ଏଇ ଭାରତରେ
ଜୁନାଗଡ଼ରେ ଏମିତି ଏକ କାଫେ ଅଛି, ଯେଉଁଠି ପୋଷକ ଖାଦ୍ୟ ଖାଇଲେ କିଛି ଦେୟ ଦେବାକୁ ପଡ଼ୁନାହିଁ। କାରଣ କ’ଣ ଜାଣନ୍ତି? ଏଠାରେ ପ୍ଲାଷ୍ଟିକ୍ ବର୍ଜ୍ୟ ଦେଲେ ମାଗଣାରେ ଖାଇବାକୁ ମିଳୁଛି। ଉକ୍ତ କାଫେର ନାମ ‘ପ୍ରକୃତି ପ୍ଲାଷ୍ଟିକ କାଫେ’। ବଡ଼…
ପୁନରାବୃତ୍ତିର ଶକ୍ତି
ଗ୍ରୀକ୍ ପୁରାଣ କଥାରେ ଆମେ ସିସିଫସ୍ଙ୍କ କାହାଣୀ ଶୁଣିଛୁ। ଦେବତାମାନେ ତାଙ୍କୁ ଦଣ୍ଡିତ କରିଥିଲେ ଯେଉଁଥିରେ ସେ ଦିନସାରା ପାହାଡ଼ ଉପରକୁ ଏକ ପଥରକୁ ଗଡ଼ାଇ ଗଡ଼ାଇ ନେଉଥିଲେ ଓ ସେହି ପଥର ରାତିରେ ପୁନର୍ବାର ତଳକୁଗଡ଼ି ଆସୁଥିଲା। ତା’ପରଦିନ ପୁଣି…
ଗୁଡ଼ିର ମୃତ୍ୟୁ ଫାଶ
ମାଞ୍ଜା ସୂତା ବ୍ୟବହାର ଓ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଜାନୁୟାରୀ ୯ ତାରିଖରେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ କଟକ ଜିଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ମାଞ୍ଜା ଦିଆଯାଇଥିବା ନାଇଲନ୍ ବା ଅନ୍ୟ ସୂତା…
ଭାଇଚାରା ବଜାୟ ରହୁ
ଦେଶର ପ୍ରକୃତ ବିକାଶ କେବଳ ଭିତ୍ତିଭୂମିର ଉନ୍ନତି ଓ ଅର୍ଥନୈତିକ ପ୍ରଗତି ଉପରେ ନିର୍ଭର କରେନାହିଁ। ଦେଶର ଲୋକମାନଙ୍କ ମଧ୍ୟରେ ଶାନ୍ତିିପୂର୍ଣ୍ଣ ସହାବସ୍ଥାନ ବିନା ପ୍ରକୃତ ବିକାଶ ସମ୍ଭବ ନୁହେଁ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଆମ ଦେଶର ଜନସାଧାରଣ ପରସ୍ପର ସହିତ…
ଏଇ ଭାରତରେ
ଜଣେ ଗରିବ ମା’ର ଦିବ୍ୟାଙ୍ଗ ପିଲାଟିି ଅନିଲ ଜୋଶେଫଙ୍କୁ ପ୍ରଭାବିତ କରିଥିଲା। ପରେ ସେ ଗରିବ ଓ ଅସହାୟ ଦିବ୍ୟାଙ୍ଗ ପିଲାମାନଙ୍କ ସାହାରା ପାଲଟିଗଲେ। ସମୟକ୍ରମେ ଅନିଲ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରି ସେଠାରେ ୭୫ ଜଣ ଦିବ୍ୟାଙ୍ଗ ଶିଶୁଙ୍କୁ ରଖି…
ଏଇ ଭାରତରେ
ଦୃଢ ଇଚ୍ଛାଶକ୍ତି ସଫଳତାର ବାଟ କଢ଼ାଇନିଏ, ଯାହା ଘଟିଛି ରାଶି ଅଗ୍ରଓ୍ବାଲଙ୍କ ଜୀବନରେ। ସେ ବର୍ଜ୍ୟର ପୁନଃ ଉପଯୋଗ କରି ପରିବେଶ ସୁରକ୍ଷାର ବାଟ ଦେଖାଇଛନ୍ତି। ରାଶି ରହୁଛନ୍ତି ସୁରଟରେ। ସେ ପ୍ରଥମେ ଆଇଆଇଟି ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ସେଥିରେ…
ବରିଷ୍ଠଙ୍କ ସମସ୍ୟା ଓ ପ୍ରତିକାର
ଡ.ମୌସୁମୀ ପରିଡ଼ା ମଣିଷ ଜୀବନ ବିଭିନ୍ନ ପର୍ଯ୍ୟାୟ ଦେଇ ଗତିକରେ। ପ୍ରତ୍ୟେକ ପର୍ଯ୍ୟାୟରେ ଜୀବନ ପରିବର୍ତ୍ତିତ ହୁଏ। ଶାରୀରିକ ପରିବର୍ତ୍ତନ ସହ ମାନସିକ ଓ ପାରିପାର୍ଶ୍ୱିକ ସ୍ଥିତି ମଧ୍ୟ ବଦଳିଯାଏ। ୬୦ ବା ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କୁ ବରିଷ୍ଠ କୁହାଯାଏ। ଚାକିରି…
ଧର୍ମ ତା’ ବାଟରେ ଥାଉ
ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ୩୦ ତାରିଖରେ ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଶେଷ ହେବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିରୋଧୀ ଶିବିରରେ…
ସତ୍ୟ ହିଁ ସାହିତ୍ୟର ଷଠୀଘର
ମାୟାଧର ନାୟକ ସାହିତ୍ୟ ଏବେ ମନର କଥା ଆଉ ମୁହଁର କଥା ମଧ୍ୟରେ ତାଳମେଳ ନ ରଖି କେବଳ ମଖମଲି ମୁଖାର କଥା ପାଲଟିଯାଇଛି। ଛାତିରେ ହାତ ଦେଇ ଆଜି କେତେଜଣ କହିବେ- ଆମେ ଲେଖୁଛୁ ଟୁକୁରା ଟୁକୁରା ଭଙ୍ଗା ସ୍ବପ୍ନର…
ସଂଶୋଧନର ସମୟ
ମକର ସଂକ୍ରାନ୍ତି ଆସିଲେ ସାରା ଭାରତର ବିଭିନ୍ନ ଅଞ୍ଚଳରେ କୃଷିିଭିତ୍ତିକ ପରମ୍ପରାଗୁଡ଼ିକୁ ନେଇ ପରିବେଶ ଚଳଚଞ୍ଚଳ ହୋଇଉଠେ। ବିଶେଷକରି ତାମିଲନାଡୁରେ ପାଳିତ ପୋଙ୍ଗଲରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାଲ୍ଲିିକାଟ୍ଟୁ ଖେଳର ଆଦର ଅଧିକ। ଏହି ପାରମ୍ପରିକ ଖେଳରେ ଷଣ୍ଢକୁ ସାମିଲ କରାଯାଏ।…
ଏଇ ଭାରତରେ
ବାୟୁ ପ୍ରଦୂଷଣ ରୋକିବା ସହ ବିଶ୍ୱତାପନ ନିୟନ୍ତ୍ରଣକରି ଏକ ସହନୀୟ ବିଶ୍ୱ ପ୍ରତିଷ୍ଠା କରିବା ପାଇଁ ବୈଦ୍ୟୁତିକ ଯାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବହୁ କମ୍ପାନୀ ସେମାନଙ୍କ ଜ୍ଞାନକୌଶଳ ଉପଯୋଗ କରୁଥିବା ସମୟରେ ବେଙ୍ଗାଲୁରୁର ଷ୍ଟାର୍ଟଅପ୍ ଅଲ୍ଟିଗ୍ରୀନ୍ ୧୫ ମିନିଟ୍ରେ…
ପ୍ରଭାବିତ ହେବ ନଦୀ ଓ ଖାଦ୍ୟ ସୁରକ୍ଷା
ଈପ୍ସିତା ମହାନ୍ତି ନିକଟରେ ବ୍ରିଟେନ୍ର ଲିଡସ ବିଶ୍ବବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ବର ଅନ୍ୟ ହିମନଦୀ ତୁଳନାରେ ହିମାଳୟ ଅଞ୍ଚଳର ହିମନଦୀଗୁଡ଼ିକ ଦ୍ରୁତଗତିରେ ଅସ୍ତିତ୍ୱ ହରାଇ ଚାଲିଛନ୍ତି। ମଧ୍ୟ ୟୁରୋପର ଆଲପସ, କକେସସ ଏବଂ ସ୍କେଣ୍ଡିନାଭିୟା…
Archives


