ଏଇ ଭାରତରେ
‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’ ଭାଗବତର ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ ହୋଇଛି ଜଣେ ୮ ବର୍ଷର ବାଳକଙ୍କ କ୍ଷେତ୍ରରେ। ଛତିଶଗଡ଼ର ଜସପୁର ଜିଲାରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମରେ ୮ ବର୍ଷ ବୟସ୍କ ଦୀପକଙ୍କୁ ଏକ…
ବ୍ରାଜିଲର ସଂସ୍କାରବାଦୀ ନେତା
– ଜିତେନ୍ଦ୍ର କୁମାର ନାୟକ ଇଚ୍ଛାଶକ୍ତି ଦୃଢ଼ ଥିଲେ ବଡ଼ ହେବା ଲାଗି ଦାରିଦ୍ର୍ୟ କଦାପି ବାଧକ ସାଜି ନ ଥାଏ। ଇତିହାସରେ ଏହାର ଅନେକ ଦୃଷ୍ଟାନ୍ତ ରହିଛି। ବ୍ରାଜିଲର ନୂଆ ରାଷ୍ଟ୍ରପତି ଭାବେ ଲୁଇଜ୍ ଇନାସିଓ ଲୁଲା ଡା…
ପ୍ରଜ୍ଞାପୁରୁଷ ପଣ୍ଡିତ ନୀଳକଣ୍ଠ
ଡ. ସିଦ୍ଧାର୍ଥ କାନୁନ୍ଗୋ ପଣ୍ଡିତ ନୀଳକଣ୍ଠଙ୍କର ବୌଦ୍ଧିକତାରେ ଥିଲା ବିଶ୍ୱକୋଷିକ ବ୍ୟାପ୍ତି। ନୀଳକଣ୍ଠଙ୍କର ଆଗ୍ରହ କେଉଁ ଅବଲୁପ୍ତ ଯୁଗର ମିଶର, ସୁମେର, ମହେଞ୍ଜୋଦାରୋ ସଭ୍ୟତାଠାରୁ ଆରମ୍ଭକରି ସାମ୍ପ୍ରତିକ କାଳର ରାଜନୀତି ପର୍ଯ୍ୟନ୍ତ, ଭାଷାତତ୍ତ୍ୱଠାରୁ ଆରମ୍ଭକରି ସଂସ୍କୃତିର ସୂକ୍ଷ୍ମ ବିଶ୍ଳେଷଣ ପର୍ଯ୍ୟନ୍ତ,…
ଆଇନର ଅତ୍ୟାଚାର
ଗତ ସପ୍ତାହରେ ପ୍ରକାଶ ପାଇଥିବା ମୋ ନୂଆ ବହିରେ ବ୍ୟକ୍ତିମାନଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ ବିଷୟ ସ୍ଥାନିତ ହୋଇଛି। ପ୍ରଶ୍ନ ହେଉଛି, ଜଣେ କାହିଁକି ଗଣତନ୍ତ୍ରରେ ପ୍ରତିବାଦ କରିବା ଦରକାର। ଏହାର ଅନେକ କାରଣ ମଧ୍ୟରୁ ଆଜି ଗୋଟିଏ ଉପରେ ଆଲୋଚନା କରିବା।…
ଏଇ ଭାରତରେ
ଭବିଷ୍ୟତରେ ଜଳ ସଙ୍କଟ ଦେଖାଦେବ। ଏଥିତ୍ପାଇଁ ଏବେଠାରୁ ଏହାର ବିକଳ୍ପ ଖୋଜିବାରେ ଲାଗିଛନ୍ତି ଅନେକ ବ୍ୟକ୍ତି, ଯେଉଁମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବେଙ୍ଗାଲୁରୁର ବିକାଶ ବ୍ରହ୍ମବର। ବିକାଶ ସ୍ବେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ, ଘର, ମଲ୍ ଆଦିର ଦୂଷିତ ପାଣିକୁ ପାନୀୟ ଉପଯୋଗୀ…
ସୁନକ ଓ ବ୍ରିଟେନର ଆର୍ଥିକ ସଙ୍କଟ
ସୌରଜିତ ପ୍ରଧାନୀ ରୁଷି ସୁନକ ବ୍ରିଟେନର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ପଦବୀକୁ ଉନ୍ନୀତ ହୋଇଛନ୍ତି। ରାଜକୋଷର କୁଳାଧିପତି ଭାବେ ସେ କୋଭିଡ୍ ମହାମାରୀ ସମୟରେ ଆର୍ଥିକ ନୀତି ନିର୍ଦ୍ଧାରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ମର୍ଯ୍ୟାଦାଜନକ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍ବିଏ ଡିଗ୍ରୀ ହାସଲ…
ଅନ୍ଧାର ଘର
ଶୈଳେନ୍ଦ୍ର ଦ୍ୱିବେଦୀ ଗଞ୍ଜାମ ଜିଲାରେ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମବାସୀମାନେ ଜଣେ ମହିଳାଙ୍କ ସ୍ବାମୀଙ୍କ ସମେତ ଆଉ କେତେ ଜଣକୁ ଅଟକ ରଖିଥିବାରୁ ମହିଳା ଜଣକ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଫଳରେ ଗ୍ରାମବାସୀମାନେ ସେହି ୫୦ ବର୍ଷ ବୟସ୍କା ମହିଳାଙ୍କ ଉପରେ…
ପ୍ରତିବାଦର ପ୍ରଭାବ
ଚଳିତବର୍ଷ ପ୍ରାରମ୍ଭରେ ଭାରତ ସରକାରଙ୍କ ସେଣ୍ଟ୍ରାଲ ସେକ୍ରେଟାରିଏଟ୍ ସର୍ଭିସ (ସିଏସ୍ଏସ୍) ଅନ୍ତର୍ଗତ କର୍ମଚାରୀମାନେ ପଦୋନ୍ନତିରେ ବିଳମ୍ବ ଓ କ୍ୟାରିୟର ସମ୍ପର୍କିତ ସମସ୍ୟାଗୁଡ଼ିକୁ ନେଇ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦର ପ୍ରଭାବ ଏବେ ଦେଖିବାକୁ ମିଳିଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)…
ଏଇ ଭାରତରେ
ଜୀବନରେ ବହୁ ସଂଘର୍ଷକୁ ସାମ୍ନା କରି ଅନେକଙ୍କ ଜୀବନରେଖା ପାଲଟିଛନ୍ତି ପ୍ରସେନ୍ଜିତ ମଣ୍ଡଳ। ସେ ‘ସୁନ୍ଦରବନ ଫାଉଣ୍ଡେଶନ’ ଗଢ଼ି ସୁଦରବନର ବାଲି ଦ୍ୱୀପରେ ଲୋକମାନଙ୍କ ଜୀବନର ଆଶାବାଡ଼ି ପାଲଟିଛନ୍ତି। ସୁନ୍ଦରବନରେ ରହି ତାଙ୍କ ପରିବାର ଜୀବିକା ପାଇଁ ବହୁ କଷ୍ଟ ସହିଛନ୍ତି…
ସାମାଜିକ ଅବ୍ୟବସ୍ଥା
ଡ.ମୌସୁମୀ ପରିଡ଼ା ଦେଶର ସାର୍ବଭୌମତା, ଅଖଣ୍ଡତା, ଗଣତାନ୍ତ୍ରିକ ମୂଲ୍ୟବୋଧ ବିପଦଶଂକୁଳ ହୋଇପଡିଛି। ମୂଳ ସମସ୍ୟା ଗୁରୁତ୍ୱହୀନ ଓ ଉପେକ୍ଷିତ। ମୂଲ୍ୟହୀନ କଥାକୁ ରୋଚକ କରି ମୁଖ୍ୟ ଓ ଜରୁରୀ ସମସ୍ୟାକୁ ନିଷ୍କ୍ରିୟ କରିଦିଆଯାଉଛି। କିଛି ଅପ୍ରାସଙ୍ଗିକ କଥା ଯାହା ସମାଜକୁ କଳୁଷିତ…
ବିଷ ବଳୟରେ ବିଶ୍ୱ
ସିଲ୍କେ ବୋଲମୋର, ଲୈଲା ଲିବେଟ୍ରାଉ ବିଶ୍ୱରେ କୃଷିକ୍ଷେତ୍ରରେ କୀଟନାଶକ ବ୍ୟବହାର ବ୍ୟାପକ ହୋଇଛି। ଫସଲରୁ କୀଟ ନାଶ ହେଉଛି ସତ, କିନ୍ତୁ ଏହାର ଅବଶେଷ ସୂକ୍ଷ୍ମ କଣିକା ବାୟୁ, ଖାଦ୍ୟ ଏବଂ ପାନୀୟ ଜଳରେ ଦେଖିବାକୁ ମିଳୁଛି । ଏହା ଆମ…
ବିପଦରେ ବନ୍ୟଜନ୍ତୁ
ବିକାଶ ଚନ୍ଦ୍ର ବେହେରା ସାରା ବିଶ୍ୱରେ ଏବେ ବିଭିନ୍ନ କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ସବୁଠାରୁ ଚୁପକିନା ଆମ ଆଖି ଆଢ଼ୁଆଳରେ ଯାହା ଘଟୁଛି କିନ୍ତୁ ଆମର ସେଥିପ୍ରତି ନିଘା ନାହିଁ। ତାହା ହେଉଛି ନିରୀହ ବନ୍ୟଜନ୍ତୁଙ୍କ ସଂଖ୍ୟା…
Archives


