ସମ୍ପାଦକୀୟ

ଏଇ ଭାରତରେ

ପ୍ରଶାସନିକ ଦାୟିତ୍ୱ ସହ ସହରକୁ ସବୁଜ ସୁନ୍ଦର କରିବାରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ପ୍ରୟାସ ଅନୁକରଣୀୟ। ଏହି ଅଧିକାରୀ ହେଉଛନ୍ତି ଡ.ଆଲ୍‌ବି ଜନ୍‌ ଭର୍ଗିସ। ସେ ଗ୍ରେଟର ଚେନ୍ନାଇ କର୍ପୋରେଶନର ରିଜିଓନାଲ ଡେପୁଟି କମିଶନର (ସାଉଥ) ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।…

ଚାଲାକିରେ ମାଂସ ବିକ୍ରି

ମାନେକା ଗାନ୍ଧୀ ପ୍ରାଣୀ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଅଧିକାଂଶ ଭାରତୀୟ ଶାକାହାରୀ। ‘ପିପୁଲ ଫର୍‌ ଆନିମଲ୍‌’ରେ ଆମେମାନେ ଏହି କାର୍ଯ୍ୟ ପ୍ରତି ଜୋର୍‌ ଦେଉ। ହେଲେ ତୁମେମାନେ ପ୍ରାଣୀମାନଙ୍କ ଯନତ୍ ନେବାକୁ ଚାହୁଁନାହଁ। ଏଥିପାଇଁ ସେମାନଙ୍କୁ ଖାଉଛ। କିନ୍ତୁ ଖାଦ୍ୟ…

ଈଶ୍ୱରଭାବର ଅନୁଚିନ୍ତା

ଅଲେଖ ଚନ୍ଦ୍ର ମିଶ୍ର ଦିନେ ନିରୋଳା ମୁହୂର୍ତ୍ତରେ ଦ୍ୱାରକାଧୀଶ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ତାଙ୍କର ଅଷ୍ଟ ପାଟବଂଶୀ ପ୍ରଶ୍ନ କଲେ, “ପ୍ରଭୁ ଆପଣ ଗୋପପୁର ଛାଡି ମଥୁରା ଆସିଲେ। ଆମ୍ଭମାନଙ୍କୁ ଯଥାରୀତି ବିବାହ କରି ପତ୍ନୀର ମର୍ଯ୍ୟାଦା ଅର୍ପଣ କଲେ। କିନ୍ତୁ ଆମ୍ଭମାନଙ୍କ…

ସରକାରୀ ସ୍କୁଲ ପାଇଁ ଯୋଜନା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଚଳିତବର୍ଷ ସରକାରୀ ସ୍କୁଲଗୁଡ଼ିକୁ ସଶକ୍ତ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଉଦ୍ୟମ ସୂଚେଇ ଦେଉଛି ଯେ, ସରକାରୀ ସ୍କୁଲଗୁଡ଼ିକ ସେମାନଙ୍କ ଆକର୍ଷଣ ହରାଇଛନ୍ତି। ଏଣୁ ସେଗୁଡ଼ିକୁ ସଶକ୍ତ, ଦକ୍ଷ ଓ ଆକର୍ଷଣୀୟ କରିବା ପାଇଁ…

ଏଇ ଭାରତରେ

ଜୈବ ଇନ୍ଧନରେ ଚାଲୁଥିବା ଗାଡ଼ିିଗୁଡ଼ିକ ବାୟୁମଣ୍ଡଳକୁ ଅଧିକ କାର୍ବନ ମନୋକ୍ସାଇଡ ଗ୍ୟାସ୍‌ ନିର୍ଗମନ କରିବା ଯୋଗୁ ଏହା ବିଶ୍ୱତାପନ ବୃଦ୍ଧି କରୁଛି। ଏହିସବୁ ଗାଡି ସଂଖ୍ୟା କମ୍‌ କରିବାର ସମୟ ଏବେ ଉପନୀତ ଏବଂ ଏହାର ବିକଳ୍ପ ଖୋଜିବାରେ ଯେଉଁ କେତେଜଣ…

ଏଇ ଭାରତରେ

ସାଇବର ଠକମାନେ ଅନ୍‌ଲାଇନ୍‌ ବ୍ୟବହାରକାରୀଙ୍କୁ ଠକଉଥିବାର ଅସଂଖ୍ୟ ଉଦାହରଣ ପ୍ରତିଦିନ ଦେଖିବାକୁ ମିଳୁଛି। ଘଟଣା ଘଟିବା ପରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ସାଇବର ପୋଲିସର ଆଶ୍ରୟ ନେଉଛନ୍ତି। ଅନେକ କ୍ଷେତ୍ରରେ ଠକଙ୍କୁ ଧରାଯାଇପାରୁ ନାହିଁ। ପୂର୍ବରୁ ବ୍ୟାଙ୍କ ଡକାୟତି ବିଷୟରୁ…

ଇତିହାସ କଥା କହେ

ରବିନାରାୟଣ ସାମଲ   ବାହାର ବାନୁ ବେଗମ୍‌ ଥିଲେ ସମ୍ରାଟ୍‌ ଜାହାଙ୍ଗୀରଙ୍କ କନିଷ୍ଠା କନ୍ୟା। ଏକଦା ସେ ଅସୁସ୍ଥ ହୋଇପଡ଼ିଲେ। ଭାରତୀୟ ଚିକିତ୍ସା ତାଙ୍କୁ ଆରୋଗ୍ୟ କରିପାରିଲା ନାହିଁ। ଜାହାଙ୍ଗୀରଙ୍କ ଅନୁମତି ନେଇ ଓ୍ବିଲିୟମ୍‌ ହକିନ୍ସ ବ୍ରିଟେନ୍‌ରୁ ଡାକ୍ତର ଆଣି ତାଙ୍କୁ…

ସୀମାରେ ସାମାଜିକ ବାଡ଼

ଶୁଭନାରାୟଣ ଶତପଥୀ   ଓଡ଼ିଶାର ୧୪ଟି ଜିଲାର ସୀମା ପଡ଼ୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟର ସୀମାରେଖା ସହ ସଂଲଗ୍ନ। ପଡ଼ୋଶୀ ରାଜ୍ୟଗୁଡ଼ିକ ସହ କେଉଁଠି ଜଳକୁ ନେଇ ତ କେଉଁଠି ଭୂମିକୁ, ଆଉ କେଉଁଠି ଜଙ୍ଗଲକୁ ନେଇ…

ବ୍ୟବସ୍ଥା ଭଗବାନ ନୁହେଁ

ଗଣତନ୍ତ୍ରରେ ସବୁଠୁ ଊର୍ଦ୍ଧ୍ୱରେ ନାଗରିକ। ସରକାର ଗଢ଼ି କ୍ଷମତାରେ ରହୁଥିବା ବ୍ୟକ୍ତି ଅସ୍ଥାୟୀ। ଶାସନ ଦାୟିତ୍ୱ ନେଇଥିବା ବ୍ୟକ୍ତି ନିଜକୁ ସର୍ବେସର୍ବା ଭାବିଲେ ଗଣତନ୍ତ୍ରର ମୂଳଦୁଆ ଦୁର୍ବଳ ହୋଇଗଲା ବୋଲି ଧରିନେବାକୁ ହେବ। ଏବେ ଭାରତରେ କ୍ଷମତାର ସର୍ବୋଚ୍ଚରେ ଥିବା ବ୍ୟକ୍ତିଙ୍କୁ…

କର୍ମଚାରୀଙ୍କ ଅବହେଳା ଅପରାଧ ବଢ଼ାଏ

ସହଦେବ ସାହୁ ଏବେ ଏବେ କାହିଁକି ଏତେଗୁଡ଼ାଏ ଭେଜାଲ ଓ ଅପମିଶ୍ରଣ ମାମଲା ଧରା ପଡୁଛି, ଆଗରୁ କାହିଁକି ଏଗୁଡ଼ିକ ଧରା ହେଉ ନ ଥିଲା ପ୍ରଶ୍ନ କଲାବେଳେ ଆମେ କେବଳ ବର୍ତ୍ତମାନର କମିଶନରେଟ୍‌ ପୋଲିସକୁ ଧନ୍ୟବାଦ ଦେଉନାହୁଁ, ଆମେ ବି…

ବସନ୍ତ ପଞ୍ଚମୀ

ସୁଧିରାଜ ରାଉତ ବ୍ରହ୍ମଦେବ ସୃଷ୍ଟି ସର୍ଜନା ସାରି ନିଜ ସୃଷ୍ଟିକୁ ଯେବେ ନିରେଖି ଦେଖିଲେ, ତାଙ୍କୁ ଲାଗିଲା ସବୁ ଗଢ଼ା ପରେ ବି ସବୁଠି ଭରି ରହିଛି ଉଦାସ ଆଉ ଉଦାସ, ସୃଷ୍ଟି ସତେଅବା ଉଦାସର ଏକ ଉପତ୍ୟକା। ଉଦିତ ସୂର୍ଯ୍ୟର…

ଏଇ ଭାରତରେ

ପ୍ରାଚୀନ ବିଶ୍ୱାସ ବିରୋଧରେ ଲଢେଇ କରିବା ସହ ବିଲୁପ୍ତ ଦ୍ୱାରଦେଶରେ ଥିବା ଏକ ପ୍ରଜାତିର କଇଁଛ ଲାଗି ଜୟାଦିତ୍ୟ ପୁରକାୟାସ୍ଥ ଯେଉଁ ଅଭିଯାନ ଚଳାଇଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ସେ ଜଣେ ସରୀସୃପବିତ୍‌। ବିରଳ ପ୍ରଜାତିର ବ୍ଲାକ୍‌ ସଫ୍ଟସେଲ ଟର୍ଟଲ ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri