ବିଦେଶରୁ ରୋଜଗାର ଆଣିବାକୁ ହେବ
ଡ. ପ୍ରମୋଦ କୁମାର ପଣ୍ଡା ପାଠକ ବନ୍ଧୁ! ପ୍ରସଙ୍ଗଟି ନିଶ୍ଚୟ ଆପଣଙ୍କୁ ଅଡ଼ୁଆ ଲାଗୁଥିବ। ମାତ୍ର ଏହା ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ। କିଛି ଦିନ ତଳେ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶିତ ହୋଇଛି। ତାହା ହେଲା…
ଏଇ ଭାରତରେ
ପ୍ରକୃତି ଓ ପକ୍ଷୀ ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ରାଜସ୍ଥାନର ସନା ଫିରଦୌସ। ଯୋଧପୁର ନିବାସୀ ସନା ଅଦରକାରୀ ଜିନିଷ ଉପଯୋଗ କରି ତାଙ୍କ ଘରକୁ ଏକ ସୁନ୍ଦର ପକ୍ଷୀ ଅଭୟାରଣ୍ୟ କରିଛନ୍ତି। ପ୍ରତ୍ୟେକ ଦିନ ତାଙ୍କ ଘରକୁ ୭୦-୮୦ ପକ୍ଷୀ ଆସୁଛନ୍ତି।…
ଏଇ ଭାରତରେ
ବୟସ ୬୭। ଏକୁଟିଆ ନିଜ ଖର୍ଚ୍ଚରେ ଏକ ଜଙ୍ଗଲ କରିପାରିଛନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି କେରଳ ତ୍ରିଶୂର ଜିଲାର ଗୋପାଳକ୍ରିଷ୍ଣନ କେ.ଆର୍.। ବ୍ୟାଙ୍କ କର୍ମଚାରୀ ଭାବେ ୨୦୧୪ରେ ଅବସର ନେବା ପରେ ପ୍ରଥମେ ୧୫ ଲକ୍ଷ ଟଙ୍କାରେ ଜମି କିଣିଥିଲେ।…
ଭାରତରେ ହେପାଟାଇଟିସ୍ ‘ବି’
ଡା. ଉମେଶ ଚନ୍ଦ୍ର ପାତ୍ର ଭାରତରେ ହେପାଟାଇଟିସ୍ ‘ବି’ ଭୂତାଣୁର ବାହକ ବହୁ ସଂଖ୍ୟାରେ ଅଛନ୍ତି। ଏହି ବାହକମାନେ ସାଧାରଣରେ ନୀରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି। ଏହି ଭୂତାଣୁ ଦ୍ୱାରା ଅନ୍ୟଲୋକମାନେ ମଧ୍ୟ ସଂକ୍ରମିତ ହୋଇଥାନ୍ତି। ବିଶୁଦ୍ଧ ହୋଇ ନ…
ଦୁର୍ନୀତିର ମଞ୍ଜି ନିର୍ବାଚନୀ ଖର୍ଚ୍ଚ
ସହଦେବ ସାହୁ ସାରା ଭାରତ କଥା ବହୁତ ବଡ଼, ଆସନ୍ତୁ କେବଳ ଓଡ଼ିଶା କଥା ଦେଖିବା। ଏମ୍ଏଲ୍ଏ ଆଉ ଏମ୍ପି ନିର୍ବାଚନ କଥା ବି ଛାଡ଼ିଦେବା। ଗଣତନ୍ତ୍ରର ଶିକ୍ଷାକ୍ଷେତ୍ର ହେଉଛି ପଞ୍ଚାୟତିରାଜ; ତାହା ପୁଣି ତ୍ରିସ୍ତରୀୟ। ସର୍ବନିମ୍ନ ସ୍ତର ହେଉଛି…
ଜାଣିବା ଦରକାର ନାହିଁ
ଭାରତୀୟ ଇତିହାସ, ସଂସ୍କୃତି ଓ ଐତିହ୍ୟ ଉପରେ ଭାରତ ସରକାର ସର୍ବଦା ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ବିଦେଶ ବିଶ୍ୱବିଦ୍ୟାଳୟରେ ଏହି ହ୍ୟୁମାନିଟିଜ୍ ସବ୍ଜେକ୍ଟସ ବା ମାନବବାଦୀ ବିଷୟ ପଢ଼ିବା ଲାଗି ଜାତୀୟ ଦରିଆପାରି ମେଧାବୃତ୍ତି (ଏନ୍ଓଏସ୍) ସକାଶେ ଆବେଦନ କରୁଥିବା…
ଏଇ ଭାରତରେ
କୁହାଯାଏ ମଣିଷ ଶକ୍ତି ଖଟାଇଲେ ପଥର ପାଣି ହୋଇଯାଏ। ଉତ୍ତରାଖଣ୍ଡର ଏଭଳି ଜଣେ ସୈନିକ ଜଗତ ସିଂ ଚୌଧୁରୀ ୪ ଦଶନ୍ଧି ଧରି ନିଜ ଚେଷ୍ଟାରେ ଏକ ବଡ଼ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଏହି ଜଙ୍ଗଲରେ ବିଭିନ୍ନ ପ୍ରକାରର ଲକ୍ଷ ଲକ୍ଷ…
ବିବାହ ବନାମ ବାଣ-ରୋଶଣି
ଡ. ସିଦ୍ଧାର୍ଥ କାନୁନ୍ଗୋ ବିବାହ ଋତୁ ଆସିଲେ ପ୍ରାୟ ପ୍ରତ୍ୟେକ ଦିନ ଅନ୍ତତଃ ଗୋଟାଏ ଦି’ଟା ଜାଗାରୁ ନିମନ୍ତ୍ରଣ ପତ୍ର ମିଳେ। ବନ୍ଧୁରକ୍ଷା କରିବାକୁ ଆମକୁ ସେସବୁ ଜାଗାକୁ ଯିବାକୁ ପଡେ, ସେଥିରେ ଦୁଃଖ ନାହିଁ। କିନ୍ତୁ ଦୁଃଖ ହେଉଛି ଆମ…
ୟୁକ୍ରେନ୍ ସଙ୍କଟ ଓ ଭାରତର ଆଭିମୁଖ୍ୟ
ପ୍ରଫେସର ଶକ୍ତି ପ୍ରସାଦ ଶ୍ରୀଚନ୍ଦନ ବର୍ତ୍ତମାନ ୟୁରୋପ ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟର ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟ ଦେଇ ଗତି କରୁଛି। ଯଦିଓ ୟୁକ୍ରେନ୍ ସଙ୍କଟ ୨୦୧୪ରୁ ଚାଲିଆସୁଛି, ତଥାପି ଏଥର ନାଟୋ ବିସ୍ତାରକୁ ନେଇ ରୁଷର ଚିନ୍ତା, ବିଶେଷକରି ୟୁକ୍ରେନ୍ର…
ଚାଇନାର କୋଳରେ
ବିଗତ ସାଢ଼େ ୫ ବର୍ଷ ମଧ୍ୟରେ ଦେଶର ଋଣ ତିନିଗୁଣା ବୃଦ୍ଧି ପାଇଛି। ଜାନୁୟାରୀ ୨୦୨୧ ସୁଦ୍ଧା ନେପାଳର ମୋଟ ଋଣ ପରିମାଣ ୨୭.୫୬୨ ବିଲିୟନ ଡଲାର ଥିଲା। ଇତିମଧ୍ୟରେ ଋଣ ଉପରେ ସୁଧ ମିଶିଯିବା ପରେ ଏହାର ଆକାର ଆହୁରି…
କୃତ୍ରିମ ବୁଦ୍ଧିମତ୍ତାର ଯୁଦ୍ଧ
ଭାରତର କମ୍ପଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ(ସିଏଜି) ୨୦୧୭ରେ ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଇଥିଲେ ଯେ, ଯଦି ଭବିଷ୍ୟତରେ ଭାରତର କାହା ସହ ଯୁଦ୍ଧ ହୁଏ ତେବେ ଏହାର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମାତ୍ର ୧୦ ଦିନରେ ସରିଯିବ। ଅର୍ଥାତ୍ ଦୀର୍ଘକାଳୀନ ଯୁଦ୍ଧ…
ଚେତନାର ଅମୃତ ଦିଗନ୍ତ ମା’
ବିମଳ ପ୍ରସନ୍ନ ଦାସ ଫେବୃୟାରୀ ୨୧ ତାରିଖ ୧୮୭୮- ମଧୁମୟୀ ଦିବ୍ୟଜନନୀ ଶ୍ରୀମାଙ୍କର ୧୪୪ତମ ଶୁଭ ଜନ୍ମତିଥି। ଇତିମଧ୍ୟରେ କାଳବକ୍ଷରେ ୧୪୩ ବର୍ଷ ଅତିବାହିତ ହୋଇଗଲା। ଏ ବର୍ଷ ଆମେ ମା’ଙ୍କର ୧୪୪ ତମ ପବିତ୍ର ଜୟନ୍ତୀ ପାଳନ କରୁଛୁ। ଅଦ୍ଭୁତ…
Archives


