ରେ ଅବସର ନେବା ପରେ ସେ ସୁନ୍ନାର ବ୍ଲକ୍‌ ଦେଶଓ୍ବାଣ୍ଡି ଗାଁକୁ ମରୁଡିମୁକ୍ତ କରିପାରିଛନ୍ତି। ଏହି ଗାଁରେ ବର୍ଷାଦିନ ପରେ ଜଳାଭାବ ଦେଖାଯାଏ…

ଅପେକ୍ଷା କର, ବଛାଚାଲିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୯ ସେପ୍ଟେମ୍ବରରେ ହେବାକୁ ଥିବା ମୁଦ୍ରାନୀତି କମିଟି ବା ମନିଟାରୀ ପଲିସି କମିଟି (ଏମ୍‌ପିସି) ବୈଠକକୁ ୨୮ ସେପ୍ଟେମ୍ବରରେ ସ୍ବଳ୍ପ ସୂଚନାରେ ସ୍ଥଗିତ କରିଦିଆଯାଇଛି। ଏହି କମିଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହାର ନିଷ୍ପତ୍ତି ଦ୍ୱାରା…

ଅଭିଭାବକ

ଡ. ସୁବାସ ଚନ୍ଦ୍ର ପାତ୍ର   ସଂଖ୍ୟା ଦୃଷ୍ଟିରୁ ଆଜି ଅଭିଭାବକ ଏକବଚନ ବା ଦ୍ୱିବଚନରେ। ଅର୍ଥାତ୍‌ ଝିଅପୁଅର ମା’ ଓ ବାପା। ଅବଶ୍ୟ ଏକ ସମୟରେ ମା’ବାପା ଏକମାତ୍ର ଅଭିଭାବକ ନ ଥିଲେ । ଏକ ଯୌଥ ପରିବାରର ସମସ୍ତ…

ପାଳଦଉଡ଼ି ଏବେ ନାଗସାପ

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ନିମହାନ୍‌ସ (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍‌ ନ୍ୟୁରୋ ସାଇନ୍‌ସେସ୍‌) ତରଫରୁ ମାଗଦର୍ଶକ- ଦଲିଲର (ଗାଇଡେନ୍ସ ଡକ୍ୟୁମେଣ୍ଟ)ର ଏକ ଅଧ୍ୟାୟରେ ‘ଓ୍ବରିଡ ଓ୍ବେଲ’କୁ ଆଧାର କରି ବିଭିନ୍ନ ଦୃଷ୍ଟାନ୍ତ ବର୍ଣ୍ଣନା କରାଯାଇଛି । ଏହାର…

ଏଇ ଭାରତରେ

ବାୟୁ ପ୍ରଦୂଷଣ ରୋକିବା ଲାଗି ସୁପ୍ରିମକୋର୍ଟ ନଡ଼ାପୋଡ଼ା ଉପରେ କଟକଣା ଲଗାଇଥିଲେ ବି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ଚାଷୀମାନେ ଏଥିରୁ କ୍ଷାନ୍ତ ହେଉନାହାନ୍ତି। କିନ୍ତୁ ଏଭଳି ପ୍ରଦୂଷଣ ଦୂର କରିବା ଲାଗି ଦିଲ୍ଲୀର ଦୁଇ ବନ୍ଧୁ ଆୟୁଷୀ ଅଗ୍ରଓ୍ବାଲା ଓ…

ଭୟର ପାଣ୍ଠି

ଭାରତରେ କୋଭିଡ୍‌-୧୯ ବ୍ୟାପିବା ପରେ ୨୮ ମାର୍ଚ୍ଚ ୨୦୨୦ରେ ପ୍ରାଇମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ୍‌ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏସନ୍ସ ବା ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ କରାଯାଇଥିଲା। କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଓ ଆକ୍ରାନ୍ତଙ୍କୁ ସହାୟତା ଯୋଗାଇ ଦେବା…

ବୈଜ୍ଞାନିକଙ୍କୁ ଅଧୁରା ନ୍ୟାୟ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଯେଉଁମାନଙ୍କ ନିଃସ୍ବାର୍ଥପର ସାଧନାର ଭିତ୍ତିଭୂମି ଉପରେ ବିକଶିତ ହୋଇ ମାନବ ସଭ୍ୟତା ବର୍ତ୍ତମାନର ଉତ୍କର୍ଷ ସ୍ତରରେ ଉପନୀତ ହୋଇପାରିଛି ସେମାନେ ହେଲେ ବୈଜ୍ଞାନିକ। ତାଙ୍କ ନୂତନ ନୂତନ ଚିନ୍ତାଧାରା ଏବଂ ତାହାକୁ ବାସ୍ତବ ରୂପ…

କର୍ପୋରେଟୀକରଣ କୃଷି ସଙ୍କଟର ସମାଧାନ ନୁହେଁ

ଭାଲଚନ୍ଦ୍ର ଷଡ଼ଙ୍ଗୀ   କରୋନା ମହାମାରୀ ଓ ଲକ୍‌ଡାଉନ୍‌ର ଦୋହରା ମାଡ଼ର ଶିକାର କୃଷକ ଶ୍ରେଣୀ ଭୟଙ୍କର ଦୁର୍ଦ୍ଦଶା ଭିତରେ ଥିବାବେଳେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ବିିଲ୍‌ ‘ବେଡ଼ି ଉପରେ କୋରଡ଼ା ମାଡ଼’ ପରି ହୋଇଛି। ଗତ ଛଅ ବର୍ଷର…

ଏଇ ଭାରତରେ

ଛାତ୍ର ଜୀବନରେ ଭଲ ହକି ଖେଳୁଥିଲେ ବେନେଡିକ୍ଟ କୁଜୁର । ହକି ଥିଲା ତାଙ୍କ ନିଶା। ଦେଶ ପାଇଁ ଖେଳିବାକୁ ଆଶା ବାନ୍ଧିଥିଲେ, କିନ୍ତୁ ତାଙ୍କ ଆଶା ଆଶାରେ ହିଁ ରହିଗଲା। ହେଲେ ଅନ୍ତର୍ଜାତୀୟ ସ୍ତରର ହକି ଖେଳାଳି ସୃଷ୍ଟିି କରିବାରେ…

ସଂସ୍କୃତ ସଂସ୍କୃତି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ବିଜ୍ଞପ୍ତି ସଂସ୍କୃତ ଭାଷାରେ ପଠାଯିବା ଆରମ୍ଭ ହୋଇଛି। ପୂର୍ବରୁ ଇଂଲିଶ, ହିନ୍ଦୀ ଓ ଊର୍ଦ୍ଦୁ ଭାଷାରେ ଏସବୁ କରାଯାଉଥିଲା। ଏବେ ଚତୁର୍ଥ ଭାଷା ଭାବେ ସଂସ୍କୃତରେ ଯେଉଁ ପ୍ରେସ୍‌ ରିଲିଜ୍‌ ବାହାରିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri