ଶିକ୍ଷା କାଲିର ଓ ଆଜିର
‘କାଖରେ ପୋଥି ଯାକି ଚାଲଇ ଚାଟ-ଦିଶଇ କିସୁନ୍ଦର ଗ୍ରାମର ବାଟ’ ଶିଶୁ ସାହିତି୍ୟକଙ୍କର ଏ କବିତାଂଶଟି ମଧ୍ୟରେ ଶିଶୁମାନଙ୍କର ବିଦ୍ୟାଳୟ ଗମନର ଅଭିନବ ପରିପାଟୀ ପରିସ୍ଫୁଟ। ବହିଖାତା ଭର୍ତ୍ତି ବସ୍ତାନି ଧରି ଖରା, ବର୍ଷା ଓ ଶୀତକାକରକୁ ଭ୍ରୂକ୍ଷେପ ନ କରି…
ଏଇ ଭାରତରେ
ସୋଲାର ବା ସୌରଶକ୍ତିକୁ ବିକଳ୍ପ ଭାବେ ବ୍ୟବହାର କରିବାରେ ଚେତନ ସୋଲାଙ୍କିଙ୍କ ପ୍ରୟାସ ପ୍ରଶଂସନୀୟ। ବରଓ୍ବାନୀ ନିବାସୀ ସୋଲାଙ୍କି ଆଇଆଇଟି ମୁମ୍ବାଇର ଜଣେ ପ୍ରଫେସର । ସେ ଲୋକମାନଙ୍କ ମଧ୍ୟରେ ସୌରଶକ୍ତିର ଗ୍ରହଣୀୟତା ବଢ଼ାଇବା ପାଇଁ ‘ଶକ୍ତି ସ୍ବରାଜ ଯାତ୍ରା’ ଆରମ୍ଭ…
ମୂଲ୍ୟସ୍ଫୀତିର ଆଘାତ ଅସହ୍ୟ
କିଶୋର ଜେନା କରୋନାର ଧକ୍କା ସମ୍ଭାଳି ଉଠୁ ଉଠୁ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ସାରା ବିଶ୍ୱକୁ ଏକ ନୂଆ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଏଭଳି ଅବସ୍ଥାରେ ଦେଶରେ ଆଲୋଚ୍ୟ ବିଷୟ ହେଉଛି ଦ୍ରବ୍ୟ ମୂଲ୍ୟର ଊର୍ଦ୍ଧ୍ୱଗତି କିମ୍ବା ମୂଲ୍ୟସ୍ଫୀତି ବା ମୁଦ୍ରାସ୍ଫୀତି…
ଏଇ ଭାରତରେ
ବିହାର ବକ୍ସରର ହରି ଓମ୍ ଚୌବେ ସାପକାମୁଡ଼ାକୁ ନେଇ ରହିଥିବା ଅନ୍ଧବିଶ୍ୱାସ ଦୂର କରିବାରେ ଲାଗିଛନ୍ତି। ଈଶ୍ୱର ସନ୍ତୁଷ୍ଟ ନ ହେଲେ ସାପ କାମୁଡନ୍ତି ବୋଲି ଉକ୍ତ ଅଞ୍ଚଳରେ ଅନ୍ଧବିଶ୍ୱାସ ରହିଛି। ଏଣୁ କାହାକୁ ସାପ କାମୁଡ଼ିଲେ ସେମାନେ ପ୍ରାଥମିକ ଚିକିତ୍ସାରୁ…
ପାର୍ବଣ ଋତୁ ଓ ଚାନ୍ଦା
ନାରାୟଣ ଚନ୍ଦ୍ର ବିଶ୍ୱାଳ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଅନ୍ୟ ରାଜ୍ୟଗୁଡ଼ିକଠାରୁ ଭିନ୍ନ ଏବଂ ସ୍ବତନ୍ତ୍ର। ଭାରତର ସାଂସ୍କୃତିକ ଇତିହାସରେ ଏହାର ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି। ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି…
ବନ୍ଧୁକ ସଂସ୍କୃତି
ସେପ୍ଟେମ୍ବର ୨୬ରେ ରୁଷିଆର ଇଜେଭ୍ସ୍କ ସହରସ୍ଥିତ ସ୍କୁଲ ନମ୍ବର-୮୮ରେ ଆର୍ତେମ୍ କାଜାଣ୍ଟସେଭ୍ ଆଖିବୁଜା ଗୁଳି ଚଳାଇଥିଲେ। ଶେଷରେ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଉକ୍ତ ଘଟଣାରେ ୧୧ ଜଣ ଛାତ୍ରଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ଘଟିଛି ଓ ପାଖାପାଖି…
ଏପଟ ନା ସେପଟ
ଭାରତର ଭୁଲ୍ ବୈଦେଶିକ ଓ ଅର୍ଥନୈତିକ ନୀତି ଯୋଗୁ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେଉଥିବାର ଏକାଧିକ ପ୍ରମାଣ ମିଳିସାରିଲାଣି। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ବେଳେ ଚାଇନା ସହ ଭାରତ ସ୍ବର ମିଳାଇ ପରୋକ୍ଷରେ ରୁଷିଆକୁ ସମର୍ଥନ କରିଥିଲା। ଯୁଦ୍ଧ ହେବା…
ଏଇ ଭାରତରେ
ଛାତ୍ରମାନଙ୍କୁ ପଢ଼ାଇବା ପାଇଁ କେ.ଭି. ନାରାୟଣୀଙ୍କ କର୍ତ୍ତବ୍ୟ ପରାୟଣତା ସଭିଙ୍କ ପାଇଁ ଏକ ପ୍ରେରଣା। କେରଳର ଏହି ଶିକ୍ଷୟିତ୍ରୀଙ୍କ ବୟସ ୬୫। ଚିରୁଭାଥୁରରେ ସେ ସ୍ବାମୀଙ୍କ ସହ ଏକ ଭଡ଼ାଘରେ ରହୁଛନ୍ତି। ନାରାୟଣୀ ପିଲାମାନଙ୍କୁ ପଢ଼ାଇବା ଲାଗି ପ୍ରତିଦିନ ୨୫ କି.ମି.ଚାଲି…
କୋହିନୁର-ଆଲୋକର ସ୍ତୂପ
ପ୍ରକାଶ ତ୍ରିପାଠୀ ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରଠାରୁ ଭାରତରେ ସୋସିଆଲ ମିଡିଆରେ କୋହିନୁର ହୀରାକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି। ବିଶ୍ବର ସବୁଠାରୁ ମୂଲ୍ୟବାନ୍ ଅର୍ଥାତ୍ ୫୯୧ ନିୟୁତ ଡଲାର ମୂଲ୍ୟର କୋହିନୁର…
ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ବିଚାର
ସିଞ୍ଜୋ ଆବେ ଜାପାନର ସବୁଠୁ ବେଶି ଦିନ ପ୍ରଧାନମନ୍ତ୍ରୀ ରହିଥିବା ସିଞ୍ଜୋ ଆବେଙ୍କୁ ୮ ଜୁଲାଇ ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପୂର୍ବର ମାସେ ଭିତରେ ସେ ତାଙ୍କ ଆଞ୍ଚଳିକଭିତ୍ତିକ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ତାଇଓ୍ବାନ ବିରୋଧରେ ଚାଇନା…
କଂଗ୍ରେସ ଅଧ୍ୟକ୍ଷ
ଏକ ସମୟ ଥିଲା ଯେତେବେଳେ ଜଣେ ଦକ୍ଷ କଂଗ୍ରେସ ନେତା ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ଅଧ୍ୟକ୍ଷ ହେବା ପାଇଁ ସ୍ବପ୍ନ ଦେଖୁଥିଲେ। ସ୍ବାଧୀନତା ବେଳରୁ ଦେଖିଲେ ନେହେରୁ-ଗାନ୍ଧୀ ପରିବାରରୁ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ…
ନ୍ୟାୟ ଆଶା କ୍ଷୀଣ
ଉତ୍ତରାଖଣ୍ଡ ଋଷିକେଶର ଏକ ରିସର୍ଟରେ କାମ କରୁଥିବା ରିସେପ୍ସନିଷ୍ଟ ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ଏକ ବ୍ୟାରେଜ ନିକଟରୁ ମିଳିବା ପରେ ପାଉରି ଗରଓ୍ବାଲ ଅଞ୍ଚଳରେ ଲୋକେ ଭୟଙ୍କର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ସମ୍ପୃକ୍ତ ଭାଜପାର ପୂର୍ବତନ ମନ୍ତ୍ରୀ…
Archives


