ସମ୍ପାଦକୀୟ

ଇରାନୀବାବୁ

ଡ.ଗୌରହରି ରାଉତ   ଟିମାକୁ ସାହେବୀ ବେଶରେ ଦେଖି ଗାଁ ଲୋକେ ଏକବାର ଖପ୍ପା। ହାଁ କରି ତା’ର ତାଳୁଠାରୁ ତଳିପା’ଯାଏ ଗହୀରିଆ ନଜର ଘୂରାଉଛନ୍ତି ସେମାନେ। ଫିସ୍‌ ଫିସ୍‌ ସିଗାରେଟ୍‌ ପିଇ ସୁଟ୍‌ ବୁଟ୍‌ ପିନ୍ଧି ଏବେ ଗାଁ ରେ…

ସର୍ବବ୍ୟାପ୍ତ ମହାଶୂନ୍ୟ

ଡ. ନରେନ୍ଦ୍ର କୁମାର ସେଠୀ   ଓଡ଼ିଶାର ଏକ ପ୍ରାଚୀନତମ ସମ୍ପ୍ରଦାୟ ମହିମା ଧର୍ମରେ ମହାଶୂନ୍ୟର ଉପାସନା କରାଯାଇଥାଏ। ଏହି ସମ୍ପ୍ରଦାୟ ଏକେଶ୍ୱରବାଦରେ ବିଶ୍ୱାସ କରନ୍ତି ଓ ମୂର୍ତ୍ତି ପୂଜାରେ ବିଶ୍ୱାସ ରଖନ୍ତି ନାହିଁ। ଆମକୁ ଏ ବିଷୟରେ ଚିନ୍ତା କଲେ…

ସ୍ଥିତିକୁ ଆଦରିନିଅ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ୍‌ଙ୍କ ଭାଷାରେ ‘ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ’। ଅର୍ଥାତ୍‌ ଜନସାଧାରଣ ନିଷ୍ପତ୍ତି ନେବେ, କିଏ ନେତୃତ୍ୱ ନେବେ। ତେବେ ଓଡ଼ିଶାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ…

ଏଇ ଭାରତରେ

ଶିକ୍ଷାଦାନ ସହ ଜୈବିକ ଫଳ ଓ ପରିବା ଉତ୍ପାଦନ କରି ଏକ ଉଦାହରଣ ସୃଷ୍ଟି କରିଛି ବେଙ୍ଗାଲୁରୁର ବିଶ୍ୱ ବିଦ୍ୟାପୀଠ ସ୍କୁଲ। ସ୍କୁଲର ଡାଇରେକ୍ଟର ସୁଶୀଳା ସନ୍ତୋଷଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଉପତ୍ାଦିତ ପନିପରିବାରେ ୧,୪୦୦ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ…

ପରିବେଶ ଓ ଘୂର୍ଣ୍ଣିଝଡ଼

ଡ. ଅଜୟ କୁମାର ପାତ୍ର ଆମ ଜୀବଲୋକକୁ ଘେରି ରହିଛି ବାୟୁମଣ୍ଡଳ। କୌଣସି କାରଣରୁ ଗୋଟିଏ ଅଞ୍ଚଳର ବାୟୁ ଅତ୍ୟଧିକ ଉତ୍ତପ୍ତ ହେଲେ ତାହା ପ୍ରସାରିତ ହୋଇ ହାଲୁକା ହୁଏ ଓ ଉପରକୁ ଉଠିଯାଏ। ସେହି ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ କରିବା…

ଅନ୍‌ଲାଇନ ନିଲାମିର ବିପଜ୍ଜନକ ପ୍ରକରଣ

ଭାଲଚନ୍ଦ୍ର ଷଡ଼ଙ୍ଗୀ ‘ବୁଲିବାଇ’ ଓ ‘ସୁଲି ଡିଲସ୍‌’ ନଁାରେ ଇଣ୍ଟରନେଟ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଦୁଇଟି ଆପ୍‌କୁ ନେଇ ଗତ କିଛି ଦିନ ଧରି ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହିଳାଙ୍କ ଅନ୍‌ଲାଇନ୍‌ ନିଲାମୀ ନଁାରେ ଗତବର୍ଷ ‘ସୁଲି ଡିଲସ୍‌’ ପରେ ଏବେ…

ନଗଦକୁ ଫେର

ଭାରତ ଦିନକୁଦିନ ପ୍ରଯୁକ୍ତି କ୍ଷେତ୍ରରେ ଉନ୍ନତି କରୁଛି ଓ ‘ଡିଜିଟାଲ ଇଣ୍ଡିଆ’ ଦେଶକୁ ନୂଆ ଦିଶା ଦେଖାଇଛି ବୋଲି କେନ୍ଦ୍ର ସରକାର କହି ବୁଲୁଛନ୍ତି। କିନ୍ତୁ ବାସ୍ତବ ଭାରତରେ ଅନେକ ହଜାର ଲୋକ ଦୈନିକ ଅନ୍‌ଲାଇନ ଠକାମିର ଶିକାର ହେଉଛନ୍ତି। ମାଇକ୍ରୋସଫ୍ଟ…

ଟିକେଟ ପାଇଁ ବ୍ୟାକୁଳ

ସାମ୍ପ୍ରତିକ ନିର୍ବାଚନ ସ୍ଥିତି ଦେଖିଲେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ଆସନ୍ତା ମାସ ବିଧାନସଭା ଭୋଟ୍‌ ହେବାକୁ ଯାଉଛି। ଏବେ ଦଳଡିଆଁ, ଟିକେଟ ନ ମିଳିବାରୁ କାନ୍ଦିବା ଓ ଆତ୍ମହତ୍ୟା ଉଦ୍ୟମ ଭଳି ଆଶାୟୀ ନେତାଙ୍କ ବିଚିତ୍ର ଘଟଣାସବୁ…

ବିମୁଦ୍ରୀକରଣ କାହିଁକି ବିଫଳ ହେଲା

ସରକାର କ୍ରୂର ବିମୁଦ୍ରୀକରଣ ପଦକ୍ଷେପ ନେବାର ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ଅତିକ୍ରାନ୍ତ ହେଲାଣି। ଏହି ପଦକ୍ଷେପ ଦୁର୍ନୀତି, କଳାଟଙ୍କା, ଜାଲ୍‌ନୋଟ କାରବାର ବନ୍ଦ କରିବା ସହିତ ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବ ବୋଲି କୁହାଯାଇଥିଲା। କିନ୍ତୁ ଯେତେବେଳେ ଏହି ଲକ୍ଷ୍ୟ…

ଏଇ ଭାରତରେ

ନିଷ୍ଠା ଓ ଏକାଗ୍ରତା ବଳରେ ସବୁ କିଛି ସମ୍ଭବ। ଏହା ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହନ୍‌ମନ୍ତରାଓ ଗାଏକ୍ୱାଡ। ସେ ପରିବାର ପ୍ରତିପୋଷଣ ପାଇଁ ଆମ୍ବ ବିକ୍ରି କରୁଥିଲେ। ପରେ ଭାରତ ବିକାଶ ଗ୍ରୁପ୍‌ (ବିଭିଜି) ପ୍ରତିଷ୍ଠା କରି ୭୦,୦୦୦ ଗ୍ରାମୀଣ ଯୁବକଙ୍କୁ…

ବାହ୍ୟଚାପ

ପାକିସ୍ତାନ ତା’ ଜାତୀୟ ସୁରକ୍ଷା ନୀତି ୨୦୨୨-୨୬ ପ୍ରକାଶ କରିଛି। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ୍‌ ଓ ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟର ଅଧା ସାଧାରଣରେ ପ୍ରକାଶ କରାଯାଇଥିବାବେଳେ ଆଉ ଅଧା ଗୁପ୍ତ ରଖାଯାଇଛି। ଉକ୍ତ ଡକ୍ୟୁମେଣ୍ଟ…

ଇସ୍ରୋ ମୁଖ୍ୟ

ପ୍ରଖ୍ୟାତ ରକେଟ ବୈଜ୍ଞାନିକ ଏସ୍‌. ସୋମନାଥ ୧୪ ଜାନୁୟାରୀ ୨୦୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଆସନରେ ଆସୀନ ହେବା ପରେ କେରଳର ଆଲାପୁଜାହା ଜିଲା ଅନ୍ତର୍ଗତ ଥୁରାଭୂର ଅଞ୍ଚଳ ଉତ୍ସବ ମୁଖରିତ ହୋଇ ଉଠିଥିଲା। ତାଙ୍କ ପିତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri