ଦୟା ବଢ଼ାଉଛି ଅପରାଧ
ସହଦେବ ସାହୁ ଭଗବାନଙ୍କ ଦୟା ନ ଥିଲେ ମୁଁ ବା କିଏ, ବଡ ବଡ ଯୋଦ୍ଧାମାନେ ଏ ଭବସାଗର ପାର ହୋଇପାରିବେ ନାହିଁ ା ଭକ୍ତ ଯେପରି କହେ କୃତାର୍ଥ ନାଗରିକ ବି ସେହିପରି କହେ, ମୁଖ୍ୟମନ୍ତ୍ରୀଙ୍କ ଦୟା ହୋଇ ନ…
ଏଇ ଭାରତରେ
‘ଡାକ୍ତର ହିଁ ଦ୍ୱିତୀୟ ଈଶ୍ୱର’, ଏହାକୁ ପ୍ରତିପାଦନ କରିଛନ୍ତି ପୁଣେର ଡା.ମନୋହର ଡୋଲେ। ସେ ଦୀର୍ଘ ୩୮ ବର୍ଷ ମଧ୍ୟରେ ୧.୫ ଲକ୍ଷ ଆଦିବାସୀଙ୍କୁୁ ମାଗଣାରେ ଚକ୍ଷୁ ଚିକିତ୍ସା କରିଛନ୍ତି। ତାଙ୍କୁ ଏବେ ବୟସ ୯୩। ୧୯୬୨ରେ ସେ ଆୟୁର୍ବେଦରେ ଡିଗ୍ରୀ…
ପ୍ରଜାପତି ଉଡ଼ିଲେ
ଭାରତ ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରୁ ପାଣ୍ଠି ପାଇ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜେଡ୍ଏସ୍ଆଇ) କରିଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ହିମାଳୟ ଅଞ୍ଚଳରେ ହାରାହାରି ତାପମାତ୍ରା ବୃଦ୍ଧି ପାଉଥିବାରୁ ପ୍ରଜାପତି ଓ କୀଟଗୁଡ଼ିକ ସାଧାରଣ ବାସସ୍ଥଳ…
ଟିଆର୍ପି ବାଉଳା
ନିକଟରେ ମୁମ୍ବାଇ ପୋଲିସ ରିପବ୍ଲିକ୍ ଚ୍ୟାନେଲ, ଫକ୍ତ ମରାଠୀ ଓ ବକ୍ସ ସିନେମା ନାମକ ୩ଟି ଟିଭି ଚ୍ୟାନେଲ ସେମାନଙ୍କ ଟେଲିଭିଜନ ରେଟିଂ ପଏଣ୍ଟ (ଟିଆର୍ପି) ଜାଲିଆତି କରିଥିବା ସଂକ୍ରାନ୍ତ ଏକ ଠକେଇ ଘଟଣାକୁ ପଦାକୁ ଆଣିଥିଲା। ଏହି ଘଟଣାରେ ୪…
ଅର୍ଥନୀତିରେ ମହାନାୟକ ହୋଇପାରିବନି ଚାଇନା
ଡା. ଚିତ୍ତରଞ୍ଜନ ମିଶ୍ର ଚାଇନାର ‘ଏକ ସନ୍ତାନ ନୀତି’ ୧୯୭୯ ରେ ବରିଷ୍ଠ ନେତା ଡେଙ୍ଗ୍ ଜିଆଓପିଙ୍ଗ୍ଙ୍କ ଦ୍ୱାରା ପ୍ରଣୟନ କରାଯାଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଚେୟାରମ୍ୟାନ ମାଓ ଯେଡଙ୍ଗଙ୍କ ବିଧ୍ୱଂସୀ ‘ଗ୍ରେଟ ଲିପ୍ ଫରୱାର୍ଡ’ ବା ସମ୍ମୁଖ ଭାଗକୁ…
ବିପଦରେ ସେଲ୍ଫି ଫଟୋମାନିଆ
ଦିଲ୍ଲୀପ କୁମାର ମହାରଣା ଏବେ ଏକ ନୂଆ ପ୍ରକାର ଦୁର୍ଘଟଣାର ସଂଖ୍ୟାରେ ଭାରତ ପୃଥିବୀରେ ଏକ ନମ୍ବର ସ୍ଥାନ ଅଧିକାର କରିଛି। ତାହା ହେଲା ସେଲ୍ଫି ନେଉଥିବା ବେଳେ ହେଉଥିବା ଅକସ୍ମାତ ଦୁର୍ଘଟଣା। ଗତ ବର୍ଷ ଏଭଳି ଦୁର୍ଘଟଣାରେ ଭାରତରେ ମରିଛନ୍ତି…
ଏଇ ଭାରତରେ
କୋଭିଡ୍ ସହ ସଂଗ୍ରାମ କରି ଜୀବନ ବଞ୍ଚାଇ ପାରିଥିବା ଜଣେ ଯୁବକ ଏବେ କୋଭିଡ୍ ରୋଗୀଙ୍କ ସେବାରେ ଲାଗିଛନ୍ତି। ଯୁବକଙ୍କ ନାମ ମହେନ୍ଦ୍ର ରେଡ୍ଡୀ। ବୟସ ୩୯। ରହନ୍ତି ହାଇଦ୍ରାବାଦରେ। କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ତାଙ୍କ ବାଇକରେ…
ଶହୀଦ ବାଳକ
ଡ. ଉଦ୍ଧବ ଚରଣ ନାୟକ ୧୯୩୮ ଅକ୍ଟୋବର ୧୧ ପାହାନ୍ତା ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟ ଏଇଠି ଟଳି ପଡିଥିଲେ ଛଅଜଣ ମହାରଥୀ । ଅତ୍ୟାଚାରୀ ଗୋରା ଫଉଜ ଆଉ ବର୍ବର ଢେଙ୍କାନାଳ ରାଜାଙ୍କ ପୋଲିସ ଗୁଳିରେ ସେମାନେ ହେଲେ ବାରବରଷର…
ଶବ୍ଦର ରୂପକାର
କୁହାଯାଏ ସମୟ ସ୍ରୋତରେ ସବୁ କିଛି ବିଲୀନ ହୋଇଯାଏ। ଆଜି ଯିଏ ଦୁଃଖରେ ଅଛି କାଲି ତା’ ପାଇଁ ଆନନ୍ଦ ଆସିପାରେ। ସେହିପରି ଖୁସିରୁ ଆରମ୍ଭ ହୋଇଥିବା ଜୀବନ ସର୍ବଦା ଦୀର୍ଘସ୍ଥାୟୀ ହୋଇ ନ ପାରେ। ଆପେକ୍ଷିକ ଦୃଷ୍ଟିକୋଣରୁ ଦେଖିଲେ ଦୁଃଖ…
ମନର ମାନଚିତ୍ର ଓ ଜାତିର ଚେତନା
ଉପେନ୍ଦ୍ର ବିଶ୍ୱାଳ ଚିର ମୌନ ଆଜି ‘ମନର ମାନଚିତ୍ର’ର ମଣିଷ। ଅଗଣିତ ପାଠକଙ୍କ ମନର ମଲାଟରେ ଆଙ୍କି ଚାଲିଥିଲେ ମୂଲ୍ୟବୋଧର ମାନଚିତ୍ର। ମହାନତାର ମନ୍ତ୍ରରେ ମନ୍ତ୍ରମୁଗ୍ଧ ହେଉଥିଲା ଅଜସ୍ର ମନ। କିନ୍ତୁ ଅକାଳରେ ସବୁଦିନ ପାଇଁ ମଉଳିଗଲା ‘ଧରିତ୍ରୀ’ର ‘ମନର ମାନଚିତ୍ର’…
ସମସ୍ୟାକୁ ଅଣଦେଖା
ମୋର ସମସ୍ୟା ରହିଛି ବୋଲି ଯଦି ମୁଁ ସ୍ବୀକାର ନ କରେ ତେବେ ତାହାକୁ କସ୍ମିନକାଳେ ସମାଧାନ କରିପାରିବିନି। ଯଦି ସମସ୍ୟା ସାମାନ୍ୟ ହୋଇଥାଏ ତାହାର ପରିଣାମ କମ୍ ରହିବ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ପରେ ମୋତେ ତାହା ପ୍ରଭାବିତ…
ଜୀବନ ସଙ୍କେତ ପୁନର୍ଲିଖନ ଉପକରଣକୁ ନୋବେଲ
ଡ. ବିକାଶ କୁମାର ଜେନା ୨୦୨୦ରେ ରୟାଲ ସ୍ବିଡେନ ଏକାଡେମୀ ଅଫ୍ ସାଇନ୍ସ ଇମାନୁଏଲ୍ ଚାର୍ପେଣ୍ଟିଅର ଏବଂ ଜେନିଫର ଡୁଡନାଙ୍କୁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଇମାନୁଏଲ୍ ଚାର୍ପେଣ୍ଟିଅର ୧୯୬୮ ମସିହାରେ ଫ୍ରାନ୍ସର ଜୁଭିସି-ସୁର-ଅର୍ଗରେ ଜନ୍ମଗ୍ରହଣ କରିଥିଲେ।…
Archives


