୭.୦୪ରୁ ୭.୦୧
ଖୁଚୁରା ମୁଦ୍ରାସ୍ଫୀତି ଗତ ମେ’ରେ ୭.୦୪ ପ୍ରତିଶତ ରହିଥିଲା। ଜୁନ୍ରେ ଏହା କମି ୭.୦୧ ପ୍ରତିଶତରେ ପହଞ୍ଚିଥିବାରୁ କେନ୍ଦ୍ର ସରକାର ଏହି ତଥ୍ୟକୁ ବଡ଼ ଆକାରରେ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ହେଲେ ଭାରତୀୟ ଟଙ୍କାର ମୂଲ୍ୟ କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ…
ଏଇ ଭାରତରେ
ଫଳ ବଗିଚାଟିଏ ଥିଲେ ତା’ଉପରେ ସମସ୍ତଙ୍କର ଆଖି ଥାଏ। ଫଳ ଲୋଭରେ ଅନେକେ ସୁଯୋଗ ଦେଖି ବଗିଚାରୁ ଚୋରି କରିବାକୁ ଭୁଲନ୍ତି ନାହିଁ, ଯେଉଁଥିପାଇଁ ଏକ ଆମ୍ବବଗିଚାକୁ ମଣିଷଙ୍କ ସହ କୁକୁରମାନଙ୍କୁ ଜଗୁଆଳି ଭାବେ ରଖାଯାଇଛି। ଏଭଳି ଏକ ବଗିଚା ଦେଖିବାକୁ…
ମାଗି ଓଳଗି
ରଞ୍ଜନ କୁମାର ଦାସ ଅନ୍ନମୟ ପ୍ରାଣ। ବିନା ଖାଦ୍ୟରେ ଦେହ ଧାରଣ କରି ରହିବା ଅସମ୍ଭବ। ତେଣୁ ମଣିଷ ହେଉ ବା ପ୍ରାଣୀ ତାକୁ ବଞ୍ଚତ୍ବାକୁ ହେଲେ ଖାଦ୍ୟ ଗ୍ରହଣ କରିବାକୁ ପଡ଼େ। ମାତ୍ର ଯିଏ ଯେତେ ସମ୍ଭ୍ରମ ଭାବରେ ଖାଦ୍ୟ…
ଶ୍ରୀଲଙ୍କା ଜନବିଦ୍ରୋହ ଅନ୍ତରାଳେ
ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ଶନିବାର ଶ୍ରୀଲଙ୍କାରେ ଏକ ଅଭୂତପୂର୍ବ ଗଣବିଦ୍ରୋହ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ରାଜଧାନୀ କଲମ୍ବୋରେ ରାଷ୍ଟ୍ରପତି ଭବନ ଓ ସଂସଦକୁ ଏକରକମ ଦଖଲ କରି ନେଇଛନ୍ତି। ପ୍ରଧାନମନ୍ତ୍ରୀ ରନିଲ…
ଭାରତ ନଂ.୧
ଆସନ୍ତା ୨୦୨୩ କେବଳ ଆଉ ଏକ ନୂଆବର୍ଷ ହେବ ନାହିଁ, ଏହା ଭାରତୀୟଙ୍କ ପାଇଁ ଏକ ଉଲ୍ଲାସର ବାର୍ତ୍ତା ନେଇ ଆସିବ। ଯାହା କିଛି ବର୍ଷ ପୂର୍ବରୁ ଜାଣିଥିଲୁ ତାହାକୁ ଜାତିସଂଘ ତରଫରୁ ଏବେ ବିଧିବଦ୍ଧ ସ୍ବୀକୃତି ମିଳିଛି। ଜୁଲାଇ ୧୧…
ଏଇ ଭାରତରେ
ପିଲାମାନେ ମାଟ୍ରିକ୍ ପାସ୍ କଲେ ଖୁସି ହୁଅନ୍ତି। ବୟସ୍କମାନେ ପାସ୍ କଲେ ତ ତା’ଠାରୁ ଅଧିକ ଖୁସି ହେବା ସ୍ବାଭାବିକ। ହେଲେ ୨୮ ବର୍ଷ ତଳୁ ମାଟ୍ରିକ୍ ପାସ୍ ସ୍ବପ୍ନ ଦେଖୁଥିବା ଜଣେ ୫୩ ବର୍ଷ ବୟସ୍କା ମହିଳା ମାଟ୍ରିକ୍ ପାସ୍…
ଭାରତ, ଇଣ୍ଡିଆ ଓ ଇଂରାଜୀ ଭାଷା
ଡ. ନିରଞ୍ଜନ ମିଶ୍ର ଭାରତକୁ ଦୁଇଟି ଇଂଲଣ୍ଡ ଆସିଥିଲେ- ଏ କଥା କହିଛନ୍ତି ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ‘ଡିସ୍କଭରି ଅଫ୍ ଇଣ୍ଡିଆ’ ପୁସ୍ତକରେ ପଣ୍ଡିତଜୀ ଲେଖିଛନ୍ତି ”ହୁଇଚ୍ ଅଫ୍ ଦି ଟୁ ଇଂଲଣ୍ଡ କେମ୍ ଟୁ ଇଣ୍ଡିଆ?……
ଜୀବନ ବିରୋଧରେ ବିଦ୍ରୋହ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ଥରେ ଜଣେ ସାଧୁ ସହସ୍ରାଧିକ ଶ୍ରଦ୍ଧାଳୁ ଶ୍ରୋତାଙ୍କୁ ପ୍ରବଚନ ଦେଲାବେଳେ ପଚାରିଲେ, ”କେଉଁମାନେ ମରିବାକୁ ଇଚ୍ଛା କରନ୍ତି ହାତ ଟେକନ୍ତୁ!“ ସାଧୁଙ୍କର ଏପରି ଅଜବ ଜିଜ୍ଞାସା କିଛି ଅଯୌକ୍ତିକ ନ ଥିଲା। ଅନିତ୍ୟ ଜୀବନର ଅସାରତା…
ଗଣତନ୍ତ୍ର ପରେ
ଅର୍ଥନୈତିକ ସଙ୍କଟ ଗୋଟେ ଦେଶକୁ କିଭଳି ସ୍ଥିତିକୁ ନେଇଯାଏ ତାହାର ସଦ୍ୟ ଉଦାହରଣ ପାଲଟିଯାଇଛି ଶ୍ରୀଲଙ୍କା। ୨ କୋଟି ୧୯ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପରାଷ୍ଟ୍ରରେ ହାହାକାର ପଡ଼ିଯାଇଛି। ଖାଦ୍ୟଶସ୍ୟ, ଔଷଧ, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ, ବିଦ୍ୟୁତ୍…
ଆମ ଅପାରଗତା
ବିଶ୍ୱର ବାର୍ଷିକ ମୁଣ୍ଡପିଛା ହାରାହାରି ମୋଟ ଘରୋଇ ଉତ୍ପାଦ(ଜିଡିପି)୧୨,୨୦୦ ଆମେରିକୀୟ ଡଲାର(ୟୁଏସ୍ଡି)। ହିସାବରେ ଏହା ବର୍ଷକୁ ମୁଣ୍ଡ ପିଛା ପ୍ରାୟ ୯.୬ ଲକ୍ଷ ଟଙ୍କା ବା ମାସକୁ ୮୦ ହଜାର ଟଙ୍କା। ଅର୍ଥାତ୍, ଯଦି ସାରା ବିଶ୍ୱର ଜିଡିପି, ସମସ୍ତ ସାମଗ୍ରୀ…
ଡାଇମେନ୍ସନର ନବ ସୂତ୍ରଧର
ଗୋଟେ ଧାରଣା ରହିଆସିଛି ଯେ, ଗଣିତରେ ଝିଅମାନେ ପୁଅମାନଙ୍କଠାରୁ ଦୁର୍ବଳ। କିନ୍ତୁ ଏଥିରେ ଅନେକ ପରିବର୍ତ୍ତନ ଦେଖାଦେଲାଣି। ଏବେ ଆଉ କୌଣସି କ୍ଷେତ୍ର ଝିଅମାନଙ୍କ ସକାଶେ ଅଭେଦ୍ୟ ଥିବା ମନେହେଉ ନାହିଁ। ନିକଟରେ ଅନ୍ତର୍ଜାତୀୟ ଗଣିତ ସଂଘ (ଆଇଏମ୍ୟୁ) ୨୦୨୨ ଫିଲ୍ଡସ…
ବିକାଶ ପଥେ ମତ୍ସ୍ୟକ୍ଷେତ୍ର
ପ୍ରତିବର୍ଷ ଜୁଲାଇ ୧୦ ତାରିଖକୁ ଜାତୀୟ ମତ୍ସ୍ୟଚାଷୀ ଦିବସ ଭାବେ ସାରା ଭାରତରେ ପାଳନ କରାଯାଏ। ଏହି ଦିନଟି ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିବସ। ଆଜିର ଦିନରେ ଭାରତୀୟ ମତ୍ସ୍ୟକ୍ଷେତ୍ରକୁ ଏକ ଉଲ୍ଲେଖନୀୟ ସଫଳତା ମିଳିଥିଲା ଓ ଏହା ଓଡ଼ିଶା…
Archives


