ଏଇ ଭାରତରେ

ବୃତ୍ତିରେ ଜଣେ ସାମ୍ବାଦିକ, ହେଲେ ଘରେ ଚାଷ କରି ବର୍ଷକୁ ୭୦ ଲକ୍ଷ ଟଙ୍କା ରୋଜଗାର କରିବା କିଛି କମ୍‌ କଥା ନୁହେଁ। ଏଭଳି ପ୍ରେରଣାଦାୟୀ ସଫଳ କାହାଣୀ ପଛରେ ରହିଛନ୍ତି ରାମବୀର ସିଂ। ଉତ୍ତରପ୍ରଦେଶର ବରେଲିରେ ରହନ୍ତି ରାମବୀର। ଚାଷ ଆରମ୍ଭ କରିବା ପରେ ସେ ପ୍ରତ୍ୟକ୍ଷ ସାମ୍ବାଦିକତାରୁ ଓହରି ମୁକ୍ତବୃତ୍ତି ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ନିଜର ଏକ ତିନି ମହଲା ଘରକୁ ହାଇଡ୍ରୋଫୋନିକ ଫାର୍ମ କରିଛନ୍ତି। ବିନା ମାଟିରେ ପରିବା ଚାଷ କରି ବର୍ଷକୁ ୭୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ଦୁବାଇରୁ ହାଇଡ୍ରୋଫୋନିକ ଫାର୍ମିଂ ଉପରେ ପ୍ରଶିକ୍ଷଣ ନେଇଛନ୍ତି। ପରିବା ଉପତ୍ାଦନ ଓ ମାର୍କେଟିଂ ପାଇଁ ସେ ଭିମ୍ପା ଅର୍ଗାନିକ ଆଣ୍ଡ୍‌ ହାଇଡ୍ରୋଫୋନିକ୍ସ କମ୍ପାନୀ ଗଠନ କରିଛନ୍ତି। ଘରର ୭୫୦ ବର୍ଗମିଟର ଫାଙ୍କା ଜାଗାରେ ସେ ୧୦,୦୦୦ ଗଛ ଲଗାଇଛନ୍ତି। ଭେଣ୍ଡି, ଲଙ୍କା, କ୍ୟାପ୍‌ସିକମ, ଲାଉ, ଟମାଟୋ, ଫୁଲକୋବି, ପୋଇ, ବନ୍ଧାକୋବି, ଷ୍ଟ୍ରବେରି, ଗ୍ରୀନ୍‌ମଟର ଆଦି ଚାଷ କରୁଛନ୍ତି। ଏତିକି ଚାଷ ପାଇଁ ସାଧାରଣ ଖେତରେ ଯେତିକି ପାଣି ଆବଶ୍ୟକ ତା’ର ୯୦ ପ୍ରତିଶତ ବଞ୍ଚାଇ ପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri