ଏଇ ଭାରତରେ
ନିଶାସକ୍ତ ଜୀବନର ଅନ୍ଧକାରମୟ ଭବିଷ୍ୟତକୁ ଭଲଭାବେ ନିରୀକ୍ଷଣ କରିଛନ୍ତି ନାଗପୁରର ବିଜୟ ବର୍ଷେ। ସେଥିପାଇଁ ସେ ଅନେକ ହଜାର ବସ୍ତିପିଲାଙ୍କୁ ଫୁଟବଲ ମାଧ୍ୟମରେ ନିଶା କବଳରୁ ଉଦ୍ଧାର କରି ଉନ୍ନତ ଜୀବନ ଜିଇବାରେ ସାହାଯ୍ୟ କରିଛନ୍ତି। ବିଜୟ ୨୦୦୧ରୁ ‘ଝୋପଡ଼ପଟ୍ଟି...
ଆକ୍ରୋଶର ଶେଷ କେବେ
ବର୍ତ୍ତମାନ ଜ୍ଞାନବାପି ମସ୍ଜିଦ ଚର୍ଚ୍ଚା ଦେଶରେ ସବୁଠୁ ଚର୍ଚ୍ଚିତ ବିଷୟ ହୋଇଛି। ଅଯୋଧ୍ୟା ବାବ୍ରି ମସ୍ଜିଦ ପ୍ରସଙ୍ଗ ଯେଭଳି ଅନେକ ଦଶନ୍ଧି ଧରି ରହିଥିଲା ସେଭଳି ଏହା ରହି ନ ପାରେ, କିନ୍ତୁ କିଛି ବର୍ଷ ରହିବାର ସମ୍ଭାବନା ରହିଛି।...
ସେଲିବ୍ରିଟି ସେବିକା
ପରିବାରର ୧୯ତମ ସନ୍ତାନ ଭାବେ ଆନ୍ନା କାବାଲେ ଡୁବା କେନିଆର ଟୁର୍ବି ଅଞ୍ଚଳର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପୁଅମାନଙ୍କୁ ପଢ଼ିବାର ସୁଯୋଗ ଥିବା ବେଳେ ଝିଅମାନଙ୍କୁ କମ୍ ବୟସରେ ବିବାହ କରିଦେବା ଚିନ୍ତା ମାତାପିତାଙ୍କୁ ଘାରିଥାଏ। ଏଭଳି ରିଗ୍ରେସିଭ୍...
ଦୃଶ୍ୟମାନ ଈଶ୍ୱରଙ୍କ ଦୁଃଖ
ଈଶ୍ୱର ତ ଚିରକାଳ ଅଦୃଶ୍ୟ। ପୁଣି ଏହି ଅପହଞ୍ଚ ଇଲାକାର ଅଧୀଶ୍ୱର ତ ସକଳ ପ୍ରାଣୀଙ୍କ ଦୁଃଖମୋଚନର ଏକମାତ୍ର ସମର୍ଥ ଆଶ୍ରୟ। ସୁତରାଂ ‘ଦୃଶ୍ୟମାନ ଈଶ୍ୱରଙ୍କ ଦୁଃଖ’ ଶୀର୍ଷକ ଏ ସ୍ତମ୍ଭର ପାଠିକାପାଠକଙ୍କ ଚେତନାରେ ଏକ ନିଶ୍ଚିତ ବିରୋଧାଭାସ ଭଳି...
ଏଇ ଭାରତରେ
ଦୁନିଆରେ ଦିବ୍ୟାଙ୍ଗମାନେ ସାମାଜିକ ସ୍ରୋତରେ ପଛରେ ରହିଯାଉଛନ୍ତି। ଏହାର ଅନେକ କିଛି କାରଣ ରହିଛି, ହେଲେ ସେହିସବୁ କାରଣକୁ ନ ଖୋଜି ନିଜ ମାଧ୍ୟମରେ ଯାହାକିଛି କରିହେବ ତାହା କରୁଛନ୍ତି ମହାଦେବନ ମୁଥାଲାମ୍ପେଟ। ସେ ବାଣିଜ୍ୟ ପ୍ରାଧ୍ୟାପକ ଭାବେ କାର୍ଯ୍ୟ...
ଏଇ ଭାରତରେ
ଜୀବନରେ ସାଂଘାତିକ ରୋଗର ଝଟ୍କା ପାଇବା ପରେ ସେଥିରୁ ବଞ୍ଚିଯାଇଥିବା ବହୁ ବ୍ୟକ୍ତିଙ୍କ ସେବାରେ ଜଡ଼ିତ ରହିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରେ ଦିଲ୍ଲୀର ଅଲାଗଡଥାନମ ନଟରାଜନ ଅନ୍ୟତମ। ନଟରାଜନ କ୍ୟାନ୍ସରରେ ପୀଡ଼ିତ ହୋଇ ଜୀବନ ସହ...
ମୋ ମାତୃଭାଷା ମୋତେ ଶ୍ରେଷ୍ଠ
ବୈକୁଣ୍ଠନାଥ ମିଶ୍ର ଶୀର୍ଷକଟି ବ୍ୟାସକବି ଫକୀର ମୋହନଙ୍କ କବିତାର ଏକ ଉଦ୍ଧୃତାଂଶ। କବିଙ୍କ ଭାଷାରେ- ଭ୍ରମିଲି ବହୁ ଦେଶଦୂର- କାଞ୍ଚତ୍ କାମାକ୍ଷା କାନପୁର।/ ପଢ଼ିଲି ନାନା ଦେଶଭାଷା – କାହିଁ ତ ନ ପୂରିଲା ଆଶା।/ହେଉ ପଛକେ ସେ ନିକୃଷ୍ଟ...
ଜଳଯୁଦ୍ଧ
ଡ. ଅଜୟ କୁମାର ପାତ୍ର ବିନ୍ଦୁ ବିନ୍ଦୁ ପାଣିରେ ଅୟୁତ ଜୀବନ। ବିନ୍ଦୁ ବିନ୍ଦୁ ପାଣି ମିଶି ମହାସାଗର ହୋଇପାରିଛି। ପାଣିର ଏପରି ବିଶିଷ୍ଟ ଗୁଣ ଯୋଗୁ ଏହାକୁ ‘ସାର୍ବଜନୀନ ଦ୍ରାବକ’ କୁହାଯାଏ। ଅଧିକନ୍ତୁ ସୌର ପରିବାର ଏକମାତ୍ର ଜୀବଲୋକ...
ବଡ଼ ବିତର୍କ ଲୋଡ଼ା
କେନ୍ଦ୍ର ସରକାରଙ୍କ ଲାଟେରାଲ ଏଣ୍ଟ୍ରି ନୀତିରେ ଘରୋଇ ଏବଂ ସାର୍ବଜନୀନ କ୍ଷେତ୍ରରୁ ବିଶେଷଜ୍ଞଙ୍କୁ ଆଣି ସରକାରରେ ନିଯୁକ୍ତି ଦିଆଯାଉଛି। କିନ୍ତୁ ଧୀରେଧୀରେ ବରିଷ୍ଠ ବାବୁମାନେ ସର୍ଭିସ ଛାଡି କର୍ପୋରେଟ ଜଗତରେ ପ୍ରବେଶ କରିବା ଦ୍ୱାରା ଏହି ନୀତି ପ୍ରଭାବହୀନ ହେବାରେ...
ଏଇ ଭାରତରେ
ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ନ ହେଲେ ଆମତ୍ା ମୁକ୍ତିଲାଭ କରିପାରେ ନାହିଁ ବୋଲି ମାନ୍ୟତା ରହିଛି। ଏହାକୁ ଲକ୍ଷ୍ୟକରି ପଞ୍ଜାବର ଜଣେ ମହିଳା ଏଏସ୍ଆଇ ସୁନୀତା ଦୁର୍ଘଟଣା କିମ୍ବା ଅନ୍ୟ କାରଣରୁ ମୃତ୍ୟୁ ହେଉଥିବା ଅନେକ ଅପରିଚିତ ମୃତଦେହ...
ସ୍ତ୍ରୀ ହାତରୁ ଚାପୁଡ଼ା
ଡ. ସୁବାସ ଚନ୍ଦ୍ର ପାତ୍ର ସ୍ତ୍ରୀହାତରୁ ଚାପୁଡ଼ା ଖାଇବା ଘଟଣା ନେଇ ପୁରୁଷମାନେ ବେଶି ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ। ଏହା ସାମୟିକ ଭାବରେ ଭୂମିକାର ଅଦଳବଦଳ। ଏହାକୁ ଅନ୍ୟ ଭାବରେ ଦେଖିବା ଉଚିତ ନୁହେଁ, ବରଂ ଏହା ଏକ...
ବିଶ୍ୱତାପନ ଚିନ୍ତା
ପାସ୍କାଲ ଲାମି ଇଣ୍ଟର୍ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ୍ ଚେଞ୍ଜ (ଆଇପିସିସି)ର ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନେକଙ୍କୁ ଭୟଭୀତ କରିଥିଲା । କିନ୍ତୁ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାରେ ଲଗାତର ବିଫଳ ହେବା ସହ ଶିଳ୍ପବିପ୍ଳବ ପୂର୍ବ ସ୍ତର...
Archives


