ସଂସ୍କାରରେ ବାଧା
ଚଳିତ ବର୍ଷ ପ୍ରାରମ୍ଭରେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ପୁସ୍ତକ‘ଇଣ୍ଡିଆ ଅନ୍ଲିମିଟେଡ-ରିକ୍ଲେମିଂ ଦି ଲଷ୍ଟ ଗ୍ଲୋରି’ପ୍ରକାଶ ପାଇଥିଲା। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ,ଭାରତୀୟ ବାବୁମାନେ ସୋସିଆଲ ହ୍ୟାଙ୍ଗଓଭରରେ ଆକ୍ରାନ୍ତ,ଯେଉଁଥିପାଇଁ ମୋଦି ସରକାର ଆରମ୍ଭ କରିବାକୁ ଚାହଁୁଥିବା ସଂସ୍କାରଗୁଡ଼ିକର…
ମୋ ସୁନାଟା ପରା…
ଡ.କୁଳାଙ୍ଗାର ସତ କହିଲେ ଆଜ୍ଞା, ମୋ ପରି ଆପଣ ବି ସୁନାକୁ ଲୋଭ କରନ୍ତି ଓ ଭଲ ପାଆନ୍ତି? ଯଦି ପାଉଥାଆନ୍ତି ତେବେ ତ ସାଂଘାତିକ କଥା ା ଏ ସୁନା ଲୋଭ ଆପଣଙ୍କୁ ସାଂଘାତିକ ବିପଦରେ ପକେଇ ପାରେ ା…
ସୁନାମି ଓ ସତର୍କ ସୂଚନା ବ୍ୟବସ୍ଥା
କମଳାକାନ୍ତ ଜେନା ୨୦୦୪ ଡିସେମ୍ବର ୨୬ ତାରିଖ, ରବିବାର। ସମୟ ସକାଳ ୬ଟା ୨୯ ମିନିଟ୍। ଇଣ୍ଡୋନେସିଆର ଦକ୍ଷିଣକୁ ଅବସ୍ଥିତ ସୁମାତ୍ରାଦ୍ୱୀପ ଥରିଉଠିଲା। ରିକ୍ଟର ସ୍କେଲ ଉପରେ କମ୍ପନର ତୀବ୍ରତା ଥିଲା ୮.୯। ବିଗତ ୪୦ ବର୍ଷ ମଧ୍ୟରେ ଏହା ଥିଲା…
ଏଇ ଭାରତରେ
କୃଷି କେବଳ ଗ୍ରାମାଞ୍ଚଳରେ ସମ୍ଭବ ସହରାଞ୍ଚଳରେ ନୁହେଁ, ଏଭଳି ଧାରଣକୁ ଦୂର କରିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଜଣେ ପୂର୍ବତନ ବୈଜ୍ଞାନିକ ପୂର୍ଣ୍ଣିମା ସଭରଗାଁଓକର। ନଡ଼ାରୁ ମାଟି ପ୍ରସ୍ତୁତ କରି ନଡ଼ା ପୋଡ଼ି ସମସ୍ୟାର ସମାଧାନ ପାଇଁ ବାଟ ବି…
ଜିଦି ଛାଡ଼
କୃଷକମାନଙ୍କ ଆନ୍ଦୋଳନର ତୀବ୍ରତା ଥମିବାର କୌଣସି ଆଭାସ ମିଳୁନାହିଁ। ଏହି ଆନ୍ଦୋଳନକୁ ୪ ସପ୍ତାହ ବିତି ଯାଇଥିଲେ ବି କେନ୍ଦ୍ର ଓ ବିକ୍ଷୋଭକାରୀ କୃଷକମାନେ ଏକ ସମାଧାନର ବାଟ ପାଇପାରିନାହାନ୍ତି। ଉଭୟ ପକ୍ଷ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି। ଏହି ପରିପ୍ରେକ୍ଷୀରେ…
ଏଇ ଭାରତରେ
ନୀରବଚ୍ଛିନ୍ନ ସାଧନା ବଳରେ ସବୁକିଛି ସମ୍ଭବ,ଏହା ପ୍ରମାଣ କରିଛନ୍ତି ପଶ୍ଚିମବଙ୍ଗର ତାରାପଦ ହାଲ୍ଦାର। ସେ ଦିନ ମଜୁରିଆରୁ ଏବେ ପାଲଟିଛନ୍ତି ଦେଶର ଜଣେ ପ୍ରତିଷ୍ଠିତ ସିତାର କାରିଗର। ଦାଦପୁର ଗାଁର ଏହି କଳାକାର ନିଜସ୍ବ ଉଦ୍ୟମରେ ତାଙ୍କ ଗାଁକୁ ଭାରତର ଏକ…
ଜମି ମାଲିକାନା କୃଷକ ହାତକୁ ଯାଉ
ଶେଖ୍ ଫରିଦ୍ଉଦ୍ଦିନ୍ ଓଡ଼ିଶାରେ ପ୍ରାୟ ୭୫ ପ୍ରତିଶତ ଅଧିବାସୀ ଗ୍ରାମାଞ୍ଚଳରେ ବାସ କରନ୍ତି। ସେଥିମଧ୍ୟରୁ ୬୫ ପ୍ରତିଶତ କେବଳ କୃଷିଜୀବୀ। ଗ୍ରାମାଞ୍ଚଳରେ ଅଧିକାଂଶ ଗରିବ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୩୧ ପ୍ରତିଶତ ଲୋକ ମଧ୍ୟ…
ମହାମାରୀ ଓ ପ୍ରାଥମିକ ଶିକ୍ଷା
ଲୋକନାଥ ପଣ୍ଡା ଗତ ମାର୍ଚ୍ଚ ମାସରୁ କୋଭିଡ କଟକଣା ହେତୁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। କୋଭିଡ ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପ୍ରୟାସ ଚାଲିଛି। ଅବଶ୍ୟ କୁହାଯାଇପାରେ ଯେ, ସରକାରୀ ବ୍ୟବସ୍ଥାରେ ଏବଂ ମୁଖ୍ୟତଃ ରାଜ୍ୟ ସରକାରଙ୍କ…
ହାତୀ-ମଣିଷ ଲଢ଼େଇର ସମାଧାନ
ମାନେକା ଗାନ୍ଧୀ ଗତ ସପ୍ତାହରେ ଗୋଟିଏ ମାଈ ବାରାଶିଙ୍ଗା (ଏକ ଜାତୀୟ ବଡ଼ ହରିଣ, ଯାହାର ଶିଙ୍ଗରେ ଶାଖା ଥାଏ) ପଞ୍ଚକୁଲାର ଏକ କ୍ଷେତ ଭିତରକୁ ପଶିଯାଇଥିଲା। ସେଠାରେ ସେ ଏକ ଅଟାଗୁଳା ଖାଇଦେଇଥିଲା। ଏହା ଅଟାଗୁଳା ନ ଥିଲା, ବରଂ…
କର୍କଟ ରୋଗ ଓ ଭାରତୀୟ ମହିଳା
ଡା. ମଧୁସ୍ମିତା ପ୍ରଧାନ ଭାରତରେ କରୋନା ମହାମାରୀ ଚିକିତ୍ସା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଯେତିକି ଆହ୍ବାନ ସୃଷ୍ଟି କରିଛି ସେତିକି ଉତ୍ତରଦାୟିତ୍ୱ ମଧ୍ୟ ବଢ଼ାଇ ଦେଇଛି। ତେବେ ବିଶେଷକରି କର୍କଟ ରୋଗ କ୍ଷେତ୍ରକୁ ଦେଖିଲେ ଜଣାଯାଏ କରୋନାରେ ସଂକ୍ରମିତ ରୋଗୀ ପୂର୍ବରୁ…
ଛାତିରେ ହାତ ରଖି କହିପାରିବା କି
ଉପେନ୍ଦ୍ର ବିଶ୍ୱାଳ “ମୋ ରାଜ୍ୟରେ ଏମିତି କେତେ ଜଣ ଓଏଏସ ଅଫିସର ଅଛନ୍ତି, ଯେଉଁମାନେ କି ଛାତିରେ ହାତ ରଖି କହିପାରିବେ ସଚ୍ଚୋଟ ବୋଲି” -ବାଲେଶ୍ୱରଠାରେ ୧୯୯୦ରେ ଅନୁଷ୍ଠିତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ବାର୍ଷିକ ଅଧିବେଶନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କର…
ଏଇ ଭାରତରେ
ଭାରତରେ ୩୭୭ ମିଲିୟନ ଲୋକ ସହରାଞ୍ଚଳରେ ରହୁଛନ୍ତି ଓ ବର୍ଷକୁ ୬୦ ମିଲିୟନ ଟନ୍ କଠିନ ବର୍ଜ୍ୟ ବାହାରୁଛି। ସେଥିରୁ ପ୍ରାୟ ୩୧ ମିଲିୟନ ଟନ୍ ବର୍ଜ୍ୟ ଏଣେତେଣେ ଗଦା ହେଉଛି। ମୁମ୍ବାଇରେ ଏଭଳି ବର୍ଜ୍ୟ ସମସ୍ୟା ବି ଭୟଙ୍କର ଓ…
Archives


