ସମ୍ପାଦକୀୟ

ସୁଖ କେଉଁଠି ଥାଏ

ମୋହନ ଚରଣ ବିଷି ସେଦିନ ଶ୍ରୀମତୀ ପଚାରିଲେ କେବେ ଆମେ ସ୍ମୁଥ ଲାଇଫ୍‌ ବଞ୍ଚିବା। କ’ଣ ହେଲା ଯେ। ସବୁବେଳେ ଏମିତି ମେଡ଼ିକାଲ ଯାଉଥିବା କି ! ଯେତେବଡ ଧନୀ ମାନୀର ଜୀବନରେ ଦୁଃଖ ଅଛି। ଏମିତି ଏକ ନାଁ ଧର…

ସକାରାତ୍ମକ ଚିନ୍ତାଧାରା ସମୟର ଆହ୍ବାନ

ଶରତ କୁମାର ଦାସ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟଟଲଙ୍କ ମତରେ, ‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସେ ସମାଜରେ ବାସ କରେ। ସମାଜ ବିନା ଯେ ବଞ୍ଚେ ସେ ହୁଏତ ପଶୁ କିମ୍ବା ଦେବତା ହୋଇପାରେ।’ ସୁତରାଂ ସାମାଜିକତା ମନୁଷ୍ୟର ଧର୍ମ।…

ଏଇ ଭାରତରେ

ପିଲାମାନେ ଦେଶର ଭବିଷ୍ୟତ। ସେମାନେ ସୁସ୍ଥ ଓ ନୀରୋଗ ରହିଲେ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ,ଏ କଥା ହୃଦୟଙ୍ଗମ କରିଛନ୍ତି ଦିଲ୍ଲୀ ନିବାସୀ ସିଙ୍ଗଲ୍‌ ମଦର ସରିତା କଶ୍ୟପ। ସେ ଅସହାୟ ପିଲାମାନଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ୧୯ ବର୍ଷ…

ଏଇ ଭାରତରେ

ଜମି ପାଖରେ ନ ରହିଲେ ବି ଚାଷ ସମ୍ଭବ ଏହା ପ୍ରମାଣ କରିଛନ୍ତି ହିିମାଚଳ ପ୍ରଦେଶର ତେଜସ୍ବୀ ଡୋଗ୍ରା । ସେ ଘରଠାରୁ ୧୦୦ କି.ମି. ଦୂରରେ ରହି ରିମୋଟ୍‌ ଫାର୍ମିଂ ପଦ୍ଧତିରେ ଆପଲ ଚାଷ କରୁଛନ୍ତି। ପେସାରେ ସେ ଜଣେ…

ଭିକ୍ଷା, ଭିକ୍ଷୁକ ଓ ଦାନ

ଡ. ସତ୍ୟନାରାୟଣ ମିଶ୍ର   ଇତିହାସ ଲେଖା ଅୟମାରମ୍ଭର ବହୁ ପୂର୍ବରୁ ମାନବ ସମାଜରେ ଭିକ୍ଷାର ପ୍ରଚଳନ ହୋଇଆସୁଅଛି। ଭିକ୍ଷା ହେଉଛି ଏକ ନିଷ୍ଠୁର ଓ ଚରମ ପନ୍ଥା, ଯାହା ସମାଜରେ ଏକ ଭିନ୍ନ ଶ୍ରେଣୀର ପରିଚୟ ଦେଇଥାଏ। ଭିକ୍ଷା ହେଉଛି…

ଆମ ତଥ୍ୟ ଆମ ସମ୍ପତ୍ତି

ଡ. ନରେନ୍ଦ୍ର ସେଠୀ   ନିକଟରେ ତଥ୍ୟ ଚୋରି ଅଭିଯୋଗରେ ପିଲାମାନଙ୍କ ଦ୍ୱାରା ଅତି ଲୋକପ୍ରିୟ ତିନୋଟି ଗେମିଙ୍ଗ ଆପକୁ ଗୁଗଲ ପ୍ଲେଷ୍ଟୋରରୁ ବାହାର କରି ଦିଆଯାଇଛି ।  ଏହି ତିନୋଟି ଆପ ପ୍ରାୟ ଦୁଇ କୋଟି ପିଲାଙ୍କ ମୋବାଇଲରେ ଥିଲା…

ଉତ୍ପାତ ହୁଅନାହିଁ

ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ଆବେଦନକୁ ୯ ନଭେମ୍ବରରେ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ୨୦୧୮ରେ ଇଣ୍ଟେରିୟର ଡିଜାଇନର ଅନ୍ଵୟ ନାଏକ ଓ ତାଙ୍କ ମା’ଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଓ ଅନ୍ୟ ଦୁଇ ଜଣଙ୍କୁ…

ଅନ୍ତରଙ୍ଗ

ସୌମ୍ୟା ପରିଡ଼ା ବୋଉ ବାପା ଉଭୟ ଅବସରପ୍ରାପ୍ତ ସରକାରୀ ଚାକିରିଆ। ତିନି-ଚାରି ବର୍ଷ ହେବ କ୍ୟାନ୍‌ସର୍‌ରେ ବାପା ଚାଲିଗଲା ପରେ ହଠାତ୍‌ ଦିନେ ମୁଁ ବୋଉକୁ ପଚାରିବସିଲି। ବୋଉ, ତୋର ଆଉ ବାପାଙ୍କର କ’ଣ କେବେ ବି ଝଗଡ଼ା ହୁଏନି। ଏତେ…

ଶୂନରୁ ଆରମ୍ଭ ହେଉ

ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୦ରେ ୪ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଛନ୍ତି ଯେ, ବିମୁଦ୍ରୀକରଣ କଳାଧନ ରୋକିବାରେ ସହାୟକ ହୋଇଛି। ଏହାଦ୍ୱାରା ଟିକସ ଅନୁପାଳନ ବଢ଼ିବା ସହ ଅର୍ଥ ବ୍ୟବସ୍ଥା ଅଧିକ ପାରଦର୍ଶୀ ହୋଇପାରିଛି…

ଏଇ ଭାରତରେ

କେରଳର କୋଲାମ ନିବାସୀ ବିଜୁ ବଲାନ। ବୟସ ୪୪। ପେସାରେ ଜଣେ ସ୍ଥପତି। ସେ କଂକ୍ରିଟ ମୁକ୍ତ ଘର ନିର୍ମାଣ କରିଛନ୍ତି । ସେ କୋଝିକୋଡର ମାଲାପରାମ୍ବବାରେ ୧୭୦୦ ବର୍ଗଫୁଟ ଜାଗା କିଣି ସେଠାରେ କାଦୁଅ, ଟେରାକୋଟା ଓ ଲାଟେରାଇଟ ଷ୍ଟୋନରେ…

ସତରେ କ’ଣ ଆମେ ଭୋକରେ ରହୁଛେ

ଇଂ. ବିଦ୍ୟାଧର ପଣ୍ଡା ଦଶହରା ପର୍ବରେ ଗାଁକୁ ଯାଇ ମନ୍ଦିର ଛକ ଜଳଖିଆ ଦୋକାନର ଘୋଡାପଟା ଉପରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମୁଁ ବିନମ୍ରତାର ସହ ପ୍ରଶ୍ନ କଲି, ‘ସତରେ କ’ଣ ଆମେ ଭୋକରେ ରହୁଛେ?’ ସେ କହିଲେ, ଅସମ୍ଭବ। ଆଜିକାଲି…

ବିଗ୍‌ ବାସ୍କେଟରେ ୨ କୋଟି ୟୁଜର ଡାଟା ଚୋରି

ନୂଆଦିଲ୍ଲୀ: ଗ୍ରସେରି ଇ-କମର୍ସ ପ୍ଲାଟଫର୍ମ ବିଗ୍‌ ବାସ୍କେଟରେ ୟୁଜରଙ୍କ ଡାଟା ଚୋରି ହୋଇଥିବା ଜଣାପଡିଛି। ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସିବିଲର ଆକଳନ ମୁତାବକ ୨ କୋଟି ୟୁଜର ଡାଟା ଏଥିରେ ଚୋରି ହୋଇଥିବା କୁହାଯାଉଛି। ବାଙ୍ଗାଲୋରର ସାଇବର କ୍ରାଇମ ସେଲରେ ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri