ସମ୍ପାଦକୀୟ

ଯିବେ ମହାକାଶ

ମହାକାଶରେ କୋଟିପତିଙ୍କର ରେସ୍‌ ବା ଦୌଡ଼ ଜୋର୍‌ସୋରରେ ଚାଲିଛି। ‘ଭର୍ଜିନ ଗାଲାକ୍‌ଟିକ’ର ସ୍ପେସ୍‌ ଫ୍ଲାଇଟ୍‌ରେ ରିଚାର୍ଡ ବ୍ରାନ୍‌ସନ ମହାକାଶକୁ ଯିବାର ଗୋଟିଏ ସପ୍ତାହ ନ ପୂରୁଣୁ ‘ବ୍ଲୁ ଓରିଜନ’ ତଥା ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଜୁଲାଇ ୨୦ରେ ମହାକାଶରେ ପହଞ୍ଚି…

ନିୟମ ବଦଳାଅ

ଅସହାୟ ଲୋକଙ୍କ ଉପରେ କ୍ଷମତା ପ୍ରୟୋଗ କରି ଅଧିକାଂଶ ସରକାରୀ ଅଧିକାରୀ ଓ କର୍ମଚାରୀ ଆନନ୍ଦ ପାଇଥାଆନ୍ତି। ୧୯ ଜୁଲାଇରେ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୧୩ ନମ୍ବର ଓ୍ବାର୍ଡର ଭିନ୍ନକ୍ଷମ ମହିଳା ପ୍ରତିମା ପୋଥାଳଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା…

ଏଇ ଭାରତରେ

ଇବାଇକ୍‌ ଥରେ ଚାର୍ଚ୍ଚ ହେଲେ ୮୦କି.ମି. ଯାଉଛି। ଏହାଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତିକା ଇ-ବାଇକ୍‌ ନିର୍ମାଣ କରିଛନ୍ତି ଦୁଇଜଣ ସ୍କୁଲ୍‌ ସାଥୀ ରଘୁ କେରାକାଟ୍ଟୀ ଏବଂ ମହେଶ ସିଦ୍ଦେଗୌଡା। ରଘୁ ନିଟ୍‌ ଓ୍ବାରଙ୍ଗଲ ଏବଂ ଆଇଆଇଏମ୍‌ ବେଙ୍ଗାଲୁରୁରୁ ଏବଂ…

ବିଶ୍ୱାସର ମଣିଷ

ଡା. ବିରଞ୍ଚତ୍ ନାରାୟଣ ମଲ୍ଲିକ   ଯେଉଁ ବିଶ୍ୱାସୀ ସର୍ବକାଳୀନ ନୁହେଁ, ଯାହାକୁ ପ୍ରମାଣିତ କରିହୁଏ ନାହିଁ ଏବଂ ଯାହା ଯୁକ୍ତି ଓ ଆହ୍ବାନର ସମ୍ମୁଖୀନ ହୋଇ ନ ଥାଏ, ଅନେକଙ୍କ ମତରେ ତାହା ହିଁ ଅନ୍ଧବିଶ୍ୱାସ। କିନ୍ତୁ ଏହା ସତ…

ଚାଇନାକୁ ବୟସ୍କ ଚିନ୍ତା

ଲଳିତେନ୍ଦୁ ପଲାଉରୀ   ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ଚାଇନାକୁ ଏବେ ବାର୍ଦ୍ଧକ୍ୟ ଚିନ୍ତା। ଚାଇନା ସରକାରଙ୍କ ପକ୍ଷରୁ ପ୍ରକାଶିତ ଜାତୀୟ ଜନଗଣନା ସର୍ଭେ ରିପୋର୍ଟରେ ଏମିତି କିଛି ତଥ୍ୟ ଉନ୍ମୋଚନ ହୋଇଛି। ନିକଟରେ ପ୍ରକାଶିତ ୨୦୨୦ର ଜନଗଣନା ରିପୋର୍ଟରେ ଦର୍ଶାଯାଇଛି…

ଜଗୁଛି ପେଗାସସ୍‌

ଇସ୍ରାଏଲର ସାଇବର ସୁରକ୍ଷା ଘରୋଇ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରର ପୁନର୍ବାର ଭୂମିକା ନେଇ ଏବେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ରାଜନେତା, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସାମ୍ବାଦିକଙ୍କଠାରୁ ଆରମ୍ଭକରି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ…

ତାଲିବାନ: ଅନ୍ଧକାରର ପ୍ରତୀକ

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଅପସାରଣ ପରେ ତାଲିବାନ ଇତିମଧ୍ୟରେ ଦେଶର ୮୫ ପ୍ରତିଶତରୁ ଅଧିକ ଅଞ୍ଚଳ ଅକ୍ତିଆର କରିସାରିଲାଣି। ସ୍ଥିତି ଦେଖି ଅସରଫ୍‌ ଘନି ସରକାର ସେଠାରେ ଅସହାୟ ହୋଇପଡ଼ିଛନ୍ତି। ତାଲିବାନ ଯେଉଁଭଳି ଭାବେ ଅଗ୍ରସର ହେଉଛି ତାହାକୁ ଲକ୍ଷ୍ୟକରି ଜନସାଧାରଣ…

ସିଆଣିଆ ପାଗଳା

ଡ. ଗୌରହରି ରାଉତ ଆର ସାଇର ସନା ପାଗଳା ହେଇଗଲା- ଏକଥା ଯେ ଶୁଣିଲା ସେ ଆଉଜଣକୁ କହିଲା। ଆଉଜଣେ କହିଲା ଆର ଜଣକୁ। ଏମିତି ଏମିତି କାନରୁ ଦି’ କାନ, ଦି’ କାନରୁ ତିନି କାନ ହେଇ କଥା ଖେଳିଗଲା…

ପେଟ୍ରୋଲ, ଇଥାନଲ୍‌ ଓ ପରିବେଶ

ଡ. ଚିତ୍ତରଞ୍ଜନ ମିଶ୍ର ନିକଟ ଅତୀତରେ ଭାରତ ସରକାର ପେଟ୍ରୋଲ ସହ ଜୈବ ଇନ୍ଧନ ଇଥାନଲର ମିଶ୍ରଣକୁ ନେଇ ଏକ ଅଭିନବ ଯୋଜନାର ଶୁଭାରମ୍ଭ କରିଛନ୍ତି ଏବଂ ଏହା ଏଭଳି ଏକ ସମୟରେ କାର୍ଯ୍ୟକାରୀ ହେଉଅଛି ଯେତେବେଳେ କି ବିଶ୍ୱରେ ତୈଳ…

ଏଇ ଭାରତରେ

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାତ୍ୟା ସମୟରେ ବିଭିନ୍ନ ସୂଚନା ଜାରି କଲେ ମଧ୍ୟ ଅନେକ ସମୟରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିବା ଲକ୍ଷ୍ୟ କରାଯାଏ। ଇଂଲିଶ, ହିନ୍ଦୀ କିମ୍ବା ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରଣ କରାଯାଉଥିବା ବେଳେ ବହୁ ମତ୍ସ୍ୟଜୀବୀ ଟେକ୍‌ନିକାଲ୍‌…

କଟକଣା କ୍ଷତି କଲା

ଆକାର ପଟେଲ ନୀତି ଆୟୋଗ କ’ଣ ଓ ଏହା କି କାମ କରେ ଏ ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। କିନ୍ତୁ ଏହାର ମୁଖ୍ୟ ଅମିତାଭ କାନ୍ତ ଭାରତରେ ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ କିଭଳି ବୃଦ୍ଧି କରାଯାଇପାରିବ ତା’ଉପରେ…

‘ନ୍ୟୁ ଶେପାର୍ଡ’ ଡିଜାଇନର

ମହାକାଶକୁ ଯାତ୍ରା। ପିଲା ବେଳେ ସମସ୍ତେ ଏମିତି ବିଷୟରେ ନିଶ୍ଚିତ ପଢ଼ିଥିବେ। ତେବେ ବିଶେଷ ଭାବେ ପ୍ରଶିକ୍ଷିତ ଓ ସେ ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଆହରଣ କରିଥିବା ମହାକାଶଚାରୀମାନେ ହିଁ କେବଳ ମହାକାଶକୁ ଯାଇଥାଆନ୍ତି ବୋଲି ଧାରଣା ରହିଆସିଥିଲା। ହେଲେ ଏକବିଂଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri