ସମ୍ପାଦକୀୟ

ଅପେକ୍ଷାର ଯନ୍ତ୍ରଣା ଓ ଆନନ୍ଦ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ମଣିଷ ହେଉ କି ମଣିଷର ଶବ, ପ୍ରିୟ ପୁରୁଷ ହେଉ କି ପ୍ରିୟାର ପ୍ରେମପତ୍ର, କାହା ପାଇଁ ଅପେକ୍ଷା କରିବା କେତେ ଯନ୍ତ୍ରଣାଦାୟକ, ତାହା ଭୁକ୍ତଭୋଗୀ ବ୍ୟତୀତ ଅନ୍ୟ କେହି ଜାଣିପାରିବେ ନାହିଁ। ଦୂରରୁ…

ଟ୍ରାଇ ମୁଖିଆ

ଭାରତ ବିଶ୍ୱର ସର୍ବବୃହତ୍‌ ଟେଲିକମ୍ୟୁନିକେଶନ ବଜାର। ଏହାର ପଞ୍ଜୀକୃତ ସବ୍‌ସ୍କ୍ରାଇବର ବା ଉପଭୋକ୍ତାଙ୍କ ସଂଖ୍ୟା ୧୨୦ କୋଟି। ଭାରତ ସରକାର ଆୟକର ପରେ ଟେଲିକମ୍ୟୁନିକେଶନରୁ ଦ୍ୱିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ କରିଥାଆନ୍ତି। ଏକ ବିଶାଳ ସେବା ପ୍ରଦାନକାରୀ ସଂସ୍ଥା ହୋଇଥିବାରୁ ଏହାକୁ…

ଏଇ ଭାରତରେ

ଡ. ଶିଳ୍ପା କୁମାର। ବୟସ ୨୯। ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଚାକିରି ଛାଡ଼ି ହିମାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ କାର୍ଯ୍ୟ କରିବାକୁ ବାହାରି ଯାଇଛନ୍ତି। ହିମାଚଳ ପ୍ରଦେଶର କିନ୍ନାଉରୁ ଜିଲାର ର଼୍ୟାକ୍‌ଚାମ ଗାଁରେ ଥିବା ପବ୍ଲିକ୍‌ ହେଲ୍‌ଥ୍‌ ସେଣ୍ଟର(ପିଏଚସି)ରେ ଯୋଗ ଦେଇ…

ଭାରତର ଦାବି ଯଥାର୍ଥ

ଅନିଲ କୁମାର ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛିଦିନ ତଳେ ମିଳିତ ଜାତିସଂଘର ସାଧାରଣ ବୈଠକକୁ ସମ୍ବୋଧିତ କରିବା ବେଳେ ଅନେକ ଗୁରୁତ୍ୱପୂର୍ଣ ବିଷୟ ଉଠାଇଛନ୍ତି। ତାଙ୍କର ଏହି ସମ୍ବୋଧନରେ ସବୁଠାରୁ ବଡ କଥା ଯାହା ସିଏ ଉଠାଇଛନ୍ତି ତାହା…

ଯେମିତି ଦୃଷ୍ଟି, ସେମିତି ସୃଷ୍ଟି

ମୋହନ ଚରଣ ବିଷି ସମସ୍ତଙ୍କ ଦୃଷ୍ଟି ସମାନ ନୁହେଁ। ଯେକୌଣସି ବିଷୟରେ ସମୀକ୍ଷା କଲାବେଳେ ସମସ୍ତଙ୍କ ମତାମତ ସମାନ ହୋଇ ନଥାଏ। ବର୍ଷା ହେଲେ ଚାଷୀ ହସିଥାଏ। ନଈକୂଳିଆଙ୍କ ଛାତିରେ ଛନକା ପଶିଥାଏ। କବି କବିତା ଲେଖେ। ଭୋକିଲା ପେଟରେ ଜୁଇ।…

ଏଇ ଭାରତରେ

ନିଜ ଦରମାରୁ ଖର୍ଚ୍ଚକରି ୨୨୦୦ ପିଲାଙ୍କୁ ମାଗଣାରେ ପଢାଉଥିବା ବଠିଣ୍ଡା( ପଞ୍ଜାବ)ର ଶିିକ୍ଷକ ସଞ୍ଜୀବ କୁମାର ଉଦାହରଣ ପାଲଟିଛନ୍ତି। ସେ ୧୮ ବର୍ଷ ହେବ ଭାରତର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଛନ୍ତି। ସେ ଗଣିତ ପଢ଼ାନ୍ତି। ସ୍କୁଲ୍‌ ସମୟ…

ପୁରୁଣା ରାସ୍ତାରେ ପାଣ୍ଡେ

ଆଇପିଏସ୍‌ ଅଫିସର୍‌ ଗୁପ୍ତେଶ୍ୱର ପାଣ୍ଡେ ବିହାରର ପୋଲିସ ମହାନିର୍ଦ୍ଦେଶକ( ଡିଜିପି) ଥିଲେ ଏବଂ ସ୍ବେଚ୍ଛାକୃତ ଅବସର( ଭିଆର୍‌ଏସ୍‌) ନେବାକୁ ଚାହିଁଥିଲେ। କିନ୍ତୁ ଏ କ୍ଷେତ୍ରରେ ତାଙ୍କ ପାଇଁ ତିନି ମାସିଆ ବାଧ୍ୟତାମୂଳକ ପୁନର୍ବିଚାର ଅବଧି ଛାଡ଼ କରାଯାଇଛି। ତାଙ୍କୁ ରାଜନୀତିରେ ଯୋଗଦେବାର…

ସତ୍ୟାଗ୍ରହର ଶକ୍ତି

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାନବ ମହାତ୍ମା ଗାନ୍ଧୀ । ବିଶ୍ୱ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଜଣେ ସତ୍ୟନିଷ୍ଠ ମୁକ୍ତିଯୋଦ୍ଧା, ଜଣେ ସମାଜ ସଂସ୍କାରକ, ଜଣେ ମାନବବାଦୀ ଚିନ୍ତାନାୟକ, ଜଣେ ଧର୍ମନିରପେକ୍ଷ ଓ ଧର୍ମପ୍ରାଣ ସନ୍ଥ- ଏମିତି ବହୁଳ ବିଭବରେ…

ଅସୁରକ୍ଷିତ ଈଶ୍ୱର

ଡ. ବାସନ୍ତୀ ମହାନ୍ତି ‘ଆମତ୍ପରିତ୍ୟାଗେନ ପରରକ୍ଷଣଂ ନ କର୍ତ୍ତବ୍ୟମ୍‌’। ‘ଆପେ ବଞ୍ଚିଲେ ବାପର ନାଁ ’ ବୋଲି ଆମ ସମାଜଶାସ୍ତ୍ରୀମାନେ ଆମକୁ ସତର୍କ କରିଦେଇ ଯାଇଛନ୍ତି। କିନ୍ତୁ ଏଠି ଯେଉଁମାନଙ୍କ କଥା କୁହାଯାଉଛି, ନିଜ ଜୀବନକୁ ବିପନ୍ନ କରି ଅନ୍ୟମାନଙ୍କୁ ସୁରକ୍ଷା…

ଏଇ ଭାରତରେ

ଚାଷୀଙ୍କ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। କିନ୍ତୁ ଚାକିରି ଛାଡ଼ି ଏମାନଙ୍କ ପାଇଁ ସମୟ ଦେଉଥିତ୍ବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରୁ ତାମିଲନାଡୁର ବେଞ୍ଜାମିନ ରାଜା ଅନ୍ୟତମ। ସେ ରୁହନ୍ତି ତିରୁନାଲଭେଲିରେ। କୃଷିରେ ଜ୍ଞାନକୌଶଳ ଉପଯୋଗ କିଭଳି ଲାଭ ପହଞ୍ଚାଏ ତା’ର ବାଟ…

ପରାଜୟ ମଧ୍ୟରେ ବିଜୟ

ଭୋଡାଫୋନ କେସ୍‌ ଜନମାନସରୁ ଲିଭିଯିବାକୁ ଚାହଁୁନି। ଏହାର ୧୩ ବର୍ଷ ଇତିହାସ ମଧ୍ୟରେ ଏବକାର ଘଟଣାରେ ହେଗସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଏହି ବ୍ରିଟିଶ ଟେଲିକମ୍‌ କମ୍ପାନୀ ସପକ୍ଷରେ ରାୟ ଦେଇଛନ୍ତି । ଏହାକୁ ଯଦି ଭାରତୀୟ ଟ୍ୟାକ୍ସ ଅଧିକାରୀମାନେ…

ପ୍ରାଣୀ ସେବାର ସ୍ବପ୍ନ

ମାନେକା ଗାନ୍ଧୀ ମାୟା କ’ଣ? ଏହା ଜାଣିବାକୁ ଚାହିଁଲେ ମହର୍ଷିି ନାରଦ। ଏଥିପାଇଁ ସେ ବିଷ୍ଣୁଙ୍କୁ ତପସ୍ୟା କରିବାକୁ ଲାଗିଲେ। ବିଷ୍ଣୁ ତାଙ୍କ ସମ୍ମୁଖରେ ଆବିର୍ଭାବ ନ ହେବା ଯାଏ ବର୍ଷ ବର୍ଷ ଧରି ତପସ୍ୟାରେ ବସିରହିିଲେ। ମହର୍ଷିିଙ୍କ କଠୋର ତପସ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri