ସମ୍ପାଦକୀୟ

ଲୁଥରଙ୍କ ଦୃଷ୍ଟିରେ ଗାନ୍ଧିଜୀ

ମାର୍ଟିନ୍‌ ଲୁଥର କିଙ୍ଗ୍‌ (ଜୁନିୟର) ୧୯୫୯ ମସିହାରେ ଭାରତ ଭ୍ରମଣରେ ଆସିଥିଲେ। ଭାରତ ରହଣି କାଳରେ ସେ ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମ ପରିଦର୍ଶନ କରିଥିବାବେଳେ ମହାତ୍ମା ଗାନ୍ଧୀ ୮ ଜଣ ସାଥୀଙ୍କ ସହ ଏହିଠାରୁ ୨୧୮ ମାଇଲ ଦୂରବର୍ତ୍ତୀ ଦାଣ୍ଡିକୁ ପଦଯାତ୍ରା…

ଭବିତବ୍ୟ ଯାହା ଅବଶ୍ୟ ଘଟିବ

ଏ ପୃଥିବୀ ସଦା ବୈଚିତ୍ର୍ୟମୟ। ପରିବେଶ ଓ ପରିସ୍ଥିତି ଦସ୍ୟୁ ରତ୍ନାକରକୁ ବାଲ୍ମୀକିରେ ରୂପାନ୍ତରିତ କରେ ଓ ବିଶ୍ରବାଙ୍କ ପରି ଋଷିଙ୍କ ଔରସ ସମ୍ଭୁତ ରାବଣ ଦେବ ଓ ମାନବଙ୍କ ଉପରେ କରି ବସେ ଅକଥନୀୟ ଅତ୍ୟାଚାର। ସତୀ ସାଧ୍ୱୀ ସୀତାଙ୍କୁ…

ଏଇ ଭାରତରେ

ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍‌। ହେଲେ ଆବିଷ୍କାର କରିବାରେ ଇଞ୍ଜିନିୟର କିମ୍ବା ବୈଜ୍ଞାନିକଙ୍କ ସମତୁଲ୍ୟ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଆସାମ ଗୁଆହାଟୀର କନକ ଗୋଗୋଇ। ସେ ଏବେ ଏକ ଛୋଟ ଟ୍ରକ୍ଟର ନିର୍ମାଣ କରିଛନ୍ତି । ଏହାର ଦାମ୍‌ ୪୦…

ଏଇ ଭାରତରେ

ବିନା ମାଟିରେ ପରିବେଶ ଉପଯୋଗୀ ତଥା ପାରମ୍ପରିକ ପଦ୍ଧତି(ହାଇଡ୍ରୋପୋନିକ)ରେ ୮୦ ପ୍ରତିଶତ ପାଣି ବଞ୍ଚାଇ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି ଆଇଆଇଟି ମୁମ୍ବାଇର ଦୁଇ ବନ୍ଧୁ ଅମିତ କୁମାର ଏବଂ ଅଭୟ ସିଂ। ଅନ୍ୟ ପଦ୍ଧତି ତୁଳନାରେ ଏଥିରେ ଚାଷ…

ମରିବାକୁ ବେଳନାହିଁ

ଡ. କୁଳାଙ୍ଗାର   ଏବେ ଲୋକମାନେ ଏତେ ବ୍ୟସ୍ତ ଯେ ମରିବାକୁ ବି ବେଳନାହିଁ! ଅତଏବ ବହୁତ ଲୋକଙ୍କୁ ବାଧ୍ୟ ହୋଇ ଜିଇବାକୁ ପଡୁଛି। ବାଧ୍ୟବାଧକତାରେ କ’ଣ କିଛି ହୋଇଥିଲା ଯେ ହେବ? ଅତଏବ ସବୁଆଡ଼େ ନାହିଁ ନାହିଁର ପରିବେଶ। ଯୁଆଡ଼େ…

ଆୟ ବହିର୍ଭୂତ ସମ୍ପତ୍ତି ଦେଶକୁ ବିପତ୍ତି

ଅକ୍ଷୟ କୁମାର ମିଶ୍ର   ପ୍ରତିଦିନ ଖବରକାଗଜ ପୃଷ୍ଠାରେ, ଦୂରଦର୍ଶନ ପରଦାର ବ୍ରେକିଂ ନ୍ୟୁଜ୍‌ରେ କେହି ନା କେହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଖବର ପରିବେଷଣ ହେବା ଦେଖିବାକୁ ମିଳୁଛି। କେଉଁଠି ଭିଜିଲାନ୍ସ ତ କେଉଁଠି ଆୟକର…

ଆମେ ଦାୟୀ

ଗତବର୍ଷ ସେପ୍ଟେମ୍ବର ପ୍ରାରମ୍ଭରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଓ ଡିସେମ୍ବର ଶେଷ ଆଡ଼କୁ କ୍ରିକେଟର ରିଷଭ ପନ୍ତ ଆହତ ହେବା ପରେ ଦିଲ୍ଲୀରେ ଏବକାର କାର୍‌ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣା…

ସେଠି କାହିଁକି

ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚାଇନା ଜାତିସଂଘର ସ୍ଥାୟୀ ସଦସ୍ୟ ରହିଆସିଛନ୍ତି। ୧୯୩ ସଦସ୍ୟ ବିଶିଷ୍ଟ ଏହି ବିଶ୍ୱ ସଙ୍ଗଠନରେ ୫ ରାଷ୍ଟ୍ର ସେମାନଙ୍କର ପ୍ରଭାବ ବିସ୍ତାର କରିଚାଲିଛନ୍ତି। ତେଣୁ ଜାତିସଂଘରେ ସଂସ୍କାର ଅଣାଯାଇ ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି…

ଏଇ ଭାରତରେ

ଜାଳେଣି କାଠର ବିକଳ୍ପ ସ୍ବଚ୍ଛ ଇନ୍ଧନ ଆବିଷ୍କାର କରି ବାୟୁ ପ୍ରଦୂଷଣ ରୋକିବାରେ ସକ୍ରିୟ ଭୂମିକା ନେଉଛନ୍ତି ମହାରାଷ୍ଟ୍ରର ଡ. ପ୍ରିୟଦର୍ଶିନୀ କାର୍ଭେ। ସେ ରହୁଛନ୍ତି ପୁଣେଠାରୁ ପାଖାପାଖି ୧୦୦ କି.ମି. ଦୂର ଫାଲଟନ ସହରରେ। କାର୍ଭେ କୃଷିଜାତ ବର୍ଜ୍ୟରୁ ଜୈବଇନ୍ଧନ…

ମଣିଷ କ’ଣ ବାରମାସୀ ଚଢ଼େଇ

ଇଂ. ମୁରଲୀଧର ହୋତା ଆମେ ସାଧାରଣତଃ ପୁତ୍ରକୁ ପିତାଙ୍କର ପ୍ରତିଛବି ଭାବରେ ମାନି ନେଇଥାଉ। ଏହାର କାରଣ ହେଲା ପିତା-ମାତାଙ୍କର ଗୁଣସୂତ୍ରର ପ୍ରଭାବରୁ ପୁତ୍ରର ଜନ୍ମ। ତେଣୁ ପୁତ୍ରର ରୂପକୁ ଆମେ କହିଥାଉ ପିତୃମାତୃ ପ୍ରଦତ୍ତ ଏବଂ ଈଶ୍ୱର ପ୍ରଦତ୍ତ ମଧ୍ୟ।…

ଭୋରା ସାଗରର ମା’

ଶୈଳେନ୍ଦ୍ର ଦ୍ୱିବେଦୀ ପାଠକେ, ୨୪ ମାର୍ଚ୍ଚ ୨୦୨୦ ରାତି ୮ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୂରଦର୍ଶନରେ ଘୋଷଣା କରିଥିଲେ, କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ମଧ୍ୟରାତ୍ରିଠାରୁ (ମାର୍ଚ୍ଚ ୨୪) ସାରା ଦେଶରେ ଲକ୍‌ଡାଉନ ଜାରି ହେବ l ଦୋକାନ ବଜାର…

ବିମୁଦ୍ରୀକରଣ: ବିରୋଧୀ ଦାୟୀ

ଭାରତରେ ୮ ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିମୁଦ୍ରୀକରଣ ନିଷ୍ପତ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା ବୋଲି ୨ ଜାନୁୟାରୀ ୨୦୨୩ରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ସେତେବେଳେ ନରେନ୍ଦ୍ର ମୋଦିଙ୍କ ସରକାର ୧୦୦୦ ଏବଂ ୫୦୦ ଟଙ୍କିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri