ସମ୍ପାଦକୀୟ

ଅର୍ଥନୀତିର ବିସଙ୍ଗତି ଓ ପରିଣାମ

ଶକ୍ତି ରଞ୍ଜନ ଦାଶ   ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାର ପରିସ୍ଥିତି ଯଦି ନିରୀକ୍ଷଣ କରିବା ତାହା ଅତ୍ୟନ୍ତ ଦୟନୀୟ ପରିସ୍ଥିରେ ଗତି କରୁଛି। ଋଣଗ୍ରସ୍ତ ଶ୍ରୀଲଙ୍କା ଏବେ ଦେବାଳିଆ ସ୍ଥିତିରେ। ଏହାର ଦୁର୍ବଳ ଅର୍ଥନୀତି ଦେଶର ସାର୍ବଭୌମତ୍ୱ ପ୍ରତି...

ପ୍ରଯୁକ୍ତି ବିଦ୍ୟାରେ ଭାରତ

ଡ. ଗୌରୀଶଙ୍କର ସାହୁ   ମେ’ ୩୧, ୧୮୯୩। ଜାପାନର ୟୋକୋହାମାରୁ କାନାଡାର ଭାଙ୍କୋଭର ଅଭିମୁଖେ ଚଳମାନ ଏକ ଷ୍ଟିମର। ଅନ୍ୟ ସହଯାତ୍ରୀଙ୍କ ସହ ଯାତ୍ରା କରୁଥାନ୍ତି ଭାରତର ଦୁଇଜଣ ଯୁଗପୁରୁଷ- ସ୍ବାମୀ ବିବେକାନନ୍ଦ ଓ ଜାମସେଦ୍‌ଜୀ ଟାଟା। ଟାଟା...

ପବନ ଉଡ଼େଇନେଲା

ବିହାର ସୁଲତାନଗଞ୍ଜରେ ଗଙ୍ଗା ନଦୀ ଉପରେ ନିର୍ମିତ ଏକ ପୋଲର କିଛି ଅଂଶ ଏପ୍ରିଲ ୨୯ରେ ହୋଇଥିବା ଝଡ଼ବାତ୍ୟାରେ ଭୁଶୁଡ଼ି ପଡ଼ିଥିଲା। ସୁଖର କଥା ଯେ, ଏଥିରେ କେହି ମୃତାହତ ହୋଇ ନ ଥିଲେ। ଏ ବିଷୟରେ କେନ୍ଦ୍ର ସଡ଼କ...

ଅସାନି ଆସିଲା

ଚଳିତ ବର୍ଷ ମେ’ ପ୍ରଥମାର୍ଦ୍ଧରେ ପ୍ରଚଣ୍ଡ ତାତି ମଧ୍ୟରେ ଅସାନି ବାତ୍ୟା ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ବାତ୍ୟା ଯୋଗୁ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ମହାରାଷ୍ଟ୍ର ଓ ଗୁଜରାଟ ଭଳି ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ବିପତ୍ତିର ସମ୍ମୁଖୀନ ହେଉଛନ୍ତି।...

ଏଇ ଭାରତରେ

ନିଷ୍ଠା, ତ୍ୟାଗ ଓ ସମର୍ପଣ ଭାବରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏଭଳି ମନ୍ତ୍ରକୁ ଆଧାର କରି ଗୁଜରାଟ ବନାଶକାଣ୍ଠ ଜିଲା ନିବାସୀ ନବଲବେନ୍‌ ଚୌଧୁରୀ ପଶୁପାଳନ ବିଜ୍‌ନେସରେ ବେଶ୍‌ ସଫଳତା ପାଇଛନ୍ତି। ଏସିଆର ସବୁଠୁ ବଡ଼ ‘ବନାସ ଡାଏରୀ’...

ଦେହ କ’ଣ ଧର୍ମଶାଳା

ଡ.ନରେନ୍ଦ୍ର ପ୍ରସାଦ ଦାସ ଆମ ଦେହରେ ଆମ ଅଜାଣତରେ ଲକ୍ଷ ଲକ୍ଷ ଅଣୁଜୀବ ବାସ କରୁଛନ୍ତି କହିଲେ ହୁଏତ ଆମ ଭିତରୁ ଅନେକ ବିଶ୍ୱାସ କରିବେ ନାହଁି। ବ୍ୟାକ୍ଟେରିଆ, ଫିମ୍ପିଜାତୀୟ କବକ, ନାଳଝାଡ଼ା କି ମ୍ୟାଲେରିଆା କରାଉଥିବା ଜୀବାଣୁ, କାଛୁ...

ଚାଉଳ କେବେ ମହଙ୍ଗା ହେବ

ମନୋରଞ୍ଜନ ପଟ୍ଟନାୟକ ୟଙ୍ଗ୍‌ ଇଣ୍ଡିଆରେ ଗାନ୍ଧିଜୀ ଲେଖିଥିଲେ, ୧୯୨୩ ମାର୍ଚ୍ଚ ୨୬ ଦିନ ସେ ପୁରୀ ବଡ଼ଦାଣ୍ଡରେ ଦୁର୍ଭିକ୍ଷ ପ୍ରପୀଡ଼ିତମାନଙ୍କ ଗହଣରେ ଉପସ୍ଥିତ ଥାଆନ୍ତି। ପୀଡ଼ିତମାନେ କରୁଣ ସ୍ବରରେ ରଡ଼ି ପକାଉଥାନ୍ତି ଆମକୁ ଖାଇବାକୁ ଦିଅ, ପଚାରୁଥାନ୍ତି ‘ଚାଉଳ କେବେ...

ପ୍ରଧାନମନ୍ତ୍ରୀ ଗଲେ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଶେଷରେ ୯ ମେ’ରେ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ସଙ୍କଟ ଦେଖାଦେବାଠାରୁ ଦେଶବାସୀ ପ୍ରଧାନମନ୍ତ୍ରୀ ମହିନ୍ଦା ଓ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଲାଗି ଅଡ଼ି ବସିଥିଲେ। ଦ୍ୱିତୀୟ ଥର ଲାଗି ଶ୍ରୀଲଙ୍କାରେ ଜାତୀୟ...

ରକ୍ତ ଝୁଣୁଛନ୍ତି

ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି(ଏମ୍‌ପିସି) ନିକଟରେ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି। ଫଳରେ ଏହା ୪.୪ ପ୍ରତିଶତରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, ରେପୋ ରେଟ୍‌ ହେଉଛି ଏକ ହାର, ଯେଉଁଥିରେ ଆର୍‌ବିଆଇ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ପାଣ୍ଠିରେ ନିଅଣ୍ଟ...

ମହୋଦଧିର ମହତ୍ତ୍ୱ ଓ ପର୍ଯ୍ୟଟକର ଭାବନା

ସଦ୍ୟ ପୁରୀ ସମୁଦ୍ରଜଳରେ ଜଣେ ନିରୀହ ପର୍ଯ୍ୟଟକଙ୍କର ସଲିଳସମାଧି ଜନସାଧାରଣଙ୍କୁ ବ୍ୟଥିତ କରିଛି। ହସି ହସି ବାପାଙ୍କ ସହିତ ଖେଳୁଥିବା ଶିଶୁଟିଏ ନିଜ ଆଖି ସାମ୍ନାରେ ବାପାଙ୍କୁ ଆଜୀବନ ହରେଇ ସାରିଛି, ଏ କଥା ସେ ବିଶ୍ୱାସ କରିବ କେମିତି?...

ଏଇ ଭାରତରେ

ସେ ମୁସଲମାନ, ପୁଣି ଦିବ୍ୟାଙ୍ଗ; ତଥାପି ଭାରତନାଟ୍ୟମ୍‌ର ଜଣେ ଶ୍ରେଷ୍ଠ ଡ୍ୟାନ୍ସର। ସେହି ସଫଳ କଳାକାର ହେଉଛନ୍ତି ଦିଲ୍ଲୀର ହୁସେନ। ହ୍ବିଲ୍‌ଚେୟାର ତାଙ୍କର ଶାହା ହେଲେ ମଧ୍ୟ ବହୁ ଘାତପ୍ରତିଘାତ ମଧ୍ୟରେ ହୁସେନ ନାଚ ଶିଖି ଏବେ ୯୦ରୁ ଅଧିକ...

ଆମେ ତଳକୁ ଖସୁଛୁ

ଜୁଲାଇ ୨୦୨୦ରେ ୨୯ଟି ପ୍ରମୁଖ ବୈଶ୍ୱିକ ସୂଚକାଙ୍କରେ ଭାରତର ପ୍ରଦର୍ଶନ ଯାଞ୍ଚ କରିବେ ବୋଲି ସରକାର ଘୋଷଣା କରିଥିଲେ। ଭାରତର ର଼୍ୟାଙ୍କିଙ୍ଗ୍‌ରେ କିଭଳି ଉନ୍ନତି ଅଣାଯାଇପାରିବ ସେଥିପାଇଁ ୪୭ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ନେଇ ଏକ ବୈଠକ ବି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri