ଏଇ ଭାରତରେ
ଛତୁ ଚାଷ ରୋଜଗାରର ବାଟ ଦେଖାଉଥିବା ବେଳେ ଛତୁ କଫି ଷ୍ଟାର୍ଟଅପ୍ ଏବେ ଚର୍ଚ୍ଚାର ବିଷୟ ହୋଇଛି। କେରଳର ଲାଲୁ ଥୋମାସ ଛତୁ ମିଶ୍ରିତ କଫି ନୂଆ କରି କୋଲାମସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ସହଯୋଗରେ ତିଆରି କରିଛନ୍ତି। ସେ ସଂଯୁକ୍ତ ଆରବ…
ନୂତନ ପର୍ଯ୍ୟଟନ ନୀତି
ଯେକୌଣସି ରାଷ୍ଟ୍ରର ଉନ୍ନତିରେ ପର୍ଯ୍ୟଟନ ଶିଳ୍ପର ଭୂମିକା ପ୍ରଣିଧାନଯୋଗ୍ୟ। ଅନ୍ୟ ସମସ୍ତ ନିବେଶ କ୍ଷେତ୍ରରେ ପରିବେଶକୁ ଧୂଆଁ ନିର୍ଗତ ହେଉଥିବା ସ୍ଥଳେ, ପର୍ଯ୍ୟଟନ ଶିଳ୍ପକୁ ଧୂମବିହୀନ ଶିଳ୍ପର ମାନ୍ୟତା ଦିଆଯାଏ। ଆରୁବା, ବ୍ରିଟିଶ ଉପଦ୍ୱୀପ, ମାଳଦ୍ୱୀପ, ସେଚିଲସ, ବାହାମସ ଆଦି ଅର୍ଥନୀତିରେ…
ଓଡ଼ିଶାରେ ଶିଳ୍ପାୟନର ଦିଶା
ସାରା ବିଶ୍ୱରେ ଆଜିର ସମୟରେ ଅର୍ଥନୀତି ଦୃଷ୍ଟିରୁ ଦୁଇଟି ସମସ୍ୟା ସବୁ ଦେଶ ପାଇଁ ଆହ୍ବାନ ହୋଇ ଠିଆ ହୋଇଛି। ଗୋଟିଏ ହେଲା ବ୍ୟାପକ ନିଯୁକ୍ତି ସୃଷ୍ଟି କରିବାର ଆହ୍ବାନ ଓ ଅନ୍ୟଟି ହେଲା ଦେଶ ଚଳାଇବା ପାଇଁ ରାଜକୋଷକୁ ଅର୍ଥ…
ପୁରୁଣା ମେଧା
ଯୁବପିଢ଼ି ପାଇଁ ଆଇଟି ସେକ୍ଟର କର୍ମଶକ୍ତି ଭାବେ ଉଭାହୋଇଛି। ସେଥିପାଇଁ ଅଧିକ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲ ନିଯୁକ୍ତି ଓ ରୋଜଗାର ଆଶାରେ ଆମେରିକା, କାନାଡା, ଇଂଲଣ୍ଡ, ଜର୍ମାନୀ ଏବଂ ନ୍ୟୁଜିଲାଣ୍ଡ ଆଦି ଦେଶକୁ ଯାଉଛନ୍ତି। ସବୁଠୁ ଅଧିକ କର୍ମଚାରୀ ଅଛନ୍ତି…
ଉତ୍ସର୍ଗୀକୃତ ନ୍ୟାୟବ୍ୟବସ୍ଥା
କେନ୍ଦ୍ର ଆଇନମନ୍ତ୍ରୀ କିରେନ୍ ରିଜିଜୁ କ୍ରମାଗତ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଆକ୍ରମଣ କରିଚାଲିଛନ୍ତି। ବିଶେଷକରି କଲେଜିୟମ୍ ବ୍ୟବସ୍ଥାକୁ ସମାଲୋଚନା କରି ବିଚାରପତିମାନେ ବିଚାରପତିଙ୍କୁ ବାଛିବା ପରମ୍ପରାକୁ ସେ ନାପସନ୍ଦ କରି ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ ଅବାଞ୍ଛିତ ମତ ଗଣମାଧ୍ୟମକୁ…
ଏଇ ଭାରତରେ
ଜଣେ ଆଇଏଏସ୍ ଅଧିକାରୀଙ୍କ ନିଜ ଦାୟିତ୍ୱ ବାଦ୍ ନିଆରା ଉପାୟରେ ଜଳାଶୟ ପୁନରୁଦ୍ଧାର ନିଶ୍ଚିତ ଭାବେ ପ୍ରେରଣାଦାୟକ। ଏଭଳି କାର୍ଯ୍ୟ କରୁଛନ୍ତି ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କମିଶନର ଅଂଶୁଲ ଗୁପ୍ତା। ବଡ଼ କଥା ହେଉଛି ସେ ସରକାରୀ ଅନୁଦାନ ବିନା କେବଳ…
ପ୍ରତ୍ୟାଖ୍ୟାତ ରକ୍ତଗୋଲାପର ଇତିକଥା
ସୁପ୍ରଭା ବେହେରା ଥିଲା ଜଣେ ଦର୍ଶନର ଛାତ୍ର। ସେହି ଯୁବକଙ୍କର ତାଙ୍କ ପ୍ରଫେସରଙ୍କ ଝିଅ ପ୍ରତି ପ୍ରେମ ଭାବ ଜାଗ୍ରତ ହେଲା। ସେ ସେହି ଝିଅଟିକୁ ପ୍ରେମ ନିବେଦନ କଲେ। ତା’ ସହ ନାଚିବାକୁ କହିଲେ। କିନ୍ତୁ ଝିଅଟିର ଥିଲା ଅଜବ…
ପ୍ରଚାର ଓ ପ୍ରତାରଣା
ଡ.ପ୍ରଫୁଲ୍ଲ କୁମାର ସାହୁ ଦେଶର ଅର୍ଥନୀତି ପାଇଁ ଖରାପ ଖବର ଆଣିଛି ନୂଆବର୍ଷ -୨୦୨୩। ବର୍ଷର ପ୍ରଥମ ଦିନରେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍ଆଇଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଏ ଦେଶରେ ବେକାରି ହାର ୮.୩ ପ୍ରତିଶତ ବୃଦ୍ଧି…
ଛାଡ଼ିବା ପାଇଁ ଶକ୍ତି
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍ ଫେବୃୟାରୀ ୭ରେ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ନିକଟରେ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାଖାପାଖି ୭ ମାସ କାର୍ଯ୍ୟକାଳ ବାକି ଥିବା ବେଳେ ତାଙ୍କର ଏଭଳି ନିଷ୍ପତ୍ତି ତାଙ୍କୁ ସମ୍ମାନନୀୟ ସ୍ତରରେ…
ଏଇ ଭାରତରେ
ଦିନକୁ ଦିନ ଦୁଇଚକିଆ ଯାନର ବିଭିନ୍ନ ମଡେଲ ବଜାରକୁ ଆସୁଛି। ଇ-ବାଇକ୍ ହେଉ କିମ୍ବା ପେଟ୍ରୋଲଚାଳିତ, ପ୍ରତ୍ୟେକ ମଡେଲର ଆଦର ମଧ୍ୟ ବଢ଼ିବାରେ ଲାଗିଛି। ଯେତେ ନୂଆ, ସେତେ ପସନ୍ଦ, ହେଲେ ପୁରୁଣା ଗାଡ଼ି ସାଇତି ରଖିବା ଲୋକ ବହୁତ କମ୍।…
ଡିଜିଟାଲ ଟୁଇନ୍
ଡ. ନରେନ୍ଦ୍ର ସେଠୀ ଯାଁଆଳା ମଣିଷ ପିଲା କିମ୍ବା କୌଣସି ଜୀବର ଯମଜ ଦେଖିଲେ ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନ ଥାଏ। କିନ୍ତୁ ଏବେ ବିଜ୍ଞାନ ତା’ର କରାମତି ଦେଖେଇ ଯେକୌଣସି ମଣିଷର ଅବିକଳ ତିଆରି କରିବାରେ ସମର୍ଥ ହେଲାଣି।…
ବିପ୍ଳବର ପ୍ରଜ୍ୱଳନ୍ତ ବହ୍ନିଶିଖା
ବିମଳ ପ୍ରସନ୍ନ ଦାସ ବିପ୍ଳବର ଦୀପ୍ତସୂର୍ଯ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୬ତମ ପବିତ୍ର ଜୟନ୍ତୀ ଚଳିତ ଜାନୁୟାରୀ ୨୩ ତାରିଖ ସାରା ଦେଶରେ ପାଳନ ହେଉଛି। ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସ୍ତରରେ ଏକ କମିଟି ଗଠନ…
Archives


