ଏଇ ଭାରତରେ
ଗୋଟିଏ ପଟେ ସରକାରୀ ଚାକିରିର ଦାୟିତ୍ୱ ଅନ୍ୟପଟେ ଅସହାୟ ପିଲାଙ୍କ ଟ୍ୟୁଶନ ଭାରରେ କେବେ ବି ବିଚଳିତ ହୋଇନାହାନ୍ତି ତିନି ସରକାରୀ ଅଧିକାରୀ। ଏହି ଅଧିକାରୀମାନେ ହେଉଛନ୍ତି ବିହାରର ସନ୍ତୋଷ କୁମାର, ବିଜୟ କୁମାର ଏବଂ ରଞ୍ଜନ ପ୍ରକାଶ। ସନ୍ତୋଷ ଏବେ…
ଶବ୍ଦ ପ୍ରଦୂଷଣ ବିପଦ
ନାରାୟଣ ଚନ୍ଦ୍ର ବିଶ୍ୱାଳ ପରିବେଶ ପ୍ରଦୂଷଣ ପରେ ଶବ୍ଦ ପ୍ରଦୂଷଣ ଆଉ ଏକ ଗୁରୁତର ସମସ୍ୟା ଭାବେ ଆଧୁନିକ ସଭ୍ୟତାରେ ମୁଣ୍ଡ ଟେକିଛି। ଏଥିଯୋଗୁ ଆଜିର ମଣିଷ, ମୁଖ୍ୟତଃ ସହରର ମଣିଷ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ରୋଗରେ ଆକ୍ରାନ୍ତ…
ବସନ୍ତ ପ୍ରତ୍ୟାଖ୍ୟାତ ଉଦ୍ୟାନ
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ସିପାହି ବିଦ୍ରୋହରେ ଅଂଶଗ୍ରହଣ ଅପରାଧରେ ମ୍ୟାନ୍ମାରଠାରେ (ସେତେବେଳର ବର୍ମା) ନିର୍ବାସିତ ରୂପେ ଶେଷଜୀବନ କଟାଇଥିଲେ ଦିଲ୍ଲୀର ଶାସକ ତଥା ପ୍ରସିଦ୍ଧ ଉର୍ଦ୍ଦୁ କବି ବାହାଦୁର ଶାହ ଜାଫର। ନିବିଡ଼ ରୂପେ ଭଲପାଉଥିବା ଜନ୍ମଭୂମିର କୋଳରୁ ବହୁଦୂରରେ…
ସମସ୍ତଙ୍କୁ ପରୀକ୍ଷା
ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ଯୁଦ୍ଧରେ ମୁଖ୍ୟତଃ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ନେଇ ଚର୍ଚ୍ଚା ଚାଲିଛି। ପ୍ରତିବର୍ଷ ୟୁକ୍ରେନ୍ ସମେତ ଅନ୍ୟ ଦେଶକୁ ଭାରତୀୟ ଛାତ୍ରମାନେ ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ଏହାର ଗୋଟିଏ କାରଣ ହେଉଛି ସେଠାରେ ପଢ଼ିବା ଶସ୍ତା…
ଏଇ ଭାରତରେ
ରୋଷେଇ ବାଦ୍ ଷ୍ଟୋଭ୍ ଓଭାନ କାମ କରୁଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହା କରି ଦେଖାଇଛନ୍ତି ଅବ୍ଦୁଲ କରିମ। ସେ ଏହି ଉଦ୍ଭାବନର ନାମ ରଖିଛନ୍ତି ରକେଟ ଷ୍ଟୋଭ୍। ସବୁଠୁ ବଡ଼ କଥା ହେଉଛି, ଏଥିରେ ଇନ୍ଧନ…
ଦେବଦେବ ମହାଦେବ
ଅଲେଖ ଚନ୍ଦ୍ର ମିଶ୍ର ଦେବତାଙ୍କର ଦେବତା ସେ ମହାନ୍ ଦେବତା, ତେଣୁ ତାଙ୍କ ନାମ ଦେବଦେବ ମହାଦେବ। ସେ ସକଳ ଦେବଦେବୀଙ୍କର ପିତୃତୁଲ୍ୟ। କାରଣ ସୃଷ୍ଟିର ବହୁ ପୂର୍ବରୁ ଏକମାତ୍ର ବିରାଜିତ ଥିବା ଆଦିମାତାଙ୍କର ପତି ସେ। ଏ ବିଷୟରେ…
ଏମିତି ଫ୍ରି ଆଉ କେତେଦିନ
ଇବ୍ରାର ଖାଁ ଗଲା କିଛି ଦଶନ୍ଧି ହେଲା ସମାଜର ଗରିବ, ଦଳିତ, ନିଷ୍ପେଷିତ ବର୍ଗର ଲୋକମାନଙ୍କଠାରୁ ଆରମ୍ଭ କରି କୃଷକ, ଛାତ୍ର, ଭିନ୍ନକ୍ଷମ, ବୃଦ୍ଧ, ବିଧବା ପର୍ଯ୍ୟନ୍ତ ଅନେକଙ୍କୁ କେନ୍ଦ୍ର ଆଉ ରାଜ୍ୟ ସରକାରମାନଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ…
ଭାରତ ଅଧିକ ବିପଦାପନ୍ନ
କୋଭିଡ୍-୧୯ ଭୂତାଣୁ ବିଶ୍ୱକୁ କଲବଲ କରିଦେଇଥିବାରୁ ସବୁ ରାଷ୍ଟ୍ରର ଆର୍ଥିକ ଓ ସ୍ବାସ୍ଥ୍ୟଜନିତ ସମସ୍ୟା ବଢ଼ିଯାଇଛି। ଏଭଳି ସମୟରେ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ନେଇ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ଏଥିରେ ଦୁଇ ଦେଶର ବହୁ ଧନଜୀବନ ନଷ୍ଟ ହେବା ସହ…
ଗଣତନ୍ତ୍ରର ନୂଆ ମୁହଁ
ରୁଷିଆ ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଇତିମଧ୍ୟରେ ଚାରି ଦିନ ବିତିଗଲାଣି। ୟୁକ୍ରେନ୍ ଛୋଟିଆ ରାଷ୍ଟ୍ର ହୋଇଥିବାରୁ ବିଶ୍ୱବାସୀ ଭାବୁଥିଲେ କ୍ୱିଭ୍ ମସ୍କୋ ପାଖରେ ଆତ୍ମସମର୍ପଣ କରିଦେଇପାରେ। ଏହି ଆଶଙ୍କା ଅଧିକ ଦୃଢ଼ୀଭୂତ ହୋଇଥିଲା ଯେତେବେଳେ ଆମେରିକା…
ଜଙ୍ଗଲ ଅଭିବୃଦ୍ଧି ଓ ବନ୍ୟପ୍ରାଣୀ ସୁରକ୍ଷା
ସୁଧୀର କୁମାର ନାୟକ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଡେରାଡ଼ୁନସ୍ଥିତ ସ୍ବୟଂଶାସିତ ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ୨୦୧୯-୨୦ ଆର୍ଥତ୍କ ବର୍ଷରେ ଓଡ଼ିଶାରେ ୫୩୭.୪୪ ବର୍ଗ କି.ମି. ଜଙ୍ଗଲ ବୃଦ୍ଧି…
ତୋ ବେଳକାଳ ଆସୁଛି
ଶ୍ରୁତକୀର୍ତ୍ତି ତ୍ରିପାଠୀ ର୍ଷକ ଧାଡ଼ିଟି ଲୋକମୁଖରେ ଖୁବ୍ ଆଦୃତ ଏକ ଢଗରୁ ଆସିଛି, ଯାହାର ସମ୍ପୂର୍ଣ୍ଣ ପଂକ୍ତିଟି ଏହିଭଳି:- ” ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି ମଝି ବରଡ଼ା ଥାଇ କହୁଛି, ତୋ ବେଳକାଳ ଆସୁଛି।“ ବୁଝାଇ କହିଲେ,…
ଏଇ ଭାରତରେ
ଜଣେ ୟୁପିଏସ୍ସି ଆଶାୟୀଙ୍କ ଶିକ୍ଷା ପ୍ରତି ସମର୍ପିତ ଭାବ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ଏହି ଯୁବକ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ବଦୌନ ଜନ୍ମିତ ନରେଶ ପାଲ୍। ସେ ରହୁଛନ୍ତି ଦିଲ୍ଲୀରେ। ଯମୁନାଖଦର ଅଞ୍ଚଳର ଏକ ପୋଲ ତଳେ…
Archives


