ସମ୍ପାଦକୀୟ

ଏଇ ଭାରତରେ

ବହୁ ସମୟରେ ତୃଣମୂଳ ସ୍ତରରେ କେତେକ କୃଷକ ଚାଷରେ କିଛି ଅଭିନବ ପଦ୍ଧତି ଆପଣାଇ ଫସଲ ଉପତ୍ାଦନ କରିଥାଆନ୍ତି; ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଏଭଳି ଜଣେ ଚାଷୀ ହେଉଛନ୍ତି କେରଳର ସି.ଭି. ଭର୍ଗିସ। ଓ୍ବାୟନାଡ଼ାର ଏହି ଚାଷୀ…

ବନାଗ୍ନି

ବ୍ରାଜିଲର ଆମାଜନ ଜଙ୍ଗଲକୁ ବିଶ୍ୱର ଫୁସ୍‌ପୁସ୍‌ କୁହାଯାଇଥାଏ। ବିଡ଼ମ୍ବନାର ବିଷୟ ଯେ, ଆମାଜନରେ ଭୟଙ୍କର ନିଆଁ ଦୁଇ ବର୍ଷ ହେଲା ଲଗାତର ଜଳିଆସୁଛି। ଏହା ସେଠାକାର ବନ୍ୟପ୍ରାଣୀ ଓ ଜୈବମଣ୍ଡଳକୁ ଘୋର କ୍ଷତି ପହଞ୍ଚାଇ ଚାଲିଛି। ଏବେ ମଧ୍ୟ ସେହି ନିଆଁକୁ…

କଥାରେ ଅଖଣ୍ଡତା

ହରିୟାଣା ସରକାର ଘରୋଇ କମ୍ପାନୀରେ ୭୫ ପ୍ରତିଶତ ଚାକିରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସଂରକ୍ଷଣ କରିବା ଲାଗି ଆଣିଥିବା ବିଲ୍‌କୁ ରାଜ୍ୟପାଳ ସତ୍ୟଦେଓ ନରେନ୍‌ ଆର୍ଯ୍ୟ ନିକଟରେ ମଞ୍ଜୁରୀ ଦେଇଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ମୁଖ୍ୟମନ୍ତ୍ରୀ…

ଗଣତନ୍ତ୍ରରେ ବହୁବାଦୀ ତତ୍ତ୍ୱ

ମୋହନ ଚରଣ ବିଷି ଆଜିର ଗଣତନ୍ତ୍ର ଉପରେ ଗଣଙ୍କର ଆସ୍ଥା କମିବାରେ ଲାଗିଛି। ଗଣତନ୍ତ୍ର ଶାସନ କିଛି ଗୋଷ୍ଠୀ ମଧ୍ୟରେ ସୀମିତ ହେବାରେ ଲାଗିଛି। ଗଣତନ୍ତ୍ରର ରକ୍ଷକ କହୁଥିବା କିଛି ସ୍ବାର୍ଥପର ଗୋଷ୍ଠୀ ନିଜ ହିସାବରେ ଶାସନ ପରିଚାଳନା କରିବା ପାଇଁ…

ମହିଳା ମୁକ୍ତି ସଂଗ୍ରାମର ଐତିହାସିକ ଦୃଶ୍ୟପଟ

ସନ୍ଦୀପ କୁମାର ପଟନାୟକ ଆଜି ହେଉଛି ଆନ୍ତର୍ଜାତିକ ମହିଳା ଦିବସ। ମହାତ୍ମା ଜୋତିବା ଫୁଲେ, ସାବିତ୍ରୀବାଈ ଫୁଲେ, ଫତିମା ଶେଖ୍‌, ଡ. ବାବାସାହେବ ଆମ୍ବେଦକରଙ୍କ ଯୋଗଦାନକୁ ମନେ ନ ପକାଇ ମହିଳା ଦିବସ ପାଳନ କରିବା ହେଉଛି ଏକ ଧୃଷ୍ଟତା ମାତ୍ର!…

ଏଇ ଭାରତରେ

ସରକାରୀ କିମ୍ବା କମ୍ପାନୀଠାରୁ ଲୋକେ ବିଦ୍ୟୁତ୍‌ ନେଇ ଦେୟ ଦେଇଥାନ୍ତି। କିନ୍ତୁ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ନିଜ ଘରେ ସୋଲାର ବିଦ୍ୟୁତ୍‌ ଉତ୍ପାଦନ କରି ସରକାରଙ୍କୁ ଦେଉଛନ୍ତି। ବେଙ୍ଗାଲୁରୁ ନିବାସୀ ପୃଥିବୀ ମନଗ୍ରୀ ତାଙ୍କ ଛାତ ଓ ଅଗଣାରେ ୫ କିଲୋଓ୍ବାଟର…

ଅସ୍ବୀକାର କାହିଁକି

ଆକାର ପଟେଲ ଶାସନ ବ୍ୟବସ୍ଥା ନିମ୍ନଗାମୀ ହୋଇଥିବା ବିଭିନ୍ନ ସୂଚକାଙ୍କର ତଥ୍ୟକୁ ଭିତ୍ତି କରି ଭାରତର ସ୍ଥିତିରେ ଉନ୍ନତି ଆଣିବା ଲାଗି ୨୦୨୦ରେ ମୋଦି ସରକାର ନିଷ୍ପତ୍ତି ନେଇଥିଲେ। ଏହି ସୂଚକାଙ୍କଗୁଡ଼ିକ ଦେଶକୁ ସମ୍ପୂର୍ଣ୍ଣ ନିରାଶ କରିଥିଲା। ବିଶେଷ କ୍ଷେତ୍ରରେ କାର୍ଯ୍ୟ…

ବସୁଧୈବ କୁଟୁମ୍ବକମ୍‌

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ କେଉଁ କାଳରୁ ଗଡ଼ି ଗଡ଼ି ଆସୁଛି ମଣିଷ ଜୀବନକୁ ଅମୃତମୟ କରି ଗଢ଼ି ତୋଳିବାର ପ୍ରଚେଷ୍ଟାକୁ ନେଇ ଆମ ସଂସ୍କାରର ଏହି ମହାନ୍‌ ମନ୍ତ୍ର ‘ବସୁଧୈବ କୁଟୁମ୍ବକମ୍‌’। କେବଳ ପିତାମାତା, ଭାଇ ଭଉଣୀ ଓ…

ବିଶ୍ୱ ବାଣିଜ୍ୟ ମାଲିକାଣୀ

ଗତ କିଛି ବର୍ଷ ହେବ ଦେଖାଯାଉଛି, ନାଇଜେରିଆ କଥା ଉଠିଲେ ଲୋକେ ବୋକୋ ହାରାମ୍‌ ଚିତ୍ର ଆଖିଆଗକୁ ଆଣୁଛନ୍ତି। ଏହି ଉଗ୍ରପନ୍ଥୀ ଗୋଷ୍ଠୀ ଅପହରଣ ଓ ହତ୍ୟା ଘଟାଇ ନାଇଜେରିଆ ଭାବମୂର୍ତ୍ତିକୁ ବିଶ୍ୱସ୍ତରରେ କ୍ଷୁଣ୍ଣ କରିଆସିଛି। ହେଲେ ଏବେ ନାଇଜେରିଆ ତା’ର…

ଏଇ ଭାରତରେ

କୃଷିରେ ମହିଳାଙ୍କ ଭାଗୀଦାରି ବଢ଼ିବାରେ ଲାଗିଛି। କିନ୍ତୁ ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମହିଳା ଚାଷୀ କନକଲତାଙ୍କୁ ନେଇ ଚର୍ଚ୍ଚା ଜୋର। କାରଣ, ସେ ଦିନକୁ ୭ କୁଇଣ୍ଟାଲ ଟମାଟୋ ଉତ୍ପାଦନ କରୁଛନ୍ତି। କନକଙ୍କ ଘର ଭିତଲପୁରରେ। ତାଙ୍କ ବୟସ ୫୭। ସେ…

ଏକାଦଶୀ ଉପବାସ ଓ ବିଜ୍ଞାନ

ଡ. ନରେନ୍ଦ୍ର ସେଠୀ ଜାପାନର ପ୍ରଖ୍ୟାତ ଜୈବବିଜ୍ଞାନୀ ୟୋଶିନୋରି ଓଶୁମି ୨୦୧୬ରେ ଉପବାସ ସମୟରେ ଶରୀର କିପରି ସ୍ବୟଂ ନିଜେ ନିଜକୁ ବ୍ୟାକ୍ଟେରିଆ ଓ ଭୂତାଣୁଙ୍କ କବଳରୁ ରକ୍ଷା କରେ ତା’ଉପରେ ଗବେଷଣା କରି ନୋବେଲ ପୁରସ୍କାର ପାଇଥିଲେ। ଏହି ପ୍ରକ୍ରିୟାକୁ…

ସୋସିଆଲ୍‌ ମିଡିଆ ପଲିସି: ଭଲ ଓ ଭେଲ

ସବ୍ୟସାଚୀ ଅମିତାଭ ସମୟ ବଦଳିଛି, ତା’ ସହ ଡିଜିଟାଲ ମିଡିଆ ଧୀରେ ଧୀରେ ଲୋକଙ୍କ ସ୍ବର ହେବାରେ ଲାଗିଛି। ସୋସିଆଲ୍‌ ମିଡିଆ ଲୋକଙ୍କୁ ସେମାନଙ୍କ ଉତ୍କର୍ଷତା ଦେଖାଇବାର ମଉକା ଦେଇଛି, ସେମାନଙ୍କୁ ପ୍ରଶ୍ନ ପଚାରିବାର ପ୍ଲାଟ୍‌ଫର୍ମ ତିଆରି କରିଛି, ଲୋକଙ୍କ ତଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri