ଏଇ ଭାରତରେ

ଏବେ ମହିଳାମାନେ ସାମାଜିକ ରୂଢ଼ିବାଦୀ ମାନସିକତା ଦୃଷ୍ଟିକୋଣରୁ ବାହାରକୁ ଆସି ସଫଳତାର ନୂଆ ରେକର୍ଡ ସ୍ଥାପନ କରୁଛନ୍ତି। ଦିଲ୍ଲୀ ପରିବହନ ବିଭାଗ (ଡିଟିସି)ରେ ବସ୍‌ ଡ୍ରାଇଭର ଭାବେ ୧୧ ମହିଳାଙ୍କୁ ନିଯୁକ୍ତି ଦିଆଯିିବା ଏହାର ଉତ୍କୃଷ୍ଟ ଉଦାହରଣ। ଛୋଟ ସହର ଏବଂ ଗ୍ରାମରୁ ଜାତୀୟ ରାଜଧାନୀରେ ବସ୍‌ ଡ୍ରାଇଭର ହେବା ପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା କେବଳ ପ୍ରଚଳିତ ରୂଢ଼ିବାଦୀ ଚିନ୍ତାଧାରାକୁ ଦୂର କରି ନାହିଁ, ବରଂ କିଛି ଭିନ୍ନ କରିବାକୁ ପ୍ରେରଣା ଯୋଗାଇଛି।
ରାଜଘାଟରେ ଅବସ୍ଥିତ ବସ୍‌ ଡିପୋରେ ଥିବା କେତେଜଣ ମହିଳା ଡ୍ରାଇଭର କହିଛନ୍ତି, ଆଜି ବି ସମାଜର ବହୁ ବ୍ୟକ୍ତି ରୂଢ଼ିବାଦୀ ଚିନ୍ତାଧାରା ଅନୁସରଣ କରୁଛନ୍ତି। ହେଲେ ପରିବାର ଏବଂ ସରକାରଙ୍କ ସମର୍ଥନ ମିଳିଲେ ମହିଳାମାନେ ଶୀର୍ଷରେ ପହଞ୍ଚତ୍ବା ପାଇଁ ବେଶି ସମୟ ଲାଗିବ ନାହିଁ ବୋଲି ସେମାନେ ମତପୋଷଣ କରିଛନ୍ତି। ରାଜସ୍ଥାନର ବାଡମେର ଅଞ୍ଚଳର କୋମଳ ଚୌଧୁରୀ କହିଛନ୍ତି, ତାଙ୍କ ଗ୍ରାମର ମହିଳାମାନେ ଓଢ଼ଣିରେ ରୁହନ୍ତି। ପିଲାଦିନରୁ ତାଙ୍କ ବାପା ତାଙ୍କୁ ପୁରୁଷଙ୍କ ସହିତ ଖେଳିବାକୁ ଉତ୍ସାହିତ କରିଆସୁଥିଲେ। ସେ କହୁଥିଲେ ସଂଘର୍ଷ ହେଉଛି ଜୀବନ। ଡିଟିସିରେ ମହିଳା ବସ୍‌ ଡ୍ରାଇଭର ନିଯୁକ୍ତି ପାଇଁ ବିଜ୍ଞାପନ ଦେଖିବା ପରେ ସେ ଅନ୍‌ଲାଇନ ଫର୍ମ ପୂରଣ କରିବାକୁ କହିଥିଲେ। ଚୟନ ପରେ ପ୍ରଶିକ୍ଷଣ ଏବଂ ଡ୍ରାଇଭିଂ ପରୀକ୍ଷା ମଧ୍ୟ ହୋଇଥିଲା। ଏହା ଏକ ଗର୍ବର ଅନୁଭବ। ନିଯୁକ୍ତି ଏକବର୍ଷ ପାଇଁ ଚୁକ୍ତିଭିତ୍ତିକ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋକିଲାଙ୍କ ପେଟ ଚିନ୍ତା ଥିଲା ଅହମଦାବାଦର ମଞ୍ଜୁଳାବେନ୍‌ଙ୍କର। ତାଙ୍କ ଆଖପାଖରେ କେହି କ୍ଷୁଧା ଜୀବନ ବିତାନ୍ତୁ, ଏହା ସେ ଚାହଁୁ ନ ଥିଲେ। ସେଥିପାଇଁ ସକାଳ...

ପରିବର୍ତ୍ତନ ଅପେକ୍ଷାରେ

ଭାରତରେ ଲକ୍‌ଡାଉନ ୩ ମେ’ରେ ଶେଷ ହେଉଛି। କିନ୍ତୁ ୪ ମେ’ କିମ୍ବା ଏହାପରେ ସମ୍ଭବତଃ ପରିସ୍ଥିତି ସମାନ ନ ଥିବ। ଜୁନ୍‌ରେ ସ୍କୁଲ୍‌ ଖୋଲିବାକୁ...

ତମାଖୁ ପରିବେଶ ପ୍ରତି ବିିପଦ

ଡା. ପ୍ରଶାନ୍ତ କୁମାର ପରିଡ଼ା ପ୍ରତିବର୍ଷ ମେ ମାସ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଇଥାଏ। ଏହି ଦିବସରେ ସାଧାରଣ...

ନୋବେଲ ଶାନ୍ତି ପୁରସ୍କାର, କ୍ଷୁଧା ଓ ଭାରତ

ଭାଲଚନ୍ଦ୍ର ଷଡ଼ଙ୍ଗୀ ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ଏଭଳି ଏକ ସଂସ୍ଥାକୁ ଦିଆଗଲା, ଯାହାର ଶାନ୍ତି ସହିତ କୌଣସି ସମ୍ପର୍କ...

ଏଇ ଭାରତରେ

ଜୀବନରେ ଘରପରିବାରକୁ ପଛ କରି ଅସହାୟ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ବାହାରି ଆସନ୍ତି ଅହମ୍ମଦାବାଦର ଏକ ଦମ୍ପତି। ଦୀପକ ଏବଂ ମଞ୍ଜୀର ଚାକିରି କରିଥିଲେ। ଅବସର...

ଗାନ୍ଧୀଙ୍କ ଈଶ୍ୱର

ପ୍ରଖ୍ୟାତ ବୈଜ୍ଞାନିକ ନିଉଟନ ବିଶ୍ୱାସ କରୁଥିଲେ ଯେ ଏ ସମଗ୍ର ବିଶ୍ୱର ସୃଷ୍ଟି ଏକ ସଚେତନ ମହାଶକ୍ତି ଦ୍ୱାରା ସମ୍ଭବ ହୋଇଛି। ମାତ୍ର ତାଙ୍କର ଜଣେ...

ଅକ୍ଷର ଜ୍ଞାନ ବନାମ ସାକ୍ଷରତା

ନଗେନ୍ଦ୍ର ନାଥ ପଟ୍ଟନାୟକ ଜ୍ଞାନ ମନୁଷ୍ୟ ପାଇଁ ଦଶଟି ମାର୍ଗ ଉନ୍ମୁକ୍ତ କରିଥାଏ। କିନ୍ତୁ ମଣିଷ ଯେତେବେଳେ ପଢ଼ାଲେଖା ଭଳି ମୌଳିକ କଥା ଜାଣିପାରୁନି, ନିଜର...

ବାର୍ଡ ଫ୍ଲୁ ଓ ଆମ ନୀତି

ମାନେକା ଗାନ୍ଧୀ ଭାରତର ଅନେକ ରାଜ୍ୟରେ ଲାଗିରହିଥିବା ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ଲାଗି ସେଠାରେ କୁକୁଡ଼ାଙ୍କୁ ମାରି ଦିଆଯାଉଛି। ନ ବୁଝିଶୁଝି ସ୍ବାସ୍ଥ୍ୟ ବିଭାଗ...

Advertisement
Archives

Model This Week