ସମ୍ପାଦକୀୟ

ସହରୀକରଣ ଓ ବାୟୁ ପ୍ରଦୂଷଣ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଜୀବଜଗତର ଆଦ୍ୟ କାଳରୁ ଅଦ୍ୟାବଧି ଘଟି ସାରିଥିବା ପାଞ୍ଚଟି ମହାବିଲୁପ୍ତିଗୁଡ଼ିକର ଅନ୍ୟତମ ମୁଖ୍ୟ କାରଣ ରୂପେ ପରିବେଶ ପ୍ରଦୂଷଣକୁ ଦାୟୀ କରାଯାଏ। ଏ ପ୍ରତ୍ୟେକରେ ତଦାନିନ୍ତନ ପ୍ରଜାତିଗୁଡ଼ିକ ମଧ୍ୟରୁ ପ୍ରାୟ ୮୦ ଶତାଂଶ ପର୍ଯ୍ୟନ୍ତ ବିଲୁପ୍ତ…

ହାତ ବାନ୍ଧିଦେଲେ

ଲଖିମ୍‌ପୁର ଖେରି ମାମଲାର ତଦନ୍ତରେ ଅଗ୍ରଗତି ହେଉ ନ ଥିବାରୁ ସୁପ୍ରିମକୋର୍ଟ ୮ ନଭେମ୍ବରରେ ଅସନ୍ତୋଷ ବ୍ୟକ୍ତ କରି ଉତ୍ତରପ୍ରଦେଶ ସରକାର ଉକ୍ତ ଘଟଣାର ଯେଉଁ ନ୍ୟାୟିକ କମିଶନ ଗଠନ କରିଛନ୍ତି, ତାହାର ସ୍ବଚ୍ଛତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ତେଣୁ…

ଭାରତ କେତେ ପ୍ରସ୍ତୁତ

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତି ନିମ୍ନ ସ୍ତରକୁ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚଳିତ ଥର ଲା ନିନା ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଶାରଦମାନେ ଆକଳନ କରିଛନ୍ତି। ତେଣୁ ଏହି ବର୍ଷ ଉତ୍ତର…

ହତ୍ୟା ଓ ହାସ୍ୟକଥା

ଡ. କୁଳାଙ୍ଗାର ମର୍ଡର ବା ହତ୍ୟା କରିବା ଏମିତି ନିତି ଦିନିଆ କଥାରେ ପରିଣତ ହେଲାଣି ଯେ ଆମ ପରି ବ୍ୟଙ୍ଗ ଲେଖକ ମଧ୍ୟ ମର୍ଡର ପରି ସାଂଘାତିକ ପ୍ରସଙ୍ଗରେ ଦିବ୍ୟଜ୍ଞାନ ଦେବାକୁ ବାହାରିଲେଣି। ମହତ୍‌ ଜନେ କହିଛନ୍ତି, ଯେତେବେଳେ ଯୋଉକଥା।…

ବୈଷୟିକ ପ୍ରତିଷ୍ଠାନରେ ମାନବୀୟ ବିଦ୍ୟା

ଡ. ଚିତ୍ତରଂଜନ ମିଶ୍ର ଦେଶର ୫ଟି ପ୍ରମୁଖ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଯଥା: ଆଇଆଇଟି- କାନପୁର, ଖଡ଼ଗପୁର, ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀରେ ପ୍ରାରମ୍ଭରୁ ପ୍ରଚଳନ ହୋଇଆସୁଥିବା ମାନବୀୟ ବିଦ୍ୟା ଓ ସାମାଜିକ ବିଜ୍ଞାନ ଶିକ୍ଷା ପାଠ୍ୟକ୍ରମ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନଗୁଡ଼ିକର ମାନ…

ଏଇ ଭାରତରେ

କର୍ପୋରେଟ୍‌ ଚାକିରିର ଉଚ୍ଚ ଦରମାଠାରୁ ଅସହାୟ ପିଲାମାନଙ୍କ ଶିକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି କୁଶଲ ରାଜ ଚକ୍ରବର୍ତ୍ତୀ। ବେଙ୍ଗାଲୁରୁର ଏହି ବ୍ୟକ୍ତି ଜଣକ ୧୨୦୦ ଗରିବ ପିଲାଙ୍କ ସାହାରା ପାଲଟିଛନ୍ତି। ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା…

ଧର୍ମାନ୍ଧତା

ଆକାର ପଟେଲ ବହୁ ବର୍ଷ ତଳେ ପାକିସ୍ତାନ ଯାଇ ତା’ଉପରେ ଅନୁଧ୍ୟାନ କରିବା ସହ ସେଠାକାର ଖବରକାଗଜରେ ଲେଖିବାର ସୁଯୋଗ ପାଇଥିଲି। ବାଂଲାଦେଶ ଗଠନ ହେବା ଠାରୁ ରାଷ୍ଟ୍ରପତି ଜେନେରାଲ ଜିଆଉଲ୍‌ ହକ୍‌ଙ୍କ ବିଦାୟ ପର୍ଯ୍ୟନ୍ତ ସେହି ୨୦ ବର୍ଷ ମଧ୍ୟରେ…

ପୁଣ୍ୟ ପୁରୁଷଙ୍କ ପୃଥିବୀ

ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ ପୃଥିବୀ ବୋଇଲେ ତ ଗୋଟିଏ। ପାପ ପୁଣ୍ୟ, ସତ୍ୟ ଅସତ୍ୟ, ହସ କାନ୍ଦ, ଅଭାବ ଐଶ୍ୱର୍ଯ୍ୟ ବା ରାମ ରାବଣ କି ଯୁଧିଷ୍ଠିର ଦୁର୍ଯ୍ୟୋଧନ ପ୍ରମୁଖ ପରସ୍ପର ବିପରୀତମୁଖୀ ଚିତ୍ର ଓ ଚରିତ୍ରମାନେ…

ଏଇ ଭାରତରେ

ବୃତ୍ତିରେ ଜଣେ ସାମ୍ବାଦିକ, ହେଲେ ଘରେ ଚାଷ କରି ବର୍ଷକୁ ୭୦ ଲକ୍ଷ ଟଙ୍କା ରୋଜଗାର କରିବା କିଛି କମ୍‌ କଥା ନୁହେଁ। ଏଭଳି ପ୍ରେରଣାଦାୟୀ ସଫଳ କାହାଣୀ ପଛରେ ରହିଛନ୍ତି ରାମବୀର ସିଂ। ଉତ୍ତରପ୍ରଦେଶର ବରେଲିରେ ରହନ୍ତି ରାମବୀର। ଚାଷ…

ଏଇ ଭାରତରେ

ଭାରତରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପରମ୍ପରା ବହୁକାଳରୁ ଚଳିଆସୁଛି। ସେଥିମଧ୍ୟରେ ରାଜସ୍ଥାନର ବାଂଶଓ୍ବାରା ଜିଲା ଡୁଙ୍ଗୁରପୁର ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟରେ ଏକ ଅଜବ ପରମ୍ପରା ରହିଛି। ଏହା ଅନୁଯାୟୀ, ଆଦିବାସୀ ସମ୍ପ୍ରଦାୟରେ ପ୍ରଥମ ବିବାହ ପରେ ନବ ଦମ୍ପତିଙ୍କୁ ନେଇ…

ଜଣେ ଅନ୍ତରଙ୍ଗ ବନ୍ଧୁର ଅପମୃତ୍ୟୁ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ମଧୁସୂଦନ ରାଓଙ୍କ ଷଡ଼ଋତୁ ବର୍ଣ୍ଣନାରେ ବର୍ଷ ସାରା ବିଭିନ୍ନ ଋତୁ ଓ ମାସ ସମ୍ପର୍କରେ ଯାହା କ୍ରମାନ୍ବୟରେ ବ୍ୟକ୍ତ କରାଯାଇଛି, ତାହା ବାସ୍ତବ ଏବଂ ମନୋରମ। ଆବାଳବୃଦ୍ଧବନିତା ସମସ୍ତେ ଏହାର ସାରାଂଶ ମର୍ମେ ମର୍ମେ ଉପଲବ୍‌ଧି କରି…

ଆଉଟସୋର୍ସିଂର ଭାରତୀୟକରଣ

ଅରୁଣ କୁମାର ତ୍ରିପାଠୀ ଦୀପାବଳି ଅବସରରେ ଓଡ଼ିଶା ସରକାର ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କ ୨୫% ଦରମା ବୃଦ୍ଧି ଘୋଷଣା କରିଛନ୍ତି। ଏଥିନିମନ୍ତେ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri