ସମ୍ପାଦକୀୟ

ଏଇ ଭାରତରେ

ଗୋଟିଏ ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ଆମ୍ବଗଛରେ ୨୦୦ ପ୍ରକାରର ଆମ୍ବ ଫଳିିବା କେବେ ଭାବିପାରୁଛ କି? କେରଳ ରାଜ୍ୟ କନ୍ନୁର ଜିଲାର କନ୍ନାପୁରମ୍‌ ଗାଁରେ ଏହା ଦେଖିପାରିବେ। ଆମ୍ବ ସଂସ୍କୃତି ଏହି ଗାଁ ଏବେ ଲୋକପ୍ରିୟ ହେବାରେ ଲାଗିଛି। କନ୍ନାପୁରମର ଆମ୍ବପ୍ରିୟ…

ପୃଥିବୀ ମା’ର ଚିଠି

ଡ. ଅମରେନ୍ଦ୍ର ଦାସ   ମୋ ପିଲାମାନେ ମୋ ସାଙ୍ଗରେ ଘଡ଼ିଏ ବସିବ କି? ତୁମ ସହ ଦୁଇ ପଦ କଥା ହେବାର ଥିଲା। ବହୁତ ଦିନ ହେଲା ତୁମମାନଙ୍କ ସହ କଥା ହେବି ବୋଲି ଭାବିଲିଣି, ହେଲେ ତୁମମାନଙ୍କର କାର୍ଯ୍ୟବ୍ୟସ୍ତତା…

ବାଣ ବର୍ଜନ, କରୋନା ଓ ପରିବେଶ

କମଳାକାନ୍ତ ଜେନା   ୨୦୨୦ର ଦୀପାବଳିରେ ବାଣବର୍ଜନକୁ ସମସ୍ତେ ସ୍ବାଗତ କରିଛନ୍ତି। ଏହି ଅଭିଯାନରେ ସବୁଠାରୁ ଆଗରେ ଅଛନ୍ତି ଓଡ଼ିଶା, ରାଜସ୍ଥାନ, ସିକ୍କିମ, ଚଣ୍ଡିଗଡ, କର୍ନାଟକ, ହରିୟାଣା, ମହାରାଷ୍ଟ୍ର, ଦିଲ୍ଲୀ ପ୍ରଦୂଷଣ ବୋର୍ଡ ଓ କଲିକତାର ଉଚ୍ଚ ନ୍ୟାୟାଳୟ। ଓଡ଼ିଶା ସରକାର…

ବାବୁଙ୍କୁ ଖୋଜା ଚାଲିଛି

ବର୍ଷକରୁ ବେଶୀ ହେବ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇସାରିଲାଣି। ହେଲେ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ସେବା ଅଧିକାରୀମାନଙ୍କର ଘୋର ଅଭାବ ରହିଛିି। ଏହି ପରିସ୍ଥିତିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚଏ) ଗମ୍ଭୀରତାର ସହ ନେଇ…

ଆଶା ଓ ଆକାଂକ୍ଷାର ବିଜୟ

ରବି ଶଙ୍କର ପ୍ରସାଦ ୧୫ବର୍ଷ ପରେ ମଧ୍ୟ ବିହାରର ମତଦାତାମାନେ ପୁଣି ଏନ୍‌ଡିଏ ସରକାର ଉପରେ ନିଜର ଆସ୍ଥା ବ୍ୟକ୍ତ କରିଛନ୍ତି। ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ନେଇ ଯେତେ ଯୁକ୍ତିତର୍କ ହେଲେ ମଧ୍ୟ ଗୋଟିଏ କଥା ସତ୍ୟ ଯେ, ଏନ୍‌ଡିଏ, ଏହାର ୪…

ରୋଗୀ ସେବାରେ ଚପଲ

ଶୁଭନାରାୟଣ ଶତପଥୀ ରୋଗୀ ସହ ରୋଗ ଓ ଡାକ୍ତରଖାନା ଯେଉଁଭଳି ଭାବେ ଜଡିତ, ଚପଲ ସହ ରୋଗୀର ସମ୍ପର୍କ ସେହିଭଳି ନିବିଡ। କାରଣ ରୋଗୀକୁ ଖାଲି ପାଦରେ ଚାଲିବା ମନା। ଏବଂ ଚପଲ ତାକୁ ଆସନ୍ନ ବାଧାବିଘ୍ନରୁ ଦୂର କରେ। ରୋଗୀଟି…

ଏଇ ଭାରତରେ

ଗାଁ ର ନାମ ମୁରଲୀପୁର। ଉତ୍ତରପ୍ରଦେଶ ଜାଉନପୁର ଜିଲାର ଏହି ଗାଁର ଝିଅମାନେ ପୁରୁଣା କଟକଣାକୁ ଭାଙ୍ଗି ଦେଇ ଏବେ ସେମାନେ କ୍ରିକେଟ ଖେଳିବାକୁ ବାହାରି ଆସିଛନ୍ତି। ଏହି ଗାଁରେ ରହିଛି ଅଜବ ପରମ୍ପରା। ଏଠାରେ ଝିଅକୁ ଖେଳିବାକୁ କି ପଢ଼ିବାକୁ…

କ୍ଷଣସ୍ଥାୟୀ ଖୁସି

ତିନିଦିନି ଧରି ଲଗାତର ଶେୟାର ବଜାର ଊର୍ଦ୍ଧ୍ୱଗାମୀ ହେବା ପରେ ବୁଧବାର ରେକର୍ଡ ସ୍ତରରେ ପହଞ୍ଚିଥିଲା। ସରକାର ଓ ଶିଳ୍ପଜଗତ ଏଭଳି କିଛି ଗଠନମୂଳନ ପରିବର୍ତ୍ତନ କରିନାହାନ୍ତିି ଯେଉଁଥିପାଇଁ ଏହି ବୃଦ୍ଧିକୁ ଆମେ ଯୁକ୍ତିଯୁକ୍ତ ବୋଲି କହିପାରିବା। ବଜାରରେ ଉତ୍ସାହ ଆଣିବା…

ପ୍ରଦୂଷଣର ଭିନ୍ନ ଦିଗ

ମାନେକା ଗାନ୍ଧୀ ଭାରତ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପ୍ରଦୂଷଣ ମାନକ ଆଧାରରେ ସମସ୍ତ ଶିଳ୍ପର ବର୍ଗୀକରଣ କରାଯାଇଛି। ମାଟି, ପାଣି, ପବନ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଶିଳ୍ପଗୁଡ଼ିକର କ’ଣ ପ୍ରଭାବ ରହିଛି ତାହା ଅନୁଧ୍ୟାନ କରି ସେଗୁଡ଼ିକୁ…

ସୁଖ କେଉଁଠି ଥାଏ

ମୋହନ ଚରଣ ବିଷି ସେଦିନ ଶ୍ରୀମତୀ ପଚାରିଲେ କେବେ ଆମେ ସ୍ମୁଥ ଲାଇଫ୍‌ ବଞ୍ଚିବା। କ’ଣ ହେଲା ଯେ। ସବୁବେଳେ ଏମିତି ମେଡ଼ିକାଲ ଯାଉଥିବା କି ! ଯେତେବଡ ଧନୀ ମାନୀର ଜୀବନରେ ଦୁଃଖ ଅଛି। ଏମିତି ଏକ ନାଁ ଧର…

ସକାରାତ୍ମକ ଚିନ୍ତାଧାରା ସମୟର ଆହ୍ବାନ

ଶରତ କୁମାର ଦାସ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟଟଲଙ୍କ ମତରେ, ‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସେ ସମାଜରେ ବାସ କରେ। ସମାଜ ବିନା ଯେ ବଞ୍ଚେ ସେ ହୁଏତ ପଶୁ କିମ୍ବା ଦେବତା ହୋଇପାରେ।’ ସୁତରାଂ ସାମାଜିକତା ମନୁଷ୍ୟର ଧର୍ମ।…

ଏଇ ଭାରତରେ

ପିଲାମାନେ ଦେଶର ଭବିଷ୍ୟତ। ସେମାନେ ସୁସ୍ଥ ଓ ନୀରୋଗ ରହିଲେ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ,ଏ କଥା ହୃଦୟଙ୍ଗମ କରିଛନ୍ତି ଦିଲ୍ଲୀ ନିବାସୀ ସିଙ୍ଗଲ୍‌ ମଦର ସରିତା କଶ୍ୟପ। ସେ ଅସହାୟ ପିଲାମାନଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ୧୯ ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri