ସମ୍ପାଦକୀୟ

ଦାରିଦ୍ର୍ୟ ଓ ବୈଷମ୍ୟ ବୃଦ୍ଧି ପାଉଛି

ଡ. ସନ୍ତୋଷ କୁମାର ମହାପାତ୍ର ସମ୍ପ୍ରତି ଭାରତରେ ଉଦାରୀକରଣ ପ୍ରକ୍ରିୟା କାର୍ଯ୍ୟକାରୀ ହେବାର ୩୦ ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଏହାର ପ୍ରଭାବକୁ ନେଇ ଆଲୋଚନା, ତର୍କବିତର୍କ ଦେଖାଦେଇଛି। ଗତ ଜୁଲାଇ ୩୧ରେ ଅଶୋକା ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଧିତ କରି…

ସ୍ବାସ୍ଥ୍ୟ ଓ ସମୃଦ୍ଧିର ପ୍ରତିବଦ୍ଧତା

ରୋଜମ୍ୟାରି ମୁଗାଣ୍ଡା କମ୍‌ ସମୟରେ ସୁରକ୍ଷିତ ଓ ପ୍ରଭାବଶାଳୀ କୋଭିଡ୍‌-୧୯ ଟିକାଗୁଡ଼ିକ ବିକାଶ କରିବାରେ ବିଶ୍ୱସ୍ତରୀୟ ପ୍ରୟାସ ବାସ୍ତବରେ ଅପୂର୍ବ। ବିକଶିତ ହୋଇଥିବା ଟିକା ଆମକୁ ଆମତ୍ୀୟଙ୍କର ତଥା ଅଧିତ୍କ ସମୃଦ୍ଧ ତଥା ନ୍ୟାୟସଙ୍ଗତ ପୃଥିବୀର ନିକଟତର କରିଛି। ଏହାସହ ସୁରକ୍ଷିତ…

ଶେଷ ଲକ୍ଷ୍ୟ ଅଙ୍ଗଦାନ

ଡା. ଉମେଶ ଚନ୍ଦ୍ର ପାତ୍ର ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ) ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ ନେଇ ଅନ୍ୟ ବ୍ୟକ୍ତିଙ୍କଠାରେ ରୋପଣ କରାଯାଏ। ଗୋଟିଏ ବ୍ୟକ୍ତିର ଶରୀରରୁ ୫୦ଜଣ ରୋଗୀ ଉପକୃତ…

ଅର୍ଥନୀତିରେ ବିବିଧତା ସମସ୍ୟା

ଡ୍ୟାନି ରୋର୍ଡିକ ଯୋଶେଫ ଇ.ଷ୍ଟିଗ୍‌ଲାଇଜ୍‌ ଜଣେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ। ତାଙ୍କ କ୍ୟାରିୟର୍‌ ଆରମ୍ଭରେ ସେ କେନିଆରେ ଅଧିକ ଦିନ ରହିଥିଲେ। ସେଠାରେ ସ୍ଥାନୀୟ ଅର୍ଥ ବ୍ୟବସ୍ଥାର ପରିଚାଳନାରେ ରହିଥିବା ଅନେକ ବିଚିତ୍ର ବ୍ୟବସ୍ଥା ତାଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା। ସହଭାଗିତାରେ…

୧୦୮ର ମାହାତ୍ମ୍ୟ

ସୁମନ୍ତ କୁମାର ଭୂୟାଁ ଗୌଡ଼ୀୟ ବୈଷ୍ଣବ ମତରେ ବୃନ୍ଦାବନରେ ୧୦୮ଜଣ ଗୋପୀ ଥିଲେ। ତେଣୁ ଜପମାଳାର ମାଳି ସଂଖ୍ୟା ୧୦୮ ହେବା ଉଚିତ। ବୈଷ୍ଣବ ପରମ୍ପରା ଅନୁଯାୟୀ ଭଗବାନ ବିଷ୍ଣୁଙ୍କର ୧୦୮ଟି ନିବାସ ରହିଛି। ବିଶ୍ୱର ବୃହତ୍ତମ ହିନ୍ଦୁ ମନ୍ଦିର ଭାବରେ…

ଜଳବାୟୁ ପରିବର୍ତ୍ତନ ଓ ଚାରାରୋପଣ

ଡ. ସଞ୍ଜୟ କୁମାର ସାମନ୍ତରାୟ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଦୂଷଣ ଏହାର ମୁଖ୍ୟ କାରଣ। ଏହା ମାନବ ସମାଜ ଓ ସମ୍ପୂର୍ଣ୍ଣ ଜୀବଜଗତ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। ଆମର ଅଦୂରଦର୍ଶିତା କାର୍ଯ୍ୟଧାରା ପୃଥିବୀର…

ଏଇ ଭାରତରେ

ପ୍ରତିକୂଳ ପରିସ୍ଥିତିରେ ବଢ଼ି ଆସିଥିବା କେତେକ ବ୍ୟକ୍ତି ସେହି ଅନୁଭବକୁ ଆଧାର କରି ସମାଜରେ ସଂସ୍କାର ଆଣିବାକୁ ପ୍ରୟାସ କରନ୍ତି, ଯାହା କରୁଛନ୍ତି ନୀତିନ କୁମାର । ସେ ଏବେ ୨୦୦ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ନୀତିନ ରୁହନ୍ତି ଉତ୍ତରପ୍ରଦେଶର କନପୁରରେ।…

ଏଇ ଭାରତରେ

ମାଟିମୂର୍ତ୍ତି ବିସର୍ଜନ ଯୋଗୁ ବର୍ଦ୍ଧିତ ଜଳ ପ୍ରଦୂଷଣ ରୋକିବା ଲାଗି ନାସିକ୍‌ର ତୃପ୍ତି ଗାଏକ୍ୱାଡ୍‌ଙ୍କ ଅଭିଯାନ ପ୍ରଶଂସନୀୟ। ୩୩ ବର୍ଷୀୟା ତୃପ୍ତି ଗତ ଦୁଇ ବର୍ଷ ହେବ ଭଙ୍ଗା ତଥା ବିସର୍ଜନ ହେବାକୁ ଥିତ୍ବା ମୂର୍ତ୍ତିଗୁଡ଼ିକୁ ପାଣିରେ ପକାଇବା ପୂର୍ବରୁ ଅଟକାଉଛନ୍ତି…

ଏନ୍‌କାଉଣ୍ଟର ବନାମ ବିଳମ୍ବିତ ନ୍ୟାୟ

ଈପ୍ସିତା ମହାନ୍ତି   ୨୦୨୧ ଜୁଲାଇ ୨୪ରେ ଚୌଦ୍ୱାରରୁ ବାରିପଦା କାରାଗାରକୁ ନିଆଯିବା ବାଟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ଏନ୍‌କାଉଣ୍ଟର କରାଗଲା। ଏଥିପୂର୍ବରୁ ଭାରତରେ ଏକାଧିକ ଏନ୍‌କାଉଣ୍ଟର ଘଟଣା ଘଟିସାରିଛି। ତେଣୁ ଭାରତୀୟଙ୍କ ପାଇଁ ଏହା ସେଭଳି କିଛି ନୂଆ କଥା…

ଶ୍ରେଷ୍ଠ ପ୍ରଦର୍ଶନ କରିପାରୁନାହୁଁ କାହିଁକି

ସୁଧିରାଜ ରାଉତ   କରୋନାର କଳା ଚାଦରକୁ ଚିରି, ଜୀବନୀଶକ୍ତିକୁ ହରିନେଉଥିବା ଦୀର୍ଘ ରଜନୀକୁ ଅନ୍ତକରି ଉଦିତ ସୂର୍ଯ୍ୟ ପ୍ରାୟେ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ବର୍ଷେ ବିଳମ୍ବରେ ହେଉ ପଛେ ଟୋକିଓରେ ହୋଇସାରିଛି। ଏହି କ୍ରୀଡ଼ା ମହାକୁମ୍ଭରେ ଅଧିକ ସଂଖ୍ୟକ…

ଧନୀଙ୍କ ପୃଥିବୀ

ଅତ୍ୟଧିକ ତାପଜ ବିଦ୍ୟୁତ ଉତ୍ପାଦନ, ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର ଏବେ ମଣିଷକୁ ମୃତ୍ୟୁମୁଖକୁ ଠେଲୁଛି। ମଣିଷ ନିଜେ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିଛି ଓ ଏହା କେତେ ଭୟଙ୍କର ହୋଇପାରେ ତାହା ହିମସ୍ଖଳନ, ବନାଗ୍ନି, ଭୀଷଣ ବର୍ଷା ବା ସ୍ୱଳ୍ପ ବୃଷ୍ଟି…

ଏଇ ଭାରତରେ

କୃଷ୍ଣ ମୁରାରୀ ଯାଦବ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ଲୋକମାନଙ୍କୁ ତଥ୍ୟ ହାସଲ କରିବାରେ ଯେଭଳି ସାହାଯ୍ୟ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭିନ୍ନ। ଏଥିପାଇଁ ସେ ଉତ୍ତରପ୍ରଦେଶର କାନପୁରର ଆଖପାଖ କେତେକ ଗାଁରେ ଚା’ଦୋକାନରେ ଆର୍‌ଟିଆଇ୍‌ ଚା ଷ୍ଟଲ୍‌ ଚଳାଉଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri