ପଦବୀ ବିବାଦ
ମିଜୋରାମରେ ଏବେ ଏକାବେଳକେ ଦୁଇଜଣ ମୁଖ୍ୟ ସଚିବ ନିଯୁକ୍ତି ପାଇଛନ୍ତି ଓ ଏଥିପାଇଁ ସେଠାରେ ଏକ କୌତୂହଳପୂର୍ଣ୍ଣ ସ୍ଥିତି ଉପୁଜିଛି। କେନ୍ଦ୍ର ବରିଷ୍ଟ ଆଇଏଏସ୍ ଅଧିକାରୀ ରେଣୁ ଶର୍ମାଙ୍କୁ ମିଜୋରାମର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଥିବାବେଳେ ଅନୁରୂପ ଭାବେ ରାଜ୍ୟ…
ବିକଳ୍ପ ଆବଶ୍ୟକ
ଜୁଲିଆ ଗିଲାର୍ଡ ଦେଢବର୍ଷରୁ ଉର୍ଦ୍ଧ୍ୱ ହେବ କୋଭିଡ୍-୧୯ ମହାମାରୀ ବିଶ୍ୱକୁ କବଳିତ କରି ରଖିଛି। ସ୍ବାସ୍ଥ୍ୟ ଉପରେ ଏହାର ଭୟଙ୍କର ପ୍ରଭାବକୁ ସାରା ବିଶ୍ୱ ଅନୁଭବ କରିଛି। ଅନ୍ୟପକ୍ଷରେ ବିଶ୍ୱତାପନର ମାତ୍ରାଧିତ୍କ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଛି। ଏହାର ବ୍ୟାପକ ପ୍ରଭାବ ଆମ…
ଆଲୋକର ପର୍ବ ଦୀପାବଳି
ଉମା ଶଙ୍କର ପ୍ରସାଦ ଭାରତରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହୁଏ। ଏଥିରେ ଦୀପାବଳିର ମହତ୍ତ୍ୱ ସର୍ବୋଚ୍ଚ ଓ ମହନୀୟ। ଜାତୀୟ ପର୍ବ ଦୀପାବଳିର ପାଳନ ମୂଳରେ ଅନେକ ପୌରାଣିକ କାହାଣୀ ଓ ପ୍ରସଙ୍ଗ ଥିଲେ ସୁଦ୍ଧା ରାମଚନ୍ଦ୍ରଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ…
ଏଇ ଭାରତରେ
ତାମିଲନାଡୁ-କର୍ନାଟକ ସୀମାରେ ୧୦୦ ଏକର ଜମିରେ ଜଙ୍ଗଲ ସୃଷ୍ଟିକରି ପରିବେଶ ସୁରକ୍ଷାର ବାର୍ତ୍ତାବହ ସାଜିଛନ୍ତି ବରୁଣ ରବୀନ୍ଦ୍ର। ଏହି ଜମିରେ ପ୍ରଚୁର ରାସାୟନିକ ସାର ବ୍ୟବହାର ଯୋଗୁ ତାହା ଉର୍ବରତା ହରାଇବା ପରେ ପଡ଼ିଆ ପଡ଼ିଥିଲା। କିଛି ବି ଚାଷ ହେଉ…
ଏଇ ଭାରତରେ
ଶିକ୍ଷା ଦାନ ହିଁ ଶ୍ରେଷ୍ଠ ଦାନ, ଏହା ଉପଲବ୍ଧି କରିଛନ୍ତି ପ୍ରାଧ୍ୟାପକ ଲଳିତା ଶର୍ମା। ସେ ୫,୦୦୦ ବସ୍ତି ପିଲାଙ୍କୁ ଶିକ୍ଷାର ସ୍ରୋତରେ ସାମିଲ କରିପାରିଛନ୍ତି। ୨୦୦୯ରେ ସେ ଇନ୍ଦୋରର ରାସ୍ତାକଡ଼ରେ କିଛି ପିଲା ଏକାଠି ହୋଇ କଳି କରୁଥିବା ଦେଖିବାକୁ…
ଧନ୍ୟବାଦ ନା ଅଭିଯୋଗ
ଡ. ବାସୁଦେବ ମିଶ୍ର ଧନ୍ୟବାଦ ଦେବା ଏବଂ ଅଭିଯୋଗ କରିବା ଏ ଦୁଇଟିରୁ ଦ୍ୱିତୀୟଟିକୁ ବିନା ଦ୍ୱିଧାରେ ବାଛିନିଅନ୍ତି ଆମ ଭିତରୁ ଅନେକ। ଦଶରୁ ନଅ ମିଳିଥିଲେ ନ ମିଳିଥିବା ‘ଏକ’ ପାଇଁ ଆମେ ଅଭିଯୋଗ କରିବସୁ ସିନା କିନ୍ତୁ…
ଚିହ୍ନା ପୋଖରୀ, ଅଚିହ୍ନା ନଈ
ରଞ୍ଜନ କୁମାର ଦାସ ନୂଆ ବାହାଘର ପରେ ସମସ୍ତେ ଆମକୁ ପଚାରିଲେ ହନିମୁନ୍ରେ କୁଆଡ଼େ ଯିବ? ଆମ ସମୟରେ ହନିମୁନ୍ କଥା ଶୁଣିଲେ ଲାଜ ମାଡୁଥିଲା। ତା’ଛଡ଼ା ଦୂର ଜାଗାକୁ କୁଆଡ଼େ ଯିବାକଥା ମଧ୍ୟ ପ୍ରାୟତଃ ଅସମ୍ଭବ ଲାଗୁଥିଲା। ବିଦେଶ…
ଜାତିସଂଘକୁ ମାଡ଼
ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇବା ପରେ ବିଭିନ୍ନ ଦେଶରେ ଭୋକିଲାଙ୍କ ସଙ୍କଟଜନକ ସ୍ଥିିତି ସାମ୍ନାକୁ ଆସିଛି। ଜାତିସଂଘର ୱାଲର୍ଡ ଫୁଡ୍ ପ୍ରୋଗ୍ରାମ (ଡବ୍ଲ୍ୟୁଏଫ୍ପି) ଏହାର ମୁକାବିଲା ଲାଗି ବାହାରିପଡ଼ିଛି। ଡବ୍ଲ୍ୟୁଏଫ୍ପି ନିର୍ଦ୍ଦେଶକ ଡାଭିଡ୍ ବିସ୍ଲେ କହିଛନ୍ତି ଯେ, ବିିଶ୍ୱର କେତେକ…
ଆଗୁଆ ଗୋଟି
ଭାରତରେ ସ୍ୱାଧୀନତା ପରଠାରୁ ସୁବିଧାବାଦୀ ରାଜନୀତି ଗଡ଼ିଆସିଛି। କଂଗ୍ରେସ ସର୍ବଦା ଭୋଟ୍କୁ ଆଖି ଆଗରେ ରଖି ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରି ସଂଖ୍ୟାଗରିଷ୍ଠଙ୍କୁ ଦମନ କରିଥିଲା। ଦଳର ଏଭଳି ଆଚରଣ ଦେଖି ଜନସାଧାରଣ ବିରକ୍ତ ହୋଇ ଶାସନ ବଦଳାଇ ଦେଲେ। ଆଶା ଥିଲା…
ଏଇ ଭାରତରେ
ନିର୍ବାଚନରେ ନେତାମାନେ ବିହନ, ସାର, ପାଣି ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଥିବା କଥା ସମସ୍ତେ ଜାଣନ୍ତି। ହେଲେ ରାତିଦିନ ଫସଲ ଜଗିବା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବା କେବେ ଶୁଣିଛନ୍ତି କି। ବିହାରର ମୁଜାଫର୍ନଗର ଜିଲା ଚୌତରବା ଥାନା ଅଧୀନ…
ପରୋକ୍ଷ ଉକ୍ତି
ଅଲେଖ ଚନ୍ଦ୍ର ମିଶ୍ର ପୁରୁଣା କଥାଟିଏ। ଜଣେ ରାଜା ଥିଲେ।ସେ ଜ୍ଞାନୀ, ଗୁଣୀ ଓ ପଣ୍ଡିତମାନଙ୍କୁ ଖୁବ୍ ଆଦର କରୁଥିଲେ। ତେଣୁ ତାଙ୍କ ସଭାରେ ଅନେକ ବିଜ୍ଞଲୋକ ଥିଲେ। ଥରେ ତାଙ୍କ ଦରବାରରେ ପହଞ୍ଚିଲେ ଜଣେ ଅପରିଚିତ ଲୋକ। ତାଙ୍କ ସହିତ…
କେତେ ଖୁସି
ପ୍ରକାଶ ତ୍ରିପାଠୀ ପ୍ରସିଦ୍ଧ ବିଟିଲ୍ସ ରକ୍ ବ୍ୟାଣ୍ଡ୍ ଗ୍ରୁପ୍ର ଅନ୍ୟତମ ପ୍ରତିଷ୍ଠାତା ଜନ୍ ଲେନନଙ୍କ ପିଲାଦିନର ଗୋଟିଏ ଶିକ୍ଷଣୀୟ ଘଟଣାରୁ ଏହି ଆଲେଖ୍ୟଟି ଆରମ୍ଭ। ଥରେ ଶ୍ରେଣୀ ଗୃହରେ ଶିକ୍ଷକ ଛାତ୍ରୀଛାତ୍ରମାନଙ୍କୁ କିଛି ପାଠ ନ ପଢ଼ାଇ ଏକ ଭିନ୍ନ ଶୈଳୀରେ…
Archives


