ସମ୍ପାଦକୀୟ

ଏଇ ଭାରତରେ

ପୋଖରୀ କିମ୍ବା ଗଡ଼ିଆରେ ପଦ୍ମଫୁଲ ଚାଷ କରିବା ସହଜ କିନ୍ତୁ କୁଣ୍ଡରେ ତାହା କରିବା ସହଜ ନୁହେଁ। ହେଲେ କେରଳର ଏର୍ନାକୁଲମ ଜିଲାର ଏଲ୍‌ଡୋସେ ପି.ରାଜୁ କୁଣ୍ଡରେ ପଦ୍ମଫୁଲ ଚାଷ କରି ସେଥିରୁ ରୋଜଗାର କରୁଛନ୍ତି। ସେ କାତାରରେ ଷ୍ଟାଫ ନର୍ସ…

ଜାଲ୍‌ ସାର୍ଟିଫିକେଟ ସମସ୍ୟା

ଛତିଶଗଡ଼ ସରକାର ଏକ ଉଚ୍ଚସ୍ତରୀୟ ସାର୍ଟିଫିକେଟ ଇନ୍‌ଭେଷ୍ଟିଗେଶନ କମିଟି ବା ପ୍ରମାଣପତ୍ର ତଦନ୍ତ କମିଟିି ଗଠନ କରିଛନ୍ତି। ଏହି କମିଟି ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ୨୬୭ଟି କେସ୍‌ ଠାବ କରିଛି। ଯେଉର୍ଁମାନେ କୋର୍ଟରୁ ରହିତାଦେଶ ଆଣିଛନ୍ତି ସେମାନଙ୍କୁ…

ବେକାରି ଚିନ୍ତା ନାହିଁ କାହାର

ଡ. ସନ୍ତୋଷ କୁମାର ମହାପାତ୍ର କରୋନା ସଂକ୍ରମଣର କୁପ୍ରଭାବରେ କେତେ ପରିବାର ଉଜୁଡିଗଲାଣି, କେତେ ଲୋକ ପ୍ରାଣ ହରାଇଲେଣି, କେତେ ଲୋକ ଜୀବିକା ହରାଇ ବେକାରି ହେଲେଣି ତାହା ଆଲୋଚନା ନ କରି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ଆତ୍ମନିର୍ଭର…

ଏଇ ଭାରତରେ

ସୃଜନଶୀଳତା ସ୍ରଷ୍ଟାଙ୍କ ଦାନ। ଏହା ହୋଇ ନ ଥିଲେ ଜଣେ ଚା’ ବିକାଳି କେମିତି ବହି ପରେ ବହି ଲେଖିଚାଲନ୍ତା! ଏଭଳି ଦିବ୍ୟକୃପା ଲାଭ କରିଥିବା ଚା’ ବିକାଳି ଜଣକ ହେଉଛନ୍ତି ଦିଲ୍ଲୀର ଲକ୍ଷ୍ମଣ ରାୟ। ତାଙ୍କୁ ଏବେ ବୟସ ୬୭।…

ଶିଶୁ ମୃତ୍ୟୁହାର କମିବ କେମିତି

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ମିଳିତ ଜାତିସଂଘ କିମ୍ବା ଅନ୍ୟ କୌଣସି ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ଯେତେବେଳେ ବି ବିଶ୍ୱରେ ଶିକ୍ଷା ଓ ସ୍ବାସ୍ଥ୍ୟର ସ୍ଥିତି ସମ୍ବନ୍ଧିତ ରିପୋର୍ଟ ପ୍ରକାଶ ପାଏ, ସେଥିରେ ଭାରତ ସମ୍ପର୍କରେ ବିଶେଷ କିଛି ଉତ୍ସାହପ୍ରଦ ସୂଚନା ନ…

ଏଇ ଭାରତରେ

ବିବାହ ସମସ୍ତଙ୍କ ଜୀବନର ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ଏହାକୁ କିଏ କିଭଳି ପାଳନ କରିବେ ତାହା ସେମାନଙ୍କର ରୁଚି। କେହି ଏହାକୁ ଧୁମ୍‌ଧାମରେ ପାଳନ କରନ୍ତି ତ କେହି ନିଆରା ଭାବେ ମନାଇବାକୁ ଚାହିଁଥାନ୍ତି। ଏମିତି ଏକ ଭିନ୍ନ ଢଙ୍ଗରେ ପାଳନ…

ଚନ୍ଦ୍ରମଣ୍ଡଳ ଓ କୋରୋନା

କମଳାକାନ୍ତ ଜେନା ଆମ ରାଜ୍ୟରେ ଗତ ବୁଧବାର (୨୫ା୧୧ା୨୦୨୦) ସନ୍ଧ୍ୟାରେ ଚନ୍ଦ୍ର ଚାରିପାଖେ ବଳୟର ଦୃଶ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଏହାକୁ ଆମେ ଚନ୍ଦ୍ରମଣ୍ଡଳ କହୁ। ଏହାକୁ ମଧ୍ୟ ଚନ୍ଦ୍ରବଳୟ ବୋଲି କହନ୍ତିି। ପ୍ରାୟ ଥଣ୍ଡାଦିନେ ଏହା ଅଧିକ ଦେଖାଯାଏ।…

ମାତୃଭାଷାରେ ଶିକ୍ଷାଦାନ

ଡ. ମନୋରଞ୍ଜନ ପ୍ରଧାନ   ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ମତରେ, ମାତୃଭାଷା ଶିଶୁ ପାଇଁ ମାତୃ କ୍ଷୀର ସଦୃଶ। ଅର୍ଥାତ୍‌ ମାଆ କ୍ଷୀର ଯେପରି ଶିଶୁର ଶରୀରକୁ ବଳିଷ୍ଠ ଓ ମାନସିକ ସାମର୍ଥ୍ୟକୁ ଉତ୍କୃଷ୍ଟ କରିଥାଏ, ସେହିପରି ମାତୃଭାଷା ଶିଶୁର ଚିନ୍ତା,…

ଟିକା ଦୌଡ଼

କରୋନା ଭୂତାଣୁ କବଳରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଁ ମାନବଜାତି ଉତ୍ସୁକତାର ସହ ଚାହିଁବସିଛି। ସାରା ବିଶ୍ୱରେ ଏହି ରୋଗରେ ୧୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି ଓ ୬୦ ଲକ୍ଷରୁ ବେଶି ଆକ୍ରାନ୍ତ ହୋଇଛନ୍ତି। କରୋନା ପଞ୍ଝାରୁ ମୁକ୍ତି ପାଇବା…

ଆଣ୍ଟିଅକ୍ସିଡାଣ୍ଟର ଭୂମିକା

ମାନେକା ଗାନ୍ଧୀ ଅକ୍ସିଡେଶନ (ଜାରଣ) ଏକ ରାସାୟନିକ କ୍ରିୟା। କୌଣସି ଏକ ପଦାର୍ଥ ଅକ୍ସିଜେନ ବା ଅମ୍ଳଜାନ ସଂସ୍ପର୍ଶରେ ଆସିଲେ ଏହା ସଂଗଠିତ ହୋଇଥାଏ। ଯଥା-ଆପଲ ଓ କଦଳୀ ଆଦି ଫଳର ଚୋପା ଛଡାଇ ତାହାକୁ ଖୋଲା ରଖିଦେଲେ ସେଗୁଡ଼ିକ ଧୂସର…

ଭେଜାଲ ଔଷଧ ସମସ୍ୟା

ଦିଲ୍ଲୀପ କୁମାର ମହାରଣା ପୃଥିବୀରେ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ବିକ୍ରି ହେଉଥିବା ପ୍ରତି ୧୦ଟି ଔଷଧ ମଧ୍ୟରୁ ଗୋଟିଏ ଭେଜାଲ ଓ ନିକୃଷ୍ଟମାନର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ପ୍ରକାଶ ପାଇଛି। ଏଥିରୁ ଜଣାପଡ଼ୁଛି ସେସବୁ…

ଭାରତୀୟ ସମ୍ବିଧାନ ଓ ରାଷ୍ଟ୍ରୀୟ ଏକତା

ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ରତ ଏକ ପୁରାତନ ସଭ୍ୟତା, କିନ୍ତୁ ଗୋଟିଏ ନୂତନ ଦେଶ। ସମଗ୍ର ବିଶ୍ୱରେ ଏହା ସର୍ବବୃହତ୍‌ ଗଣତନ୍ତ୍ର। ଜନସଂଖ୍ୟା ଦୃଷ୍ଟିରୁ ଚାଇନା ପରେ ଭାରତ ଦ୍ୱିତୀୟ ସ୍ଥାନରେ। ପୌରାଣିକ ଯୁଗରୁ ଭାରତ ଗଣତନ୍ତ୍ର ବ୍ୟବସ୍ଥା ପ୍ରତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri