ଉପାସନା, ସାଧନା ଓ ଆରାଧନା
ଶରତ କୁମାର ମହାନ୍ତି ଜୀବନ ଧାରଣ ସକାଶେ ଅନ୍ନ, ବସ୍ତ୍ର ଓ ବାସଗୃହର ଯେପରି ଆବଶ୍ୟକତା ରହିଛି, ସେହିପରି ଆମତ୍ିକ ପ୍ରଗତି ନିମନ୍ତେ ଉପାସନା, ସାଧନା ଓ ଆରାଧନାର ପ୍ରୟୋଜନୀୟତା ରହିଛି। ଏଗୁଡ଼ିକୁ କୌଣସି ଗୋଟିଏ ସାହାଯ୍ୟରେ ଲକ୍ଷ୍ୟ ପୂରଣ...
ପରିବେଶଗତ ଶିକ୍ଷା ଆବଶ୍ୟକ
ମାନେକା ଗାନ୍ଧୀ ହିମାଚଳ ପ୍ରଦେଶର ସୋଲାନସ୍ଥିତ ସାଉଥବାଲେ ସ୍କୁଲରେ ୪୦୦ ପିଲା ପଢୁଛନ୍ତି। ଏହା ଏକ ବିଶ୍ୱସ୍ତରୀୟ ସ୍କୁଲ। ଯୁବ ଏମ୍ବିଏ ଡିଗ୍ରୀଧାରୀ ଯୁବକମାନେ ଏହାକୁ ଚଳାଉଛନ୍ତି। ଏହାର ମାଲିକ ରିଶଭ ଚୋପ୍ରା । ଟେକ୍ନିକାଲ କାର୍ଯ୍ୟ ତୁଲାଉଛନ୍ତି ସ୍ନିଗ୍ଧା...
ଭାରି ପଡ଼ିଲାଣି ପାନୀୟ ଜଳ ସଂକଟ
ଈପ୍ସିତା ମହାନ୍ତି ମ୍ପ୍ରତି ବାୟୁମଣ୍ଡଳ ଓ ବାରିମଣ୍ଡଳ ଦ୍ରୁତ ଗତିରେ ପ୍ରଦୂଷିତ ହୋଇଚାଲିଛି। ପରିଣାମ ସ୍ବରୂପ ଅସ୍ବାଭାବିକ ଭାବେ ଜଳବାୟୁ ଆଜି ନିଜ ରୂପ ବଦଳାଇ ଚାଲିଛି। ଜଳବାୟୁର ଏହି ପରିବର୍ତ୍ତନ ପୃଥିବୀର ତାପମାତ୍ରା ଉପରେ ପ୍ରଭାବ ପକାଇବା ଆରମ୍ଭ...
ଏଇ ଭାରତରେ
ମୁମ୍ବାଇକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରିବା ପାଇଁ ୫ ଜଣ ସାଙ୍ଗଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ସେମାନେ ଘରେ ବ୍ୟହୃତ ବିଭିନ୍ନ ଉପତ୍ାଦର ପ୍ରାୟ ୧୦,୦୦୦ ବୋତଲ ରିଫିଲିଂ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା ଘର ତଥା ରିଫିଲେବଲ...
ଏଇ ଭାରତରେ
କଲାନ୍ଦର ସମ୍ପ୍ରଦାୟଙ୍କ ଭାଲୁ ନାଚ ପରମ୍ପରା ଦୂର କରିବା ସହ ଭାଲୁଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଦିଲ୍ଲୀର ଗୀତା ଶେଷମାନି। କେବଳ ଏତିକି ନୁହେଁ ବିହାର, ଓଡ଼ିଶା, କର୍ନାଟକ, ହରିୟାଣା ଓ ରାଜସ୍ଥାନର ପ୍ରାୟ ୬୦ଟି...
ଆସ ରାସ୍ତାରୋକୋ କରିବା
ଡ. ଚିନ୍ତାମଣି ପଣ୍ଡା ସକାଳୁ ଉଠି ଦେଖିବାବେଳକୁ ପଞ୍ଝାଏ ତଥାକଥିତ ଅତି ସଚେତନ ନାଗରିକ ମୁଖ୍ୟ ରାସ୍ତାଟିକୁ ଅବରୋଧ କରି ସର୍ବସାଧାରଣଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ଠପ୍ କରିଦେଇଛନ୍ତି। ଘଟଣା କ’ଣ ବୁଝୁବୁଝୁ ଜଣାପଡ଼ିଲା ଯେ, ବର୍ଷା ଠିକ୍ ଭାବରେ...
ଭୀମା କୋରେଗାଁଓ: ପ୍ରମାଣ ଉପରେ ପ୍ରଶ୍ନ
ଶ୍ରୀଗିରିଶ ଜଲିହାଲ ଆମେରିକାର ଏକ ଡିଜିଟାଲ ଫୋରେନସିକ୍ କମ୍ପାନୀ ତା’ ରିପୋର୍ଟରେ ପ୍ରକାଶ କରିଛି ଯେ, ଜଣେ ହ୍ୟାକର ସମାଜସେବୀ ରୋନା ଓ୍ବିଲ୍ସନଙ୍କ କମ୍ପ୍ୟୁଟରରେ ଅପରାଧର ପ୍ରମାଣ ସିଦ୍ଧ କରିବା ପାଇଁ ୨୨ଟି ଫାଇଲ ସେଟ୍ କରିଥିଲେ। ଜାନୁୟାରୀ...
ସୂକ୍ଷ୍ମ ତଫାତ୍
କରୋନା ଭୂତାଣୁର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ୁଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ଉଦ୍ୟମ ଆରମ୍ଭ ହୋଇଛି। କେଉଁଠି ଲକ୍ଡାଉନ କରାଯାଉଥିବା ବେଳେ ଅନ୍ୟ କେଉଁଠି ସପ୍ତାହାନ୍ତ ଶଟ୍ଡାଉନ କରାଯାଉଛି। ଛତିଶଗଡ଼, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ...
ଏଇ ଭାରତରେ
ପିଲାଦିନ ଭଲରେ କଟିଗଲା ମିନାଲ ସିଂଘଭୀଙ୍କର। ତାଙ୍କୁ ଯେତେବେଳେ ବୟସ ୨୮ ସେତେବେଳେ ତାଙ୍କ ଜୀବନରେ ସବୁ କିଛି ଓଲଟପାଲଟ ହୋଇଗଲା। ସେ ଦୃଷ୍ଟିଶକ୍ତି ହରାଇ ବସିଲେ। ତା’ପରେ ଆରମ୍ଭ କଲେ ରେଡିଓ ଉଡ଼ାନ। ଏହି ଅନ୍ଲାଇନ ରେଡିଓର ଏବେ...
ଚପଲ ଚର୍ଚ୍ଚା
ଡ. କୁଳାଙ୍ଗାର ଚପଲ ସହିତ ତାଆର ସମ୍ପର୍କ ବେଶ୍ ନିବିଡ଼। ମାନେ ଏମିତିରେ ତ ସମସ୍ତଙ୍କ ପାଦରେ ଲାଗୁଥିବାରୁ ଏହା ନିବିଡ଼ ହେବା ସ୍ବାଭାବିକ। ତେବେ ଚପଲ ସହିତ ତାଆର ସମ୍ପକର୍ର୍ ନିଆରା। ପିଲାଦିନେ ଚପଲ ପିନ୍ଧିବାର ଅଭ୍ୟାସ ନ...
ଚାଲ ସାଇକେଲ ଚଢ଼ିବା
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ପରିବେଶ ଓ ସ୍ବାସ୍ଥ୍ୟ ଉପରେ ସାଇକେଲ ଚଢ଼ାର ଅନୁକୂଳ ପ୍ରଭାବ ବିଚାରକୁ ନେଇ କିଛି ମାସ ତଳେ ଜନସାଧାରଣଙ୍କୁ ସେଥି ପ୍ରତି ଆକୃଷ୍ଟ କରିବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏବଂ ଭୁବନେଶ୍ୱର...
ଗୋଟିଏ ବର୍ଷ ବ୍ୟର୍ଥ
କରୋନା ଭୂତାଣୁ ଯୋଗୁ ସଂକ୍ରମଣ ବ୍ୟାପକ ହେଉଥିବାରୁ ନୂଆଦିଲ୍ଲୀରେ ୧୯ ଏପ୍ରିଲରେ ୬ ଦିନ ପାଇଁ ଲକ୍ଡାଉନ ବା ତାଲାବନ୍ଦ ଘୋଷଣା କରାଯାଇଛି। ସେଠାରେ ୩ ଜଣଙ୍କର କରୋନା ପରୀକ୍ଷା କରାଗଲେ ସେଥିରୁ ଏକତୃତୀୟାଂଶଙ୍କଠାରେ ପଜିଟିଭ୍ ବାହାରୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...
Archives


