ଶୂନଠାରୁ ସାମାନ୍ୟ ଭଲ
ରାଧାମୋହନ ମହାପାତ୍ର ଏବେ ପ୍ରାୟ ଏକ ମାସ ବା ତଦୂର୍ଦ୍ଧ୍ୱ କାଳ ହେବ ଜାତୀୟ ତଥା ଅନ୍ତର୍ଜାତୀୟ ଖବର ପରିବେଷଣ କ୍ଷେତ୍ରରେ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ାର ବିଷୟବସ୍ତୁ ପାଠକଙ୍କ ଦୃଷ୍ଟି ଆକର୍ଷଣ କଲା। ଆସନ୍ତୁ ଭାରତର କ୍ରୀଡ଼ାନୈପୁଣ୍ୟ ଉପରେ ନଜର...
ଏଇ ଭାରତରେ
ମୃତ୍ୟୁ ଧମକକୁ ଖାତିର ନ କରି ସୁମିତା ବାନାର୍ଜୀ କୋଲକାତାର ରବୀନ୍ଦ୍ର ସରୋବର ସୁରକ୍ଷା ଲାଗି ଯେଉଁଭଳି ସଂଗ୍ରାମ କରୁଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟୀ। ପଶ୍ଚିମବଙ୍ଗ ଦୁର୍ଗାପୁର ନିବାସୀ ସୁମିତା ୧୯୯୦ରେ କୋଲକାତା ଆସି କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ...
ଏଇ ଭାରତରେ
ଜଣେ ଆଦିବାସୀ ମହିଳାଙ୍କ ଚାଷ ପଦ୍ଧତି ଏବେ ବହୁ ଚାଷୀଙ୍କୁ ବାଟ ଦେଖାଉଛି। କର୍ନାଟକର ମହୀଶୂର ଜିଲା ଅନ୍ତର୍ଗତ ଏଚ୍ଡି କୋଟେ ବ୍ଲକ୍ ନିବାସୀ ପ୍ରେମା ପ୍ରଥମେ କପା ଓ ମକା ଚାଷ କରୁଥିଲେ। ପରେ ଚିଆ ଚାଷ କରି...
ଧନ କ’ଣ ସୁଖ କିଣିପାରେ
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଏ ପ୍ରଶ୍ନର ଜବାବ ଦେବାକୁ ହେଲେ ପ୍ରଥମେ ନିରୂପଣ କରିବାକୁ ହେବ ସୁଖର ସଂଜ୍ଞା। ଅନେକ ଦାର୍ଶନିକ ଏବଂ ଚିନ୍ତାଶୀଳ ବ୍ୟକ୍ତି ଏହାକୁ ଏକ ପ୍ରହେଳିକା ବୋଲି କହନ୍ତି। ଏଣୁ କବି ରାଧାନାଥଙ୍କ...
ଲୋକ ଦୋଷୀ, ସରକାର ଅସହାୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ରେ ଲାଲକିଲ୍ଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଅନେକ ବିଷୟ ଅବତାରଣା କରିଛନ୍ତି। ତେବେ ପୂର୍ବରୁ ରହିଆସିଥିବା ତାଙ୍କ ସ୍ଲୋଗାନ ‘ସବ୍ କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ’ ସହ ‘ସବ୍...
ଏଇ ଭାରତରେ
ହାତୀ ଓ ମଣିଷ ମଧ୍ୟରେ ଲାଗିରହୁଥିବା ସଂଘର୍ଷକୁ କମ୍ କରିବାରେ ପଶ୍ଚିମବଙ୍ଗର ଜଣେ ଶିକ୍ଷକଙ୍କ ଅବଦାନ ନିଶ୍ଚୟ ପ୍ରେରଣାଦାୟକ। ଜଲପାଇଗୁଡ଼ି ଜିଲାର ମାଲ୍ବଜାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏସ୍.ପି. ପାଣ୍ଡେ ବନ ଅଧିତ୍କାରୀ, ପଞ୍ଚାୟତ ଏବଂ ଚା ବଗିଚାର ମାଲିକମାନଙ୍କ...
ଖସିପଡ଼ିବାର ଦୁଃଖ
ଡ. ଭାରତ ଭୂଷଣ ରଥ ଆମ ଦେଶ ଧୀରେ ଧୀରେ ବିକାଶର ଶିଖର ସ୍ପର୍ଶ କରିବାକୁ ଯାଉଥିଲା। ଠିକ୍ ଏତିକିବେଳେ କରୋନା ମହାମାରୀରେ ଦେଶ ବହୁତ ପଛକୁ ଫେରିଯିବାକୁ ବାଧ୍ୟ ହୋଇଛି। ସତରେ ଶିଖର ଛୁଁ ଛୁଁ ଖସିପଡ଼ିବାର ଦୁଃଖ...
ଆମେରିକାର ଅର୍ଥନୈତିକ ଉତ୍ଥାନ ପତନ
ଡ. ଚିତ୍ତରଞ୍ଜନ ମିଶ୍ର କୋଭିଡ୍-୧୯ ଟିକା କାର୍ଯ୍ୟକ୍ରମରେ ଅହେତୁକ ସଫଳତା ଏବଂ ଏଥିପାଇଁ ସରକାରଙ୍କ ପ୍ରୋତ୍ସାହନ ଦ୍ୱାରା ଏ ବର୍ଷ ଆମେରିକାର ଅର୍ଥନୀତି ୭ ପ୍ରତିଶତ ହାରରେ ଦ୍ରୁତ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି । ସଂପ୍ରତି ବିଶ୍ୱ...
କାବୁଲରେ ତାଲିବାନ
ତାଲିବାନ ଅଗଷ୍ଟ ୧୫ରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଅକ୍ତିଆର କରି ରାଷ୍ଟ୍ରପତି ଭବନକୁ ହାତକୁ ନେଇଯିବା ପରେ ଦେଶର ନାଗରିକ ପୁଣି ଭିନ୍ନ ଏକ ଯୁଗକୁ ଠେଲି ହୋଇଯାଇଛନ୍ତି। ଆମେରିକା ଓ ପାଶ୍ଚାତ୍ୟ ସେନା ଆଫଗାନିସ୍ତାନରୁ ଅପସରି ଯିବା ପରେ...
ଆମେ କ’ଣ କରିଛୁ
ଆକାର ପଟେଲ ଆମେ ୧୫ ଅଗଷ୍ଟରେ ସ୍ବାଧୀନତା ଦିବସ ଓ ୨୬ ଜାନୁୟାରୀରେ ଗଣତନ୍ତ୍ର ଦିବସ ପାଳନ କରୁ। ଏହି ଦୁଇ ଜାତୀୟ ଦିବସର ଗୁରୁତ୍ୱ ରହିଛି ଓ ଭାରତ ସରକାର ମଧ୍ୟ ଏହାକୁ ପାଳନ କରିବାରେ ବେଶ୍ ତପତ୍ରତା...
ପ୍ରଗତିପନ୍ଥୀ ବିଚାରପତି
ପାକିସ୍ତାନ ୧୪ ଅଗଷ୍ଟ ୨୦୨୧ରେ ୭୫ତମ ସ୍ବାଧୀନତା ଦିବସ ପାଳନ କରିଛି। ଏହାର ଅବ୍ୟବହିତ ପୂର୍ବରୁ ତା’ର ନ୍ୟାୟପାଳିକା ଇତିହାସରେ ଏକ ପ୍ରଗତିଶୀଳ ପଦକ୍ଷେପ ନିଆଯାଇଥିବାରୁ ତାହାକୁ ନେଇ ଚର୍ଚ୍ଚା ହେଉଛି। ଲାହୋର ହାଇକୋର୍ଟ ବିଚାରପତି ଥିବା ଜଷ୍ଟିସ୍ ଆୟେଶା...
ସ୍ବଦେଶ ପ୍ରେମର କବି ଶ୍ରୀଅରବିନ୍ଦ
ବିମଳ ପ୍ରସନ୍ନ ଦାସ ଅଗଷ୍ଟ ୧୫ ତାରିଖ ୧୮୭୨ ମସିହା ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ଜନ୍ମତିଥି। ସେହି ଆକାଂକ୍ଷିତ ଦିବସରେ ୧୯୪୭ରେ ଆମ ଦେଶ ସ୍ବାଧୀନତା ଲାଭ କରିଥିଲା। ଏହା କେତେ ଲୁହ ଓ ଲହୁର ଅଭୁଲା ସ୍ମୃତିର ସ୍ମାରକୀ।...
Archives


