ଜର୍ମାନୀ ନିର୍ବାଚନ ଦୃଶ୍ୟପଟ
ଜନ୍ ଓ୍ବାର୍ନର ମୁଲେର ଜର୍ମାନୀର ସଂଘୀୟ ବା ସାଧାରଣ ନିର୍ବାଚନ ଶେଷ ହୋଇଛି। ଏଥିତ୍ରେ କିଛି ଭଲ ମନ୍ଦ ଖବର ପଦାକୁ ଆସିଛି। ପ୍ରଥମେ ମନ୍ଦ ଖବରକୁ ଦେଖିବା। ନିର୍ବାଚନରେ ଦକ୍ଷିଣପନ୍ଥୀ ଅଲଟର୍ନେଟିଭ ଫର୍ ଜର୍ମାନୀ(ଏଏଫ୍ଡି) ପାର୍ଟି କ୍ଷତି ସହିଲେ ମଧ୍ୟ…
ସ୍ବରୂପ ହରାଉଛି ଶିଷ୍ଟାଚାର
ଡ. ଅରୁନ୍ଧତୀ ଦେବୀ ମଣିଷ ହେଉଛି ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ। ଏହା ନିକଟରେ ଈଶ୍ୱର ଦୟା, କ୍ଷମା, ମାନ, ସମ୍ମାନ, ମର୍ଯ୍ୟାଦା ଭଳି ଅନେକ ଦିବ୍ୟଗୁଣ ଭରି ଦେଇଛନ୍ତି। ଫଳରେ ଏହାକୁ ଅନ୍ୟକୁ ଏକ ନୂତନ ଦିଗ୍ଦର୍ଶନ ଦେଇପାରିବା ସହିତ ସମାଜକୁ…
ଟେକ୍ନୋଲୋଜିରେ ହଜିଯିବା କି
ସହଦେବ ସାହୁ ଆମ ଶରୀର କେତେ ନଶ୍ୱର, ଆମ ମୃତ୍ୟୁଟା କେତେ ନିଶ୍ଚିତ ଏବଂ ଆମ ସ୍ବାସ୍ଥ୍ୟ, ସାହଚର୍ଯ୍ୟ ଓ ଅନୁକମ୍ପା କେତେ ମୂଲ୍ୟବାନ ତାହା କୋଭିଡ୍ -୧୯ ଆମକୁ ଜଣାଇଦେଲା। ଏ ପ୍ରବନ୍ଧଟି ଧରିତ୍ରୀରେ ବାହାରିଛି ବୋଲି ଯେଉଁ ଗରିବମାନେ…
ଏଇ ଭାରତରେ
୩୦୦ ଟଙ୍କାର କବାଡିଆ ସାଇକେଲକୁ ଇ-ସାଇକେଲ କରି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ୧୮ ବର୍ଷୀୟ ନିଲ୍ ଶାହା। ଦ୍ୱାଦଶ ଶ୍ରେଣୀରେ ପଢ଼ନ୍ତି ନୀଲ ଓ ରହୁଛନ୍ତି ଗୁଜରାଟର ଭଦୋଦରାରେ। ଖାସ୍ କଥା ହେଉଛି, ସେ ଏହି ସାଇକେଲରେ ସୋଲାର ପ୍ୟାନେଲ…
ଏଇ ଭାରତରେ
ଉଚ୍ଚ ବେତନର ସରକାରୀ ଚାକିରି ତୁଳନାରେ କଇଁଛ ଜୀବନର ମୂଲ୍ୟ ବେଶି ଏହା ପ୍ରତିପାଦିତ କରିଛନ୍ତି ଶୈଳେନ୍ଦ୍ର ସିଂ। ପରିବାର ଇଚ୍ଛା ବିରୋଧରେ ୨୦୦୫ରେ ସୀମା ସୁରକ୍ଷା ବଳରୁ ଚାକିରି ଛାଡି ସେ ବିଲୁପ୍ତପ୍ରାୟ ବହୁ ପ୍ରଜାତିର କଇଁଛଙ୍କ ଜୀବନ ବଞ୍ଚାଉଛନ୍ତି।…
ହୃତ୍ପିଣ୍ଡ ଓ ହୃଦ୍ଘାତ ମୃତ୍ୟୁ
ଡା. ପ୍ରଫୁଲ୍ଲ କୁମାର ଦାସ ଆଧୁନିକତା ସହିତ ତାଳଦେଇ ଚାଲୁଥିବା ମଣିଷର ଦୈନନ୍ଦିନ ଜୀବନଶୈଳୀ ବଦଳିବାରେ ଲାଗିଛି। ଖାଇବା, ପିଇବା, ଶୋଇବା ସମୟରେ ପରିବର୍ତ୍ତନ ହୋଇଛି। କର୍ମକ୍ଷେତ୍ରରେ ଅତିରିକ୍ତ ଚାପ ବଢ଼ିବାରେ ଲାଗିଛି। ବ୍ୟସ୍ତତା କାରଣରୁ ଅନେକେ ସ୍ବାସ୍ଥ୍ୟ ପ୍ରତି…
ଆଦିବାସୀ ଅର୍ଥନୀତି ଏବଂ ଆର୍ଥିକ ସାକ୍ଷରତା
ଡ. ଅଜୟ କୁମାର ନନ୍ଦ ପ୍ରକୃତିର ଘଞ୍ଚବନାନୀ, ପାହାଡ଼, ପର୍ବତ ଓ ଅନେକ ପ୍ରାଚୀନ ଭୂଖଣ୍ଡରେ ମାନବସମାଜର ଉତ୍ପତ୍ତି। ବିବର୍ତ୍ତନ କ୍ରମେ ଏ ମାଟିରେ ଆର୍ଯ୍ୟ ସଭ୍ୟତା ଓ ସଂସ୍କୃତି ଗଢ଼ିଉଠିବାର ଅନେକ ପୂର୍ବରୁ ଯେଉଁମାନେ ବାସ କରୁଥିଲେ ତାଙ୍କୁ…
ମେଧା-ସଂରକ୍ଷଣ ଲଢ଼େଇ
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍. ଭି. ରମନା ସର୍ବୋଚ୍ଚ ଅଦାଲତର ମହିଳା ଆଇନଜୀବୀମାନଙ୍କୁ ଉଦ୍ବୋଧନ ଦେବା ବେଳେ କାର୍ଲ ମାର୍କ୍ସଙ୍କ ଉକ୍ତିକୁ ଉଦ୍ଧାରକରି କହିଛନ୍ତି, ପୃଥିବୀର ଶ୍ରମିକମାନେ ଏକଜୁଟ ହୁଅ, ତୁମର ବନ୍ଧନ ବ୍ୟତୀତ ଅନ୍ୟ କିଛି ହରାଇବାର ନାହିଁ।…
ଏଇ ଭାରତରେ
ବୈଧବ୍ୟ ଯନ୍ତ୍ରଣାରୁ ମୁକୁଳି ୧୬,୦୦୦ ମହିଳାଙ୍କୁ ସଶକ୍ତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ନିର୍ମାଲ ଚାନ୍ଦେଲ। ହିମାଚଳପ୍ରଦେଶର ମଣ୍ଡି ନିବାସୀ ନିର୍ମାଲଙ୍କ ସ୍ବାମୀଙ୍କର ହୃଦ୍ଘାତରେ ମୃତ୍ୟୁ ହେବା ପରେ ସେ ସେଠାକାର କୁତ୍ସିତ ପ୍ରଥାର ଶିକାର ହୋଇଥିଲେ। ସେତେବେଳକୁ ତାଙ୍କର…
ଆଧୁନିକ ଶିକ୍ଷା ଓ ସାହିତ୍ୟର ଜନକ
ଡ. ନାରାୟଣ ବାରିକ୍ କର୍ମମୟ ଜୀବନରେ ଜୀବିକା ନିର୍ବାହ ପାଇଁ ଶିକ୍ଷକତାକୁ ଆଦରି ନେଇଥିବା କବିବର ରାଧାନାଥ ରାୟ ନିଜର ଜ୍ଞାନ, ଦକ୍ଷତା ଓ କର୍ତ୍ତବ୍ୟ ପରାୟଣତା ଯୋଗୁ ଊନବିଂଶ ଶତାବ୍ଦୀର ଶେଷ ଦଶକରେ ଓଡ଼ିଶା ଶିକ୍ଷା ବିଭାଗର ପ୍ରଧାନ କର୍ମଚାରୀରୂପେ…
ଅକାଳ ମୃତ୍ୟୁ
ଇଂ. ମୁରଲୀଧର ହୋତା ଯେଉଁ ପ୍ରବନ୍ଧରେ ଆଲୋଚକର ବହୁପାଠିତା, ପାଣ୍ଡିତ୍ୟ ଓ ଅନୁଶୀଳନ ଦକ୍ଷତା ପରିଦୃଷ୍ଟ ହୁଏ ଏବଂ ଯାହା ପାଠକର ପ୍ରାଣରେ କିଛିଟା ଆଲୋଡ଼ନ ସୃଷ୍ଟି କରିବାରେ ସମର୍ଥ ହୁଏ ତାହା ବସ୍ତୁନିଷ୍ଠ ପ୍ରବନ୍ଧ ଭାବେ ଗଣାଯାଏ। ବ୍ୟକ୍ତିନିଷ୍ଠ ପ୍ରବନ୍ଧଗୁଡ଼ିକ…
ଡିଜିଟାଲ ସ୍ୱାସ୍ଥ୍ୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଡିଜିଟାଲ ହେଲ୍ଥ ମିଶନ (ପିଏମ୍-ଡିଏଚ୍ଏମ୍)ର ଶୁଭାରମ୍ଭ କରିଛନ୍ତି। ଏଥିରେ ପ୍ରତି ନାଗରିକ ଏକ ସ୍ବାସ୍ଥ୍ୟ ପରିଚୟପତ୍ର ହାସଲ କରିବେ, ଯେଉଁଥିରେ ତାଙ୍କ ହେଲ୍ଥ ଆକାଉଣ୍ଟ ରହିବ। ସେହି ଆକାଉଣ୍ଟରେ ନାଗରିକଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ…
Archives


