ସମ୍ପାଦକୀୟ

କ୍ଷୁଧାମୁକ୍ତ ବିଶ୍ୱ ପ୍ରୟାସ

ଗ୍ଲୋରିଆ ଅବ୍ରାହମ୍‌ ପରାଲ୍ଟା ଏକ ଅନୁକୂଳ, ନିଷ୍ପକ୍ଷ ତଥା ଅଧିକ ସ୍ଥାୟୀ କୃଷି ବାଣିଜ୍ୟ ବ୍ୟବସ୍ଥାକୁ ଫେରିବା ପାଇଁ ଆମକୁ ଉତ୍ତମ ବୈଶ୍ୱିକ ନୀତିନିୟମ ତଥା ନେତୃତ୍ୱ ସାହାଯ୍ୟ କରିବ । ଏହା ମଧ୍ୟ କ୍ଷୁଧା ଏବଂ ଅପପୁଷ୍ଟି ନିୟନ୍ତ୍ରଣ କରିବାରେ…

କରୋନା ସମୟରେ ହୃତ୍‌ପିଣ୍ଡର ଯତ୍ନ

ଡା. ପ୍ରଫୁଲ୍ଲ କୁମାର ଦାସ ପରିସଂଖ୍ୟାନର ତଥ୍ୟ ଅନୁଯାୟୀ ହୃଦ୍‌ଘାତରେ ଅନେକ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଏଥିମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ହୋଇ ହୃତ୍‌ପିଣ୍ଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ମୃତ୍ୟୁ ହେଉଛି। ଅନ୍ୟ ଦିଗରେ ୩ରୁ ୫ ପ୍ରତିଶତ…

ସୁଖ ନିଦ୍ରାରେ ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର ସରକାରଙ୍କ ଅନ୍ୟାନ୍ୟ ବିଭାଗଗୁଡ଼ିକ ଉଚ୍ଚଶିକ୍ଷା ବିଭାଗକୁ ଈର୍ଷା କରନ୍ତି, କାରଣ ଏଠି କିଛି ନ କଲେ ବି ଚକ ଗଡ଼ିବା ନ୍ୟାୟରେ ସବୁ ଚାଲେ। ଏଠି ଗଜାମରୁଡ଼ି ହୁଏ ନାହିଁ, ଭୁଲ୍‌ ଇଞ୍ଜେକ୍ସନ ନେଇ ରୋଗୀ…

ଏଇ ଭାରତରେ

କୃଷି ବର୍ଜ୍ୟରୁ କପଡ଼ା ପ୍ରସ୍ତୁତ ହେବା କଥା ଶୁଣି ଆଶର୍ଯ୍ୟ ଲାଗୁଛି, ହେଲେ ଏହା ମୁମ୍ବାଇର କୌଶିକଙ୍କ ବରଦାନଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ଟେକ୍ସଟାଇଲ ଇଣ୍ଡଷ୍ଟ୍ରିରେ କୃଷି ବର୍ଜ୍ୟ ଉପଯୋଗ କରି ସେ ପରିବେଶ ଉପଯୋଗୀ କପଡ଼ା ପ୍ରସ୍ତୁତ କରୁଛନ୍ତି। ୨୦୧୯ରେ…

ଏଇ ଭାରତରେ

ନିଜସ୍ବ ଉଦ୍ୟମରେ ୨,୦୦୦ କୃଷକଙ୍କୁ ଜୈବିକ କୃଷି ପ୍ରତି ଆକୃଷ୍ଟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମଧ୍ୟପ୍ରଦେଶର ଚାଷୀ ତାରାଚାନ୍ଦ ବେଲ୍‌ଜି। ସେ ରହନ୍ତି କନାଇ ଗାଁରେ। ୬ ଏକର ଜମିରେ ସେ ଜୈବିକ ଚାଷ କରିବା ସହ ମଧ୍ୟପ୍ରଦେଶର…

ସୁଧୁରୁଥିବା ସମାଜ

ଡ. ବାସନ୍ତୀ ମହାନ୍ତି   ପ୍ରତ୍ୟେକ ବିପର୍ଯ୍ୟୟ ଆମ ପାଇଁ ଗୋଟିଏ ଗୋଟିଏ ବାର୍ତ୍ତା ନେଇ ଆସିଥାଏ। ଏ ସର୍ବଗ୍ରାସୀ କରୋନା କବଳିତ ପୃଥିବୀରୁ ସବୁ ନକାରାମତ୍କ ଦିଗ ସତ୍ତ୍ୱେ କେତେକ ସକାରାମତ୍କ ଦିଗ ଖୋଜି ବସିଲେ ଅବଶ୍ୟ ଆମକୁ ନିରାଶ…

ତୈଳଦର ବୃଦ୍ଧି ପାଇଁ ତୈଳବଣ୍ଡ୍‌ ଦାୟୀ କିିି

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ଶହେ ଟପିଥିବା ବେଳେ ଡିଜେଲ ମଧ୍ୟ ନବେରୁ ଶହେ ମଧ୍ୟରେ ରହିଛି। କରୋନା…

ଅରୁଚିକର ରାଣେ

କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ୨୪ ଅଗଷ୍ଟରେ ଗିରଫ କରିଛି। ୨୩ ଅଗଷ୍ଟରେ ଜନଆଶୀର୍ବାଦ ଯାତ୍ରାରେ ଯୋଗଦେବା ଅବସରରେ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମାଲୋଚନା କରିଥିଲେ। ସ୍ବାଧୀନତା…

ଏଇ ଭାରତରେ

ସହରରେ ରହି ଘରେ ସୁନ୍ଦର ବଗିଚା କରିଛନ୍ତି, ଅଥଚ ଛୁଟିରେ ବାହାରକୁ ଚାଲିଗଲେ ଗଛ ଚିନ୍ତା ଘାରୁଛି। ଏବେ ଆଉ ଏମିତି ଚିନ୍ତା କରିବାକୁ ପଡ଼ିବନି, କାରଣ ଏଥିପାଇଁ ସମାଧାନର ପନ୍ଥା ସାମ୍ନାକୁ ଆଣିଛନ୍ତି ପାର୍ଥ ଶାହା। ଗୁଜରାଟର ଅନନ୍ତ ନ୍ୟାଶନାଲ…

ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ହିମାଚଳ ପ୍ରଦେଶର ଭୟାବହ ଭୂସ୍ଖଳନ ଘଟି ଅନେକଙ୍କ ଜୀବନ ଅକାଳରେ ଚାଲିଯାଇଛି। ଏହିପରି ଏକ ଦୁଃଖଦ ଘଟଣା ସମୟରେ ଆଉ ଏକ ଖବର କେବଳ ପାରାଦୀପବାସୀ ନୁହେଁ, ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ୱ ରଖୁଛି। ସୂଚନାଥାଉ କି, ଶତାବ୍ଦୀ ଶେଷରେ…

ଇତିହାସର ପୁନରାବୃତ୍ତି

ରଞ୍ଜନ କୁମାର ଦାସ ପିଲାବେଳେ ସ୍କୁଲରେ ଆମେ ପଢ଼ିଥିଲୁ ଯେ ପୃଥିବୀ ଗୋଲ। ତେଣୁ ଜଣେ ମଣିଷ ନାକସିଧା ଆଗକୁ ମାଡ଼ି ଚାଲିଲେ ସେ ଯେଉଁଠୁ ବାହାରିଥିବ ପୁଣି ସେଇଠି ଆସି ପହଞ୍ଚତ୍ବ। ସେ କଥାରେ ପ୍ରାମାଣିକତା ସଂଗ୍ରହ କରିବା ଆଗରୁ…

ମେଧାବୀ ଅପରାଧୀ

ଓଡ଼ିଆରେ କଥା ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର’। ଜଣେ ଯେତେ ପ୍ରତିଭାସମ୍ପନ୍ନ ହୋଇଥିଲେ ମଧ୍ୟ ତାଙ୍କର ଚାରିତ୍ରିକ ପତନ ଘଟିଲେ ସେ ଦୁନିଆ ଆଗରେ ନିନ୍ଦିତ ହୋଇଥାଆନ୍ତି। ହେଲେ ଏବେ ଗୁଆହାଟୀ ହାଇକୋର୍ଟଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri