ସମ୍ପାଦକୀୟ

ସହରାଞ୍ଚଳ ବନ୍ୟାର ସମାଧାନ

ଅନିଲ ବିଶ୍ୱାଳ ଏବେ ନଈବଢ଼ିର ଦୃଶ୍ୟ ରଚନା ଲେଖିବା କେବଳ ଗାଁ ପିଲାଙ୍କ ପାଇଁ ସହଜ ହୋଇନାହିଁ ବରଂ ସହରର ପିଲାମାନେ ଅନୁଭୂତିର ଆଧାରରେ ବନ୍ୟାର ଦୃଶ୍ୟ ଲେଖିପାରିବା ସ୍ଥିତି ଆସିଗଲାଣି। ଦୁନିଆର ସବୁଠାରୁ ଆଧୁନିକ ସହର ନ୍ୟୁୟର୍କ, ଲଣ୍ଡନ, ଟରୋଣ୍ଟୋ,…

ଅଧିକାରୀଙ୍କ ଅଦଳବଦଳ

ନିର୍ଦ୍ଦିଷ୍ଟ ଅଧିକାରୀ ଓ କେତେଜଣ ମନ୍ତ୍ରୀଙ୍କ ବିରୋଧରେ ଅନେକ ବଡ଼ ଅଭିଯୋଗ ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ସରକାର ତାହାର ପ୍ରଶାସନିକ ଟିମ୍‌ରେ ପରିବର୍ତ୍ତନ କରିବା ପାଇଁ ବେଶ୍‌ ସକ୍ରିୟତା ପ୍ରକାଶ କରିଥିବା ଜଣାପଡ଼ୁଛି। ଆଇଏଏସ୍‌ ଅଧିକାରୀମାନଙ୍କ ଏହି ସବୁ ବଦଳି…

ଏଇ ଭାରତରେ

ଗୋଟିଏ କି ଦୁଇଟି ନୁହେଁ, ୭୦୦ରୁ ଅଧିକ କିସମର ବିଦେଶୀ ଫଳ ଉପତ୍ାଦନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କର୍ନାଟକର କୃଷକ ଅନିଲ ବଲାଞ୍ଜ। ସେ ଏହି ଫଳର ମଞ୍ଜି ୪୦ଟି ଦେଶରୁ ସଂଗ୍ରହ କରିଛନ୍ତି। ଅନିଲଙ୍କ ପିତା ଜଣେ…

ବିଜ୍ଞାନରେ ବସୁଧୈବ କୁଟୁମ୍ବକମ

ଡ. ନରେନ୍ଦ୍ର ସେଠୀ ଜର୍ମାନୀର ମ୍ୟୁନିଚ ସହରରେ ଅବସ୍ଥିତ ମ୍ୟାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟର ମୁଖ୍ୟ ମହାନ୍‌ ପଦାର୍ଥ ବିଜ୍ଞାନୀ ହାନ୍ସ-ପିଟର ଡୁରେର୍‌ ତାଙ୍କ ପଚାଶ ବର୍ଷର ଗବେଷଣାକୁ ଏକାଠି କରି ଯୋଉ ନିଷ୍କର୍ଷରେ ପହଞ୍ଚତ୍ଲେ ତାହା ହେଲା ପଦାର୍ଥ ଓ ଶକ୍ତି…

ସଚେତନ ହେବାର ବେଳ

ସାଲ୍‌ଭୋଜ ଜିଜେକ୍‌ ନିକଟରେ କାନାଡାର ମନସ୍ତତ୍ତ୍ୱବିତ୍‌ ତଥା ମିଡିଆ ଫିକ୍ସର ଜୋର୍ଡାନ ପିଟରସନ ‘ରୁଷିଆ ବନାମ ୟୁକ୍ରେନ କିମ୍ବା ପାଶ୍ଚାତ୍ୟରେ ଗୃହଯୁଦ୍ଧ’ ଶୀର୍ଷକ ଏକ ଭିଡିଓରେ ୟୁରୋପରେ ଚାଲିଥିବା ଯୁଦ୍ଧ ସହ ଉଦାରବାଦୀ ମୁଖ୍ୟସ୍ରୋତ ଏବଂ ଉତ୍ତର ଆମେରିକା ଓ ୟୁରୋପର…

ପରିବାରର ଭୂମିକା

ଶ୍ରୁତକୀର୍ତ୍ତି ତ୍ରିପାଠୀ ପରିବାର ବା କୁଟୁମ୍ବର ସହଯୋଗ ଥିଲେ ବ୍ୟକ୍ତି ସବୁ ପ୍ରକାର ବାଧାବିଘ୍ନକୁ ହସିହସି ସହିଯାଏ। ଏହା ସମାଜର ଏକ ମୌଳିକ ଅଙ୍ଗ। କୋଭିଡ୍‌ ମହାମାରୀ କାଳରେ ପରିବାରର ଆବଶ୍ୟକତାକୁ ସର୍ବସାଧାରଣ ଅମାନ୍ୟ କରିପାରିବେ ନାହିଁ। ଏଭଳି ଏକ ବିପତ୍ତି…

ମାଟିର ନନ୍ଦିନୀ

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ଏକ ବହୁ ପ୍ରସ୍ତଯୁକ୍ତ ସ୍ତମ୍ଭୀୟ ବ୍ୟକ୍ତିତ୍ୱ। ସାରସ୍ବତ ସାଧନାଠାରୁ ସ୍ବାଧୀନତା ସଂଗ୍ରାମ, କ୍ଷମତା ରାଜନୀତିରୁ ଜନସେବାର ବୃହତ୍ତର କ୍ଷେତ୍ର- ସବୁଠି ତାଙ୍କର ସଶ୍ରଦ୍ଧ ପ୍ରବେଶ। ସବୁଠି ପୁଣି ସିଦ୍ଧିର ସ୍ବାକ୍ଷର। ନିଷ୍ଠା ଓ ପରାକାଷ୍ଠାର ଶୀର୍ଷାରୋହଣ।…

ସ୍ବଦେଶ ତ୍ୟାଗର ଭୟଙ୍କର ସ୍ଥିତି

ପ୍ରାଚୀନ ଖ୍ରୀଷ୍ଟିଆନ ବାଇବେଲ ସମୟରୁ ଲୋକେ ସ୍ବଦେଶ ତ୍ୟାଗ କରି ଆସୁଛନ୍ତି। ବିଂଶ ଶତାବ୍ଦୀରେ ଜାତିଗତ ଗଣହତ୍ୟା, ବୋଲ୍‌ସେଭିକ ବିପ୍ଳବ ଏବଂ ହିଟଲରଙ୍କ ଯୋଗୁ ଇହୁଦୀମାନେ ଦେଶ ଛାଡି ପଳାୟନ କରିବା, ଦକ୍ଷିଣ ଆମେରିକାରେ ଜାତିଗତ ବାଛବିଚାର ଯୋଗୁ ଆଫ୍ରିକୀୟ-ଆମେରିକୀୟମାନେ ଦେଶ…

ପଛ ଧାଡ଼ି, ଆଗ ଶିଡ଼ି

ମୁଁ ଯେଉଁଠି ଛିଡ଼ା ହୁଏ, ଧାଡ଼ି ସେଇଠୁ ଆରମ୍ଭ ହୁଏ। ଏହା ଥିଲା ୧୯୮୧ର ‘କାଲିଆ’ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କର ପ୍ରସିଦ୍ଧ ସଂଳାପ। ଧାଡ଼ିର ପ୍ରଥମରେ ରହିବା ସମସ୍ତଙ୍କର ପସନ୍ଦ। ପ୍ରଥମ ବ୍ୟକ୍ତିର ପ୍ରାଧାନ୍ୟତା ସାମ୍‌ନାରେ ଧାଡ଼ିରେ ଅନ୍ୟମାନଙ୍କର ସ୍ଥିତି ଫିକା…

ଏଇ ଭାରତରେ

ଜଣେ ବ୍ୟକ୍ତି ଜୀବିତ ଥାଇ ମଧ୍ୟ ସରକାରୀ କାଗଜପତ୍ରରେ ମୃତ ଘୋଷିତ ହେବା ଜାଣି ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଏହା ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ମୈନପୁରୀର ଜାଫରପୁର ଗାଁର ଉକ୍ତ ବ୍ୟକ୍ତିଙ୍କ ନାମ ଗଙ୍ଗା ସିଂ।…

ଏଇ ଭାରତରେ

ଏମିତି ହାତ ଯେଉଁଥିରେ କାଠ ବି ଜୀବନ୍ତ ରୂପ ନେଉଛି। କାଠରେ ନିଖୁଣ ଭାବେ ବିଭିନ୍ନ ମୂର୍ତ୍ତି ଖୋଦେଇକରି ଏବେ ଦେଶ କାହିଁକି ବିଶ୍ୱରେ ସୁଖ୍ୟାତି ପାଇଛନ୍ତି କଶ୍ମୀରର ମହମ୍ମଦ ୟୁସୁଫ ମୁରାନ। ଏମିତି କି ତାଙ୍କ ଦ୍ୱାରା ନିର୍ମିତ ଜିନିଷ…

ହସ-ବିଷ

ହରେକୃଷ୍ଣ ଦାସ   ବୁଦ୍ଧଦେବ କାଳେ କହିଥିଲେ ଯେ, କାହାକୁ ଦାନ କରିବା ପାଇଁ ଆମ ପାଖରେ ଥିବା ସବୁଠୁ ବଡ଼ ସମ୍ପଦ ହେଉଛି ଆମର ହସ। ତେବେ ସମସ୍ୟା ହେଲା ଯେ ଅନେକ ମନଜିଣା ସ୍ମିତହାସ୍ୟ ତଳେ ଲୁଚିଥିବା ବିଷାକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri