ସମ୍ପାଦକୀୟ

ମହାପୁରୁ ରାସ୍ତା ଖଣ୍ଡେ ଦିଅ

ଡ. ଚନ୍ଦନ କୁମାର ସିଂହ ଟୁରୁକୁପା ଗାଁର ନାଇକ ରାଜେନ୍ଦ୍ର ଡାଗରେକା। ବୟସ- କେତେ ଜାଣି ନାହିଁ ଆଜ୍ଞା। ମୁନିଗୁଡା ବ୍ଲକ ଘମଟଗୋଡା ପଞ୍ଚାୟତର ଟୁରୁକୁପା ଗାଁ। ଡଙ୍ଗର ଉପରର ଏହି ଗାଁ ଟୁରୁକୁପା। କାଳିକୋଳଥରୁ ଯେଉଁ କଳା ମଚମଚ ରାସ୍ତା…

ଗଙ୍ଗା କଟକରେ ନାହିଁ

ଅଭିମନ୍ୟୁ ଧଳ ଓଡ଼ିଆରେ କଥାଟିଏ ଅଛି ‘ଭାଗ୍ୟରେ ନାହିଁ ତ, ଗଙ୍ଗା କଟକରେ ନାହିଁ’। ପୌରାଣିକ ଆଖ୍ୟାନ ଅନୁସାରେ କପିଳ ମୁନିଙ୍କ ଅଭିଶାପରେ ରାଜା ସଗରଙ୍କ ପୁତ୍ରମାନେ ପ୍ରଜ୍ୱଳିତ ଅଗ୍ନିରେ ବର୍ଷବର୍ଷ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ସେହି ବଂଶର ଯୋଗଜନ୍ମା ଦାୟାଦ…

ଏଇ ଭାରତରେ

ବର୍ଷା ଓ ବନ୍ୟା ବହୁ ସମୟରେ ପିିଆଜ ଚାଷକୁ ବିପର୍ଯ୍ୟୟ କରିଦେଉଛି । ଅନ୍ୟପକ୍ଷରେ ଭଣ୍ଡାର ବ୍ୟବସ୍ଥାର ଅଭାବ ପିଆଜ ଦରବୃଦ୍ଧିର କାରଣ ପାଲଟୁଛି । ତେବେ ଭଣ୍ଡାର ବ୍ୟବସ୍ଥା ବିନା ବହୁଦିନ ରଖାଯାଇପାରୁଥିବା ଏକ କିସମର ପିଆଜ ପ୍ରସ୍ତୁତ କରିଛନ୍ତି…

ଅଧିକାର ଫେରାଇଆଣ

ଆକାର ପଟେଲ ଚଳିତ ମାସରେ ଆମେ ଗଣତନ୍ତ୍ର ଦିବସ ପାଳନ କରିବା, ଯାହା ସ୍ବାଧୀନତା ଦିବସଠାରୁ ଭିନ୍ନ। ଏହି ଦୁଇ ଦିବସ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପୂର୍ଣ୍ଣ ବୁଝାପଡେନି କି ଅନୁଭବ ବି କରାଯାଇ ପାରେ ନାହିଁ। ଅଗଷ୍ଟ ୧୫ରେ ଭାରତରୁ…

ବାଟ ହୁଡ଼ିଲେ ବିପଦ

ଉପେନ୍ଦ୍ର ବିଶ୍ୱାଳ କ୍ଷଣିକ ଉନ୍ମାଦନାରେ ଭାସିଯାଇ ଝିଅମାନେ କିପରି ନିଜ ପାଇଁ କବର ଖୋଳନ୍ତି, ସେମିତି କେତୋଟି ଘଟଣା ଓ ତା’ର କୁପରିଣତିକୁ ନେଇ ଆଜିର ଏ ଆଲେଖ୍ୟ। ମହିଳା କଲେଜ ସାମ୍ନାରେ ଏପାଖସେପାଖ ହେଉଥିବା ଜଣେ ଉଦ୍‌ଭ୍ରାନ୍ତ ଯୁବକର ଜାଲରେ…

ନାଗରିକ ଅଧିବକ୍ତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ଦ୍ୱାରା ତିନି ଦିନ ତଳେ କ୍ୟାପିଟୋଲ୍‌ ବିଲ୍ଡିଂ ଉପରେ ଆକ୍ରମଣ ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ବିଶ୍ୱନେତା ଟ୍ରମ୍ପ୍‌ଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ହିଂସା ପରେ ଟ୍ରମ୍ପ୍‌ ହାର୍‌ ମାନିବାକୁ ବାଧ୍ୟ…

ଏଇ ଭାରତରେ

ଧୁମ୍‌ଧାମରେ ବାହାଘର। ତା’ ପୁଣି ଦୁଇଟି ରାଜ୍ୟର କୁକୁରଙ୍କର। ଏକଥା ହୁଏତ ଅନେକଙ୍କୁ ଅଜବ ମନେ ହୋଇପାରେ, କିନ୍ତୁ ଏମିତି ଏକ ବାହାଘର ହୋଇଛି ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ। ଇନ୍ଦ୍ର ଦେବତାଙ୍କୁ ଖୁସି କରି ଗାଁର ଜଳକଷ୍ଟ ଦୂର କରିବା ନିମନ୍ତେ…

ଗୋଇନ୍ଦା ବିଫଳତା ଓ ସୁରକ୍ଷା

ଡ. ଚିନ୍ତାମଣି ପଣ୍ଡା କତିପୟ ସମ୍ବେଦନଶୀଳ ସାଂପ୍ରତିକ ଘଟଣାବଳୀର ଅନୁଶୀଳନ କଲେ ଆମର ଗୋଇନ୍ଦା ସୂଚନା ବ୍ୟବସ୍ଥା କେତେ ଦୁର୍ବଳ ତାହା ସ୍ପଷ୍ଟଭାବେ ପ୍ରତୀୟମାନ ହୁଏ। ଦେଶ ଓ ଦଶର ହିତସାଧନ ଏବଂ ସୁରକ୍ଷା ନିମନ୍ତେ ଗୁପ୍ତସୂଚନାର ସଂଗ୍ରହ ତଥା ସରବରାହ…

ନୂଆ ଭାରତ ପାଇଁ ନୂଆ ସଂସଦ

ଅର୍ଜୁନ ରାମ ମେଘୱାଲ ଜାନୁୟାରୀ ମାସ ଆରମ୍ଭ ହେବା ସହ ଏକବିଂଶ ଶତାବ୍ଦୀର ଏକୋଇଶତମ ବର୍ଷରେ ଆମେ ପ୍ରବେଶ କରିଛେ। ଏହା ଭାରତର ବିକାଶ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଯେ ଏହା ଏକବିଂଶ ଶତାବ୍ଦୀର ନେତୃତ୍ୱ ନେଇପାରିବ। ତେଣୁ ଏହାର…

ଏଇ ଭାରତରେ

ଶ୍ରୀନଗରର ଡାଲ୍‌ ହ୍ରଦରେ ରହି ନୌକା ଚଳାଇ ପେଟ ପୋଷୁଥିବା ତାରିକ ଅହମ୍ମଦ ପାଟଲୋ କୋଭିଡ୍‌ ସଂକ୍ରମିତ ହେବା ପରେ ତାଙ୍କ ମନୋବଳ ହରାଇ ନାହାନ୍ତି, ବରଂ ସୁସ୍ଥ ହେବା ପରେ ରୋଗୀମାନଙ୍କ ପାଇଁ ତାଙ୍କ ନୌକାକୁ ଏକ ଆମ୍ବୁଲାନ୍ସ କରିଦେଇଛନ୍ତି।…

ବାବୁଙ୍କ ବିବାଦ

କର୍ନାଟକର ପ୍ରଥମ ମହିଳା ଗୃହ ସଚିବ ଥିଲେ ଆଇପିଏସ୍‌ ଅଧିକାରୀ ଡି.ରୁପା। ଏବେ ତାଙ୍କୁ କର୍ନାଟକ ରାଜ୍ୟ ହସ୍ତଶିଳ୍ପ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ରାଜ୍ୟର ଆଉ ଜଣେ ଆଇପିଏସ୍‌ ଅଧିକାରୀ ହେମନ୍ତ ନିମ୍ବଲକରଙ୍କ ସହ ସହ…

ବିଦ୍ୟୁତ୍‌ ବିଲ୍‌କୁ ବିରୋଧ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦିଲ୍ଲୀରେ ଚାଲିଥିବା କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ପକ୍ଷରୁ ତିନୋଟି କୃଷି ଆଇନର ପ୍ରତ୍ୟାହାର ବ୍ୟତୀତ ପ୍ରସ୍ତାବିତ ବିଦ୍ୟୁତ୍‌ ଆଇନ (ସଂଶୋଧନ) ବିଲ୍‌ -୨୦୨୦କୁ ବାତିଲ କରିବାକୁ ଦାବି କରାଯାଇଛି। ଗତ ଡିସେମ୍ବର ୩୦ ତାରିଖରେ ସରକାରଙ୍କ ସହ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri