ସମ୍ପାଦକୀୟ

ଅଭିନ୍ନ ଅଙ୍ଗ ମୋବାଇଲ

ବିପିନୀ ବିହାରୀ ରାଉତ ଚାଇନା ସହ ଭାରତର ମୁହାଁମୁହିଁ ସ୍ଥିତି ଉପୁଜିବା ପରେ ୫୯ଟି ଚାଇନିଜ ଆପ୍‌ ବ୍ୟାନ ହୋଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ସୋସିଆଲ ମିଡିଆ ଆପ୍‌ ୱିବୋ ତାଙ୍କ ଆକାଉଣ୍ଟରୁ ହଟାଇ ଦେଇଛନ୍ତି। ଚାଇନା ବିରୋଧରେ ଭାରତ…

ବିବର୍ତ୍ତନବାଦ ଓ ଡାରଓ୍ବିନ୍‌

ପ୍ରଫେସର ଡ. ଅଜୟ କୁମାର ପାତ୍ର ପୃଥିବୀରେ ଏକକୋଷୀରୁ ବହୁକୋଷୀ, ଏକରୁ ଅଧିକ, ଅଧିକରୁ ଏକାଧିକ, ସରଳରୁ ଜଟିଳ, ଜଟିଳରୁ ମହାଜଟିଳ, ଜାତିରୁ ପ୍ରଜାତି ଓ ପ୍ରଜାତିରୁ ଉପଜାତି ସୃଷ୍ଟି ହୋଇ ଚାଲିଛି କେଉଁ ଆଦିମକାଳରୁ; ଯାହାକୁ ଆମେ ବିଜ୍ଞାନ ଭାଷାରେ…

ଏଇ ଭାରତରେ

ତେଲେଙ୍ଗାନାର ଜଣେ ପୋଲିସ ଅଧିକାରୀଙ୍କ ମହାନତା ଏବେ ସାମ୍‌ନାକୁ ଆସିଛି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ ଏନ୍‌ .ଉଦୟ ରେଡ୍ଡୀ ଆଡିଲାବାଦ ଜିଲା ଜମଡା ଗାଁର ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇଦେଉଛନ୍ତି। ଚକ୍ଷୁ ଚିକିତ୍ସା…

ଟିକସ କମାଅ

ଦେଶରେ ତେଲ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଡିଜେଲ ଓ ପେଟ୍ରୋଲ ଦର ଏବେ ଆକାଶଛୁଆଁ ହୋଇଛି। ସହରରେ ପେଟ୍ରୋଲ ଦର ଲିଟର ପିଛା ୮୮.୫୪ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପ୍ରତି ରହିଛି ୮୫.୦୨ ଟଙ୍କା। ତେଲ…

ବିଶ୍ୱତାପନ ଓ ପଶୁପାଳନ

ମାନେକା ଗାନ୍ଧୀ ସବୁ ଦୁଃଖଯନ୍ତ୍ରଣାର ମୂଳ କାରଣ ହେଉଛି ମଣିଷ ଏବଂ ତାହା ତାକୁ ହିଁ ସହିବାକୁ ପଡିବ। ଏହା ହେଉଛି ଈଶ୍ୱରଙ୍କର,ବିଶ୍ୱ କିମ୍ବା ପ୍ରକୃତିର ଏକ କଠୋର ନିୟମ । ଧନୀ ହେଉ କିମ୍ବା ଗରିବ, ପୃଥିବୀରେ କେହି ଜଣେ…

ଗାଁ ଅବଧାନ

ଅଲେଖ ଚନ୍ଦ୍ର ସାମଲ ଚାଟଶାଳୀ ଆଉ ‘ଅବଧାନ’ଙ୍କ କଥା କହିଲେ ଆମକୁ ପୁରୁଣା ଦିନକୁ ଫେରି ଯିବାକୁ ହେବ। ସ୍ବାଧୀନତା ପୂର୍ବ ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର ଘଟି ନ ଥିବା ବେଳେ ଅବଧାନ ହିଁ ଥିଲେ ସମସ୍ତଙ୍କ ଦୃଷ୍ଟିରେ ଯେମିତି…

ଅଦୃଶ୍ୟ ମାତ୍ର ଅପହଞ୍ଚ ନୁହେଁ

ରଞ୍ଜନ କୁମାର ଦାସ ପାଠକମାନେ ଲକ୍ଷ୍ୟ କରିଥିବେ ଛୋଟ ଛୋଟ କିରାନା ଦୋକାନରେ ମାଲିକଟି କାଉଣ୍ଟର ପାଖରେ ଦୃଶ୍ୟମାନ ଭାବେ ବସିଥାଏ। ଗରାଖଙ୍କ ବରାଦ ମୁତାବକ ଜିନିଷ ଆଣି ଦେବା ପାଇଁ ଦୋକାନରେ କାମ କରୁଥିବା ପିଲାଟି ଉପରେ ନିରନ୍ତର ପାଟି…

ଏଇ ଭାରତରେ

କୌଣସି ଅପରାଧ କରି ପୋଲିସ ହାତରେ ଧରାପଡ଼ିଲେ ଜେଲଦଣ୍ଡ ଭୋଗିବାକୁ ପଡିଥାଏ। ଏଥିପାଇଁ ସବୁ ବୟସ ବର୍ଗର ବ୍ୟକ୍ତିଙ୍କୁ ଦଣ୍ଡ ମିଳିବାର ଆଇନ ରହିଛି। କିନ୍ତୁ ଏମିତି ଏକ ଘଟଣାକ୍ରମରେ କୁକୁଡ଼ାମାନଙ୍କୁ ବି ଜେଲଦଣ୍ଡ ଭୋଗିବାକୁ ପଡିଛି ତେଲଙ୍ଗାନାରେ। ଏହା ପୋଲିସର…

ଏଇ ଭାରତରେ

ଗ୍ରୀଡ୍‌ବିଦ୍ୟୁତ୍‌ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ । ଏମିତି ଏକ ଭଲ ଖବର ନେଇ ଆସିଛନ୍ତି ଉତ୍ତରପ୍ରଦେଶର ମୟଙ୍କ ଚୌଧୁରୀ। ଗାଜିଆବାଦରେ ରହନ୍ତି ମୟଙ୍କ। ସେ ତାଙ୍କ ଘରେ ବିଗତ ଦୁଇ ବର୍ଷ ହେବ ଅନ୍‌-ଗ୍ରୀଡ୍‌ ସୋଲାର ପ୍ୟାନେଲ…

ରାଜସ୍ଥାନ ପଲମରେ ଓଡ଼ିଶା ପିଠା

ଡ. ପ୍ରମୋଦ କୁମାର ପଣ୍ଡା   ହଁ ପାଠକ ବନ୍ଧୁ! ଶୀର୍ଷକଟି ଅଡୁଆ ଅଡୁଆ ଲାଗୁଥିଲେ ମଧ୍ୟ ନିରାଟ ସତକଥା। ଆଜି ଆମର ସ୍ଥିତି ଏହା ପାଖରେ ପହଞ୍ଚି ଯାଇଛି। ରାଜଧାନୀ ଭୁବନେଶ୍ୱରରେ ମାଳ ମାଳ ଲୋକ ମାଟି ପଲମ ରାସ୍ତା…

ବିଜ୍ଞାନ ଓ ଈଶ୍ୱର

ଉପେନ୍ଦ୍ର ବିଶ୍ୱାଳ   ଆଲେଖ୍ୟଟିକୁ ଆରମ୍ଭ କରିବା, ବିଶ୍ୱକବିଙ୍କ ବିଶ୍ୱାସ ଏବଂ ତତ୍‌ସଂକ୍ରାନ୍ତ ଗୋଟେ ଘଟଣାରୁ। ଏକଦା ରବୀନ୍ଦ୍ରନାଥ ଟାଗୋରଙ୍କ ମୁଣ୍ଡବିନ୍ଧାର କାରଣ ଥିଲେ ପାଖ ଇଲାକାରେ ରହୁଥିବା ଜଣେ ନାସ୍ତିକ। ବିଶ୍ୱକବିଙ୍କର ଭଗବାନଙ୍କ ପ୍ରତି ଭକ୍ତିଭାବ ଏବଂ ତଜ୍ଜନିତ ଈଶ୍ୱରଙ୍କ…

ବିପଦରେ ହିମାଳୟ

ଉତ୍ତରାଖଣ୍ଡର ୨୦୧୩ କେଦାରନାଥ ବିପର୍ଯ୍ୟୟ ପରେ ଏବେ ନନ୍ଦାଦେବୀ ପର୍ବତର ହିମସ୍ଖଳନ ଆମକୁ ଚେତାଇ ଦେଇଛି ଯେ ହିମାଳୟ ପରିବେଶଜନିତ ସଙ୍କଟ ଭିତରକୁ ଠେଲି ହୋଇଯାଉଛି। ବିରାଟ ହିମଖଣ୍ଡ ଧସି ଚାମୋଲି ଜିଲାର ଋଷିଗଙ୍ଗା ଓ ଧଉଳିଗଙ୍ଗାରେ ଯେଭଳି ବିତ୍ପାତ ଆଣିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri