ଚାଇନାର ଋଣଯନ୍ତା
ବ୍ରହ୍ମ ଚେଲାନି ୨୦୧୪ରେ ଚାଇନା ସହ କେନିଆର ଏକ ଋଣଚୁକ୍ତି ହୋଇଥିଲା। ଏକ ବିବାଦୀୟ ରେଲଓ୍ବେ ପ୍ରୋଜେକ୍ଟକୁ ଅର୍ଥ ଯୋଗାଣ ପାଇଁ ଏହି ଚୁକ୍ତି କରାଯାଇଥିଲା। ନିକଟରେ ଚୁକ୍ତି ସମ୍ପର୍କିତ ସବିଶେଷ ବିବରଣୀ ପ୍ରକାଶ ପାଇଥିଲା। ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ଋଣ…
ଏଇ ଭାରତରେ
ଜଳ ସଙ୍କଟ ଓ ପରିବେଶ ସୁରକ୍ଷା ପ୍ରତି ସଚେତନ ପୁଣେର ୨୭ ବର୍ଷୀୟ କେଦାର କୁଲକର୍ନି ପବ୍ଲିକ୍ ୟୁରିନାଲଗୁଡ଼ିକୁ ଦୁର୍ଗନ୍ଧମୁକ୍ତ କରିବା ସହ ପାଣି ଅପଚୟ ରୋକୁଛନ୍ତି। ସେ ଆବିଷ୍କାର କରିଥିବା ଓ୍ବାଟର୍ଲେସ ଟେକ୍ନୋଲୋଜି ମାଧ୍ୟମରେ ଏହା କରୁଛନ୍ତି। ‘ରୁତୁ ବାୟୋସିଷ୍ଟମ୍’…
ଭାରତ-ଭାବନା: ଗାନ୍ଧୀ ବନାମ ଶ୍ରୀଅରବିନ୍ଦ
ଡ. ହୃଷୀକେଶ ମଲ୍ଲିକ ଶ୍ରୀଅରବିନ୍ଦଙ୍କ ଭାରତ-ଭାବନା ଉପନିବେଶୀୟ ଶିକୁଳିରୁ ଦେଶକୁ ମୁକ୍ତ କରିବାରେ କେବଳ ସୀମିତ ନ ଥିଲା, ତହିଁରେ ନିହିତ ଥିଲା ମୁକ୍ତି ପରବର୍ତ୍ତୀ ଭାରତର ପୁନଃ ନିର୍ମାଣ ଓ ପୃଥିବୀରେ ତା’ର ଆଧ୍ୟାତ୍ମିକ ଭୂମିକାକୁ ନିଶ୍ଚିତ କରିବା।…
ସୂର୍ଯ୍ୟ ଓ ପରିବେଶ
ଡ. ଭାରତ ଭୂଷଣ ରଥ ସୂର୍ଯ୍ୟ ବିଶ୍ୱର ଏକ ଶକ୍ତିଶାଳୀ ତତ୍ତ୍ୱ। ବିଶ୍ୱର ପ୍ରତ୍ୟେକ ଦେଶର ପାରମ୍ପରିକ ପ୍ରାଚୀନ ଶାସ୍ତ୍ର ତଥା ଆଧୁନିକ ବିଜ୍ଞାନ ସୂର୍ଯ୍ୟଙ୍କୁ ଜୀବନଦାୟକ ଶକ୍ତି ଭାବରେ ସମ୍ମାନ ଦିଅନ୍ତି। ଋଗ୍ବେଦରେ ସୂର୍ଯ୍ୟଙ୍କୁ ଜଗତର ଆତ୍ମା ରୂପରେ…
ଉତ୍ତର ପୂର୍ବାଞ୍ଚଳର କୃଷ୍ଣଭାବ
ଭାରତୀୟ ଧର୍ମୀୟ ଧାରାରେ କୃଷ୍ଣ ଭକ୍ତିର ସ୍ଥାନ ଅନନ୍ୟ। ଜଣେ କୃଷ୍ଣଙ୍କ କଥା ବର୍ଣ୍ଣନା କରିବା ସମୟରେ ସାଧାରଣତଃ ସୁରଦାସ ଏବଂ ମୀରାବାଈଙ୍କ ଉତ୍ତର ଭାରତୀୟ ପରମ୍ପରା କିମ୍ବା ଅନ୍ଦଳ ଓ ଅଲଓ୍ବାରଙ୍କ ଦକ୍ଷିଣ ଭାରତୀୟ ପରମ୍ପରା ସମ୍ପର୍କରେ ଆଲୋଚନା କରିଥା’ନ୍ତି।…
ନ’ଅଙ୍କରୁ ଆଜିଯାଏ…
୧୮୬୬ ନ’ଅଙ୍କ ଦୁର୍ଭିକ୍ଷରେ ସେତେବେଳର ଓଡ଼ିଶା ଜନସଂଖ୍ୟାର ଏକ ତୃତୀୟାଂଶ, ଯାହାକି ପ୍ରାୟ ୧୦ ଲକ୍ଷ ବୋଲି କୁହାଯାଉଛି; ମୃତ୍ୟୁମୁଖରେ ପଡ଼ିଥିଲେ। ଅନେକ ଐତିହାସିକ ସେତେବେଳର ବ୍ରିଟିଶ ଶାସକଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ଭୁଲ୍ତଥ୍ୟକୁ ଦୋଷ ଦେଇ ଏହି ଦୁର୍ଭିକ୍ଷକୁ ଏଡ଼ାଇଦିଅନ୍ତି।…
ଏଇ ଭାରତରେ
ପଞ୍ଜାବର ଚାଷୀ ଜଗମୋହନ ସିଂ ନେଗୀଙ୍କ କାର୍ଯ୍ୟଶୈଳୀ ଭାରତୀୟ କୃଷକଙ୍କ ପାଇଁ ପ୍ରେରଣାଦାୟକ। ସେ ନିଜସ୍ବ ଚେଷ୍ଟାରେ ଚାଷ କରିବା ସହ ଏକ ସଫଳ ଫୁଡ୍ ବିଜ୍ନେସ୍ ଆରମ୍ଭ କରି ବହୁକୋଟି ଟଙ୍କା ରୋଜଗାର କରିପାରୁଛନ୍ତି। ସେ ନିଜ ଉତ୍ପାଦକୁ ପେପ୍ସି…
ପ୍ରଶ୍ନୋପନିଷଦ୍ର ପ୍ରତିପାଦ୍ୟ ସିଦ୍ଧାନ୍ତ
ଡା. ଗୋପାଳ ଚନ୍ଦ୍ର ଦାଶ ସୌର୍ଯ୍ୟାୟଣୀଙ୍କର ଚତୁର୍ଥ ପ୍ରଶ୍ନ ଥିଲା-ଗାଢ଼ ନିଦ୍ରା ଅବସ୍ଥାରେ କେଉଁ ଦେବତା(ଇନ୍ଦ୍ରିୟ)ମାନେ ଜାଗ୍ରତ ଓ ସୁପ୍ତ ଅବସ୍ଥାରେ ଥାଆନ୍ତି। ସ୍ବପ୍ନ କିଏ ଦେଖେ ଓ ସ୍ବପ୍ନର ସୁଖ କିଏ ଅନୁଭବ କରେ। ଉଦାହରଣ ମାଧ୍ୟମରେ ଋଷି…
ଆମେ ଯାହା କରନ୍ତେ
ବ୍ରଜମୋହନ ମିଶ୍ର ଏ ସଂସାର କେବଳ ବିରାଟ ନୁହଁ, ଏହା ସୁନ୍ଦର ପୁଣି ଆନନ୍ଦମୟ। ଏହା ପ୍ରକାଶ କରି ଭକ୍ତକବି ମଧୁସୂଦନ ଆମ ଆଖି ଖୋଲି ଦେବା ସହ ହୃଦୟ ଭେଦିଛନ୍ତି। ବିରାଟତା ସହ ସୌନ୍ଦର୍ଯ୍ୟ ଓ ଆନନ୍ଦ ଏତେ…
ପ୍ରତିବାଦରେ ଦେଶପ୍ରେମ
ଗୋଟେ ରାଷ୍ଟ୍ର ପ୍ରତି ଦେଶପ୍ରେମ କେବଳ ସରକାରଙ୍କୁ ସମର୍ଥନ ବା ପ୍ରଶଂସା କରିବାରେ ନ ଥାଏ। ଯେତେବେଳେ କୌଣସି ଶାସନ ବ୍ୟବସ୍ଥା ନାଗରିକଙ୍କ ଅଧିକାରକୁ ଛଡ଼ାଇନେବା ପାଇଁ ଉଦ୍ୟମ କରେ, ସେତେବେଳେ ତାହା ବିରୋଧରେ ସ୍ବର ଉଠାଇବା ହେଉଛି ପ୍ରତ୍ୟେକଙ୍କ ନୈତିକ…
କୋରେଇ ଦୁର୍ଘଟଣା
ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ୨୧ ନଭେମ୍ବର ୨୦୨୨ ସକାଳେ ଏକ ମାଲବାହୀ ଟ୍ରେନ୍ର ୮ଟି ବଗି ଲାଇନ୍ଚ୍ୟୁତ ହୋଇଛି। ସେଥିରୁ ଦୁଇଟି ବଗି ପ୍ଲାଟଫର୍ମ ଉପରେ ଚଢ଼ିଯିବାରୁ ୩ ଜଣଙ୍କ ପ୍ରାଣହାନି ଘଟିଛି। ମୃତକମାନେ ପ୍ରତୀକ୍ଷାଳୟରେ ଥିବା ସମୟରେ…
ଏଇ ଭାରତରେ
ଭାରତରେ ଜନ୍ମିତ ଅନେକ ବ୍ୟକ୍ତି ନିଜ ଦେଶରେ ବଢ଼ି, ପଢ଼ି ବିଦେଶରେ ପ୍ରତିଷ୍ଠିତ ହେବା ପରେ ଜନ୍ମମାଟିକୁ ଅଣଦେଖା କରିବା ଦେଖାଯାଏ। କିନ୍ତୁ ମହାରାଷ୍ଟ୍ରର ଦତ୍ତ ପାଟିଲ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ ଜଳ ସଙ୍କଟ ଜିଲା ଲାଟୁରର ହଲଗରା…
Archives


