ସମ୍ପାଦକୀୟ

ଶୂନରୁ ଆରମ୍ଭ ହେଉ

ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୦ରେ ୪ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଛନ୍ତି ଯେ, ବିମୁଦ୍ରୀକରଣ କଳାଧନ ରୋକିବାରେ ସହାୟକ ହୋଇଛି। ଏହାଦ୍ୱାରା ଟିକସ ଅନୁପାଳନ ବଢ଼ିବା ସହ ଅର୍ଥ ବ୍ୟବସ୍ଥା ଅଧିକ ପାରଦର୍ଶୀ ହୋଇପାରିଛି…

ଏଇ ଭାରତରେ

କେରଳର କୋଲାମ ନିବାସୀ ବିଜୁ ବଲାନ। ବୟସ ୪୪। ପେସାରେ ଜଣେ ସ୍ଥପତି। ସେ କଂକ୍ରିଟ ମୁକ୍ତ ଘର ନିର୍ମାଣ କରିଛନ୍ତି । ସେ କୋଝିକୋଡର ମାଲାପରାମ୍ବବାରେ ୧୭୦୦ ବର୍ଗଫୁଟ ଜାଗା କିଣି ସେଠାରେ କାଦୁଅ, ଟେରାକୋଟା ଓ ଲାଟେରାଇଟ ଷ୍ଟୋନରେ…

ସତରେ କ’ଣ ଆମେ ଭୋକରେ ରହୁଛେ

ଇଂ. ବିଦ୍ୟାଧର ପଣ୍ଡା ଦଶହରା ପର୍ବରେ ଗାଁକୁ ଯାଇ ମନ୍ଦିର ଛକ ଜଳଖିଆ ଦୋକାନର ଘୋଡାପଟା ଉପରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମୁଁ ବିନମ୍ରତାର ସହ ପ୍ରଶ୍ନ କଲି, ‘ସତରେ କ’ଣ ଆମେ ଭୋକରେ ରହୁଛେ?’ ସେ କହିଲେ, ଅସମ୍ଭବ। ଆଜିକାଲି…

ବିଗ୍‌ ବାସ୍କେଟରେ ୨ କୋଟି ୟୁଜର ଡାଟା ଚୋରି

ନୂଆଦିଲ୍ଲୀ: ଗ୍ରସେରି ଇ-କମର୍ସ ପ୍ଲାଟଫର୍ମ ବିଗ୍‌ ବାସ୍କେଟରେ ୟୁଜରଙ୍କ ଡାଟା ଚୋରି ହୋଇଥିବା ଜଣାପଡିଛି। ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସିବିଲର ଆକଳନ ମୁତାବକ ୨ କୋଟି ୟୁଜର ଡାଟା ଏଥିରେ ଚୋରି ହୋଇଥିବା କୁହାଯାଉଛି। ବାଙ୍ଗାଲୋରର ସାଇବର କ୍ରାଇମ ସେଲରେ ଏହାକୁ…

ଆମର କ’ଣ ଯାଉଥିଲା

ତଥାଗତ ସତପଥୀ ଆମେରିକାର ୪୬ତମ ନବନିର୍ବାଚିତ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ୍‌। ସେହି ଦେଶର ବ୍ୟବସ୍ଥା ଅନୁଯାୟୀ ପ୍ରତି ୪ ବର୍ଷରେ ନିର୍ବାଚନ ହୋଇଥାଏ। ସେଥିରେ ବିଜୟଲାଭ କରିଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଘୋଷଣାର ଦୁଇ ମାସ ପରେ ଅର୍ଥାତ୍‌ ଜାନୁୟାରୀ…

ଅବଗଣନା ଆରମ୍ଭ ହେଉ

ସୁକାନ୍ତ କୁମାର ପଟେଲ କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱର ଚଳଚଞ୍ଚଳତା ବନ୍ଦ ହେଲା କିନ୍ତୁ ଜଳବାୟୁ ସଙ୍କଟ ହ୍ରାସହେଲା ନାହିଁ। ଉତ୍ତପ୍ତ ଜଳବାୟୁ ଦ୍ୱାରା ସମୁଦ୍ର ପତ୍ତନ ବୃଦ୍ଧି ହେବା ସହ ମେରୁ ଅଞ୍ଚଳରେ ବରଫ ଶିଳାଖଣ୍ଡ ମାନ ତରଳିବାକୁ…

କସ୍ତୁରବା ଆଦର୍ଶ ପଞ୍ଚାୟତ ଚିହ୍ନଟ କେବେ

ବାଦଲ ଭୂୟାଁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଲାଗି ବର୍ଷେ ତଳେ ଯେତେ ସବୁ କାର୍ଯ୍ୟକ୍ରମ ଘୋଷିତ ହୋଇଥିଲା ସେଥିରୁ ଅଧିକାଂଶ ଏଯାବତ୍‌ ଆରମ୍ଭ ହୋଇନାହିଁ। ବିଶେଷକରି ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ କରି ପଞ୍ଚାୟତକୁ କସ୍ତୁରବା…

ବଡ଼ମଣିଷ ନା ଭଲମଣିଷ

ଡ. ବାସୁଦେବ ମିଶ୍ର ମଣିଷ ସମାଜରେ ଆଚରଣ ଦୃଷ୍ଟିରୁ ବଡ଼ମଣିଷ ଏବଂ ଭଲମଣିଷ ଏ ଦୁଇଟି ଶବ୍ଦ ମଧ୍ୟରେ ଅନେକ ସମୟରେ ପାର୍ଥକ୍ୟ ଦେଖାଯାଏ। ଏପରି ଦେଖାଯାଏ, ସେମାନେ ବଡ଼ମଣିଷ ହୋଇଥିଲେ ଭଲମଣିଷ ହୋଇ ନ ଥାନ୍ତି ଏବଂ ଭଲମଣିଷ ହୋଇଥିଲେ…

ଏଇ ଭାରତରେ

ଅଭାବୀ ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ଅତୁଲ ଆଜମେରା। ରହୁଛନ୍ତି ମହାରାଷ୍ଟ୍ରର ଉସ୍‌ମାନବାଦରେ, ସରକାରୀ ହସ୍ପିଟାଲ ନିକଟରେ। ପେସାରେ ବ୍ୟବସାୟୀ। କିନ୍ତୁ ପ୍ରତିଦିନ ହସ୍ପିଟାଲ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି। ମରୁଡିପ୍ରବଣ ମରାଠାଓ୍ବାଡାର ଗରିବମାନେ ବେଶି ଏହି ହସ୍ପିଟାଲକୁ ଆସନ୍ତି…

ସମ୍ପର୍କ ଚିନ୍ତା

ଆକାର ପଟେଲ ଚେନ୍ନାଇରେ ଜନ୍ମିତ ଜଣେ ଆମେରିକୀୟ ଚଳିତ ସପ୍ତାହରେ ୟୁଏସ୍‌ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭସ୍‌ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ପ୍ରମିଳା ଜୟପାଲ। ସେ ଏବେ କଂଗ୍ରେସନାଲ ପ୍ରୋଗେସିଭ କାଉକସ୍‌ର ମୁଖ୍ୟ ରହିଛନ୍ତି। କିଛି…

ଲାଉଙ୍ଗିମାନଙ୍କ ସଂକଳ୍ପ ଓ ଜଳସେଚନ

ବିଚିତ୍ର ବିଶ୍ୱାଳ ମଣିଷର ନିଷ୍ଠା ଓ ସଂକଳ୍ପ ସାମ୍‌ନାରେ ପାହାଡ଼ର ଦର୍ପ ବି ଚୂନା ହୋଇଯାଏ, ଏକଥା ପ୍ରମାଣ କରିଥିଲେ ବିହାରର ଦାଶରଥି ମାନ୍‌ଝି; ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ଓ ତାଙ୍କ ଉପରେ ଗୋଟେ ବଲିଉଡ୍‌ ଚଳଚ୍ଚିତ୍ର…

ସୂଚନା ମୁଖ୍ୟ

ଭାରତରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ସୂଚନା ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଇଆସୁଛି। ବିଧିବଦ୍ଧ ଭାବେ ୨୦୦୫ରେ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଆସିଥିଲା। ସେହି ଅନୁଯାୟୀ ୧୨ ଅକ୍ଟୋବର ୨୦୦୫ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri