ସମ୍ପାଦକୀୟ

ଡିଜିଟାଲ ବ୍ୟବଧାନ

ଭାରତ ସରକାର ୧ ଜୁଲାଇ ୨୦୧୫ରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ। ଜନସାଧାରଣଙ୍କୁ ପ୍ରଯୁକ୍ତି ମାଧ୍ୟମରେ ସରକାରୀ ସୁବିଧା ଯୋଗାଇ ଦେଇ ସେମାନଙ୍କୁ ଡିଜିଟାଲ ସଶକ୍ତ କରିବା ଏହାର ଲକ୍ଷ୍ୟ ଥିଲା। ଏପରିକି ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍‌ରେ ସଂଯୋଗ କରାଯାଇ ଏକ…

ଏଇ ଭାରତରେ

ପରିବେଶ ଉପଯୋଗୀ କାଫେର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମୁମ୍ବାଇରେ। ଏହାର ନାମ ଯୋଗୀସତ୍ତ୍ୱ କାଫେ। ରବିନା ତୌରାନି ଏହାର ମାଲିକ। ଏଠାରେ ଶତ ପ୍ରତିଶତ ଉଦ୍ଭିଜ ତଥା ଶୁଦ୍ଧ ଶାକାହାରୀ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ରବିନା ଜଣେ ପୂର୍ବତନ ଚଳଚ୍ଚିତ୍ର…

ଭାରତରେ ବାର୍ଦ୍ଧକ୍ୟ ସମସ୍ୟା

ଇଂ. ମାୟାଧର ସ୍ବାଇଁ   ଭାରତରେ ହାରାହାରି ଆୟୁଷ କ୍ରମଶଃ ବୃଦ୍ଧି ପାଉଛି। ଦେଶରେ ସ୍ବାସ୍ଥ୍ୟସେବାର ଉନ୍ନତି ହେଉଛି ଏହାର ପ୍ରମୁଖ କାରଣ। ବର୍ତ୍ତମାନ ଜଣେ ଭାରତୀୟଙ୍କ ହାରାହାରି ଆୟୁଷ ହେଉଛି ୬୯.୮ ବର୍ଷ। ଅବଶ୍ୟ ଏହା ଅନ୍ୟ କେତେକ ଜନବହୁଳ…

ସାମାଜିକ ବାସନ୍ଦ ସମାଜ ପାଇଁ କଳଙ୍କ

ଭାଲଚନ୍ଦ୍ର ଷଡ଼ଙ୍ଗୀ   ନିକଟରେ ଗଞ୍ଜାମ ଜିଲା ଆସିକା ବ୍ଲକ୍‌ ଅର୍ନ୍ତଗତ ହରିଡ଼ାପଦର ଗ୍ରାମରେ ପ୍ରାୟ ଦୁଇଶହ ଦଳିତ ପରିବାରକୁ ଗଁାର ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକେ ସାମାଜିକ ବାସନ୍ଦ କରିବା ଅଭିଯୋଗ ହୋଇଛି। ବାସନ୍ଦର ଶିକାର ଦଳିତ ଲୋକଙ୍କୁ ଗଁା ରାସ୍ତାରେ…

କର୍ମର ଫଳ

କରୋନା ଭାଇରସ୍‌ ଯୋଗୁ ସମଗ୍ର ବିଶ୍ୱ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ହନ୍ତସନ୍ତ ହୋଇଛି। ବିଭିନ୍ନ ରାଷ୍ଟ୍ରରେ ଅସଂଖ୍ୟ ଲୋକଙ୍କ ଜୀବନ ଯାଇଥିବା ବେଳେ ସବୁ ଅର୍ଥନୀତି ଦୁର୍ବଳ ହୋଇଥିବାରୁ ତାହା ଲୋକଙ୍କ ଜୀବିକା ଉପରେ ଘୋର ପ୍ରଭାବ ପକାଇଛି। ଅନ୍ତର୍ଜାତୀୟ…

ଏଇ ଭାରତରେ

ଖାଦ୍ୟଶସ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସବୁଜ ବିପ୍ଳବ ଜାରି ରହିଥିବାବେଳେ ବିହାରରେ ଛତୁ ବିପ୍ଳବ ଆରମ୍ଭ କରିଛନ୍ତି ଡ. ଦୟାରାମ। ସେ ସମସ୍ତିପୁରସ୍ଥ ଡ. ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ଏଗ୍ରିକଲ୍‌ଚର ୟୁନିଭର୍ସିଟିର ବୈଜ୍ଞାନକ ଭାବେ କାର୍ଯ୍ୟରତ। ଦୟାରାମ ବିଗତ ଦଶନ୍ଧିରୁ ଏଯାବତ୍‌…

ମୃତ୍ତିକାର ଯତ୍ନ ଜରୁରୀ

ଡ. ପ୍ରମୋଦ କୁମାର ପଣ୍ଡା   ସମଗ୍ର ବିଶ୍ବରେ ପ୍ରତିବର୍ଷ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ରୂପେ ପାଳନ କରାଯାଉଛି। ୨୦୦୨ରେ ଆନ୍ତର୍ଜାତିକ ମୃତ୍ତିକା ବିଜ୍ଞାନ ସମ୍ମିଳନୀରେ ଏହା ଗୃହୀତ ହୋଇଥିଲା। ୨୦୧୩ରେ ମିଳିତ ଜାତିସଂଘର ସାଧାରଣ ପରିଷଦ,…

ପ୍ରସ୍ତାବିତ ଡିଜିଟାଲ ଆଇନ

କିଶୋର ଜେନା   ରାଷ୍ଟ୍ର ଓ ସରକାର ସର୍ବଶକ୍ତିମାନ କି ନୁହେଁ ବଙ୍କେଇ ବୁଲେଇ ସେହି ପ୍ରଶ୍ନ ନୂଆକରି ପୁଣି ଉଠିଛି। ଡିଜିଟାଲ ବ୍ୟକ୍ତିଗତ ସୁରକ୍ଷା ବିଲ୍‌ର ଯେଉଁ ଖସଡ଼ା କେନ୍ଦ୍ର ସରକାର ଜନସାଧାରଣଙ୍କ ସମ୍ମୁଖକୁ ଆଣିଛନ୍ତି, ତାକୁ କେନ୍ଦ୍ରକରି ପୁଣିଥରେ…

ଆଣ୍ଠେଇଲା ଇରାନ

ଜନଶକ୍ତି ରାଜଶକ୍ତିଠାରୁ ଅଧିକ ବଳଶାଳୀ ବୋଲି ଇତିହାସ ପ୍ରମାଣ ଦେଇଆସିଛି। ସାଧାରଣ ଲୋକଙ୍କ ଦ୍ୱାରା ହୋଇଥିବା ଆନ୍ଦୋଳନ ଯୋଗୁ ବହୁ କ୍ଷମତାସୀନ ବ୍ୟକ୍ତିଙ୍କୁ ଗାଦିଚ୍ୟୁତ କରାଯାଇପାରିଛି। ରାଜତନ୍ତ୍ର ହେଉ ବା ଗଣତନ୍ତ୍ର ସବୁଠାରେ ଶାସକଙ୍କ ଭୁଲ୍‌ କାର୍ଯ୍ୟକୁ ଯୁକ୍ତିଯୁକ୍ତ ଭାବେ ଦର୍ଶାଯାଇପାରିଲେ,…

ଏଇ ଭାରତରେ

ବର୍ଜ୍ୟ କାଗଜର ପୁନଃ ଉପଯୋଗ କରି କଶ୍ମୀର ହସ୍ତକଳାକୁ ଏକ ନୂଆ ମୋଡ଼ ଦେବାରେ ଲାଗିଛନ୍ତି ଡିଜାଇନର ବୁର୍‌ହାନ ଖାଦିବ୍‌। ସେ ବର୍ଜ୍ୟ କାଗଜରୁ ପରିବେଶ ଉପଯୋଗୀ ବ୍ଲୁଟୁଥ ସ୍ପିକର, କୁକୁଡ଼ା ଘର, ବ୍ୟାଗ୍‌ ଏବଂ ଅନ୍ୟ ଘର ଉପକରଣ ଜିନିଷ…

‘ଦି ଚିପ୍‌କୋ ମୁଭମେଣ୍ଟ’ ଲେଖକ

– ଜିତେନ୍ଦ୍ର କୁମାର ନାୟକ   ଦ୍ରୁତ ଜଙ୍ଗଲକ୍ଷୟ ରୋକିବା ଓ ପରିବେଶ ସଚେତନତା ଦିଗରେ ଉତ୍ତରାଖଣ୍ଡ (ଉତ୍ତରପ୍ରଦେଶର ଏକ ଅଂଶ ଥିଲା)ରେ ୧୯୭୩ରେ ଆରମ୍ଭ ହୋଇଥିବା ‘ଚିପ୍‌କୋ ମୁଭମେଣ୍ଟ’ ବା ‘ଚିପ୍‌କୋ ଆନ୍ଦୋଳନ’ ସେତେବେଳେ ବିଶ୍ୱକୁ ନୂଆ ଦିଗ ଦେଖାଇଥିଲା।…

ବିଶ୍ବାସ ମୂଳେ ଏ ଜଗତ

ଡ.ପ୍ରଫୁଲ୍ଲ କୁମାର ସାହୁ   ଆହାର ସଂସ୍ଥାନଠାରୁ ଆରମ୍ଭକରି ମାଟି, ପାଣି, ପବନ, ଗଛବୃଛ, ନଦନଦୀ, ବଣପାହାଡ଼, କୀଟପତଙ୍ଗ, ଜୀବଜନ୍ତୁ ଆଦି ନାନାପ୍ରକାର ଆବଶ୍ୟକ ଉପାଦାନ ସଜଡ଼ା ହୋଇ ରହିଛି ଏକ ବ୍ୟବସ୍ଥିତ ଢଙ୍ଗରେ। କିଏ ସଜାଡ଼ି ରଖିଛି ଏତେସବୁ ଉପାଦାନ?…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri