ପ୍ରାଥମିକ ଶିକ୍ଷା ଓ ମଧ୍ୟାହ୍ନଭୋଜନ
ଶିକ୍ଷା ହେଉଛି ଦେଶର ମୂଳଦୁଆ। ଭାରତର ନବ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାଠାରୁ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ୧୯୯୦ ବିଶ୍ୱ ସମ୍ମିଳନୀରେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଘୋଷଣା କରାଗଲା। ସରକାର ଏହାକୁ ଆଖି ଆଗରେ ରଖି ୧୯୯୫ ଅଗଷ୍ଟ…
ପୁଞ୍ଜିପତିଙ୍କ ପଳାୟନ କାହିଁକି
ଚଳିତବର୍ଷ ଆଠ ହଜାରରୁ ଊର୍ଦ୍ଧ୍ୱ ପୁଞ୍ଜିପତି ଭାରତ ଛାଡ଼ି ଅନ୍ୟ ଦେଶରେ ବାସ କରିବେ ବୋଲି କୁହାଯାଉଛି। କେବଳ ଭାରତୀୟ ପୁଞ୍ଜିପତି ନୁହନ୍ତି, ଅନ୍ୟତ୍ର ବସତି ପାଇଁ ସାରାଦୁନିଆର ବିଭିନ୍ନ ପ୍ରାନ୍ତର ପୁଞ୍ଜିପତି ଆଜି ବିଦେଶମୁହଁା ହେଉଛନ୍ତି। ନିଜ ଦେଶର ଶାସନ…
ଏଇ ଭାରତରେ
ଆଗ୍ରାର ଐତିହାସିକ ରାମଲୀଳାରେ ହିନ୍ଦୁ-ମୁସଲମାନ ଏକତାର ବାର୍ତ୍ତା ଉଦାହରଣ ସୃଷ୍ଟି କରୁଛି। ଆଗ୍ରାରେ ରାବଣ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୂର୍ତ୍ତିଗୁଡ଼ିକ ମଥୁରାର କୋସିକଳାର ମୁସଲମାନ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏଥର ଆଗ୍ରା ଦୁର୍ଗ ନିକଟ ରାମଲୀଳା ମୈଦାନରେ ୧୦୦…
ସିଭିଲ ସୋସାଇଟିର କ୍ଷତି
ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ସରୋବର ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଲୋକମାନଙ୍କ ପ୍ରତି ଅର୍ବାନ ନକ୍ସଲ ବା ସହରୀ ନକ୍ସଲ ଶବ୍ଦ ପ୍ରୟୋଗ କରିଥିଲେ। ଏମିତି ଆକ୍ରମଣାମତ୍କ ମନ୍ତବ୍ୟ ଦେବା ଏକ ସାଧାରଣ କଥା ହୋଇ ଆସିଛି। ତେବେ ତା’…
ସ୍ବୟଂସିଦ୍ଧା ଉଦ୍ୟୋଗୀ
ନେହା ନାର୍ଖେଡେ ଆଠ ବର୍ଷ ବୟସ ହୋଇଥିଲା ବେଳେ ପିତା ତାଙ୍କ ପାଇଁ ଏକ କମ୍ପ୍ୟୁଟର ଆଣି ଦେଇଥିଲେ। ଏହାକୁ ଦେଖି ପିଲାଟି ମନରେ କୌତୂହଳ ସୃଷ୍ଟି ହୋଇଥିଲା। ଫଳରେ ସେ ଟେକ୍ନୋଲୋଜି ସହ କାର୍ଯ୍ୟ କରିବାକୁ ସ୍ବପ୍ନ ଦେଖିଥିଲେ। ସମାଜରେ…
ଋଣ ଖିଲାପକାରୀ ସନ୍ତାନ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ୟେଋଣ ସେଇ ଋଣ ପରି ନୁହେଁ, ଯେମିତିକି ଗୃହ ଋଣ, କୃଷି ଋଣ ଅବା ପାଠପଢ଼ା ଋଣ, ଏ ଏମିତି ଏକ ଋଣ, ଯାହା ପାଇବା ଅବା ଶୁଝିବା ପାଇଁ କିଛି ଲିଖିତ ସନନ୍ଦପତ୍ର ନ ଥାଏ…
ଏଇ ଭାରତରେ
ପରିବେଶ ପ୍ରଦୂଷଣ ତଥା ବିଶ୍ୱତାପନ ରୋକିବା ଲାଗି ଇଲେକ୍ଟ୍ରୋନିକ ଭେହିକିଲ (ଇଭି) ବା ବୈଦ୍ୟୁତିକ ଯାନ ଏବେ ଅପରିହାର୍ଯ୍ୟ। ବିଭିନ୍ନ ମୋଟର କମ୍ପାନୀ ମଧ୍ୟ ଇଭି ନିର୍ମାଣରେ ଲାଗିଯାଇଛନ୍ତି। କିନ୍ତୁ ପୁରୁଣା ପେଟ୍ରୋଲ ଚାଳିତ ଦୁଇ ଚକିଆ ଯାନକୁ ମାତ୍ର ଦୁଇ…
ବିଜ୍ଞାନରେ ମିଛ ମାୟା
ଡ. ନରେନ୍ଦ୍ର ସେଠୀ ପ୍ରାଚୀନ ଭାରତୀୟ ସନାତନ ଧର୍ମରେ କୁହାଯାଇଛି ‘ମିଛ ମାୟାର ସଂସାର, କେହି ନୁହେଁ କାହାର’ ବା ସଂସାରରେ ସବୁ ହେଉଛି ଏକ ମାୟା ଓ କ୍ଷଣସ୍ଥାୟୀ। ଆମେ ଏହାକୁ ଏକ ପୁରାତନ ଢଗଢମାଳି କହିପାରୁ ନଚେତ୍ ଜଣେ…
ଅପରାଧ ପୃଷ୍ଠଭୂମି ଓ ଲୋକପ୍ରତିନିଧି
ନିରଞ୍ଜନ ସାହୁ କିଛିଦିନ ତଳେ ସିଙ୍ଗାପୁରର ରାଷ୍ଟ୍ରପତି ତାଙ୍କ ଦେଶର ପାର୍ଲାମେଣ୍ଟରେ ଗୋଟିଏ ପ୍ରସଙ୍ଗରେ ଭାଷଣ ଦେଲାବେଳେ କହିଥିଲେ ଯେ ଭାରତର ପାର୍ଲାମେଣ୍ଟରେ ଅଧା ପାଖାପାଖି ସଦସ୍ୟ ହେଉଛନ୍ତି ଦାଗୀ। ଏହା ଉପରେ ଭାରତ ସରକାର କୁଆଡ଼େ କଡ଼ା ଆପତ୍ତି ଜାହିର…
ଭାକେନ୍ସି ବଢ଼ିଛି
କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ଚଳିତ ବର୍ଷ ସିଭିଲ ସର୍ଭିସ ପରୀକ୍ଷା (ସିଏସ୍ଇ)ରେ ୧,୦୦୦ରୁ ଅଧିକ ଭାକେନ୍ସି (ଖାଲିଥିବା ଚାକିରି ବା ପଦବୀ ସ୍ଂଖ୍ୟା) ଲାଗି ଅଧିସୂଚନା ଜାରି କରିଛି। ଏକ ଦଶନ୍ଧି ଧରି ସିଏସ୍ଇରେ ରହିଆସିଥିବା କମ୍ ଭାକେନ୍ସିକୁ ଲକ୍ଷ୍ୟ…
ଏଇ ଭାରତରେ
୯୦ ବର୍ଷ ବୟସରେ ବୁଲା କୁକୁରମାନଙ୍କ ଯନତ୍ ନେଉଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର କନକ ସକ୍ସସେନା। ସେ ତାଙ୍କ ନାତୁଣୀ ସନାଙ୍କ ସହଯୋଗରେ ୧୨୦ କୁକୁରଙ୍କ ପାଇଁ ପ୍ରତିଦିନ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। କନକ ଅସ୍ଥିସୁଶୀରତା ରୋଗରେ ପୀଡ଼ିତ ଓ ତାଙ୍କର କିଛି…
ସନ୍ତାନ ମନସ୍ତତ୍ତ୍ୱରେ ମାଆ
ଶୁଭନାରାୟଣ ଶତପଥୀ ମାଆ ପ୍ରତିଟି ମୁହୂର୍ତ୍ତରେ ସନ୍ତାନର ଉନ୍ନତି ଚାହେଁ। ସନ୍ତାନର ମଧ୍ୟ ମାଆ ପ୍ରତି ଶ୍ରଦ୍ଧା, ସମ୍ମାନ କିଛି କମ୍ ନ ଥାଏ। ମାଆର ଗୁରୁତ୍ୱ ସନ୍ତାନ ଉପଲବ୍ଧି କରେ, ସେଥିରୁ ଜୀବନ ଦକ୍ଷତା ବୃଦ୍ଧି କରେ। ତ୍ୟାଗ ବଳିଦାନର…
Archives


