ସ୍ବୟଂସିଦ୍ଧା ଉଦ୍ୟୋଗୀ
ନେହା ନାର୍ଖେଡେ ଆଠ ବର୍ଷ ବୟସ ହୋଇଥିଲା ବେଳେ ପିତା ତାଙ୍କ ପାଇଁ ଏକ କମ୍ପ୍ୟୁଟର ଆଣି ଦେଇଥିଲେ। ଏହାକୁ ଦେଖି ପିଲାଟି ମନରେ କୌତୂହଳ ସୃଷ୍ଟି ହୋଇଥିଲା। ଫଳରେ ସେ ଟେକ୍ନୋଲୋଜି ସହ କାର୍ଯ୍ୟ କରିବାକୁ ସ୍ବପ୍ନ ଦେଖିଥିଲେ।...
ଋଣ ଖିଲାପକାରୀ ସନ୍ତାନ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ୟେଋଣ ସେଇ ଋଣ ପରି ନୁହେଁ, ଯେମିତିକି ଗୃହ ଋଣ, କୃଷି ଋଣ ଅବା ପାଠପଢ଼ା ଋଣ, ଏ ଏମିତି ଏକ ଋଣ, ଯାହା ପାଇବା ଅବା ଶୁଝିବା ପାଇଁ କିଛି ଲିଖିତ ସନନ୍ଦପତ୍ର ନ...
ଏଇ ଭାରତରେ
ପରିବେଶ ପ୍ରଦୂଷଣ ତଥା ବିଶ୍ୱତାପନ ରୋକିବା ଲାଗି ଇଲେକ୍ଟ୍ରୋନିକ ଭେହିକିଲ (ଇଭି) ବା ବୈଦ୍ୟୁତିକ ଯାନ ଏବେ ଅପରିହାର୍ଯ୍ୟ। ବିଭିନ୍ନ ମୋଟର କମ୍ପାନୀ ମଧ୍ୟ ଇଭି ନିର୍ମାଣରେ ଲାଗିଯାଇଛନ୍ତି। କିନ୍ତୁ ପୁରୁଣା ପେଟ୍ରୋଲ ଚାଳିତ ଦୁଇ ଚକିଆ ଯାନକୁ ମାତ୍ର...
ବିଜ୍ଞାନରେ ମିଛ ମାୟା
ଡ. ନରେନ୍ଦ୍ର ସେଠୀ ପ୍ରାଚୀନ ଭାରତୀୟ ସନାତନ ଧର୍ମରେ କୁହାଯାଇଛି ‘ମିଛ ମାୟାର ସଂସାର, କେହି ନୁହେଁ କାହାର’ ବା ସଂସାରରେ ସବୁ ହେଉଛି ଏକ ମାୟା ଓ କ୍ଷଣସ୍ଥାୟୀ। ଆମେ ଏହାକୁ ଏକ ପୁରାତନ ଢଗଢମାଳି କହିପାରୁ ନଚେତ୍...
ଅପରାଧ ପୃଷ୍ଠଭୂମି ଓ ଲୋକପ୍ରତିନିଧି
ନିରଞ୍ଜନ ସାହୁ କିଛିଦିନ ତଳେ ସିଙ୍ଗାପୁରର ରାଷ୍ଟ୍ରପତି ତାଙ୍କ ଦେଶର ପାର୍ଲାମେଣ୍ଟରେ ଗୋଟିଏ ପ୍ରସଙ୍ଗରେ ଭାଷଣ ଦେଲାବେଳେ କହିଥିଲେ ଯେ ଭାରତର ପାର୍ଲାମେଣ୍ଟରେ ଅଧା ପାଖାପାଖି ସଦସ୍ୟ ହେଉଛନ୍ତି ଦାଗୀ। ଏହା ଉପରେ ଭାରତ ସରକାର କୁଆଡ଼େ କଡ଼ା ଆପତ୍ତି...
ଭାକେନ୍ସି ବଢ଼ିଛି
କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ଚଳିତ ବର୍ଷ ସିଭିଲ ସର୍ଭିସ ପରୀକ୍ଷା (ସିଏସ୍ଇ)ରେ ୧,୦୦୦ରୁ ଅଧିକ ଭାକେନ୍ସି (ଖାଲିଥିବା ଚାକିରି ବା ପଦବୀ ସ୍ଂଖ୍ୟା) ଲାଗି ଅଧିସୂଚନା ଜାରି କରିଛି। ଏକ ଦଶନ୍ଧି ଧରି ସିଏସ୍ଇରେ ରହିଆସିଥିବା କମ୍ ଭାକେନ୍ସିକୁ...
ଏଇ ଭାରତରେ
୯୦ ବର୍ଷ ବୟସରେ ବୁଲା କୁକୁରମାନଙ୍କ ଯନତ୍ ନେଉଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର କନକ ସକ୍ସସେନା। ସେ ତାଙ୍କ ନାତୁଣୀ ସନାଙ୍କ ସହଯୋଗରେ ୧୨୦ କୁକୁରଙ୍କ ପାଇଁ ପ୍ରତିଦିନ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। କନକ ଅସ୍ଥିସୁଶୀରତା ରୋଗରେ ପୀଡ଼ିତ ଓ ତାଙ୍କର...
ସନ୍ତାନ ମନସ୍ତତ୍ତ୍ୱରେ ମାଆ
ଶୁଭନାରାୟଣ ଶତପଥୀ ମାଆ ପ୍ରତିଟି ମୁହୂର୍ତ୍ତରେ ସନ୍ତାନର ଉନ୍ନତି ଚାହେଁ। ସନ୍ତାନର ମଧ୍ୟ ମାଆ ପ୍ରତି ଶ୍ରଦ୍ଧା, ସମ୍ମାନ କିଛି କମ୍ ନ ଥାଏ। ମାଆର ଗୁରୁତ୍ୱ ସନ୍ତାନ ଉପଲବ୍ଧି କରେ, ସେଥିରୁ ଜୀବନ ଦକ୍ଷତା ବୃଦ୍ଧି କରେ। ତ୍ୟାଗ...
ଜଳ ସୁରକ୍ଷା ଅପରିହାର୍ଯ୍ୟ
ମାରିଆନା ମାଜୁକାଟୋ, ନାଗୋଜି ଓକୋଞ୍ଜୋ ଇଓ୍ବେଲା ବନ୍ୟା, ମରୁଡ଼ି, ଗ୍ରୀଷ୍ମପ୍ରବାହ ଏବଂ ବନାଗ୍ନିର ଭୟାନକ ସ୍ଥିତି ବିଶ୍ୱର ବହୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛି ଓ ଏହା ଦୁଇଟି ମୌଳିକ ବିଷୟକୁ ସୂଚିତ କରୁଛି। ପ୍ରଥମରେ ମଧୁର ଜଳ ଯୋଗାଣକୁ...
ସମାଜର ଦୃଶ୍ୟ
ଡ. ସିଦ୍ଧାର୍ଥ କାନୁନ୍ଗୋ ନିକଟରେ ଦୁଇଟି ଦୁଃଖଦାୟକ ଖବର ଆମ ଭଳି ସାଧାରଣ ଲୋକଙ୍କୁ ଖୁବ୍ ବ୍ୟସ୍ତବିବ୍ରତ କଲା। ଦୁଇଟି ଯାକ ଖବର ସ୍ବାସ୍ଥ୍ୟବିଭାଗକୁ ନେଇ। କିଛିଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ୭ମାସର ଝିଅଟିଏ ଚିକିତ୍ସିତ ହେଉଥିବା ବେଳେ ଆଖିବୁଜିଦେଲା।...
ଜନ୍ମ, ଜୀବନ ଓ ମୃତ୍ୟୁ
ସାମ୍ପ୍ରତିକ ଆଧୁନିକ ସମୟରେ ଧର୍ମକୁ ବହୁ ସମୟରେ ନ୍ୟାୟ ବୋଲି ବୁଝାଯାଏ। ହେଲେ ଏଭଳି ଧାରଣାରେ ଏକ ମୌଳିକ ତ୍ରୁଟି ରହିଛି। ଧର୍ମ କହିଲେ କର୍ମ ଓ ଏଥିପାଇଁ ପୁନର୍ଜନ୍ମ ରହିଛି ବୋଲି ଆମେ ବିଶ୍ୱାସ କରିଛୁ। କର୍ମ ଅନୁଯାୟୀ...
ଭାଷାର ମର୍ଯ୍ୟାଦା: ସଂସଦରୁ ସଡ଼କଯାଏ
ବର୍ଣ୍ଣମାଳାକୁ ଶବ୍ଦ, ଶବ୍ଦ ସମୂହକୁ ବାକ୍ୟ ଓ ବାକ୍ୟ ସମୁଦାୟକୁ ଭାଷା କହନ୍ତି। ସୁତରାଂ ଭାଷା ବ୍ୟକ୍ତିର ପରିଚୟ। ଭାଷା କ୍ଷେତ୍ରରେ ବେଶ୍ ମହତ୍ତ୍ୱ ରଖେ ଶବ୍ଦ। ଶବ୍ଦମାଳାର ଠିକ୍ ତଥା ଯଥାର୍ଥ ପ୍ରୟୋଗ ତଥା ଚୟନରେ ହିଁ ବ୍ୟକ୍ତିର...
Archives


