ସମ୍ପାଦକୀୟ

ମାକ୍‌ରଁଙ୍କୁ ସମର୍ଥନ

ଫ୍ରାନ୍ସର ନିସ୍‌ରେ ଗତ ସପ୍ତାହରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ମହିଳାଙ୍କ ମୁଣ୍ଡକାଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ଅନେକ ଆହତ ହୋଇଥିଲେ। ଏହାର ଦୁଇ ସପ୍ତାହ ପୂର୍ବରୁ ପ୍ୟାରିସ୍‌ ସହରତଳି ଅଞ୍ଚଳରେ ଜଣେ...

ବିଶ୍ୱସନୀୟତାର ଅଭାବ କୃଷି ସଂସ୍କାରକୁ କଣ୍ଟା

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇସାରିଛି। ନୂତନ ଆଇନଗୁଡିକ ପ୍ରଚଳିତ କୃଷି ବିପଣନ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିବ ବୋଲି ଦାବି କରାଯାଉଛି।...

ମୁଁ ପିଆଜ କହୁଛି

ଡ. କୁଳାଙ୍ଗାର ମୁଁ ପିଆଜ! ମୋତେ ଆପଣ ତ ଚିହ୍ନିଥିବେ!! କିନ୍ତୁ ଆପଣ ଏ କଥା ଜାଣି ନ ଥିବେ କି ମୁଁ ହେଉଛି ବିକାଶର ଭାଇ!!! କ’ଣ କହିଲେ, କୋଉ ବିକାଶ? ସେଇ ବିକାଶ ଯାହାକୁ ଆପଣ ଜମାରୁ...

ଏଇ ଭାରତରେ

ନୂଆବସ୍ତ୍ର ପିନ୍ଧି, ମିଠେଇ ଖାଇ ବାଣ ଫୁଟାଇ ଦୀପାବଳି ପାଳନ କରାଯିବାର ପରମ୍ପରା ରହିଛି। କିନ୍ତୁ ଏଥର ଗ୍ରୀନ୍‌ ଦୀପାବଳି ପାଳନ କରିବାର ସୁଯୋଗ ଦେଇଛି ଗ୍ରାମାର୍ଟ ପ୍ରୋଜେକ୍ଟ। ଏହା ମାଧ୍ୟମରେ ମଧ୍ୟପ୍ରଦେଶ ସୌସାର ତହସିଲ ଅନ୍ତର୍ଗତ ପରଦସିଂ ଗାଁ...

ବାସ୍ତବତାଠାରୁ ଦୂରରେ

ଆକାର ପଟେଲ ବିଜ୍‌ନେସ ନ୍ୟୁଜ୍‌ପେପର ଇକୋନୋମିକ ଟାଇମ୍ସକୁ ପ୍ରଧାନମନ୍ତ୍ରୀ ଏକ ବିଚିତ୍ର ସାକ୍ଷାତ୍‌କାର ଦେଇଛନ୍ତି। ଏହାର ଦୃଷ୍ଟିକୋଣ ଆମତ୍ବିଶ୍ୱାସରେ ଭରା,ସୁନ୍ଦରଭାବେ ଉପସ୍ଥାପନ କରାଯାଇଛି, କିନ୍ତୁ ଏହା ବାସ୍ତବତାଠାରୁ ଦୂରରେ ରହିଛି। ସେ କୋଭିଡ୍‌ ମହାମାରୀ ପରିଚାଳନା ଠିକ୍‌ ବାଟରେ କରିଥିବା...

ସାହିତ୍ୟ ବେପାରୀଙ୍କ କଥା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ପ୍ରଥମରୁ କହି ରଖିବା ଉଚିତ ହେବ ଯେ, ଏ କଥା ସାହିତ୍ୟକୁ ପୁଞ୍ଜି କରି ବେପାର କରୁଥିବା ପୁସ୍ତକ ପ୍ରକାଶକଙ୍କ କଥା ନୁହେଁ। ପାଣ୍ଡୁଲିପି ବୋଲି କୁହାଯାଉଥିବା ସ୍ରଷ୍ଟାଙ୍କ ସାରସ୍ବତ ସୃଷ୍ଟିକୁ ପୁସ୍ତକରେ...

ଦ୍ୱୀପର ଅଧୀଶ୍ୱର

ବିଶ୍ୱର କୌଣସି ପ୍ରାନ୍ତରେ ଭାରତୀୟ ବଂଶୋଦ୍ଭବ ନିଜ ନାମ ଉଜ୍ଜ୍ୱଳ କଲେ ତାହାର ଅନେକ ଶ୍ରେୟ ଭାରତ ମାଟିକୁ ଆସିଥାଏ। ଏବେ ଦ୍ୱୀପପୁଞ୍ଜର ଦେଶ ସିଚେଲ୍ସର ରାଷ୍ଟ୍ରପତି ହୋଇଛନ୍ତି ଓ୍ବାଭେଲ ରାମକଲଓ୍ବାନ୍‌। ଭାରତ ମହାସାଗର ଭିତରେ ଥିବା ଏହି ଦ୍ୱୀପପୁଞ୍ଜର...

ଏଇ ଭାରତରେ

ମଧ୍ୟପ୍ରଦେଶର ଖପରଖେଦା ଗାଁର ମହିଳା ଚାଷୀ ଲକ୍ଷ୍ମୀ ପରଟେ ନିଜେ ଚାଷ କରିବା ସହ ୬ଟି ଗାଁର ଚାଷୀମାନଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ପ୍ରୋତ୍ସାହିତ କରିପାରିଛନ୍ତି। ଲକ୍ଷ୍ମୀ ୨୦୧୬ର ଶେଷ ଭାଗରେ ଚାଷ ଆରମ୍ଭ କରିଥିଲେ। ସେ କେବଳ...

ଭୋକ ଓ ଭୂତାଣୁ

ଡ. କିଶୋର ମହାନ୍ତି ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ। ଏହା ସତ୍ୟ ଯେ ଭୂତାଣୁ ଅପେକ୍ଷା ଭୋକ ଆହୁରି ଭୟଙ୍କର। ବିଶ୍ୱରେ ଭୋକ ଆଉ...

ଭୟାନକ ଷ୍ଟାଗ୍‌ଫ୍ଲେସନ

ଡ. ସନ୍ତୋଷ କୁମାର ମହାପାତ୍ର କରୋନା ସଂକ୍ରମଣର ପ୍ରଭାବ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଲାଣି ା ବର୍ତ୍ତମାନ ବାଂଲାଦେଶର ମୁଣ୍ଡପିଛା ଜିଡିପିଠାରୁ ଭାରତର ମୁଣ୍ଡପିଛା ଜିଡିପି କମ୍‌ ହେବାକୁ ଯାଉଛି ବୋଲି ଆଲୋଚନା ହେଉଛି ା କିନ୍ତୁ ଚିନ୍ତାର ବିଷୟ ଯେ,...

ଏଇ ଭାରତରେ

ମଣିପୁରର ଜଣେ ବ୍ୟକ୍ତି ହର୍ବାଲ ଚା’ ଚାଷ କରି ୨୦୦୦ ଗରିବ ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିପାରିଛନ୍ତି। ଇମ୍ଫାଲ୍‌ରେ ରହୁଥିବା ୪୪ ବର୍ଷୀୟ ରାଜେଶ କିଶାମ ଏଭଳି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ...

ବାବୁ ଓ ବଜେଟ

କୋଭିଡ୍‌-୧୯ ମହାମାରୀରେ ସାଂଘାତିକ ଭାବେ କ୍ଷତି ହୋଇଥିବା ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢାଇବା ଲାଗି ବଜେଟ୍‌ ୨୦୨୧-୨୨ର ଅବଗଣନା ଆରମ୍ଭ ହୋଇଯାଇଛି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଭାସ ଦେବା ପରେ ତୃତୀୟ ଆର୍ଥିକ ପ୍ୟାକେଜ ଆସିବ ବୋଲି ଜୋରଧରିଛିି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri