ସମ୍ପାଦକୀୟ

ଏଇ ଭାରତରେ

ଗଡ଼ିଆ, ସିମେଣ୍ଟ କୁଣ୍ଡ କିମ୍ବା ମାଛ ଚାଷ କରାଯାଉଥିବା ଟାଙ୍କିରେ ମୁକ୍ତାଚାଷ କରାଯିବା ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଛୋଟ ଛୋଟ କାଚଟାଙ୍କିରେ ମୁକ୍ତାଚାଷ କରାଯିବା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିତ୍ବ। କିନ୍ତୁ ଏହା ସତ। ଏମିତି ଚାଷ କରୁଛନ୍ତି ଉତ୍ତରପ୍ରଦେଶର ଜିତେନ୍ଦ୍ର…

ଏଇ ଭାରତରେ

ପିଲାଟିର ନାମ ତନୟ ଜୈନ। ବୟସ ମାତ୍ର ୧୫ ବର୍ଷ। ସେ କୋଲକାତାର ସେଣ୍ଟ୍‌ ଜେମ୍ସ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଛନ୍ତି। ତନୟ କପଡ଼ା ଫ୍ୟାକ୍ଟ୍ରିରୁ ଅଦରକାରୀ କପଡ଼ା ସଂଗ୍ରହ କରି ସେଥିତ୍ତ୍ରେ ପିଲାମାନଙ୍କ ପାଇଁ ପୋଷାକ ତିଆରି କରି ଏବେ…

ସହରାଞ୍ଚଳରେ ଶିଶୁ ଅଧିକାରର ସୁରକ୍ଷା

ଘାସିରାମ ପଣ୍ଡା   ଗାଁ ଛାଡ଼ି ସହରକୁ ଆସିଥିବା ପ୍ରତ୍ୟେକ ଲୋକ ସୁବିଧାରେ ନ ଥା’ନ୍ତି। ଭୂମିହୀନ, ଦିନ ମଜୁରିଆମାନେ ରୋଜଗାର ଆଶାରେ ସହରକୁ ଆସନ୍ତି। ଏମାନଙ୍କ ଭିତରୁ କେହି କେହି ଏକା ଆସନ୍ତି। ସହରରେ ଯେନତେନ ଚଳିଯାଇ ରୋଜଗାରରୁ ଅଧିକାଂଶ…

ତିନି ତୁଣ୍ଡରେ ଛେଳି କୁକୁର

ଅକ୍ଷୟ କୁମାର ମିଶ୍ର   ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଆମ ଦେଶ ଭାରତ ବିଶ୍ୱ ଦରବାରରେ ସୁଖ୍ୟାତି ଅର୍ଜନ କରିଛି ବୋଲି ସବୁଠି ପ୍ରଚାର ହେଉଛି। ଏଠାରେ ସର୍ବାଧିକ କ୍ଷମତା ସାଧାରଣ ଲୋକଙ୍କ ହାତରେ ବୋଲି କୁହାଯାଉଛି। ଦେଶର ଶାସନ…

ପୁଡୁଚେରୀ କାହାଣୀ

ଜାନୁୟାରୀ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ରାଜନୈତିକ ନାଟକ ଏବେ ବି ଚାଲିଛି। ଇତିମଧ୍ୟରେ ଡିଏମ୍‌କେ ସମର୍ଥିତ କଂଗ୍ରେସ ସରକାରର ପତନ ଘଟିଛି। ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସରକାରକୁ ସଂଖ୍ୟାଲଘୁରେ ପରିଣତ କରିବାରେ ୭ ଜଣ ବିଧାୟକ(କଂଗ୍ରେସରୁ ଇସ୍ତଫା…

କରୋନାର ଲେଉଟାଣି

ଡା. ଉମେଶ ଚନ୍ଦ୍ର ପାତ୍ର ପରିବର୍ତ୍ତିତ କରୋନା ଭୂତାଣୁର ବ୍ରିଟେନ ପ୍ରଜାତି ପରେ ଏବେ ଭାରତରେ ଦକ୍ଷିଣ ଆଫ୍ରିକୀୟ ଓ ବ୍ରାଜିଲ ପ୍ରଜାତିର ଭୂତାଣୁ ପ୍ରବେଶ କରିଛି। ଆଇସିଏମ୍‌ଆର ମହାନିର୍ଦ୍ଦେଶକ ସୂଚିତ କରିଛନ୍ତି ଯେ, ଫେବୃୟାରୀ ପ୍ରଥମ ସପ୍ତାହରେ ଭାରତରେ ଜଣଙ୍କଠାରେ…

ସ୍ବାଭିମାନର ପ୍ରଶ୍ନ

ଅଧ୍ୟାପକ ଶରତ କୁମାର ଦାସ ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ଦେଶରେ ସୀମାକୁ ନେଇ ବିବାଦ ଉପୁଜିଥିବା ବେଳେ ଆମ ରାଜ୍ୟ ଓଡ଼ିଶା ଏଥିରୁ ମଧ୍ୟ ମୁକ୍ତ ନୁହେଁ। ଆନ୍ଧ୍ର ସରକାରଙ୍କର ବିସ୍ତାରବାଦୀ ନୀତି ତଥା କୋଟିଆ ଅଧିବାସୀଙ୍କ ସୁବିଧାବାଦୀ ମାନସିକତା ଫଳରେ…

ଏଇ ଭାରତରେ

ରାସ୍ତାରେ ଯିବା ସମୟରେ ଛକ ବଜାରରେ ଆମେ ଅସହାୟ ପିଲାମାନଙ୍କୁ ଦେଖି ଚାଲିଯାଉ। କିନ୍ତୁ ବାରାଣସୀର ଦମ୍ପତି ଆଶିଷ ଓ ପୂଜା ସିଂଙ୍କର ସେମାନଙ୍କ ପ୍ରତି ଚିନ୍ତାଧାରା ଭିନ୍ନ ରହିଛି। ଆଶିଷ ଜଣେ ଡାକ୍ତର ଓ ତାଙ୍କ ବୟସ ୪୩। ସେ…

୨୨ ବର୍ଷ ପରେ

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ୨୨ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ କରିଥିବା ୨୨ ଫେବୃୟାରୀ ୨୦୨୧ରେ ପ୍ରକାଶ କରିଛି। ଜଳନ୍ଧର ସ୍ବାଇଁ ନାମରେ ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ପାଇପ୍‌ ମିସ୍ତ୍ରି ଭାବେ…

କେବଳ ଦଳ ନୁହେଁ

ଗଣତନ୍ତ୍ରର ଏକ ମୌଳିକ ଆବଶ୍ୟକତା ହେଉଛି ନିର୍ବାଚନ। ନିର୍ବାଚନ ପରେ ଗଠିତ ସରକାର ଦଳର ସୀମା ପରିସର ଭିତରେ ରହିବା ପରିବର୍ତ୍ତେ ସାଧାରଣ ନାଗରିକଙ୍କ ମଙ୍ଗଳ ଚିନ୍ତା କରିବା କଥା। ୨୦ ଫେବୃୟାରୀରେ ନୀତି ଆୟୋଗ ବୈଠକରେ ଭିଡିଓ କନ୍‌ଫରେନ୍ସ ଜରିଆରେ…

ମହାମନ୍ତ୍ରର ମଧୁର ସଙ୍ଗୀତ

ଚିତ୍ର-ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ ମହାମାରୀ କରୋନା ସଙ୍କଟରେ ବ୍ୟକ୍ତି ଜୀବନଠୁଁ ଆରମ୍ଭ କରି ସାମାଜିକ ଜୀବନଯାଏଁ ଗୁରୁତର ପ୍ରଭାବିତ ହୋଇଥିଲାବେଳେ ନାନା କାଇଦା କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ଆମ ଦେଶର ବାସ୍ତରିତମ ଗଣତନ୍ତ୍ର ଦିବସ। ସେଦିନ ସକାଳେ…

ନାସାର ମଙ୍ଗଳ ମିଶନ

ଡ. ନରେନ୍ଦ୍ର ସେଠୀ ମହାକାଶକୁ ତନ୍ନତନ୍ନ କରି ଖୋଜିବାର ଲାଳସା ମଣିଷକୁ ବାରମ୍ବାର ଚନ୍ଦ୍ର ଓ ମଙ୍ଗଳ ପରି ଗ୍ରହ ଉପଗ୍ରହ ଆଡ଼କୁ ଆକର୍ଷିତ କରିଛି; ଯୋଉଥିପାଇଁ ପୃଥିବୀର ଅନେକ ଦେଶର ବୈଜ୍ଞାନିକମାନେ ମଙ୍ଗଳ କିମ୍ବା ଚନ୍ଦ୍ର ଉପରେ ଏପର୍ଯ୍ୟନ୍ତ ଗବେଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri