ସମ୍ପାଦକୀୟ

ବିଶ୍ୱ ଅର୍ଥନୀତିଜ୍ଞ

କୋଭିଡ୍‌ ମହାମାରୀ ଓ ପରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସମଗ୍ର ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି। ଆଜି ଶ୍ରୀଲଙ୍କାର ଶୋଚନୀୟ ସ୍ଥିତିକୁ ଦେଖିଲେ ଏହା ପଛର ମୂଳ କାରଣ ରହିଛି ଆର୍ଥିକ ଦୁଃସ୍ଥିତି। ଅନ୍ତର୍ଜାତୀୟ ସ୍ତରରେ ଏହିଭଳି ଅନେକ ରାଷ୍ଟ୍ର ଅଛନ୍ତି, ଯେଉଁଗୁଡ଼ିକର…

ବଦଳି ନ ହେବା ଆବହାୱାରେ ଭ୍ରଷ୍ଟାଚାର

ବାୟୁ ଚଳାଚଳ ନ ଥିବା କୋଠରିରେ କୋଭିଡ୍‌-୧୯ ଭାଇରସ୍‌ ଯେପରି ଆର୍ଦ୍ରବାୟୁବିନ୍ଦୁ (ଡ୍ରପ୍‌ଲେଟ୍‌)ରେ ବ୍ୟାପେ, ଭ୍ରଷ୍ଟାଚାର ମହାମାରୀର ବୀଜ ସେହିଭଳି ‘ରୁଦ୍ଧ’ ରାଜନୈତିକ ଆବହାୱାରେ ବ୍ୟାପେ। ଛୋଟ ବଡ଼ କର୍ମଚାରୀ ହୁଅନ୍ତୁ କି ମନ୍ତ୍ରୀ ହୁଅନ୍ତୁ, ସେ ଯଦି ଗୋଟିଏ ବିଭାଗରେ…

ଏଇ ଭାରତରେ

ମାଗଣାରେ ୟୁପିଏସ୍‌ସି କୋଚିଂ ଦେଉଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରୁଣ କୁମାର। ସେ ଆଶାୟୀମାନଙ୍କୁ ପାଟନାରେ ଗଙ୍ଗାକୂଳରେ କୋଚିଂ ଦେଉଛନ୍ତି। ତାଙ୍କ ପାଖରୁ ପାଖାପାଖି ୩ ହଜାର ଛାତ୍ରୀଛାତ୍ର କୋଚିଂ ନେଉଛନ୍ତି। ଅରୁଣଙ୍କ ସ୍ତ୍ରୀ ଜଣେ ସାମାଜିକ କର୍ମୀ। ତାଙ୍କ ଦ୍ୱାରା…

ଏଇ ଭାରତରେ

ଆମ ଆଖପାଖରେ ରହୁଥିବା ବୁଲାକୁକୁରଙ୍କୁ ଦେଖିଲେ ଦୟା ଲାଗେ, କିନ୍ତୁ ସେମାନଙ୍କ ପାଇଁ କିଛି କରୁଥିବା ଲୋକମାନଙ୍କ ମଧ୍ୟରେ ବେଙ୍ଗାଲୁରୁର ରଜନୀ ସେଟ୍ଟୀ ଅନ୍ୟତମ। ୨୦ ବର୍ଷ ହେଲା ସେ ବୁଲାକୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ବଡ଼ କଥା ହେଉଛି ସେ ନିଜ…

ଜଳ ଓ ଜଳାଭିଷେକ

ସୁଧିରାଜ ରାଉତ କିଛିଦିନ ତଳେ ଜଣେ ବନ୍ଧୁ ଏବର ବୋଲବମରେ ବିରକ୍ତ ହୋଇ କହିଲେ ”ଆମ ଧର୍ମକୁ ଲୋକହସା କରିବାଛଡ଼ା ଏସବୁ ଆଉ କ’ଣ ? ଏହାଠାରୁ ବଡ଼ ଅନ୍ଧ ଆବେଗ ଅନ୍ଧବିଶ୍ୱାସ କ’ଣ ଅଛି ? ବନ୍ଧୁଙ୍କର ପ୍ରଶ୍ନ ମୋତେ…

କାଶୀପୁର: ବିକାଶକୁ ହଇଜା

ବିଚିତ୍ର ବିଶ୍ୱାଳ ଦୀର୍ଘ ୧୦ବର୍ଷ ପରେ ପୁଣି ଥରେ ହଇଜା ଓ ମୃତ୍ୟୁ ପାଇଁ ଚର୍ଚ୍ଚାକୁ ଫେରିଛି କାଶୀପୁର। ରାୟଗଡ଼ା ଜିଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ୍‌ କାଶୀପୁର ପୂର୍ବରୁ ଅନେକ ଥର ଚର୍ଚ୍ଚିତ ହୋଇଛି ଆମ୍ବଟାକୁଆ, ପିଲା ବିକ୍ରି, ଦାରିଦ୍ର୍ୟ ଓ…

ବରିଷ୍ଠଙ୍କୁ ଥଇଥାନ

ବରିଷ୍ଠ ଆଇପିଏସ୍‌ ଅଧିକାରୀ ତପନ ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ତାଙ୍କର ୪ ଜଣ ଆଇବି ସହକର୍ମୀଙ୍କୁ ପଛରେ ପକାଇ ଏହି ନିଯୁକ୍ତି ପାଇଥିଲାବେଳେ, ସେମାନେ ଆଇବି ଛାଡ଼ି ସମ୍ମାନଜନକ ସ୍ଥିତି ବା ପଦବୀକୁ…

ଏଇ ଭାରତରେ

କର୍ନାଟକର ଦିବ୍ୟା ସେଟ୍ଟୀ ଓ ବିଷ୍ଣୁ ବର୍ଦ୍ଧନଙ୍କ ପରବେଶ ଚିନ୍ତା ବେଶ୍‌ ପ୍ରେରଣାଦାୟକ। ପ୍ରତି ମାସରେ ଏହି ଦମ୍ପତି ଅନେକ ଟନ୍‌ ବର୍ଜ୍ୟ ରିସାଇକ୍ଲିଂ କରୁଛନ୍ତି। ଉକ୍ତ ଦମ୍ପତି ସର୍କଲ ଏକ୍ସ, ପେପା ଏବଂ ଇଣ୍ଡିଆନ୍‌ ସୁପର ହିରୋ ନାମକ ତିନୋଟି…

ଭାରତୀୟ ଜାତୀୟତାବୋଧ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଚଳିତ ମାସ ୪ ତାରିଖରେ ଧରିତ୍ରୀରେ ‘ଜାତୀୟତାବାଦ ବନାମ ଜାତୀୟତାବୋଧ’ ଶୀର୍ଷକରେ ଏହି ଲେଖକର ଏକ ନାତିଦୀର୍ଘ ପ୍ରବନ୍ଧ ପ୍ରକାଶ ପାଇଥିଲା। ପ୍ରବନ୍ଧଟିରେ କେବଳ ପାଶ୍ଚାତ୍ୟ ଜାତୀୟତାବାଦ ସମ୍ପର୍କରେ ଆଲୋଚନା ହୋଇଥିବାରୁ ଜଣେ ପାଠକ ଭାରତୀୟ ଜାତୀୟତାବାଦ…

ଶେଷ ଭରସା ପରିବେଶୀୟ ଶୁଳ୍କ

ଡାରୋନ ଆକମୋଗ୍ଲୁ ଏନ୍‌ଭାଇରନମେଣ୍ଟାଲ ଟାରିଫ ଏକ ପ୍ରକାର ପରିବେଶୀୟ ଶୁଳ୍କ ଯାହା ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନ ଥିବା ଦେଶଗୁଡ଼ିକରୁ ଆମଦାନୀ ଉପତ୍ାଦଗୁଡ଼ିକରେ ଲାଗୁ କରାଯାଇଥାଏ। ପରିବେଶ ଓ ଏହାର ସୁରକ୍ଷାକୁ ଅଣଦେଖା କରି ରପତ୍ାନି…

ପଶୁପକ୍ଷୀଙ୍କ ଦୂତପଣିଆ

ଅଲେଖ ଚନ୍ଦ୍ର ମିଶ୍ର ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ, ସନ୍ଦେଶ ପ୍ରେରଣ କିମ୍ବା ଖବର ସରବରାହ କରିବା ଯେତେବେଳେ ବ୍ୟକ୍ତିଗତ ସ୍ତରରେ ସମ୍ଭବ ହୁଏ ନାହଁ ସେତେବେଳେ ଏକ ମାଧ୍ୟମର ଆବଶ୍ୟକତା ଅନୁଭୂତ ହୁଏ। ଏହି ମାଧ୍ୟମକୁ ସାଧାରଣତଃ ଦୂତ, ଚାର,…

ଏ ମାଟିର କନ୍ୟା

“ମୁଁ  ଦ୍ରୌପଦୀ ମୁର୍ମୁ…..”। ଜୁଲାଇ ୨୫ ତାରିଖ ସମୟ ପୂର୍ବାହ୍ନ ୧୦.୧୪ ମିନିଟ୍‌। ଆମ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଯେତେବେଳେ ଏହି ଶବ୍ଦ ଉଚ୍ଚାରିତ ହେଉଥିଲା, ତାହା ଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri