ସମ୍ପାଦକୀୟ

ପ୍ରତିରକ୍ଷା ବିପନ୍ନ

ଭାରତ ଓ ଚାଇନା ମଧ୍ୟରେ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ମେ’ ୨୦୨୦ରେ ଦୁଇ ଦେଶର ସେନା କିଭଳି ମୁହାଁମୁହିଁ ହୋଇଥିଲେ ତାହା ସମସ୍ତଙ୍କୁ ଜଣା। ଏଥିରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଇନା ତା’ର…

ସାହିତ୍ୟ କୃତି ଓ ସ୍ରଷ୍ଟାର ବ୍ୟକ୍ତିତ୍ୱ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଆଦର୍ଶବୋଧର କଥା କହୁଥିବା କବି ବା ଲେଖକ ଅନେକ ସମୟରେ ସେହି ଆଦର୍ଶର ବିପରୀତ କର୍ମ କରୁଥିବାର ଦେଖାଯାଏ। ଯେତେବେଳେ ସେହିଭଳି ଲେଖକ ବା କବି କୌଣସି ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ବା ପୁରସ୍କୃତ ହୁଅନ୍ତି, ପାଠକମାନେ…

ଏଇ ଭାରତରେ

୨୩ ବର୍ଷ ଧରି ରାସ୍ତାକଡ଼ରେ ବିିପଜ୍ଜନକ ସ୍ଥିତିରେ ଥିବା ମହିଳାମାନଙ୍କୁ ଉଦ୍ଧାର କରି ସେବାର ଯଥାର୍ଥତା ପ୍ରତିପାଦନ କରିଛନ୍ତି ଏକ ଯୁବ ଡାକ୍ତର ଦମ୍ପତି। ଡା. ରାଜେନ୍ଦ୍ର ଏବଂ ଡା. ସୁଚେତା ଧମାନି ଏଯାବତ୍‌ ୫୦୦ରୁ ଊର୍ଦ୍ଧ୍ୱ ଅସହାୟା ମହିଳାଙ୍କୁ ରାସ୍ତାକଡ଼ରୁ…

ଓଲଟା ଲକ୍ଷ୍ୟ

ଆକାର ପଟେଲ ସ୍ବଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗ ଆରମ୍ଭ କରାଯାଇଛି। ଭାରତର ସହରଗୁଡ଼ିକୁ ବର୍ଜ୍ୟ ମୁକ୍ତ କରିବା ଏହାର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ଯୋଜନା ଘୋଷଣା କଲାବେଳେ ସେ କହିଥିଲେ ଯେ, ସ୍ବଚ୍ଛତାର ଦ୍ୱିତୀୟ…

ବାୟୁସେନାର ମଙ୍ଗୁଆଳ

ଭବିଷ୍ୟତର ନିରାପତ୍ତା ଆହ୍ବାନକୁ ଦୃଷ୍ଟିରେ ରଖି ଭାରତ ତା’ର ସାମରିକ ଶକ୍ତି ସୁଦୃଢ଼ ଲକ୍ଷ୍ୟରେ ସ୍ଥଳ, ବାୟୁ ଓ ନୌବାହିନୀ ମଧ୍ୟରେ ସମ୍ମିଶ୍ରଣ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛି। ୨୦୨୩ ଜାନୁୟାରୀ ସୁଦ୍ଧା ଏହା ପୂର୍ଣ୍ଣାଙ୍ଗ ହେବ ବୋଲି କୁହାଯାଉଛି।…

ଜାତି ଜନଗଣନାକୁ ବିରୋଧ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ ଜୁଲାଇ ୨୦, ୨୦୨୧ରେ ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ‘ଆଗାମୀ ଜନଗଣନାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଜାତିର ଗଣନା କରାଯିବ ନାହିଁ’ ବୋଲି କହିବା ପରେ ଦେଶରେ ଆସନ୍ତା ଜନଗଣନାରେ…

ଏଇ ଭାରତରେ

କୋଭିଡ୍‌-୧୯ ଦ୍ୱିତୀୟ ଲହର ଭୟାବହତାରେ ବ୍ୟକ୍ତିଗତ ସହାୟତାର ଆବଶ୍ୟକତା ଅନୁଭବ କରିଥିଲେ କୋନୁରର ରାଧିକା ଶାସ୍ତ୍ରୀ। କୋନୁରରେ ରାଧିକାଙ୍କର ଏକ ରେସ୍ତୋରଁା ଅଛି। ତାମିଲନାଡୁ ପଶ୍ଚିମଘାଟ ପର୍ବତମାଳାର ନୀଳଗିର ଅଞ୍ଚଳରେ ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିବାବେଳେ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥାକୁ…

ଏଇ ଭାରତରେ

କଥାରେ କୁହନ୍ତି, କୋଲକାତା ସହରରେ ତୁମେ କେବେ ବି ଭୋକିଲା ରହିବନି। ଏହାର ଯଥାର୍ଥତା ପ୍ରତିପାଦନ କରୁଛି ସେଠାକାର ଆଇକନିକ ପାଇସ୍‌ ହୋଟେଲ। ଏଠାରେ ଭୋକିଲା, ପ୍ରବାସୀ ଶ୍ରମିକ ଓ ଜୀବିକା ଅନ୍ବେଷଣରେ ଆସୁଥିତ୍ବା ଲୋକ କିମ୍ବା ବ୍ୟାଚେଲର୍‌ମାନଙ୍କୁ ୩ ଟଙ୍କାରେ…

ତାଙ୍କ ଘର ହାଲ୍‌ଚାଲ୍‌

ତୁଷାରକାନ୍ତ ପ୍ରଥମେ ଗପଟିଏ : ଜଣେ ମେଷପାଳକ ନିଜର ମଇଳା ଶରୀରଧାରୀ ମେଷ ବା ମେଣ୍ଢାଟିକୁ ବିକିବାପାଇଁ ତାକୁ ସାବୁନ ଇତ୍ୟାଦି ଲଗେଇ ଧୋଇଲା ବେଳେ ତା’ର ସବୁ ଲୋମ ଉପୁଡ଼ିଯାଇ ବିକ୍ରୟଯୋଗ୍ୟ ହୋଇପାରି ନ ଥିଲା, ଯାହା ‘ମେଣ୍ଢା ଧୋଉ…

ଅତୁଳନୀୟ ଅମ୍ଳାନ ପ୍ରତୀକ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାନବ ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀ- ଉଭୟ ସମଭାବାପନ୍ନ ମଣିଷ। ବିଧି ପ୍ରେରିତ ମହାପୁରୁଷ। ଜଣେ ଅହିଂସାର ଆଜୀବନ ପୂଜାରୀ ଓ ଅନ୍ୟ ଜଣେ ଶାନ୍ତିର କପୋତ। ଜଣେ ଜାତିର ଜନକ…

ପ୍ରବାସୀ ସେବା

କେରଳର ବହୁ ସଂଖ୍ୟକ ଲୋକ ପୃଥିତ୍ବୀର କୋଣ ଅନୁକୋଣରେ ରହିଛନ୍ତି। ଏହି ପ୍ରବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ମାର୍ଗଦର୍ଶନ କରିବା ଲାଗି କେରଳ ଇଣ୍ଡିଆନ୍‌ ଫରେନ୍‌ ସର୍ଭିସ୍‌ (ଆଇଏଫ୍‌ଏସ୍‌) ଅଧିକାରୀ ବେଣୁ ରାଜମଣିଙ୍କୁ ନିଯୁକ୍ତି ଦେଇଛି। ବିଦେଶରେ କେରଳୀମାନେ ରହିଥିଲେ ମଧ୍ୟ ରାଜ୍ୟ…

ଏଇ ଭାରତରେ

କୃଷିରେ ଗୋଷ୍ଠୀଗତ ଭାଗୀଦାରି ବୃଦ୍ଧି ପାଇବା ଏକ ଶୁଭ ସଙ୍କେତ, ବଳିଷ୍ଠ ପ୍ରୟାସ। ଏଭଳି ପ୍ରୟାସ କରୁଛନ୍ତି ଆଇଆଇଟି(ହାଇଦ୍ରାବାଦ)ର ପୂର୍ବତନ ଛାତ୍ର ସୁନିତ ରେଡ୍ଡୀ। ସେ ତାଙ୍କ ସାଙ୍ଗ ଶୌର୍ଯ୍ୟ ଚନ୍ଦ୍ରାଙ୍କ ସହ ‘କମ୍ୟୁନିଟ ଫରେଷ୍ଟ ପ୍ରୋଜେକ୍ଟ’ ଆରମ୍ଭ କରି ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri