ଏଇ ଭାରତରେ
ବୟସ ୯୨। ହେଲେ ହାତ ଥମି ନାହିଁ କି ମନୋବଳ ଭାଙ୍ଗିନାହିଁ। ପ୍ଲାଷ୍ଟିକ ବର୍ଜ୍ୟର କିଭଳି ରିସାଇକ୍ଲିଂ ବା ପୁନଃ ଉପଯୋଗ କରାଯାଇପାରିବ ତାହାର ଏକ ପ୍ରେରଣାଦାୟକ ପଥ ଦେଖାଇଛନ୍ତି ଚେନ୍ନାଇର ଜାନକୀ ବିଶ୍ୱମ୍। ଅଦରକାରୀ ପ୍ଲାଷ୍ଟିକ୍ ଓ ବ୍ୟାଗ୍ରୁ...
ପଞ୍ଚାୟତ ନିର୍ବାଚନ ଓ ଦଳୀୟ ଚିହ୍ନ
ରବିନାରାୟଣ ସାମଲ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ – ଏମିତି ତିନୋଟି ସ୍ତରକୁ ନେଇ ଆମ ରାଜ୍ୟରେ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟଙ୍କୁ...
ବ୍ୟାଙ୍କ ବ୍ୟବସ୍ଥାର ଅଧୋଗତି
ସମରେନ୍ଦ୍ର ବଳିଆରସିଂହ କହିଲେ ଦେଖି, ଆପଣ ଖବରକାଗଜ ଭିତର ପୃଷ୍ଠାରେ ଛୋଟ ଛୋଟ ଅକ୍ଷରରେ ବାହାରୁଥିବା ବିଭିନ୍ନ ବ୍ୟାଙ୍କର ବିଜ୍ଞାପନ ପଢ଼ନ୍ତି? ସେହି ବିଜ୍ଞାପନରେ ଲେଖାଥାଏ, ଦଖଲ ନୋଟିସ/ଡିମାଣ୍ଡ ନୋଟିସ କିମ୍ବା ଇ-ନିଲାମ/ମେଗା ଇ-ନିଲାମ କିମ୍ବା ସ୍ଥାବର ସମ୍ପତ୍ତି...
ଲଦାଖକୁ ବିପଦ
ଭାରତ ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରି ଜମ୍ମୁ କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଛନ୍ତି। ଏଭଳି ପଦକ୍ଷେପ ନେଇ ସରକାର ଲଦାଖର ବିକାଶ ଚିନ୍ତା କରୁଥିବାବେଳେ ମେ ୨୦୨୦ରେ ଚାଇନା ସୈନ୍ୟ ଏଲ୍ଏସି ଟପି...
ଚାଲ୍ କ’ଣ
ଗତ ସପ୍ତାହରେ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଛି। ତାଙ୍କ ନିକଟରୁ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଓ ଗାଡ଼ିମୋଟର ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ,...
ଏଇ ଭାରତରେ
ଦୀର୍ଘ ୨୦ ବର୍ଷ ହେଲା ନିଜ ରୋଜଗାରରୁ ଗରିବ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି କେରଳର କୋଡୁଙ୍ଗାଲାରୁ ନିବାସୀ ଶିନୋନ୍ଦ ପି.ସି. ଏବଂ ତାଙ୍କ ସ୍ତ୍ରୀ ବିନ୍ଦୁ। ପ୍ରତିମାସରେ ୧୫୦ଟି ଗରିବ ପରିବାରକୁ ସେମାନଙ୍କ ଆୟର ଏକ ସିଂହଭାଗ...
ମହିମାଗାଦିର ମହାମେଳା
ଡ. ଉଦ୍ଧବ ଚରଣ ନାୟକ ମହିମାଗାଦି ହେଉଛି ଓଡ଼ିଶାର ନିଜସ୍ବ ଧର୍ମ ମହିମାଧର୍ମର ପୁଣ୍ୟପୀଠ। ଏହି ଧର୍ମର ପ୍ରାଣପ୍ରତିଷ୍ଠାତା ମହିମା ଗୋସେଇଁ ଦୀର୍ଘ ୧୪ବର୍ଷକାଳ ପଦବ୍ରଜରେ ଭ୍ରମଣ ପୂର୍ବକ ମହିମାଧର୍ମର ଶାଶ୍ୱତବାଣୀ ପ୍ରଚାରକରି ପରିଶେଷରେ ଢେଙ୍କାନାଳର ଯୋରନ୍ଦା ମହିମା ଆଶ୍ରମଠାରେ...
ଏ ଉପଦେଶ କ’ଣ ପାଇଁ
କିଶୋର ଜେନା ଅଧିକାର ଏବଂ ଅଧିକାର ପାଇଁ ଲଢ଼େଇରେ ଗତ ୭୦ ବର୍ଷରେ ଅନେକ ସମୟ ବ୍ୟୟ ହୋଇଛି ଏବଂ ସେଥିରେ ଭାରତ ଦୁର୍ବଳ ହୋଇଛି। ଦେଶର ଅଧିକାଂଶ ଲୋକ ନିଜର ଅଧିକାର ଆଦାୟ କରିବା ପାଇଁ ଯେତେ ଚେଷ୍ଟା...
ୟୁକ୍ରେନ୍ରେ ଯୁଦ୍ଧ
ୟୁକ୍ରେନ୍ ଉପରେ ରୁଷିଆ ଖୁବ୍ଶୀଘ୍ର ଆକ୍ରମଣ କରିପାରେ ବୋଲି ଦୀର୍ଘ ସମୟ ଧରି ଆଲୋଚନା ଚାଲିଲାଣି। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ମଧ୍ୟରେ ଫେବୃୟାରୀ ୧୨ରେ ହୋଇଥିବା...
କିଏ ସତ, କିଏ ମିଛ
ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭାରେ ୨୦୧୮ରେ ଏକ ସଂକଳ୍ପ ଗୃହୀତ ହୋଇଥିଲା। ଏହା ପରେ ତାହାକୁ ଲୋକ ସଭା ଓ ରାଜ୍ୟ ସଭାର ସେକ୍ରେଟାରି ଜେନେରାଲ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସଚିବଙ୍କ ନିକଟକୁ ପଠାଯାଇଥିବା...
ଆଗାମୀ ତନ୍ତ୍ର
ମନୁଷ୍ୟ ସମାଜ ପ୍ରାରମ୍ଭରୁ ଏଯାଏ ନିଜର ଆବଶ୍ୟକତା ପାଇଁ ଅନେକ ଶାସନତନ୍ତ୍ର ଆବିଷ୍କାର କରିଛି, ପୁଣି ତାହାକୁ ଫିଙ୍ଗିଦେଇ ନୂଆ ଆବଶ୍ୟକତା ଅନୁରୂପ ନୂଆ ତନ୍ତ୍ର ଖୋଜି ବାହାରିଛି। ଆଜି ପୃଥିବୀରେ ମୌଳିକତଃ ଦୁଇଟି ଶାସନ ତନ୍ତ୍ର ମଣିଷ ଏବଂ...
ବିବାହ ବୟସ ଚିନ୍ତା
ପ୍ରାଚୀନ କାଳରୁ ଭାରତରେ ପ୍ରଚଳିତ ବିଭିନ୍ନ ପ୍ରଥା ପରମ୍ପରାର ଶିକାର ହେଉଥିବା କନ୍ୟାମାନେ ଯେଉଁ ଦୁର୍ଦ୍ଦଶା ଭୋଗ କରୁଥିଲେ, ତା’ର ନିରାକରଣ ପାଇଁ ଅନେକ ସାମାଜିକ ବିପ୍ଳବ ହୋଇଥିଲା। ବର୍ତ୍ତମାନର ଭୋଟସର୍ବସ୍ବ ରାଜନୀତି ପରି ସେତେବେଳେ ମଧ୍ୟ ଇଂରେଜମାନେ ଭାରତୀୟ...
Archives


