ବରିଷ୍ଠଙ୍କ ସମସ୍ୟା ଓ ପ୍ରତିକାର
ଡ.ମୌସୁମୀ ପରିଡ଼ା ମଣିଷ ଜୀବନ ବିଭିନ୍ନ ପର୍ଯ୍ୟାୟ ଦେଇ ଗତିକରେ। ପ୍ରତ୍ୟେକ ପର୍ଯ୍ୟାୟରେ ଜୀବନ ପରିବର୍ତ୍ତିତ ହୁଏ। ଶାରୀରିକ ପରିବର୍ତ୍ତନ ସହ ମାନସିକ ଓ ପାରିପାର୍ଶ୍ୱିକ ସ୍ଥିତି ମଧ୍ୟ ବଦଳିଯାଏ। ୬୦ ବା ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କୁ ବରିଷ୍ଠ କୁହାଯାଏ। ଚାକିରି…
ଧର୍ମ ତା’ ବାଟରେ ଥାଉ
ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ୩୦ ତାରିଖରେ ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଶେଷ ହେବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିରୋଧୀ ଶିବିରରେ…
ସତ୍ୟ ହିଁ ସାହିତ୍ୟର ଷଠୀଘର
ମାୟାଧର ନାୟକ ସାହିତ୍ୟ ଏବେ ମନର କଥା ଆଉ ମୁହଁର କଥା ମଧ୍ୟରେ ତାଳମେଳ ନ ରଖି କେବଳ ମଖମଲି ମୁଖାର କଥା ପାଲଟିଯାଇଛି। ଛାତିରେ ହାତ ଦେଇ ଆଜି କେତେଜଣ କହିବେ- ଆମେ ଲେଖୁଛୁ ଟୁକୁରା ଟୁକୁରା ଭଙ୍ଗା ସ୍ବପ୍ନର…
ସଂଶୋଧନର ସମୟ
ମକର ସଂକ୍ରାନ୍ତି ଆସିଲେ ସାରା ଭାରତର ବିଭିନ୍ନ ଅଞ୍ଚଳରେ କୃଷିିଭିତ୍ତିକ ପରମ୍ପରାଗୁଡ଼ିକୁ ନେଇ ପରିବେଶ ଚଳଚଞ୍ଚଳ ହୋଇଉଠେ। ବିଶେଷକରି ତାମିଲନାଡୁରେ ପାଳିତ ପୋଙ୍ଗଲରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାଲ୍ଲିିକାଟ୍ଟୁ ଖେଳର ଆଦର ଅଧିକ। ଏହି ପାରମ୍ପରିକ ଖେଳରେ ଷଣ୍ଢକୁ ସାମିଲ କରାଯାଏ।…
ଏଇ ଭାରତରେ
ବାୟୁ ପ୍ରଦୂଷଣ ରୋକିବା ସହ ବିଶ୍ୱତାପନ ନିୟନ୍ତ୍ରଣକରି ଏକ ସହନୀୟ ବିଶ୍ୱ ପ୍ରତିଷ୍ଠା କରିବା ପାଇଁ ବୈଦ୍ୟୁତିକ ଯାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବହୁ କମ୍ପାନୀ ସେମାନଙ୍କ ଜ୍ଞାନକୌଶଳ ଉପଯୋଗ କରୁଥିବା ସମୟରେ ବେଙ୍ଗାଲୁରୁର ଷ୍ଟାର୍ଟଅପ୍ ଅଲ୍ଟିଗ୍ରୀନ୍ ୧୫ ମିନିଟ୍ରେ…
ପ୍ରଭାବିତ ହେବ ନଦୀ ଓ ଖାଦ୍ୟ ସୁରକ୍ଷା
ଈପ୍ସିତା ମହାନ୍ତି ନିକଟରେ ବ୍ରିଟେନ୍ର ଲିଡସ ବିଶ୍ବବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ବର ଅନ୍ୟ ହିମନଦୀ ତୁଳନାରେ ହିମାଳୟ ଅଞ୍ଚଳର ହିମନଦୀଗୁଡ଼ିକ ଦ୍ରୁତଗତିରେ ଅସ୍ତିତ୍ୱ ହରାଇ ଚାଲିଛନ୍ତି। ମଧ୍ୟ ୟୁରୋପର ଆଲପସ, କକେସସ ଏବଂ ସ୍କେଣ୍ଡିନାଭିୟା…
ସ୍ୱର୍ଗ କେଉଁଠି, ନର୍କ କେଉଁଠି
ରଞ୍ଜନ କୁମାର ଦାସ ରସ୍ୟ ଦେଶର ଗୋଟେ କାହାଣୀ। ଆହାବ ନାମକ ଜଣେ ଧର୍ମଗୁରୁ ଥିଲେ। ସେ ତାଙ୍କ ଶିଷ୍ୟମାନଙ୍କୁ ସବୁବେଳେ କୁହନ୍ତି, ଭଲକାମ କଲେ ସ୍ବର୍ଗକୁ ଯିବ, ଖରାପ କାମ କଲେ ନର୍କକୁ ଯିବ। ତାଙ୍କୁ ତାଙ୍କର ଶିଷ୍ୟମାନେ…
୧ ପ୍ରତିଶତ ପାଖେ ୪୦
ଭାରତରେ ଥିବା ୧ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ପାଖରେ ଦେଶ ସମ୍ପତ୍ତିର ୪୦ ଭାଗ ରହିଛି। ଅନ୍ୟପକ୍ଷରେ ୫୦ ପ୍ରତିଶତ ଲୋକଙ୍କ ନିକଟରେ ମାତ୍ର ୩ ପ୍ରତିଶତ ସମ୍ପତ୍ତି ଅଛି। ସୁଇଜରଲାଣ୍ଡର ଡାଭୋସ୍ଠାରେ ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲ୍ୟୁଇଏଫ୍)ର ବାର୍ଷିକ ବୈଠକରେ…
ଭିଡ଼ ବିପଦ
ଭାରତର ମହାନଗରୀରେ ଟ୍ରାଫିକ୍ ଜାମ୍ ଓ ଲୋକଙ୍କ ଭିଡ଼ ଅସମ୍ଭାଳ ସ୍ତରରେ ପହଞ୍ଚିଥିବା ବିଷୟରେ ସର୍ବଦା ଆମେ ଦେଖିବାକୁ ପାଉଥିଲୁ। ଏବେ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଜନ ଓ ଯାନ ଭିଡ଼ ଅନେକ ସ୍ଥାନରେ ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି।…
ଏ ଆନନ୍ଦ ସମସ୍ତଙ୍କ ପାଇଁ ନୁହେଁ
ନିକଟରେ ଗୀତ ଓ ଭୋଜିଭାତର ଆସର, ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଭିତରେ ଇଂଲିଶ୍ ନବବର୍ଷ ୨୦୨୩କୁ ସମସ୍ତେ ସ୍ବାଗତ ଜଣାଇଛନ୍ତି। କେବଳ ନୂଆବର୍ଷ କାହିଁକି, ବିଭିନ୍ନ ପର୍ବପର୍ବାଣି, ପାରିବାରିକ ଉତ୍ସବରେ ଥିଲାବାଲା ଲୋକ ସର୍ବଦା ଜାକଜମକରେ ପାଳନ କରିଥା’ନ୍ତି। ଅଧିକାଂଶ…
ମାଟି ବନ୍ଧ୍ୟା ହେଉଛି
ଏକ ସୁସ୍ଥ ପରିସଂସ୍ଥା ନିମନ୍ତେ ମୃତ୍ତିକାର ସ୍ବାସ୍ଥ୍ୟ ଓ ସୁପରିଚାଳନା ଏକାନ୍ତ ଜରୁରୀ। ବିଗତ କିଛିଦିନ ହେଲା ‘ଈଷା’ ଯୋଗସଂସ୍ଥାର ପ୍ରତିଷ୍ଠାତା ସଦ୍ଗୁରୁଙ୍କର ଆହା୍ବନ ଓ ସୂଚନା ବାରମ୍ବାର ଦେଶର ବିଭିନ୍ନ ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ ମିଡିଆରେ ପ୍ରସାରିତ ହେଉଛି ‘ମାଟିକୁ…
ଏଇ ଭାରତରେ
ପରିସଂସ୍ଥାର ସୁରକ୍ଷା ଦୃଷ୍ଟିକୋଣରୁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ହେଲେ ବେଙ୍ଗାଲୁରୁର ଡିଜାଇନ୍ କନ୍ସଲ୍ଣ୍ଟାଣ୍ଟ ଗ୍ରାସି ଏଲିଜାବେଥ୍ଙ୍କ ନିଆରା ପଦକ୍ଷେପ ପ୍ରଶଂସନୀୟ। ଗ୍ରାସି ପୁରୁଣା କାଠ ସଂଗ୍ରହ କରି ସେଥିରେ ଇଣ୍ଟେରିୟର୍ ଡିଜାଇନ କରୁଛନ୍ତି। ଏହା ସହ ପୁରୁଣା…
Archives


